Excuse Me Odisha

ଯାହା କହିବୁ ସତ କହିବୁ

ମହୁ ଫେଣା ଆପଣଙ୍କୁ କରିପାରେ ଧନୀ, କରନ୍ତୁ ଏହି ସହଜ ଉପାୟ

ସେୟାର୍ କରନ୍ତୁ

ବନ୍ଧୁଗଣ ମହୁମାଛିକୁ ମା ଦୁର୍ଗାଙ୍କର ଭ୍ରାବିସ୍ୱର୍ଗ ବୋଲି କୁହାଯାଇଥାଏ। ଏଣୁ ଏହି ମହୁ ଦ୍ରବ୍ୟଟି ଅଧିକ ପବିତ୍ର ହୋଇଥାଏ। ଏହାକୁ ଅମୃତ ବୋଲି ମଧ୍ୟ କହିଥାନ୍ତି। ୫ ଟି ଅମୃତ ଭିତରୁ ଏହା ଏକ ଅମୃତ ଅଟେ। ଏଣୁ ଏହି ମହୁ ଏବଂ ମହୁରଫେଣା ମଧ୍ୟ ଅଧିକ ପବିତ୍ର ଏବଂ ଚମ-ତ୍କାରି ଗୁଣ ବିଶିଷ୍ଟ ହୋଇଥାଏ। କେବଳ ଜାଣିବାର ଅଛି କି ଏହାକୁ କିପରି ପ୍ରୟୋଗ କଲେ କେଉଁ ଫଳ ମାନ ଦେଇଥାଏ ଏବଂ କେଉଁ ପ୍ରକାରର ପ୍ରୟୋଗ କଲେ ଧନ ଏବଂ ବୈଭବ ପ୍ରାପ୍ତି ହୋଇଥାଏ

ପ୍ରଥମ ପ୍ରୟୋଗ। ବନ୍ଧୁଗଣ ଏହାକୁ ମା ଦୁର୍ଗାଙ୍କର ପ୍ରସାଦ ବୋଲି ଭାବିନେବା ଉଚିତ। ଏହାକୁ ବିଧି ପୂର୍ବକ ଘରକୁ ଆଣନ୍ତୁ। ବିଧିଟି ଏହିପରି ହୋଇଥାଏ କି ଯେଉଁ ଗଛରେ ମହୁ ଫେଣା ରହିଥାଏ ମହୁମାଛି ମାନେ ଉଡି ଯାଇଥିବେ ସେହି ଗଛ ମୂଳକୁ ଯାଇ ଧୂପ ଦୀପ ନୈବେଦ୍ୟ ଏବଂ ଅକ୍ଷତ ଅର୍ପଣ କରନ୍ତୁ ଏବଂ ନିମ-ନ୍ତ୍ରଣ କରନ୍ତୁ ଯେ ମୁଁ ବହୁତ ଦୁଃ-ଖରେ ଅଛି ଏଣୁ ମୋର ଦରି-ଦ୍ରତାକୁ ଦୂର କରିବା ପାଇଁ ଆପଣଙ୍କୁ ନେବା ପାଇଁ ଚାହୁଁଅଛି। ମୋ ସହିତ ମୋ ଘରକୁ ଚାଲନ୍ତୁ ଏବଂ ମୋର ଦାରି-ଦ୍ର୍ୟତାକୁ ଦୂର କରନ୍ତୁ। ଏହିପରି ପ୍ରାର୍ଥନା କରନ୍ତୁ ଏବଂ ସେହି ଗଛ ମୂଳରେ ଗଙ୍ଗା ଜଳ ଅର୍ପଣ କରି ଘରକୁ ଚାଲି ଆସନ୍ତୁ ଏବଂ ପର ଦିନ ଯାଇ ସେହି ମହୁଫେଣାକୁ ଘରକୁ ନେଇ ଆସନ୍ତୁ। ଏହାକୁ ମା ଦୁର୍ଗାଙ୍କର ପ୍ରସାଦ ଭାବି ଘରର ମୁଖ୍ୟ ଦ୍ୱାରରେ ପୋ-ତି ଦିଅନ୍ତୁ। ଏହା ଦ୍ବାରା ଘର ବ-ନ୍ଧନ ମୁକ୍ତ ହୋଇଯାଇଥାଏ ଏବଂ ସମସ୍ତ ତ-ନ୍ତ୍ର ମ-ନ୍ତ୍ର ଗୁଣି ଗାରେଡି ଏବଂ ସମସ୍ତ ପ୍ରକାରର ନକ-ରାତ୍ମକ ଶକ୍ତି ପଳା-ୟନ କରିଥାନ୍ତି ଏବଂ ସେହି ମହୁଫେଣାରୁ ଛୋଟ ଖଣ୍ଡେ ଭା-ଙ୍ଗି ଏକ ଲାଲ କପଡ଼ାରେ ବାନ୍ଧି ଘରେ ଟଙ୍କା ପଇସା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏବଂ ତାହାକୁ ପ୍ରତିଦିନ ଧୂ-ପ ଦୀ-ପ ଦିଅନ୍ତୁ। ଏହା ଦ୍ବାରା ଘରେ ନିରନ୍ତର ଧନର ବୃ-ଦ୍ଧି ହେବ। ଘରେ ଅନ୍ନ ଏବଂ ଧନର ଅ-ଭାବ ରହିବ ନାହିଁ। ଘର ସର୍ବଦା ଧନ ଏବଂ ଅନ୍ନରେ ପୁରି ଉଠିଥାଏ। ଏଣୁ ଏହି ପ୍ରୟୋଗଟିକୁ ଅବଶ୍ୟ କରନ୍ତୁ। ଏବଂ ଏହି ମହୁଫେଣାରୁ ଛୋଟ ଖଣ୍ଡେ ଭା-ଙ୍ଗି ତାବିଜି ଭିତରେ ପୁରାଇ ଶରୀରରେ ଧାରଣ କରନ୍ତୁ ଏହାକୁ ଶରୀରରେ ଧାରଣ କରିବା ଦ୍ୱାରା କୌଣସି ବି ନଜର ଦୋ-ଷ ଲାଗି ନଥାଏ।

ଦ୍ୱିତୀୟ ପ୍ରୟୋଗ। ଏକ ମହୁଫେଣାରେ ଗଙ୍ଗା ଜଳ ଛିଞ୍ଚି ହଳଦୀ ଦ୍ୱାରା ନିଜର ମନର ଇଚ୍ଛାକୁ ଲେଖି ଦିଅନ୍ତୁ। ଯେକୌଣସି ଗୋଟିଏ ଇଛାକୁ ଲେଖିଦିଅନ୍ତୁ ଏବଂ ତାହାକୁ ନେଇ ଜଳ ସ୍ରୋ-ତରେ ବା ନଦୀ ଜଳରେ ପ୍ରବା-ହିତ କରି ଦିଅନ୍ତୁ ଦେଖିବେ ଯାହା ବି ଇଛା ଆପଣ ସେଥିରେ ଲେଖିଥିବେ ତାହା ଖୁବ ଶୀଘ୍ର ପୂରଣ ହୋଇଯିବ କିନ୍ତୁ ଏହି ବିଷୟରେ କାହାରିକୁ ଜଣେଇବେ ନାହିଁ। ଏହାକୁ ଗୁ-ପ୍ତରେ କରିବେ। ଏହାକୁ ଗୁ-ପ୍ତରେ ରଖିଲେ ହିଁ ଏହା ଫଳପ୍ରଦ ହୋଇଥାଏ।

ତୃତୀୟ ପ୍ରୟୋଗ। ଯେଉଁ ନାରୀ ବା କନ୍ୟାଙ୍କୁ ଆପଣ ପସନ୍ଦ କରୁଛନ୍ତି ତାଙ୍କୁ ନିଜର ବସରେ ରଖିବାକୁ ଚାହୁଁଛନ୍ତି ତାଙ୍କୁ ବସିକରଣ କରିବା ପାଇଁ ଚାହୁଁଥାଆନ୍ତି ତେବେ ଏହି ମହୁଫେଣାକୁ ଗୁଡ଼ରେ ମିଶାଇ ତାଙ୍କୁ ଖାଇବାକୁ ଦେଇଦିଅନ୍ତୁ। ଦେଖିବେ ଏହା ନିଶ୍ଚୟ ବସିକରଣର କାର୍ଯ୍ୟ କରିଥାଏ। ଦେଖିବେ ସେ ଆପଣଙ୍କର ବ-ସବ-ର୍ତୀ ହୋଇଯିବେ। ଏବଂ ଆପଣଙ୍କର ଇଶାରାରେ ହିଁ ସମସ୍ତ କାର୍ଯ୍ୟ କରିବାକୁ ଲାଗିବେ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *