Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ଆସିଲେ ଏହି ସବୁ ପକ୍ଷୀ,ସାବଧାନ ହୋଇଯାଆନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣଙ୍କୁ ଜଣାଥିବ କି ଆମର ଜୀବନ ଆମର ଜୀବନ ଆଖପାଖର ବାତାବରଣ ଦ୍ୱାରା ହିଁ ପ୍ରଭାବିତ ହୋଇଥାଏ। ତାହା ସହିତ ପଶୁ ପକ୍ଷୀ ଆମର ଜୀବନର ଏକ ଭିନ୍ନ ଅଙ୍ଗ ଅଟନ୍ତି। ଋଷି ତାନ୍ତ୍ରିକ ତଥା ଆଧ୍ୟାତ୍ମିବାଦୀ ମାନେ ପକ୍ଷୀ ମାନଙ୍କୁ ନାଁକେବଳ ଜ୍ୟୋତିଷ ମନୁଷ୍ୟର ଭାଗ୍ୟ ସହିତ ଜଡିଛନ୍ତି ବରଂ ପକ୍ଷୀ ମାନଙ୍କର ଉପଯୋଗ ସଂକୁନ ଜ୍ୟୋତିଷ ପ୍ରଶ୍ନ ଜ୍ୟୋତିଷ ତାନ୍ତ୍ରିକ ଉପଚାର ଏବଂ ଶାରୀରିକ ଏବଂ ମାନସିକ ରୋଗ ନିବାରଣରେ କରାଯାଇଥାଏ। ପକ୍ଷୀ ମାନଙ୍କୁ ସ୍ୱତନ୍ତ୍ରତା ନବୀନ ବିଚାର ଆନନ୍ଦ ମୁକ୍ତି ପ୍ରଶଂସା ପ୍ରଜନନ ଶକ୍ତି ମାନସିକ ଏବଂ ଆତ୍ମାର ଯାତ୍ରା ଏବଂ ପ୍ରେରଣାର ପ୍ରତୀକ ମାନାଯାଇଥାଏ। ପରନ୍ତୁ ଏହାର ବିପରୀତ ଆମକୁ ଏମାନଙ୍କ ଦ୍ୱାରା କିଛି ଅପବାଦ ବି ମିଳିଥାଏ ଯାହା ଶୁଆ ଅଚାନକ ହିଁ ଘରକୁ ଆସିଯିବା ମୟୁର ଘରେ ନୃତ୍ୟ କରିବା ତଥା କୁକୁଡ଼ା ସକାଳୁ ସକାଳୁ ବବାଇବା ଶୁଭ ଫଳ ଦାୟକ ହୋଇଥାଏ। ସେହିପରି କିଛି ପକ୍ଷୀ ମାନଙ୍କର ଘରକୁ ଆସିବା ଏବଂ ଦେଖିବା ଅଶୁଭ ଫଳଦାୟକ ହୋଇଥାଏ। ତ ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ କିଛି ବିଶେଷ ପକ୍ଷୀ ମାନଙ୍କର ଘରକୁ ଆସିବା ଏବଂ ରହିବା ଦ୍ୱାରା ମିଳିବାକୁ ଥିବା ଶୁଭ ଏବଂ ଅଶୁଭ ଫଳ ବିଷୟରେ ଜଣେଇବୁ।

ପ୍ରଥମ। ପାରା। ବନ୍ଧୁଗଣ ସକାଳୁ ସକାଳୁ ଘରେ ପାରା ଦେଖିବା ଏହା ପ୍ରେମ ସମ୍ବଦ୍ଧ ହେବାର ମାନ୍ୟତା ଅଛି। ସେହିପରି ଯଦି ସନ୍ଧ୍ୟାରେ ପାରା ଦେଖନ୍ତି କିମ୍ବା ତାଙ୍କର ଘୁମୁରିବା ଶବ୍ଦ ଶୁଣନ୍ତି ତାହେଲେ ଏହା ଘରେ ଚୋରି ହେବା ଏବଂ ଲଢେଇ ଝଗଡା ହେବାର ସଂକେତ ମାନାଯାଇଥାଏ। ବନ୍ଧୁଗଣ ଏଥିରେ କୌଣସି ସନ୍ଦେହ ନାହିଁ କି ପାରା ଏକ ଶାନ୍ତ ପକ୍ଷୀ ଅଟେ କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ଘରକୁ ପାରା ଆସିବା ଅଶୁଭ ମାନାଯାଇଥାଏ। ଏଥିପାଇଁ ଆପଣଙ୍କୁ ଘରୁ ପାରା ମାନଙ୍କୁ ବାହାର କରିଦେବା ଦରକାର। କାରଣ ପାରାର ସମ୍ବଦ୍ଧ ରାହୁ ଗ୍ରହ ସହିତ ହୋଇଥାଏ। ଏଥିପାଇଁ ପାରା ଘରକୁ ନକାରାତ୍ମକତା ଆଣିଥାଏ ଏବଂ ଘରର ଲୋକମାନଙ୍କୁ ଅସଫଳତାର ସାମ୍ନା କରିବାକୁ ପଡିଥାଏ।

ପେଚା। ବନ୍ଧୁଗଣ ପେଚା ମା ଲକ୍ଷ୍ମୀଙ୍କର ବାହନ ଅବଶ୍ୟ ହୋଇଥାଏ କିନ୍ତୁ ଘରକୁ ପେଚା ଆସିବା ଅଶୁଭ ହିଁ ମାନାଯାଇଥାଏ। କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ ଦୀପାବଳି ଦିନ ପେଚା ଘରକୁ ଆସିବା ଶୁଭ ମାନାଯାଇଥାଏ। ଏହିଦିନ ମା ଲକ୍ଷ୍ମୀ ଆସିବାର ସଂକେତ ଦେଇଥାଏ କିନ୍ତୁ ଅନ୍ୟ ଦିନ ମାନଙ୍କରେ ଏହାର ଘରକୁ ଆସିବା ହାନିକାରକ ହୋଇଥାଏ। ମାନାଯାଇଥାଏ କି ଘରକୁ ପେଚା ଆସିବା ଦ୍ୱାରା ଘରେ ନକରାତ୍ମକ ଉର୍ଜାର ବାସ ହୋଇଥାଏ ଏବଂ ଘରର ଉନ୍ନତି ରୋକିଯାଇଥାଏ। ଏହାବି କୁହାଯାଏ କି ଘରେ କିମ୍ବା ଘର ଉପରେ ପେଚା ବୋବାଇବା ମୃତ୍ୟୁର ସୂଚନା ଦେଇଥାଏ। ଯଦି ସନ୍ଧ୍ୟାରେ ଘର ବାହାରେ ଗଛ ଉପରେ ପେଚା ବବେଇଥାଏ ତ ବର୍ଷେ ଭିତରେ କୌଣସି ମିତ୍ର କିମ୍ବା ସମ୍ପର୍କୀୟଙ୍କର ମୃତ୍ୟୁ ହୋଇପାରେ।

ସାଗୁଣା। ଆପଣ ଜାଣିଥିବେ କି ସାଗୁଣା ମୃତ ଜୀବଙ୍କୁ ଖାଇଥାଏ। ଏଥିପାଇଁ ହିନ୍ଦୁ ଧର୍ମରେ ଏହାକୁ ଅଶୁଭ ପକ୍ଷୀ ମାନାଯାଇଥାଏ। ଏହା ସହିତ ସାଗୁଣା ଘରକୁ ଆସିବା ଅଶୁଭ ମାନାଯାଇଥାଏ। ଯେଉଁ ଘରେ ଏମାନଙ୍କର ବାସ ହୋଇଥାଏ ସେହି ଘରର କେବେବି ବିକାଶ ହୋଇନଥାଏ। ସେହି ଘରର ସଦସ୍ୟ ମାନଙ୍କ ମଧ୍ୟରେ ଲଢେଇ ଝଗଡା ସବୁବେଳେ ଲାଗି ରହିଥାଏ। ଘରୁ ସକାରାତ୍ମକ ଉର୍ଜା ସବୁଦିନ ପାଇଁ ସମାପ୍ତ ହୋଇଯାଇଥାଏ ଏବଂ ଧନର ହାନି ମଧ୍ୟ ହୋଇଥାଏ। ଏଥିପାଇଁ ଧାର୍ମିକ ମାନ୍ୟତାରେ କୁହାଯାଇଛି କି ଯଦି ଆପଣଙ୍କର ଘରକୁ କେବେ ସାଗୁଣା ଆସିଥାଏ ତ ତାହାକୁ ବାହାର କରି ଘରେ ଶାନ୍ତିପାଠ ଅବଶ୍ୟ କରନ୍ତୁ

କାଉ। କୁହାଯାଏ କି କାଉ ଏକ ଏମିତି ପକ୍ଷୀ ଅଟେ ଯାହାକୁ ଆଗକୁ ଘଟିବାକୁ ଯାଉଥିବା ଘଟଣାବଳୀ ବିଷୟରେ ପୂର୍ବରୁ ହିଁ ଜଣା ପଡ଼ିଯାଏ। ଆପଣଙ୍କୁ କହି ଦେଉଛୁ କି ଯଦି କାଉ କୌଣସି ବ୍ୟକ୍ତିର ମୁଣ୍ଡ ଉପରେ ବସିଯାଏ ତ ଏହାର ଅର୍ଥ ଏହା ହୋଇଥାଏ କି ସେହି ବ୍ୟକ୍ତିର ମାନ ସମ୍ମାନରେ ଆଞ୍ଚ ଆସିବାର ଅଛି କିମ୍ବା ତାଙ୍କର ଘରେ ପଇସାର କମି ହେବାର ଅଛି। ଯଦି ଅଚାନକ ବହୁତ ସାରା କାଉ ଆପଣଙ୍କର ଘର ଉପରେ ଆସି ରାବି ଥାନ୍ତି ତ ଏହା ଅଶୁଭ ସଂକେତ ମାନାଯାଇଥାଏ। କୁହାଯାଇଥାଏ କି ସେହି ଘରର ମାଲିକ ପାଇଁ ସଂକଟର ସଂକେତ ହୋଇପାରେ।

ବାଦୁଡି। ଆପଣ ଜାଣିଥିବେ କି ବାଦୁଡିକୁ ଦିନରେ ଦେଖାଯାଇନଥାଏ। ଏଥିପାଇଁ ଏହାକୁ ରାତିର ପକ୍ଷୀ କୁହାଯାଇଥାଏ। ଏହା ସହିତ ଏହା ଭୁତ ପ୍ରେତ ଭଳି ଓଲଟା ଝୁଲି ରହିଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଶାସ୍ତ୍ରରେ ବି ଘରକୁ ବାଦୁଡି ଆସିବା ଅଶୁଭ ମାନାଯାଇଥାଏ। ଘରକୁ ବାଦୁଡି ଆସିବା ମୃତ୍ୟୁ ସୂଚକ ଦେଇଥାଏ କିନ୍ତୁ ଚାଇନାରେ ଏମାନଙ୍କୁ ଶୁଭ ମାନାଯାଏ।

ଛୋଟ ଚଢେଇ ବା ଘର ଚଟିଆ। ଆପଣଙ୍କୁ କହିଦେଉଛୁ କି ଘରର ନିକଟରେ କୌଣସି ଚଢେଇର ବ୍ୟବହାର ହିଁ ଘରେ ଘଟିବାକୁ ଥିବା ଘଟଣାର ନିର୍ଦ୍ଧାରିତ କରିଥାଏ। ଯଦି ଚଢେଇ ଆପଣଙ୍କର ଘରେ କିମ୍ବା ଘର ନିକଟରେ ବସା ବାନ୍ଧିଥାଏ ତ ଏହା ସୌଭାଗ୍ୟର ସଂକେତ ଦେଇଥାଏ। ଭବିଷ୍ୟତରେ କୌଣସି ଶୁଭ ସମାଚାର ଏବଂ ଉନ୍ନତିର ଅବସର ପ୍ରାପ୍ତ ହେବ। କିନ୍ତୁ ରୋଗୀର କକ୍ଷକୁ ଚଢେଇ ଆସିବା ମୃତ୍ୟ ସୂଚକ ସଂକେତ ଦେଇଥାଏ।

ଚିଲ। ଆପଣଙ୍କୁ କହିଦେଉଛୁ କି ଚିଲର ସମ୍ବଦ୍ଧ ମୃତ ପରିଜନଙ୍କ ସହିତ ରହିଥାଏ। ପରନ୍ତୁ ଏମାନଙ୍କୁ ଆପଣ ଭୁଲ ନବୁଝିବା ଦରକାର। ଏଥିପାଇଁ ଯଦି ଆପଣଙ୍କୁ ପ୍ରତିଦିନ ଚିଲ ଦେଖିବାକୁ ମିଳେ ତ ଏହା ବୁଝିଯାଆନ୍ତୁ କି ଆପଣଙ୍କର ପୁର୍ବଜଙ୍କର ଆଶୀର୍ବାଦ ଆପଣଙ୍କ ସହିତ ଅଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *