Excuse Me Odisha

ଯାହା କହିବୁ ସତ କହିବୁ

ଆଜି ରାତି ୮ଟା ପରେ ଏହି ୬ଟି ରାଶିର ଲୋକଙ୍କ ଭାଗ୍ୟ ଚମକିବ

ସେୟାର୍ କରନ୍ତୁ

ଶୁକ୍ର ଗ୍ରହ ଏକ ଶୁଭ ଗ୍ରହ ଅଟେ। ଆଜି ରାତିରେ ଏହି ଶୁକ୍ର ଗ୍ରହର ଚଳନରେ ପରିବର୍ତ୍ତନ ହେବା ପାଇଁ ଯାଉଛି। ଯାହା ଦ୍ଵାରା କିଛି ରାଶିରେ ଲୋକ ମାନେ ଶୁଭ ଫଳ ପ୍ରା-ପ୍ତ କରିବେ, ଆଉ କିଛି ରାଶିର ଲୋକେ ଅଶୁ-ଭ ପରିଣାମ ପ୍ରାପ୍ତ କରିବେ। ଯେଉଁ ମାନେ ଉତ୍ତମ ଫଳ ପାଇବେ, ସେମାନେ ଏବେ କିଛି ନୂଆ କାର୍ଯ୍ୟ କରିବା ପାଇଁ ଆଗ୍ରହୀ ହେବେ। କୁହାଯାଏ କି ଶୁକ୍ର ଗ୍ରହ ଯେଉଁ ରାଶିରେ ଶୁଭ ରହିଥାଏ,ସେହି ରାଶିର ଲୋକେ ଅଧିକ ସୁଖଶାନ୍ତିରେ ରହିଥାନ୍ତି। ଏବେ ଏହି ଗ୍ରହ ଶନିଦେବଙ୍କ ସହିତ ମିଶି କିଛି ସଂଯୋଗ କରିବା ପାଇଁ ଯାଉଛନ୍ତି।

ଏବେ ପ୍ରଥମ ଦୁଇଟି ରାଶି ହେଉଛି ସିଂହ ରାଶି ଓ ତୁଳା ରାଶି – ଆପଣଙ୍କୁ ଜୀବନରେ ବଡ଼ ପରିବର୍ତ୍ତନ ଦେଖିବା ପାଇଁ ମିଳିବ। ଆପଣଙ୍କ ଉପରେ ସର୍ବଦା ଭଗବାନ ଶନିଦେବଙ୍କ କୃ-ପାଦୃ-ଷ୍ଟି ଅଧିକ ରହିବ। ଶ୍ରଦ୍ଧା ଭାବନାରେ ଶନିଦେବଙ୍କ ପୂଜା-ର୍ଚ୍ଚନା କଲେ, ଆପଣଙ୍କର ସବୁ କାର୍ଯ୍ୟ ସଫଳ ହେବ। ଆପଣ ଯେକୌଣସି କାର୍ଯ୍ୟରେ ବାରମ୍ବାର ପ୍ରୟାସ କଲେ, ଆପଣଙ୍କୁ ନିଶ୍ଚିତ ଭାବରେ ସଫଳତା ମିଳିବ। ସକାଳୁ ଉଠି ସ୍ନାନ ସାରି ଭଗବାନ ଶନିଙ୍କ ପୂଜାର୍ଚ୍ଚନା କରି ନିଜର କାର୍ଯ୍ୟ ଆରମ୍ଭ କଲେ, ଆପଣଙ୍କୁ କାର୍ଯ୍ୟରେ ନିଶ୍ଚୟ ସଫ-ଳତା ପ୍ରାପ୍ତ ହେବ।

ବୈବାହିକ ଜୀବନ ସୁଖରେ ଅତିବାହିତ ହେବ।ଆପଣଙ୍କୁ ନିଜ ସ୍ୱାସ୍ଥ୍ୟକୁ ନେଇ ଉତ୍ତମ ପରିଣାମ ପ୍ରାପ୍ତ ହେବ। ଏହାସହିତ ଆପଣମାନଙ୍କ ମଧ୍ୟରୁ ଯେଉଁ ଲୋକେ ଟଙ୍କା ଦେବାନେବା କାର୍ଯ୍ୟ କରୁଛନ୍ତି, ଏହା ମଧ୍ୟ ଆପଣଙ୍କ ପାଇଁ ଉତ୍ତମ ସାବ୍ୟସ୍ତ ହେବ। କିଛି ପୁରୁଣା ଘରୋଇ ବିବା-ଦ ଦୂର ହୋଇଯିବ। ଯେଉଁ ମାନେ ପ୍ରେମ କରୁଛନ୍ତି, ସେମାନଙ୍କ ପାଇଁ ଆସୁଥିବା ସମୟ ଉତ୍ତମ ସାବ୍ୟସ୍ତ ହେବ।

ଦ୍ଵିତୀୟରେ ହେଉଛି ବୃଷ ରାଶି ଓ ବିଛା ରାଶି – ଆପଣ ମାନଙ୍କ ପାଇଁ ଆସନ୍ତା ସମୟ ଅତ୍ୟନ୍ତ ସୁଖମୟ ରହିବ। ଯେଉଁ ମାନେ ବ୍ୟାପାର କରୁଛନ୍ତି, ସେମାନଙ୍କୁ ପୁରୁଣା ନିବେଶରୁ ଅଧିକ ଲାଭ ମିଳିବାର ସମ୍ଭାବନା ରହିଛି। ଅଚାନକ ଆପଣଙ୍କୁ ବହୁତ ବଡ଼ ଖୁସିର ଖବର ମିଳିପାରେ। ଆପଣଙ୍କ ପାଇଁ ଆସୁଥିବା ବି-ପଦ ଟଳି ଯିବ ଏବଂ ଆପଣଙ୍କୁ ନିଜ ଜୀବନରେ ଆସୁଥିବା ସମୟ ଆପଣଙ୍କୁ ଅନେକ କିଛି ଶିଖାଇ ଦେବ। ଆପଣ ଜାଣି ପାରିବେ କି ଆପଣ କଣ କରିଛନ୍ତି। ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ଶୁଭ ଖବର ମିଳିବାର ଯୋଗ ରହିଛି।

ତୃତୀୟରେ ହେଉଛି କୁମ୍ଭ ରାଶି ଓ କନ୍ୟା ରାଶି – ଆପଣଙ୍କୁ ସବୁ କାର୍ଯ୍ୟରୁ ଅଧିକରୁ ଅଧିକ ଲାଭ ମିଳିବ। ଏହି ସମୟରେ ଯଦି ଆପଣ କେଉଁ ସ୍ଥାନରେ ଧନ ନି-ବେଶ କରିବେ, ତାହେଲେ ଏହା ଆପଣଙ୍କୁ ଉଚିତ ପରିଣାମ ପ୍ରଦାନ କରିବ।ପ୍ରେମ ଜୀବନ ସୁଖମୟ ରହିବ। ଶାରୀ-ରିକ ଦୃ-ଷ୍ଟିରୁ ପିତାମାତା ସୁସ୍ଥ ଅନୁଭବ କରିବେ। ପରିବାରର କୌଣସି ସଦସ୍ୟଙ୍କୁ ଅଚାନକ ଶୁଭ ଖବର ମିଳିପାରେ। ବ୍ୟବସାୟ ପାର୍ଟ-ନରଙ୍କ ସହିତ ଉତ୍ତମ ସମ୍ପ-ର୍କ ସ୍ଥାପନ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *