Excuse Me Odisha

ଯାହା କହିବୁ ସତ କହିବୁ

ସଜନା ଶାଗ ହେଉଛି ୧୦ଟି ରୋଗର ରାମବାଣ ଔଷଧ,ଜାଣନ୍ତୁ କେଉଁ କେଉଁ ସବୁ ରୋଗ ଭଲ ହୋଇଥାଏ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସଜନା ଶାଗର ୧୦ ଟି ରୋଗର ନିବା-ରଣ। ରାମବା-ଣ ଔଷଧ।

ବନ୍ଧୁଗଣ ସଜନା ଶାଗର ଫାଇଦା ବିଷୟରେ ଆସନ୍ତୁ ଜାଣିବା।ସଜନା ଶାଗକୁ ବହୁତ ଜାଗାରେ ବହୁ ନାମରେ ଜଣା ଯାଇଥାଏ ଏହାର ବ୍ୟବହାର ତରକାରୀ ବନାଇବାରେ କରାଯାଇଥାଏ। ଏହାର ଭଜା ବହୁତ ସ୍ୱା-ଦିଷ୍ଟ ଅଟେ। ଏହାର ଫଳ ଏବଂ ପତ୍ରରେ ଚମ-ତ୍କାରୀ ଆୟୁର୍ବେଦିକ ଫାଇଦା ଲୁ-ଚି ରହିଛି। ଆଜି ଆମେ ସଜନା ଶାଗର ଫାଇଦା ବିଷୟରେ ଆଲୋଚନା କରିବା।

ଏମିତି ମାନାଯାଇଥାଏ କି ୧୦୦ ଗ୍ରାମ ସଜନା ପତ୍ରର ୫ ଗ୍ଲାସ କ୍ଷୀର ସମାନ କ୍ୟାଲସିୟମ ରହିଥାଏ। ସାଥିରେ ଏକ ଲେମ୍ବୁ ତୁଳନାରେ ଏଥିରେ ୫ ଗୁଣା ଅଧିକ ଭିଟାମିନ-C ମିଳିଥାଏ। ଏହାର ପତ୍ରରେ କ୍ୟାଲସିୟମ ଏବଂ ଭିଟାମିନ-C ସହିତ ପ୍ରୋଟିନ ପଟାସିୟମ ଆଇ-ରନ ମ୍ୟାଗ୍ନେନେସିୟମ ଏବଂ ଭିଟାମିନ-B କମ୍ପ୍ଲେକ୍ସ ଭରପୁର ମାତ୍ରାରେ ମିଳିଥାଏ। ଏବେ ଆସନ୍ତୁ ଜାଣିବା ସଜନା ପତ୍ର କେଉଁ ପ୍ରକାର ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ହୋଇଜା ଝାଡ଼ାବାନ୍ତି ଦ-ଣ୍ଡିସ ଭଳି ରୋଗୀ ମାନଙ୍କ ପାଇଁ ସଜନା ପତ୍ରର ରସ ପିଇବା ବହୁତ ଲା-ଭକା-ରୀ ହୋଇଥାଏ। ବହୁତ ଅଧିକ ଥଣ୍ଡା ହୋଇଯାଇଥିଲେ ଏହାର ପତ୍ର ଏବଂ ଫଳକୁ ପାଣିରେ ଫୁଟାଇ ଏହାର ବା-ମ୍ପ ନେବା ଦ୍ୱାରା ଆପଣଙ୍କର ବନ୍ଦ ହୋଇଯାଇଥିବା ନାକ ଖୋଲି ଯାଇଥାଏ। ସାଥିରେ ଶରୀ-ରରେ ବ୍ୟ-ଥା ବି କମ ହୋଇଥାଏ। ଏହାକୁ ନିୟ-ମିତ ରୂପରେ ସେ-ବନ କରିବା ଦ୍ୱାରା ଏନିମିଆ ମାନେ ର-କ୍ତର ଅ-ଭାବ ଦୂର ହୋଇଥାଏ। ଏହା ପିଲାଙ୍କ ମଧ୍ୟରେ କୁପୋଷଣକୁ ଦୂର କରିଥାଏ ଏବଂ ଭଲ ପୋଷକ ତତ୍ତ୍ୱ ଦେଇଥାଏ। ଏହାର ସେ-ବନ ଦ୍ୱାରା ଗର୍ଭ-ବତୀ ମହିଳା ଏବଂ ସ୍ତନ ପା-ନ କରାଉଥିବା ମା ମାନଙ୍କର ସ୍ୱାସ୍ଥ୍ୟ ଠିକ ରହିଥାଏ। ଏହା ସମଗ୍ର ସ୍ୱାସ୍ଥ୍ୟର ସୁଧାର କରିଥାଏ। ତଥା ପୋଷଣ ଏବଂ ଉର୍ଜା ଦେଇଥାଏ। ଏହା ପ୍ରୋଟିନ ଏବଂ ଭିଟାମିନରେ ଭରପୁର ହୋଇଥାଏ। ଏହା କଷ୍ଟ କାଠିନ୍ୟକୁ ଦୂର କରିବାରେ କାମ କରିଥାଏ। ଏଥିରେ ଫାଇବର ଭରପୁର ମାତ୍ରାରେ ମିଳିଥାଏ ଯାହା ଆମ ପାଚନ ତ-ନ୍ତ୍ରକୁ ଠିକ ରଖିଥାଏ। ଏହା ଦ୍ୱାରା ପେଟ ସମ୍ବ-ଦ୍ଧିତ ସମସ୍ୟା ଦୂର ହୋଇଥାଏ। ଏହା ହାଡ଼କୁ ମଧ୍ୟ ମଜବୁତ କରିଥାଏ। ଏହା ଆଣ୍ଠୁ ଗଣ୍ଠି ବ୍ୟଥା ପାଇଁ ବହୁତ ଲାଭଦାୟକ ଅଟେ। ଏହା ଶରୀରର ରୋଗ ପ୍ରତି-ରୋଧ କ୍ଷମତାକୁ ବଢାଇଥାଏ ଏବଂ ଆଖି ଏବଂ ମସ୍ତିଷ୍କକୁ ପୋ-ଷଣ ପ୍ରଦାନ କରିଥାଏ। ଏହା ସହଜରେ ମିଳିଥାଏ। ଏହାର କୌଣସି ସାଇଡ଼ଇଫେକ୍ଟ ମଧ୍ୟ ନଥାଏ। ସଜନା ଶାଗ ଆପଣଙ୍କର ର-କ୍ତ ଚାପ ବା ବ୍ଲଡ଼ପ୍ରେସରକୁ ନି-ୟନ୍ତ୍ର-ଣ କରିବାରେ ଯଥେଷ୍ଟ ସହାୟକ ହୋଇଥାଏ। ତେବେ ବନ୍ଧୁଗଣ ଏହା ତ ଥିଲା ସଜନା ପତ୍ରର ଫାଇଦା।

ଏବେ ଆସନ୍ତୁ ଜାଣିବା ଏହାର ବ୍ୟବହାର କିପରି କରିବେ।

ଏଥିପାଇଁ ଆପଣ ସଜନା ପତ୍ରର ତରକାରୀ ଏବଂ ଶାମ୍ବରରେ ପକାଇ ଖାଇପାରିବେ। ହୋଇଯା ପାଇଁ ଏହାକୁ ପାଣିରେ ଫୁଟାଇ ପିଇ ପାରିବେ। ଆପଣ ଏହାର ପାଉଡର ବନେଇ ମଧ୍ୟ ଖାଇପାରିବେ। ଏହି ଗୁ-ଣ୍ଡକୁ ଆପଣ ଭୋଜନ ସହିତ ଗୋଟେ ଦାନାରେ ୩ ଥର ସେ-ବନ କରିବା ଦ୍ୱାରା ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟରେ ସୁଧାର ଆସିଥାଏ ଏବଂ କୁପୋ-ଷଣ ମଧ୍ୟ ଦୂର ହୋଇଥାଏ। ଏହାକୁ ତରକାରୀ କିମ୍ବା ଖାଦ୍ୟରେ ମିଶାଇ ଖାଇପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *