Excuse Me Odisha

ଯାହା କହିବୁ ସତ କହିବୁ

ଏପରି ଚରିତ୍ର ହୀନ ମହିଳାଙ୍କ ଠାରୁ ଦୂରେଇ ରୁହନ୍ତୁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହିପରି ଚରିତ୍ରହୀନ ମହିଳାଙ୍କ ଠାରୁ ଦୂରେଇ ରୁହନ୍ତୁ।

ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସୁଖମୟ ଏବଂ ସରଳ ବନାଇବା ପାଇଁ ଉପଯୋଗୀ ସୂଚନା ଦିଆଯାଇଛି। ଏହି ଗ୍ରନ୍ଥର ମୁଖ୍ୟ ଉଦେଶ୍ୟ ମାନବ ସମାଜକୁ ସମସ୍ତ କ୍ଷେତ୍ରରେ ବ୍ୟବହାରିକ ପ୍ରାଥମିକ ଶିକ୍ଷା ଦେବା। ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଯିଏକି ତାଙ୍କ ନୀତି ବଳରେ ଚନ୍ଦ୍ରଗୁପ୍ତଙ୍କ ମର୍ଯ୍ୟଙ୍କୁ ରାଜ ଗାଦି ଉପରେ ବସାଇ ଦେଇଥିଲେ। ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କର ଏମିତି ମହତ୍ୱପୂର୍ଣ୍ଣ ନୀତି ଯାହା ଆପଣଙ୍କର କାମରେ ଆସିବ। ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଚରିତ୍ରହୀନ ମହିଳାଙ୍କ କିଛି ଲକ୍ଷଣ ବିଷୟରେ କହିବୁ। ବନ୍ଧୁଗଣ କୌଣସି ବି ବ୍ୟକ୍ତିର ଚରିତ୍ର ଦୀପର ରଶ୍ମି ପରି ହୋଇଥାଏ ଯାହା ଦୂର ଦୂର ପର୍ଯ୍ୟନ୍ତ ପ୍ରକାଶ ଖେଳାଇଥାଏ। ଭଲ ଚରିତ୍ର ଲୋକଙ୍କୁ ଜୀବନରେ ନୂଆ ରାହା ଏବଂ ପ୍ରେରଣା ମିଳିଥାଏ। ହିନ୍ଦୁ ଧର୍ମରେ ଏକ ଗ୍ରନ୍ଥ ଅଛି ଯାହାର ନାମ ହେଲା ମନୁଷ୍ୟତି। ଯେଉଁଥିରେ ମହିଳାଙ୍କ ପାଇଁ କିଛି ନିୟମ ନିର୍ଦ୍ଧାରିତ କରାଯାଇଛି। ଯେଉଁଥିରେ ସେମାନଙ୍କ ପବିତ୍ରତା ମନେରହିବ ଏବଂ ସେ ସମାଜରେ ଆଦର ପ୍ରାପ୍ତ କରିପାରିବ। ତ ବନ୍ଧୁଗଣ କୌଣସି ମହିଳାର ଚରିତ୍ର ଯଦି ନଷ୍ଟ ହୋଇଯାଏ ତ ତାହାର ସମାଜରେ ନିନ୍ଦା ହୋଇଥାଏ ଅପମାନ ହୋଇଥାଏ ଏବଂ ଚରିତ୍ରହୀନ ମହିଳା ପଶୁ ତଥା ରାକ୍ଷସ ଠାରୁ ମଧ୍ୟ ନୀଚ ହୋଇଥାଏ। କାରଣ ପଶୁ ଏବଂ ରାକ୍ଷସ ଜୀବ ତ ପ୍ରଥମ ପାପ କର୍ମର ଫଳ ଭୋଗି ମନୁଷ୍ୟ ଆଡ଼କୁ ଆସିଥାନ୍ତି।କିନ୍ତୁ ଚରିତ୍ରହୀନ ମହିଳା ପାପରେ ପଡି ପଶୁ ତଥା ରାକ୍ଷସ ଆଡ଼କୁ ଯାଇଥାଏ। ଏପରି ସ୍ତ୍ରୀର ସାଙ୍ଗ ମଧ୍ୟ ପତନ ଆଡ଼କୁ ଯାଇଥାଏ ତ ବନ୍ଧୁଗଣ ମନୁଷ୍ୟତିରେ କିଛି ଶ୍ଳୋକ ମଧ୍ୟରେ ଅପବିତ୍ର ଏବଂ ଚରିତ୍ରହୀନ ମହିଳାଙ୍କ ଲକ୍ଷଣ ବିଷୟରେ କୁହାଯାଇଛି। ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ସେହି ଚରିତ୍ରହୀନ ମହିଳାଙ୍କ ବିଷୟରେ ଜଣେଇବୁ।

ବନ୍ଧୁଗଣ କୁହନ୍ତି କି ମଦ ସେବନ କରୁଥିବା ମହିଳା ବା ସ୍ତ୍ରୀ ଦୁଷ୍ଟ ପୁରୁଷଙ୍କ ସହିତ ସାଙ୍ଗ ହେଉଥିବା ସ୍ତ୍ରୀ ଓ ପତିଙ୍କ ସହିତ ନରହୁଥିବା ସ୍ତ୍ରୀ ବିନା କୌଣସି କାମ ନଥାଇ ଏଠି ସେଠି ବୁଲୁଥିବା ମହିଳା ଅସମୟରେ ଡେରି ପର୍ଯ୍ୟନ୍ତ ଶୋଉଥିବା ମହିଳା ନିଜର ଘର ଛାଡ଼ି ଅନ୍ୟର ଘରେ ରହୁଥିବା ମହିଳା ଏପରି ମହିଳା ଚରିତ୍ରହୀନ ମହିଳା ହୋଇଥାନ୍ତି। ବନ୍ଧୁଗଣ କହିଦେଉଛୁ କି ଲାଜ ଏବଂ ସରମ ନାରୀର ଆଭୂଷଣ ହୋଇଥାଏ। ଯେବେ କୌଣସି ମହିଳା ଏହାକୁ ତ୍ୟାଗ କରିଦିଏ ତ ତାକୁ ଅପଶବ୍ଦର ସାମ୍ନା କରିବାକୁ ପଡିଥାଏ। ମଦ୍ୟପାନ କରୁଥିବା ମହିଳା ପରିବାର ଏବଂ ସମାଜରେ ନିଜର ଇଜତକୁ ନଷ୍ଟ କରିଦିଅନ୍ତି। ଦୁଷ୍ଟ ପୁରୁଷଙ୍କ ସହ ସାଙ୍ଗ ହେଉଥିବା ମହିଳାଙ୍କ ପତନ ବହୁତ ଶୀଘ୍ର ହୋଇଥାଏ।

ବନ୍ଧୁଗଣ ଏମାନଙ୍କ ଦ୍ୱାରା ପରିବାରର ଅନ୍ୟ ମହିଳାଙ୍କୁ ମଧ୍ୟ ସମାଜରେ ଖରାପ ନଜରରେ ଦେଖାଯାଏ। ବନ୍ଧୁଗଣ କହିଦେଉଛୁ କି ପତି ସହ ନରହୁଥିବା ମହିଳା ଏବଂ ତାଙ୍କର ଛୁଆଙ୍କ ଭବିଷ୍ୟତ ଅଦ୍ଧକାରରେ ବୁଡିଯାଇଥାଏ। ବିବାହ ପରେ ପତି ସହ ରହିଲେ ମହିଳାଙ୍କୁ ସମାଜରେ ଉଚିତ ମାନ ସମ୍ମାନ ମିଳିଥାଏ। କୁହାଯାଏ କି ବିନା କୌଣସି କାମରେ ଏଠି ସେଠି ବୁଲୁଥିବା ମହିଳାଙ୍କ ଚରିତ୍ରରେ ଦୋଷ ଆସିଥାଏ। ବିବାହିତ ମହିଳା ଏପରି କରେ ତ ତାର ଶଶୁର ଘର ଏବଂ ମା ଘରର ଇଜତକୁ ନଷ୍ଟ କରେ। ବନ୍ଧୁଗଣ ମନୁଷ୍ୟତିରେ କୁହାଯାଇଛି କି ଅସମୟ ଏବଂ ଡେରି ପର୍ଯ୍ୟନ୍ତ ଶୋଉଥିବା ମହିଳା ନିଜ ଶରୀରକୁ ତ କ୍ଷତି ପହଞ୍ଚାଇ ଥାନ୍ତି ତା ସହ ପାରିବାରିକ ଦାୟିତ୍ୱ ଠିକରେ ନିଭାଇ ନଥାନ୍ତି। ଏଥିପାଇଁ ସେମାନେ ଶାରୀରିକ ଏବଂ ମାନସିକ ରୂପେ ବୀମାର ରହିଥାନ୍ତି। ମନୁଷ୍ୟତିରେ କୁହାଯାଇଛି କି ପିତା ଏବଂ ପତି ଏହି ଦୁଇଜଣଙ୍କୁ ମହିଳାଙ୍କ ପାଇଁ ଉପଯୁକ୍ତ ମାନାଯାଏ। ନିଜର ଘର ଛାଡ଼ି ଅନ୍ୟର ଘରେ ରହୁଥିବା ମହିଳାଙ୍କ ଚରିତ୍ରରେ ଦୋଷ ଆସିଥାଏ। କୌଣସି ବି ଅନ୍ୟରେ ଘରେ ଯେତେବି ଆରାମ ମିଳୁ କିନ୍ତୁ ବନ୍ଧୁଗଣ ଯେଉଁ ସୁଖ ଏବଂ ଆପଣା ପଣ ପିତା ଏବଂ ପତିର ଘରେ ସୁଖ ପ୍ରାପ୍ତ ହୋଇଥାଏ ତାହା ଅନ୍ୟ କେଉଁଠି ମିଳିନଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *