Excuse Me Odisha

ଯାହା କହିବୁ ସତ କହିବୁ

ଅର୍ଶ୍ଵ ଭଲ କରିବାର ଚମତ୍କାରି ଘରୋଇ ଉପଚାର।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଅର୍ଶ୍ଵ ଭଲ କରିବାର ଚମତ୍କାରି ଘରୋଇ ଉପଚାର।

ବନ୍ଧୁଗଣ ଆମର ଭୁଲ ଜୀବନଶୈଳୀ ଏବଂ ଖରାପ ଖାଦ୍ୟ ପେୟ ଯୋଗୁ ଆମକୁ ଅର୍ଶ୍ଵ ଭଳି ସମସ୍ୟା ଭୋଗିବାକୁ ପଡିଥାଏ। ଅର୍ଶ୍ଵ ଭଳି ସମସ୍ୟା ଥରେ ଉତ୍ପନ ହେଲେ ଆପଣଙ୍କୁ ବହୁତ ଅଧିକ ଅନକମ୍ପଟ ଲାଗିଥାଏ। ଆପଣ ଠିକ ଭାବରେ ବସି ପାରନ୍ତି ନାହିଁ ଏବଂ ଅର୍ଶ୍ଵରେ ସାଧାରଣତଃ ଅପରେସନ ହେବାକୁ ପଡିଥାଏ ନହେଲେ ଆପଣଙ୍କର ଅର୍ଶ୍ଵ ଏତେ ସହଜରେ ଭଲ ହୋଇନଥାଏ କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏମତି ଏକ ଘରୋଇ ଉପଚାର ନେଇଆସିଛୁ ଯାହା ଆପଣଙ୍କର ଅର୍ଶ୍ଵ ଭଳି ସମସ୍ୟାକୁ ଦୂର କରିବା ସହିତ ଅର୍ଶ୍ଵରେ ଯେଉଁ ମାଂସ ଖଣ୍ଡ ଗୁଡିକ ଝୁଲି ପଡିଥାଏ ତାହାକୁ ମଧ୍ୟ ଏହା ଦୂର କରିବା ପାଇଁ ବହୁତ ଅଧିକ ଚମତ୍କାରି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଅର୍ଶ୍ଵ ଭଳି ସମସ୍ୟାକୁ ଦୂର କରିବା ପାଇଁ ଆପଣ ଏହି ଘରୋଇ ଉପଚାରକୁ କେମିତି ବନାଇବେ ଏବଂ ଏହାର ପ୍ରୟୋଗ କିପରି କରିବେ।

ବନ୍ଧୁଗଣ ଅର୍ଶ୍ଵ ବା ଅର୍ଶ୍ଵରେ ଝୁଲି ପଡିଥିବା ମାଂସ ଖଣ୍ଡକୁ ଦୂର କରିବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅରେ କର୍ପୂର ଖଣ୍ଡ। ଏହା ସେହି କର୍ପୂର ଅଟେ ଯାହା ଆମ ପୂଜାରେ ବ୍ୟବହାର ହୋଇଥାଏ। ବନ୍ଧୁଗଣ କର୍ପୂର ଆପଣଙ୍କର ଅର୍ଶ୍ଵ ଭଳି ସମସ୍ୟା ବା ଅର୍ଶ୍ଵରେ ଝୁଲି ପଡିଥିବା ମାଂସ ଖଣ୍ଡକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ। ଏହା ତ ଆପଣଙ୍କୁ ଆପଣଙ୍କ ପୂଜା ଘରୁ ବହୁତ ସହଜରେ ମିଳିଯିବ। ଆପଣ ଏଥିପାଇଁ ଗୋଟିଏ ରୁ ଦୁଇଟି କର୍ପୂର ଖଣ୍ଡ ନିଅନ୍ତୁ ଏବଂ ଏହାକୁ ଗୁଣ୍ଡ କରିଦିଅନ୍ତୁ। ଏହାକୁ ଗୁଣ୍ଡ କରିବା ବହୁତ ସହଜ ଅଟେ। ହାତରେ ଗୁଣ୍ଡ କରିପାରିବେ ନହେଲେ କୌଣସି ଡାଙ୍ଗ ମାଧ୍ୟମରେ ମଧ୍ୟ ଗୁଣ୍ଡ କରିପାରିବେ। ଏବେ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ଲେମ୍ବୁ। ଆପଣଙ୍କୁ କହିଦେଉଛୁ ଯେ ଆପଣ ଚାହିଁଲେ ଲେମ୍ବୁର ପ୍ରୟୋଗ କରିପାରିବେ ନହେଲେ ପ୍ରୟୋଗ ନକଲେ ବି ଚଳିବ। କିନ୍ତୁ ଆପଣ ଏହି ଘରୋଇ ଉପଚାରରେ ଲେମ୍ବୁର ପ୍ରୟୋଗ ନିହାତି କରନ୍ତୁ। ଆପଣ ବେସି ଲେମ୍ବୁ ରସର ପ୍ରୟୋଗ କରନ୍ତୁ ନାହିଁ କେବଳ ୨ ରୁ ୩ ଟପା ଲେମ୍ବୁ ରସର ପ୍ରୟୋଗ ଆପଣ ଏଥିରେ କରନ୍ତୁ। ଏବେ ଏଥିରେ ତୃତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ହଳଦୀ ଗୁଣ୍ଡ। ଏହା ବନ୍ଧୁଗଣ ଅର୍ଜିନାଲ ହଳଦୀ ଗୁଣ ହେବା ଦରକାର। ଆପଣ ମାର୍କେଟରୁ ହଳଦୀ ଖଣ୍ଡ ଆଣି ତାହାକୁ ପେଷି ଗୁଣ୍ଡ ପ୍ରସ୍ତୁତ କରିବେ। ଆପଣ ମାର୍କେଟ ହଳଦୀ ଗୁଣ୍ଡ ନେବେ ନାହିଁ। ତାହା ବହୁତ କେମିକାଲ ଯୁକ୍ତ ହୋଇଥାଏ ସେଥିପାଇଁ ତାହା ଏତେ ଇଫେକ୍ଟଟିଭ ନୁହେଁ। ସେଥିପାଇଁ ଅର୍ଜିନାଲ ହଳଦୀ ଗୁଣ୍ଡ ନିଅନ୍ତୁ। ହଳଦୀ ଆଣ୍ଟିବ୍ୟାକ୍ଟେରିୟଲ ଯାହା ଆପଣଙ୍କର ଚର୍ମ ଜନିତ ଅନେକ ପ୍ରକାରର ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଚମତ୍କାରୀ ହୋଇଥାଏ। ତାହା ସହିତ ଆପଣଙ୍କ ଅର୍ଶ୍ଵରେ ହେଉଥିବା ଯନ୍ତ୍ରଣାକୁ କମ କରିବା ପାଇଁ ମଧ୍ୟ ଏହା ବହୁତ ଅଧିକ ଚମତ୍କାରି ହୋଇଥାଏ। କହିବାକୁ ଗଲେ ହଳଦୀ ଆପଣଙ୍କ ଅର୍ଶ୍ଵ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଚମତ୍କାରି ହୋଇଥାଏ। ସେଥିପାଇଁ ଆପଣ ଏଥିରେ ହଳଦୀ ଗୁଣ୍ଡର ପ୍ରୟୋଗ ନିଶ୍ଚୟ କରନ୍ତୁ। ଅଧ ଚାମଚ ହଳଦୀ ଗୁଣ୍ଡ ନିଅନ୍ତୁ। ଶେଷ ସାମଗ୍ରୀ ଆପଣଙ୍କୁ ଏଥିରେ ଦରକାର ହେବ କ୍ୟାଷ୍ଟ୍ରଅଏଲ ଯାହାକୁ ଆମେ ଓଡ଼ିଆରେ ଯୋଡ଼ା ତେଲ କହିଥାଉ। ଆପଣ ଚେଷ୍ଟା କରିବେ ଅର୍ଜିନାଲ ଯୋଡ଼ା ତେଲ ନେବା ପାଇଁ। ଏହା ମାର୍କେଟରେ ବହୁତ ସହଜରେ ମିଳିଯିବ। ଯୋଡ଼ା ତେଲ ଆପଣଙ୍କ ଶରୀରରେ ଅନେକ ପ୍ରକାରର ଲାଭଦାୟକ ହୋଇଥାଏ। ଏହା ତ ଆପଣ ମାନେ ନିଶ୍ଚୟ ଜାଣିଥିବେ। ଅର୍ଶ୍ଵ ବା ଅର୍ଶ୍ଵରେ ଝୁଲୁଥିବା ମାଂସ ଖଣ୍ଡକୁ ଦୂର କରିବା ପାଇଁ ଯୋଡ଼ା ତେଲ ବହୁତ ଅଧିକ ଚମତ୍କାରି ହୋଇଥାଏ। ସେଥିପାଇଁ ଆପଣ ଏଥିରେ ଏକ ଚାମଚ ଯୋଡ଼ା ତେଲ ମିଶାନ୍ତୁ। ଏବେ ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ। ଏହାକୁ ବନାଇବା ବହୁତ ସହଜ ଅଟେ ଏବଂ ଏହାକୁ ଆପଣଙ୍କ ଅର୍ଶ୍ଵ ଜାଗାରେ ଲଗାଇବା ମଧ୍ୟ ବହୁତ ଅଧିକ ସହଜ ହୋଇଥାଏ। ଏହାକୁ ଆପଣ କେବଳ ଗୋଟେ ସପ୍ତାହ ଆପଣଙ୍କ ଅର୍ଶ୍ଵ ହୋଇଥିବା ଜାଗାରେ ପ୍ରୟୋଗ କରନ୍ତୁ। ଦେଖିବେ ଆପଣଙ୍କ ଅର୍ଶ୍ଵ ଭଳି ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ ଏବଂ ଆପଣଙ୍କ ଅର୍ଶ୍ଵରେ ଝୁଲି ପଡିଥିବା ମାଂସ ଖଣ୍ଡ ମଧ୍ୟ ଦୂର ହୋଇଯିବ।

ଏବେ ଆସନ୍ତୁ ଜାଣିବା ଆପଣ ଏହାର ଉପଯୋଗ ଅର୍ଶ୍ଵ ଭଳି ସମସ୍ୟାକୁ ଦୂର କରିବା ପାଇଁ କିପରି କରିବେ।

ବନ୍ଧୁଗଣ ଆପଣ ନିଜର ଅର୍ଶ୍ୱକୁ ପ୍ରଥମେ ଉଷୁମ ପାଣିରେ ଭଲ ଭାବରେ ଧୋଇଦିଅନ୍ତୁ। ଏହି ମିଶ୍ରଣକୁ ଲଗାଇବା ପୂର୍ବରୁ ନିଜର ଅର୍ଶ୍ୱକୁ ଉଷୁମ ପାଣିରେ ଭଲ ଭାବରେ ଧୋଇଦିଅନ୍ତୁ। ଏହା ପରେ ଆପଣ ଏହି ପେଷ୍ଟ କୁ ନିଅନ୍ତୁ ଏହା ପରେ ନିଜର ଆଙ୍ଗୁଳି ସାହାର୍ଯ୍ୟରେ କିମ୍ବା ତୁଳା ସାହାର୍ଯ୍ୟରେ ଆପଣ ସେହି ଜାଗାରେ ଏହାକୁ ପ୍ରୟୋଗ କରନ୍ତୁ। ଲଗାଇବା ପରେ ଅଧଘଣ୍ଟା ପାଇଁ ଏହାକୁ ଶୁଖିବାକୁ ଛାଡି ଦିଅନ୍ତୁ। ଲଗେଇବା ପରେ ଅଧଘଣ୍ଟା ନିଶ୍ଚୟ ଏହାକୁ ଛାଡି ଦିଅନ୍ତୁ। ଆପଣ ଏହାକୁ ଭଲ ଭାବରେ ଲଗାନ୍ତୁ। ଦେଖିବେ ଆପଣଙ୍କର ଅର୍ଶ୍ଵରେ ବା ଅର୍ଶ୍ଵରେ ଝୁଲି ପଡିଥିବା ମାଂସ ଖଣ୍ଡ ଗୁଡିକ ତାହା ଦୂର ହେବ ଏବଂ ଆପଣଙ୍କ ଅର୍ଶ୍ଵ ଭଳି ସମସ୍ୟା ବା ଅର୍ଶ୍ଵରେ ମାଂସ ଖଣ୍ଡ ଝୁଲି ପଡିଥିବ ସେହିସବୁ ସମସ୍ୟା ଦୂର ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *