Excuse Me Odisha

ଯାହା କହିବୁ ସତ କହିବୁ

୧୦୦ ବର୍ଷପରେ ପ୍ରଥମଥର ପାଇଁ କ୍ରୋଧିତ ହେଲେ ଭଗବାନ ଶନିଦେବ,କାଲିଠାରୁ ଏହି ଗୋଟେ ରାଶିର ଲୋକେ ହୋଇଯାଆନ୍ତୁ ସାବଧାନ

ସେୟାର୍ କରନ୍ତୁ

ଗ୍ରହ ଗୁଡିକର ଚଳନରେ ପରିବର୍ତ୍ତନ କାରଣରୁ ହିଁ ଆମ ଜୀବନରେ ଅନେକ ପରିବର୍ତ୍ତନ ଦେଖା ଯାଇଥାଏ। ଏହି କାରଣରୁ ହିଁ ଆମ ଜୀବନରେ ସୁଖ ଓ ଦୁଃଖ ଆସିଥାଏ ଏବଂ ଯାଇଥାଏ। ଆପଣଙ୍କୁ କହି ରଖୁଛୁ କି ଭଗବାନ ଶନିଦେବଙ୍କୁ ସର୍ବୋଚ୍ଚ ନ୍ୟାୟର ଦେବତା ବୋଲି ମାନା ଯାଇଥାଏ। ଭଗବାନ ଶନି, ଅନୁଚିତ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଦଣ୍ଡ ଦେଇଥାନ୍ତି । ଜ୍ୟୋତିଷ ମାନଙ୍କ ମତରେ ଗ୍ରହ ଗୁଡିକର ଚଳନରେ ପରିବର୍ତ୍ତନ ହେବା କାରଣରୁ କିଛି ଏପରି ଯୋଗ ହେଉଛି, ଯାହାଦ୍ଵାରା ଗତକାଲି ଠାରୁ ଭଗବାନ ଶନିଙ୍କ ପ୍ରଭାବ କିଛି ରାଶିର ଲୋକଙ୍କ ଉପରେ ପଡ଼ିବାର ସମ୍ଭାବନା ରହିଛି।

ଆପଣଙ୍କୁ କହି ରଖୁଛୁ କି ଭଗବାନ ଶନିଦେବ ପ୍ରତ୍ୟେକ ରାଶିରେ ଅଢେଇ ବର୍ଷ ରୁହନ୍ତି। ଶନିଙ୍କ ଗତି ପରିବର୍ତ୍ତନ କାରଣରୁ ବର୍ତ୍ତମାନ ସମୟରେ କେତେକ ରାଶିର ଲୋକଙ୍କ ସମସ୍ୟା ପ୍ରାୟତଃ କମି ଯାଇପାରେ। କିନ୍ତୁ ଆଉକିଛି ରାଶିର ଲୋକଙ୍କୁ ମଧ୍ୟ ଏହି ସମୟରେ ବହୁତ ସାବଧାନ ରହିବାକୁ ପଡ଼ିବ।

ବର୍ତ୍ତମାନ ଏହି ରାଶିର ଲୋକମାନଙ୍କ ପାଇଁ ଦିନଟି ଶୁଭ ସାବ୍ୟସ୍ତ ହୋଇପାରେ। ମକର ଓ କୁମ୍ଭ ରାଶିର ଲୋକଙ୍କୁ ଅଧିକ ସନ୍ତୁଷ୍ଟି ପ୍ରାପ୍ତ ହେବ। ମିଥୁନ ଓ ତୁଳା ରାଶିର ଲୋକମାନଙ୍କର ସବୁ ସମସ୍ୟା ଦୂର ହୋଇଯିବ। ମେଷ ଓ କନ୍ୟା ରାଶିର ଲୋକମାନଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ। ତୁଳା ରାଶିର ଲୋକଙ୍କ ଉପରେ ବର୍ତ୍ତମାନ ଭଗବାନ ଶନିଦେବଙ୍କ ପ୍ରଭାବ ଚାଲିଛି। ମକର ରାଶିର ଲୋକଙ୍କୁ କାର୍ଯ୍ୟକ୍ଷେତ୍ରରେ ଶୁଭ ପରିଣାମ ପ୍ରାପ୍ତ ହେବ। ବ୍ୟବସାୟ କରୁଥିବା ଲୋକଙ୍କୁ ଅଧିକରୁ ଅଧିକ ଲାଭ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

ମାନସିକ ଓ ଶାରୀରିକ ରୂପରେ ଆପଣ ସୁସ୍ଥ ଅନୁଭବ କରିବେ। ଏହି ରାଶିର ଲୋକମାନଙ୍କୁ ବର୍ତ୍ତମାନ ସମୟରେ ଧନ ସଞ୍ଚୟ କରିବା ପାଇଁ ଉତ୍ତମ ଅବସର ମିଳିବ। କିନ୍ତୁ ଧନୁ ରାଶିର ଲୋକଙ୍କ ପାଇଁ ଭଗବାନ ଶନିଙ୍କ ଚଳନର ଏହି ପରିବର୍ତ୍ତନ ବିଶେଷ କିଛି ଲାଭ ପ୍ରଦାନ କରିବ ନାହିଁ। ଏହି ସମୟରେ ଆପଣଙ୍କର ଅନାବଶ୍ୟକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହୋଇପାରେ। ଏହାସହିତ ଆପଣଙ୍କୁ ଆୟରେ ବୃଦ୍ଧି କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଶନିଦେବଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ। ଏଥିପାଇଁ ଆପଣ ସର୍ବଦା ଧର୍ଯ୍ୟପୂର୍ବକ ସବୁ କାର୍ଯ୍ୟ କରନ୍ତୁ।

ଆପଣଙ୍କର ଭୌତିକ ସୁଖ ସୁବିଧା ବୃଦ୍ଧି ପାଇବ। ନୂତନ ଯାନ କ୍ରୟ କରି ପାରନ୍ତି। ଭଗବାନଙ୍କ ଭକ୍ତି ଓ ଆଧ୍ୟାତ୍ମିକତାରେ ଆପଣ ଲୀନ ରହିବେ। ଆପଣ ସମାଜରେ ନିଜର ପଦ ପ୍ରତିଷ୍ଠା ଓ ମାନସମ୍ମାନ ପୁଣିଥରେ ପ୍ରାପ୍ତ କରିବେ। ଶାରୀରିକ ସମସ୍ୟାରେ ସୁଧାର ଆସିବ। ଶନିଦେବଙ୍କ ପ୍ରକୋପରୁ ବଞ୍ଚିତ ହେବା ପାଇଁ ଆପଣ ମହାବୀର ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ। ଏହାସହିତ ଶନିବାର ଦିନ ମାଙ୍କଡମାନଙ୍କୁ କଦଳୀ ଖାଇବାକୁ ଦିଅନ୍ତୁ।ଏହା ଦ୍ଵାରା ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭଫଳ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *