Excuse Me Odisha

ଯାହା କହିବୁ ସତ କହିବୁ

ଜୀବନ ସାରା ଗୋଟେ ପୁଅଙ୍କୁ ହିଁ ଭଲ ପାଇଥାନ୍ତି ଏହି ୨ଟି ନାମର ଝିଅ,ଜାଣନ୍ତୁ ସେମାନେ କିଏ କିଏ !

ସେୟାର୍ କରନ୍ତୁ

ବର୍ତ୍ତମାନ ଏହି ଆଧୁନିକ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ପ୍ରେମ କରିବା ଏକ ସାଧାରଣ କଥା। ଏହି ପ୍ରେମ ଯାହାକୁ ଥରେ ହୋଇଥାଏ, ତା ବିନା ବଞ୍ଚିବା ଅଧିକ କଷ୍ଟକର ହୋଇ ଯାଇଥାଏ। ପ୍ରେମ ଦୁଇଟି ହୃଦୟର ମିଳନ ହୋଇଥାଏ ଏବଂ ପ୍ରେମରେ ଜାତି, ବର୍ଣ୍ଣ, ଭେଦଭାବ କିଛି ନଥାଏ। ଆଜିର ଯୁବପିଢି ମାନଙ୍କ ମଧ୍ୟରେ ଅଧିକ ମାତ୍ରାରେ ପ୍ରେମ ସମ୍ପର୍କ ଦେଖିବାକୁ ମିଳୁଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହିକି ଯେ ପୁରୁଣା ଯୁଗର ପ୍ରେମ ଏବଂ ବର୍ତ୍ତମାନ ଯୁଗର ପ୍ରେମ ମଧ୍ୟରେ ବହୁତ ତାରତମ୍ୟ ରହିଛି। କାରଣ ଆଜିକାଲିର ପ୍ରେମରେ ବିଶ୍ୱାସ, ବୁଝାମଣା, ପବିତ୍ରତା ନାହିଁ।

ଆଜିକାଲିର ପ୍ରେମରେ ସ୍ୱାର୍ଥପରତା, ବିଶ୍ବାସଘାତକତା ଭରି ରହିଛି।ବର୍ତ୍ତମାନ ପୁଅମାନଙ୍କ ଅପେକ୍ଷା ଝିଅମାନେ ଅଧିକ ବିଶ୍ବାସଘାତକତା କରୁଛନ୍ତି।ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ଯେ ଝିଅମାନଙ୍କର ନାମର ପ୍ରଥମ ଅକ୍ଷରରୁ ହିଁ ସେମାନଙ୍କର ଚରିତ୍ର ଓ ଗୁଣ କିପରି ହୋଇଥାଏ, ତାହା ଜଣା ପଡ଼ିଥାଏ। ଅର୍ଥାତ ସେମାନେ ନିଜ ଜୀବନସାଥୀଙ୍କ ସହିତ ସାରାଜୀବନ ସାଥି ହୋଇ ରହିବେ, ନଚେତ ତାଙ୍କୁ ଛାଡି ଚାଲିଯିବେ। ତେବେ ଆସନ୍ତୁ ଜାଣିବା କେଉଁ ନାମର ଝିଅମାନେ ନିଜ ଜୀବନସାଥୀଙ୍କ ସହିତ କେବେବି ବିଶ୍ବାସଘାତକତା କରନ୍ତି ନାହିଁ।ତେବେ ଆସନ୍ତୁ ଜାଣିବା ସେହି ଦୁଇଟି ଝିଅ ମାନଙ୍କ ବିଷୟରେ।

୧/ A ନାମର ଝିଅ –

ଯେଉଁ ଝିଅମାନଙ୍କର ନାମର ପ୍ରଥମ ଅକ୍ଷର ଏ (A) ରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ଶାନ୍ତ ଓ ସରଳ ସ୍ୱଭାବର ହୋଇଥାନ୍ତି। ଏହି ଝିଅମାନେ ଖୁବ୍ ସୁନ୍ଦର ହେବା ସହିତ ବୁଦ୍ଧିମତୀ ମଧ୍ୟ ହୋଇଥାନ୍ତି। ଏମାନଙ୍କର ବ୍ୟବହାର ସର୍ବଦା ଉତ୍ତମ ରହିଥାଏ, ଏଥିପାଇଁ ଲୋକେ ଏମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି। ଏମାନେ ନିଜର ଜୀବନସାଥୀଙ୍କ ସହିତ କେବେବି ବିଶ୍ବାସଘାତକତା କରନ୍ତି ନାହିଁ। ସାରା ଜୀବନ ସେ ନିଜ ଜୀବନସାଥୀଙ୍କ ସହିତ ସମୟ ଅତିବାହିତ କରିଥାନ୍ତି ଏବଂ ତାଙ୍କୁ ଅଧିକ ଭଲପାଇବା ଓ ସ୍ନେହ ଦେଇଥାନ୍ତି।

୨/ R ନାମର ଝିଅ –

R ଅକ୍ଷରରୁ ଆରମ୍ଭ ହୋଇଥିବା ଝିଅମାନଙ୍କର ହୃଦୟ ବହୁତ ସଫା ଓ ନିର୍ମଳ ହୋଇଥାଏ। ଏହାସହିତ ଏମାନେ ବହୁତ ପରିଶ୍ରମୀ ମଧ୍ୟ ହୋଇଥାନ୍ତି। ଏହି ଝିଅମାନେ ନିଜ ଜୀବନରେ ଜଣେ ପୁଅକୁ ହିଁ ପ୍ରେମ କରିଥାନ୍ତି ଏବଂ ତାଙ୍କ ସହିତ ସାରା ଜୀବନ ଖୁସିରେ ବିତାଇ ଥାଆନ୍ତି। ଏମାନଙ୍କୁ ତାଙ୍କର କଠିନ ପରିଶ୍ରମର ଉଚିତ ଫଳ ମିଳି ଥାଏ। ଏମାନେ ସର୍ବଦା ନିଜ ଜୀବନସାଥୀଙ୍କର ଯତ୍ନ ନେଇଥାନ୍ତି।

ଆପଣଙ୍କୁ ଯଦି ଆମର ଏହି ପୋଷ୍ଟଟି ଭଲ ଲାଗିଛି ତାହେଲେ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ ଏବଂ ଆମର ପୋଷ୍ଟକୁ ସମସ୍ତଙ୍କୁ ସେୟାର କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *