Excuse Me Odisha

ଯାହା କହିବୁ ସତ କହିବୁ

ଏହି ସମୟରେ କ୍ଷୀର ପିଇବା,ବିଷ ପିଇବା ସହିତ ସମାନ ହୋଇଥାଏ,ଜୀବନ ବି ଚାଲି ଯାଇପାରେ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ସମୟରେ କ୍ଷୀର ପିଇବା ଦ୍ୱାରା ବିଷ ବନିଯାଏ। ଜୀବନ ଯାଇପାରେ।

ବନ୍ଧୁଗଣ କ୍ଷୀରରେ ବହୁତ ପୋଷକ ତତ୍ତ୍ୱ ରହିଛି ଏବଂ ଏହା ଆମ ଶରୀର ପାଇଁ ଲାଭକାରୀ ଅଟେ କିନ୍ତୁ କିଛି ଜିନିଷ ଏଭଳି ଅଛି ଯାହାକି କ୍ଷୀର ସହିତ ସେବନ କଲେ ବହୁତ ବଡ଼ ହାନି ହୋଇଥାଏ ଆମ ଶରୀର ଉପରେ।

ଏବେ ଆସନ୍ତୁ ପ୍ରଥମେ ଆମେ ଜାଣି ନେବା କ୍ଷୀରର ସେବନର ଲାଭ।

ଆମ ଶରୀରକୁ ଏକ୍ଟିଭ ରଖିଥାଏ, ଭୋକ ମେଣ୍ଟାଇ ଥାଏ, ପାଚନ ତନ୍ତ୍ରକୁ ମଜବୁତ ରଖିଥାଏ ହାଡ଼ର କ୍ୟାଲସିୟମର ପୂରଣ କରିଥାଏ ପ୍ରଟିନ ଭରପୁର ମାତ୍ରାରେ ରହିଥାଏ କ୍ଷୀରରେ କବଜର ସମସ୍ୟାକୁ ଦୂର କରିଥାଏ। ଅଳସୁଆକୁ ଦୂର କରିଥାଏ। ହାର୍ନିଆକୁ ଦୂର କରିଥାଏ। କ୍ଷୀର ଗଳା ପାଇଁ ମଧ୍ୟ ଉପଯୋଗୀ ଅଟେ। ରାତିରେ ଗରମ କ୍ଷୀର ସହିତ ହଳଦୀ ଟିକେ ମିଶେଇ ସେବନ କରାଯାଏ ତାହେଲେ ନିଦ ଭଲ ହୋଇଥାଏ। ବନ୍ଧୁଗଣ ଦିନର ଆହାର ରୂପରେ କାମ କରିଥାଏ କ୍ଷୀର। ଶରୀରରେ ଯଦି ପାଣିର ମାତ୍ର କମ ଅଛି ତାହେଲେ ପାଣିର ମାତ୍ରା ବଢାଇଥାଏ କ୍ଷୀର। କିନ୍ତୁ ଗୋଟିଏ ଜିନିଷ ଏମତି ଅଛି ଯାହାକୁ କ୍ଷୀର ସହିତ ସେବନ କଲେ ଆପଣଙ୍କୁ ଭୟଙ୍କର ରୋଗ ହୋଇପାରେ ଏବଂ ତାହା ହେଉଛି ଦହି। ଦହି କ୍ଷୀରରୁ ତିଆରି ହୋଇଥାଏ। ତାହେଲେ ଏହା କେମିତି ସମ୍ଭବ ଯେ କ୍ଷୀର ପରି ଦହିର ସେବନ ଭୟଙ୍କର ହୋଇଥାଏ। କ୍ଷୀରର ସେବନ ପରେ ଦହିର ସେବନ କଲେ ଆପଣଙ୍କ ଶରୀରକୁ ବହୁତ ବଡ଼ ହାନି ହୋଇଥାଏ। କାରଣ କ୍ଷୀରର ସେବନ ପରେ ଦହିର ସେବନ କଲେ ଘାତକ ଅଟେ ଏବଂ ଭୟଙ୍କର ରୋଗ ହୋଇପାରେ। ଆମେ ଯଦି ସୁବିଦିନ କ୍ଷୀରର ସେବନ କରିବା ତାହେଲେ ଆମକୁ ପେଟର ଗ୍ୟାସର ସମସ୍ୟା ହୋଇଥାଏ। ଦହି ଯାହାକି କ୍ଷୀରରୁ ତିଆରି ତାହାକୁ କ୍ଷୀରର ସେବନ ପରେ ଦହିର ସେବନ ଉଚିତ ନୁହେଁ। ଏମିତି ଭୁଲ କେବେବି କରିବେ ନାହିଁ। ଯଦି ଆପଣ କ୍ଷୀର ପିଉଛନ୍ତି ଏବଂ ଆପଣଙ୍କୁ ଦହି ଖାଇବା ପାଇଁ ଭଲ ଲାଗେ ତାହେଲେ ଆପଣ କ୍ଷୀର ପିଇବାର ଗୋଟେ ଘଣ୍ଟା ପରେ ଦହିର ସେବନ କରନ୍ତୁ। ଯଦି ଆପଣ ଦହି ଖାଉଛନ୍ତି ଏବଂ ଆପଣଙ୍କୁ କ୍ଷୀର ପିଇବା ପାଇଁ ଇଛା ହେଲା ତାହେଲେ ମଧ୍ୟ ଗୋଟିଏ ଘଣ୍ଟା ପରେ ସେବନ କରନ୍ତୁ। ଯଦି ଆପଣ ଏକା ସାଙ୍ଗରେ ଦୁଇଟିଯାକ ଜିନିଷ ସେବନ କରିବେ ତାହେଲେ ଶରୀରରେ ଧଳା ଦାଗ ହୋଇଥାଏ। ଯାହାକୁ ସୁରେଶସ ମଧ୍ୟ କୁହାଯାଏ। ଏହି ରୋଗ କ୍ଷୀର ଏବଂ ଦହିର ଏକା ସାଙ୍ଗରେ ସେବନ ଦ୍ୱାରା ହୋଇଥାଏ। ତେଣୁ ଏଭଳି ଭୁଲ କରନ୍ତୁ ନାହିଁ। ଏହା ଏମିତି ରୋଗ ଅଟେ ଯାହା ଶରୀରରେ ଥରେ ହୋଇଗଲେ ସାରା ଜୀବନ ଏହାର ପିଛା ଛାଡିବ ନାହିଁ। ଧୀରେ ଧୀରେ ଏହା ପୁରା ଶରୀରକୁ ଧଳା କରିଦିଏ ଏହା ଏକ ଭୟଙ୍କର ରୋଗ ଅଟେ। ଜଣା ଅଜଣା ଲୋକମାନେ ଏଭଳି ଭୟଙ୍କର ରୋଗର ଶିକାରୀ ହୋଇଥାନ୍ତି। ତେଣୁ ଏମିତି ଭୁଲ ଆପଣ ଜମାବି କରନ୍ତୁ ନାହିଁ।

କ୍ଷୀରର ସେବନ ଆପଣ କେମିତି କରିବେ ଏହାର ସଠିକ ଉପାୟ ଆସନ୍ତୁ ଜାଣିବା। ଏହି ପ୍ରକାରରେ ଆପଣ କ୍ଷୀରର ସେବନ କରିବେ। ଯଦି ଆପଣଙ୍କୁ କ୍ଷୀର ପିଇବାର ଅଛି ତାହାଲେ ତାହାକୁ ବିନା ଚିନିରେ ହିଁ ତାହାର ସେବନ କରନ୍ତୁ। ସେଥିରେ ଚିନି ମିଶେଇ ଜମାବି ପିଅନ୍ତୁ ନାହିଁ। ଏହା ଶରୀର ପାଇଁ ଜମାବି ଭଲ ନୁହେଁ। ଯଦି ଆପଣ କ୍ଷୀରରେ ଚିନି ମିଶେଇ ପିଅନ୍ତି ତାହେଲେ କ୍ଷୀରରେ ଥିବା କ୍ୟାଲସିୟମ ନଷ୍ଟ ହୋଇଯାଏ। ଚିନି ମିଶାଇବା ଦ୍ୱାରା କ୍ଷୀରର ପ୍ରପଟି ଚେଞ୍ଜ ହୋଇଯାଇଥାଏ। କ୍ୟାଲସିୟମ ନଷ୍ଟ ହୋଇଯାଏ। ଯଦି କ୍ଷୀରକୁ ମିଠା କରି ପିଇବାକୁ ଆପଣ ଚାହୁଁଛନ୍ତି ତାହେଲେ କ୍ଷୀରରେ ମହୁର ବ୍ୟବହାର କରନ୍ତୁ। କ୍ଷୀର ହାଲୁକା ଗରମ ଥିଲେ ହିଁ ସେଥିରେ ମହୁ ମିଶାନ୍ତୁ ଏବଂ ମିଶ୍ରିର ବ୍ୟବହାର କରିପାରିବେ। ରାତିରେ ଶୋଇବା ସମୟରେ ହଳଦୀ ମିଶା ଗରମ କ୍ଷୀର ପିଇବା ଶରୀର ପାଇଁ ଲାଭକାରୀ ଅଟେ।

ତ ବନ୍ଧୁଗଣ ଏହା ଥିଲା କ୍ଷୀର ପିଇବା ପରେ କେଉଁ ଜିନିଷର ସେବନ କରିବା ଦ୍ୱାରା ଆମର ଭୟଙ୍କର ରୋଗ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *