Excuse Me Odisha

ଯାହା କହିବୁ ସତ କହିବୁ

ଗୋଟିଏ କୋଳି ରସୁଣ ଦ୍ଵାରା ୨୪ ଘଣ୍ଟା ମଧ୍ୟରେ ସବୁ ସମସ୍ୟା ଦୂର ହେବ,ଜାଣନ୍ତୁ କିପରି

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବାସ ଗୋଟେ କଲି ରସୁଣରେ ୨୪ ଘଣ୍ଟାରେ ସମସ୍ତ ସମସ୍ୟା ଦୂର ହେବ।

ବହୁତ ସାରା ଲୋଙ୍କର ଧନର ଏତେ ସମସ୍ୟା ହୋଇଥାଏ କି ଯେତେବି ପ୍ରୟାସ କଲେ ଯେତେବି ଚେଷ୍ଟା କଲେ ସେଥିରେ ବିଫଳତା ମିଳିଥାଏ। କେତେଥର ଏମିତି ହୁଏକି ଶତ୍ରୁଙ୍କ କାରଣରୁ ଧନର ସମସ୍ୟା ଆସିଥାଏ ଯେମିତିକି ଆପଣ ଯେଉଁଠାରେ ବ୍ୟାପାର କରନ୍ତି ଯେଉଁଠି ଚାକିରୀ କରନ୍ତି ସେଠାରେ କିଛି ଲୋକ ଏମିତି ହୋଇଯାନ୍ତି କି ପ୍ରୋମସନ ହେବାକୁ ଦେଇନଥାନ୍ତି। ନେହେଲେ ବ୍ୟାପାରରେ ସବୁବେଳେ କ୍ଷତି କରାଇବାର ଭାବିଥାଆନ୍ତି ଯାହା କାରଣରୁ ଧନର ସମସ୍ୟା ଦେଖାଦେଇଥାଏ। ବହୁତ ଥର ଏହା ଗ୍ରହ କାରଣରୁ ମଧ୍ୟ ହୋଇଥାଏ। ତେବେ ଧନର ସମସ୍ୟାର କାରଣ ଯାହାବି ହୋଇଥାଉ ଆଜିର ଏହି ପୋଷ୍ଟରେ ଯେଉଁ ଉପାୟ କହିବୁ ତାହାକୁ କରିକି ଧନର ସବୁ ସମସ୍ୟା ପୁରା ଦୂର କରିପାରିବେ। ତେବେ ଆପଣ ଯଦି ଏହି ପ୍ରୟୋଗ ଠିକରେ କରିବେ ତାହେଲେ ଶତ୍ରୁ ଦୂର ହୋଇଯିବେ ଏବଂ ଧନର ସମସ୍ୟା ବି ମଧ୍ୟ ଦୂର ହୋଇଯିବ।

ପ୍ରଥମ ପ୍ରୟୋଗ। ଯଦି ଆପଣଙ୍କୁ ଲାଗୁଛି କି କିଏ ଆପଣଙ୍କ ଉପରେ ନଜର ପକେଇ ଦେଇଛି ବିଲକୁଲସଞ୍ଚୟ ହେଉନାହିଁ ଯେତେ ପଇସା ଆସୁଛି ତାହା ସବୁ ସରିଯାଉଛି ତେବେ ଏମିତିରେ ଆପଣ ଶନିବାର ଦିନ ନିଜ ପର୍ସରେ ଗୋଟେ ପାଖୁଡ଼ୀ ରଖିଦେବେ। ଏହାକୁ ପ୍ରତ୍ୟକ ଶନିବାର ଦିନ ବଦଳାଇଦେବେ। ଏପରି କରିବା ଦ୍ୱାରା କୌଣସି ଖରାପ ନଜର କୌଣସି ବ୍ୟକ୍ତିର ନଜର ଟିକେବି ଲାଗିନଥାଏ। ତେଣୁ କେବେବି ଧନର ସମସ୍ୟା ଆସିନଥାଏ।

ଦ୍ୱିତୀୟ। କେତେଥର ଏମିତି ହୁଏ କି ବ୍ୟାପାର ବା ଚାକିରୀ ଭଲ ଚାଲିଥାଏ କିନ୍ତୁ ହଠାତ ଖରାପ ହୋଇଯାଏ ଠିକରେ ଚାଲି ନଥାଏ ଏମିତିରେ ଘର ଦୋକାନରେ ପଇସା ରଖୁଥିବା ଜାଗାରେ ଗୋଟେ ରସୁଣ ରଖନ୍ତୁ ଏହାକୁ ପ୍ରତ୍ୟକ ଶନିବାର ବଦଳାନ୍ତୁ। ଶନିବାର ଦିନ ସେହି ପୁରୁଣା ରସୁଣକୁ କୌଣସିଏକ ମନ୍ଦିରରେ ଥିବା ଗଛର ଚେରରେ ପକେଇକି ଆସନ୍ତୁ। ଏହି ଉପାୟ କଲେ ଦୋକାନ ବ୍ୟାପାର କିମ୍ବା ଚାକିରୀରେ କୌଣସି ବନ୍ଦ ଲାଗିଥାଏ ତାହା ଚାଲିବାକୁ ଲାଗିବ।

ତୃତୀୟ। କେତେକ ଲୋକଙ୍କ ବ୍ୟାପାର ଆରମ୍ଭ ହୋଇପାରେ ନାହିଁ। ବା ଚାକିରୀ ଲାଗେନାହିଁ ଏମିତିରେ ଆପଣ ଗୋଟେ ଲାଲ ରଙ୍ଗର ରୁମାଲ ନେବେ ଏଥିରେ ଗୋଟେ ରସୁଣ ପାଖୁଡ଼ୀ ନେଇକି ଗଣ୍ଠି ପକେଇ ଦେବେ। ଏହାକୁ ଶିବ ମନ୍ଦିର ଯାଇ ଗୋଟେ ଗାତ ଖୋଳି ଏହାକୁ ଚୁପଚାପ ଦବେଇକି ପଳେଇ ଆସିବେ ଏବଂ ଭଗବାନ ଶିବଙ୍କ ସାମ୍ନାରେ ଦୀପ ଜଳେଇବେ। ପୋତି ସାରିବା ପରେ ପଛକୁ ବୁଲି ଅନେଇବେ ନାହିଁ। ବାସ ଚୁପଚାପ ଘରକୁ ପଳେଇ ଆସିବେ। ଏହା ଦ୍ୱାରା ସବୁ ନକାରାତ୍ମକତା ଖରାପ ନଜର ସବୁ ସେଠାରେ ପୋତି ହୋଇଯାଏ।

ଚତୁର୍ଥ । ଯଦି ଆପଣଙ୍କୁ ଧନର ସମସ୍ୟା ସବୁବେଳେ ରହୁଛି ତେବେ ୮ ଟି ରସୁଣ କଳା କପଡ଼ାରେ ବାନ୍ଧି ପୋଟଳି କରି ବ୍ୟବସାୟ ସ୍ଥଳରେ ମୁଖ୍ୟ ଦ୍ୱାରରେ ବାନ୍ଧିଦେବେ। ଏହାକୁ ଶନିବାର ଦିନ କରିବେ। ଏହା ଦ୍ୱାରା ବ୍ୟାପାର ବହୁତ ଭଲରେ ଚାଲେ। ତେବେ ଏହି ଉପାୟ କରି ଲାଭ ଉଠାନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *