Excuse Me Odisha

ଯାହା କହିବୁ ସତ କହିବୁ

୪ଟି ରାଶିରେ ମହାସଂଯୋଗ,କାଲିଠାରୁ ହେବେ କୋଟିପତି

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଆପଣଙ୍କ କ୍ରୋଧ ଯୋଗୁଁ ସମସ୍ତ ସମ୍ପର୍କ ନଷ୍ଟ ହୋଇପାରେ। ଆପଣଙ୍କୁ ନିଜର ବ୍ୟବସାୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। କାରଣ ଆଜି ଆପଣ ଏକ ପ୍ରକାର କ୍ଷତି ସହିବାର ସମ୍ଭାବନା ରହିଛି। ଆପଣଙ୍କ କାର୍ଯ୍ୟାଳୟରେ ଜଣେ କର୍ମଚାରୀଙ୍କ ସହଯୋଗରେ ଆପଣ କିଛି ଜରୁରୀ କାର୍ଯ୍ୟ ସମ୍ପନ୍ନ କରିବେ। ଆପଣ ପରିବାର ଲୋକଙ୍କ ସହିତ ସୁଖପୂର୍ଣ୍ଣ ସମୟ ଅତିବାହିତ କରିବେ।

ପତିପତ୍ନୀ ପରସ୍ପରର ଭାବନାକୁ ସମ୍ମାନ ଦିଅନ୍ତୁ, ନଚେତ ଏକ ଅଲଗା ପରିସ୍ଥିତି ସୃଷ୍ଟି ହୋଇପାରେ। ଆପଣଙ୍କୁ ନିଜର ଖାଦ୍ୟ ଅଭ୍ୟାସକୁ ନିୟନ୍ତ୍ରଣରେ ରଖିବା ଉଚିତ। କାରଣ ଆଜି ଆପଣଙ୍କର କୋଷ୍ଠକାଠିନ୍ୟ ଏବଂ ପେଟ ସମ୍ବନ୍ଧୀୟ କିଛି ସମସ୍ୟା ହୋଇପାରେ ଦେଖା ଦେଇପାରେ। ଆଜି ଆପଣଙ୍କ ପାଇଁ ଶୁଭ ରଙ୍ଗ ଲାଲ ଏବଂ ଶୁଭ ସଂଖ୍ୟା ହେଉଛି ୧୦। ଆଜି ଆପଣଙ୍କୁ ସବୁ କାର୍ଯ୍ୟ ଉତ୍ସାହର ସହିତ କରିବା ଆବଶ୍ୟକ, ଏହାଦ୍ବାରା ଆପଣ ନିଜକୁ ଉତ୍ସାହିତ ଅନୁଭବ କରିବେ।

ଆପଣଙ୍କୁ ସବୁ କାର୍ଯ୍ୟରେ ଏବଂ ନିଜର ଦୈନନ୍ଦିନ କାର୍ଯ୍ୟକଳାପ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଏହାଦ୍ବାରା ଆପଣ ନିଜ କାର୍ଯ୍ୟରେ ସଫଳ ହୋଇପାରିବେ। ଆଜି ଗାଡି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ନଚେତ ଦୁର୍ଘଟଣା ଘଟିପାରେ। ଆପଣଙ୍କୁ ନିଜ ସାଥି କର୍ମଚାରୀଙ୍କ ସହିତ କୌଣସି କାର୍ଯ୍ୟ କରିବା ସମୟରେ ସ୍ୱଚ୍ଛତା ବଜାୟ ରଖିବାର ଆବଶ୍ୟକତା ରହିଛି।

ଆଜି ସାମାନ୍ୟ ଭୁଲ ବୁଝାମଣା ଆପଣଙ୍କୁ କିଛି ବଡ ଅସୁବିଧାରେ ପକାଇ ପାରେ, ସାବଧାନ ରୁହନ୍ତୁ। କୌଣସି ବ୍ୟବସାୟ ସମ୍ବନ୍ଧୀୟ କାର୍ଯ୍ୟ କରୁଥିବା ସମୟରେ ଅଧିକ ବିନିଯୋଗ କରିବା ପାଇଁ ବିଚାର କରନ୍ତୁ ନାହିଁ। ଆଜିର ଦିନଟି ନିବେଶ କରିବା ପାଇଁ ଅନୁକୂଳ ସାବ୍ୟସ୍ତ ହେବ ନାହିଁ।ଆପଣଙ୍କର ସମସ୍ତ ଥକ୍କା ଓ ଚାପ ଦୂର ହେବ। ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଭଲ ରହିବ ଏବଂ କିଛି କାର୍ଯ୍ୟରେ ଆପଣ ସେମାନଙ୍କ ସହଯୋଗ ପ୍ରାପ୍ତ କରିବେ।

କିନ୍ତୁ ଆଜି ଆପଣ ଅନ୍ୟମାନଙ୍କ ଉପରେ ଅଧିକ ନିର୍ଭରଶୀଳ ନହୋଇ ନିଜର ଦକ୍ଷତା ଉପରେ ଭରସା ରଖି କାର୍ଯ୍ୟ କରନ୍ତୁ। ଶତ୍ରୁ ଆପଣଙ୍କୁ ସମସ୍ୟାରେ ପକାଇ ପାରନ୍ତି। ନିଜର ଘନିଷ୍ଠ ବନ୍ଧୁଙ୍କ ସହିତ uttana ସମୟ ଅତିବାହିତ କରିବେ। ବୃତ୍ତିଗତ ଭାବରେ ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଭଲ ରହିବ। କର୍ମକ୍ଷେତ୍ରରେ ଆପଣଙ୍କର ସମ୍ମାନ ବୃଦ୍ଧି ହେବା ସହିତ ପ୍ରଶଂସିତ ହେବେ। କିଛି ନୂତନ ଚୁକ୍ତିନାମା ପ୍ରାପ୍ତ ହୋଇପାରେ।

ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛି – ମେଷ ରାଶି, ବୃଷ ରାଶି, ତୁଳା ରାଶି ଏବଂ ମକର ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *