Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱାମୀ ସ୍ତ୍ରୀ ମ-ରିଗଲେ ବି ଦିନରେ ଏହି କାମ କରନ୍ତୁ ନାହିଁ,ନହେଲେ ବ-ର୍ବା-ଦ ହୋଇଯିବେ ଆପଣ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ୱାମୀ ସ୍ତ୍ରୀ ମ-ରିଗଲେ ବି ଦିନରେ ଏହି କାମ କରନ୍ତୁ ନାହିଁ। ବ-ର୍ବା-ଦ ହୋଇଯିବେ।

ବନ୍ଧୁଗଣ ସ୍ୱାମୀ ସ୍ତ୍ରୀଙ୍କୁ ନେଇ ଜଡିତ କିଛି କାମ ଯାହାକୁ ରାତିରେ ହିଁ କରିବା ସବୁଠାରୁ ଭଲ ମାନାଯାଏ। କିନ୍ତୁ କିଛି ଏମିତି କଥା ଅଛି ଯାହାକୁ ଦିନରେ କରିବା ଦ୍ୱାରା ଆପଣ କେଉଁବି ସମସ୍ୟାରେ ଫସି ପାରନ୍ତି। ବନ୍ଧୁଗଣ ବାହାଘର ପରେ ପ୍ରତ୍ୟକ ପୁରୁଷର କାନ୍ଧରେ କେତେ ସବୁ କର୍ତ୍ତବ୍ୟ ଆସିଯାଏ। କାରଣ ସେହି ପୁରୁଷ ବିବାହ ପରେ ଗୋଟିଏ ନୂଆ ସମ୍ପର୍କରେ ଯୋଡି ଥାଏ। ଆପଣ ଜାଣିଥିବେ ନୂଆ ସମ୍ପର୍କ ନୂଆ କର୍ତ୍ତବ୍ୟ ନେଇ ଆସିଥାଏ। ପ୍ରତ୍ୟକ ପୁରୁଷ ବାହାଘର ପୂର୍ବରୁ ମସ୍ତି କରିଥାଏ ଆଉ ନିଜ ସାଙ୍ଗ ମାନଙ୍କ ସହିତ ନିଜର ସବୁ କଥା ସେୟାର କରିଥାଏ ଯାହା ତାର ମନରେ ଥାଏ କିନ୍ତୁ ଯେବେ ଯେଉଁ ପୁରୁଷର ବାହାଘର ହୋଇଥାଏ କିମ୍ବା ବାହାଘର ବିଷୟରେ ସେ ଭାବିଥାଏ ତ ତାହାର ମନରେ କେତେସବୁ ବିଚାର ଧାରା ଉତ୍ପନ୍ନ ହୋଇଥାଏ। ବନ୍ଧୁଗଣ ପ୍ରତ୍ୟକ ପୁଅ ମନରେ ନିଜ ସ୍ତ୍ରୀକୁ ନେଇ କେତେସବୁ ପ୍ରଶ୍ନ ଆସିଥାଏ। ଏମିତିରେ ସେମାନେ ଭାବିଥାନ୍ତି କି ଏମିତି କେଉଁ କାମ କରିବା ଦ୍ୱାରା ଆମର ବୈବାହିକ ଜୀବନ ସୁଖମୟ ରହିବ ତ ଆସନ୍ତୁ ଜାଣିବା ସେହି କାମ ବିଷୟରେ ଯାହା ସ୍ୱାମୀ ସ୍ତ୍ରୀଙ୍କୁ ରାତିରେ ହିଁ କରିବା ଦରକାର ଆଉ ଏଥିରେ ହିଁ ଆପଣଙ୍କର ଭଲ ହେବ।

ଶାରୀ-ରିକ ସମ୍ପ-ର୍କ ବନେଇବା। ବନ୍ଧୁଗଣ କେତେଥର ଏମିତି ହୋଇଥାଏ କି ଆମ ଘରକୁ ନିଶ୍ଚିତ ଭାବରେ କିଏ ନାଁ କିଏ ଅତିଥି ଆସିଥାନ୍ତି ଆଉ ଏହି କାରଣରୁ ଘରେ ଚହଳବି ହୋଇଥାଏ। କିନ୍ତୁ ଦିନରେ ଆପଣ ଏହି ଭୁଲ କରନ୍ତୁ ନାହିଁ। ଦିନରେ ଶାରୀ-ରିକ ସମ୍ପ-ର୍କ ବନେଇବା ଦ୍ୱାରା ଆପଣଙ୍କ ଅତିଥି ଏହା ଅନୁଭବ କରିପାରନ୍ତି ସେଥିପାଇଁ ଶାସ୍ତ୍ରରେ ବି କୁହାଯାଇଛି ଦିନରେ ଶାରୀ-ରିକ ସ-ମ୍ପର୍କ ବନାଇବା ପାପ ସହିତ ସମାନ ହୋଇଥାଏ ଆଉ ଏଥି ଦ୍ୱାରା ଅତିଥି ମାନଙ୍କର ଅପମାନ ମଧ୍ୟ ହୋଇଥାଏ। ସେଥିପାଇଁ ଏହି ଭୁଲ କରନ୍ତୁ ନାହିଁ।

ସିକ୍ରେଟ କଥା। ପ୍ରତ୍ୟକ ସ୍ୱାମୀ ସ୍ତ୍ରୀଙ୍କୁ ତାଙ୍କ ସି-କ୍ରେଟ କଥା ସମସ୍ତଙ୍କ ଆଗରେ କରିବା ଭଲ ନୁହେଁ। ଏଥି ଦ୍ୱାରା ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ। ଆପଣଙ୍କ ଲାଇଫବି ବର୍ବା-ଦ ହୋଇପାରେ। ଆପଣଙ୍କର ସବୁ ଗୁ-ପ୍ତ କଥା ରାତିରେ କହିବା ଦରକାର ଏଥି ଦ୍ୱାରା ଭଲ ପାଇବା ବି ବଢିଥାଏ। ସେଥିପାଇଁ ବନ୍ଧୁଗଣ ପ୍ରତ୍ୟକ ସ୍ୱାମୀ ସ୍ତ୍ରୀ ଏହି କଥାର ଧ୍ୟାନ ରଖିବା ଦରକାର ଯେଉଁ ଦ୍ୱାରା ତାଙ୍କର ବୈବାହିକ ଜୀବନ ଭଲରେ ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *