Excuse Me Odisha

ଯାହା କହିବୁ ସତ କହିବୁ

ଆଜି ରାତିରେ କାଗଜରେ ଏହି ତିନୋଟି ଅକ୍ଷର ଲେଖି ଚୁପଚାପ ଏହିଠାରେ ରଖି ଦିଅନ୍ତୁ, ଯାହା ମାଗିବେ ତାହା ପାଇବେ

ସେୟାର୍ କରନ୍ତୁ

ବନ୍ଧୁଗଣ, ଆମେ ଜାଣିଛୁ ଯେ ଭଗବାନ ହନୁମାନଙ୍କୁ ବହୁତ ଶକ୍ତିଶାଳୀ ମାନାଯାଇଥାଏ। ହନୁମାନଙ୍କ ନାମରେ କରାଯାଇଥିବା ଯେକୌଣସି କାର୍ଯ୍ୟ ତୁରନ୍ତ ପ୍ରଭାବ ପକାଇଥାଏ। ଏହାର କାରଣ ହେଉଛି ଭଗବାନ ହନୁମାନ ଜଣେ ଅମର ଦେବତା ଅଟନ୍ତି। ଭଗବାନ ରାମ ତାଙ୍କୁ ଅମର ବରଦାନ ଦେଇଥିଲେ। ପ୍ରଭୁ ଶ୍ରୀରାମ ହନୁମାନଙ୍କୁ କହିଥିଲେ ଯେ, କଳିଯୁଗରେ ତୁମେ ଜଣେ ଏଭଳି ଦେବତା ହେବ ତୁମ ପୂଜାର୍ଚ୍ଚନା କରିବା ଦ୍ଵାରା ବ୍ୟକ୍ତିର ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ। ଏହାସହିତ ଭଗବାନ ହନୁମାନଙ୍କର ପୂଜାର୍ଚ୍ଚନା କରିବା ଦ୍ଵାରା କଳିଯୁଗରେ ଏହା ବହୁତ ପ୍ରଭାବଶାଳୀ ହୋଇଥାଏ।

ଆଜି ଆମେ ଆପଣ ମାନଙ୍କୁ କିଛି ବିଶେଷ ଉପାୟ ଗୁଡ଼ିକ ବିଷୟରେ କହିବାକୁ ଯାଉଅଛୁ। ଯଦି ଆପଣ ଏହି ଉପାୟ ଗୁଡ଼ିକର ପ୍ରୟୋଗ ମଙ୍ଗଳବାର ଦିନ ସନ୍ଧ୍ୟାରେ କରନ୍ତି, ତାହେଲେ ଆପଣଙ୍କୁ ଧନବାନ ହେବାରୁ କେହି ମଧ୍ୟ ରୋକି ପାରିବେ ନାହିଁ। ଯଦି ଆପଣ ନିଜ ଜୀବନରେ ଅନ୍ୟ କିଛି ଉପାୟ କରି ଥକି ଯାଇଛନ୍ତି ଏବଂ ଆପଣଙ୍କୁ ଆପଣଙ୍କ ପରିଶ୍ରମର ଫଳ ମିଳୁନାହିଁ, ତାହେଲେ ଏହି ଉପାୟଟି ନିଶ୍ଚିତ କରନ୍ତୁ। ଏହି ଉପାୟ ଗୁଡ଼ିକୁ କରିବା ମାତ୍ରେ ଆପଣଙ୍କ ଭାଗ୍ୟ ଅବଶ୍ୟ ଖୋଲିଯିବ। ଏହି ଉପାୟ କରିବା ପାଇଁ ଆପଣ ଏକ ଧଳା କାଗଜ ନିଅନ୍ତୁ। ଏହାପରେ ଆପଣ ଏହି କାଗଜ ଉପରେ ଅଳ୍ପ କୁମକୁମ ଓ ଅଳ୍ପ ତେଲ କୁ ମିଶାଇ ଦିଅନ୍ତୁ।

ଏହାପରେ ଏହାକୁ ନେଇ ନିଜ ତର୍ଜନୀ ଆଙ୍ଗୁଠିରେ ଏକ ସ୍ଵସ୍ତିକ ଚିହ୍ନ ବନାଇ ଦିଅନ୍ତୁ । ସେହି କାଗଜର ଅଲଗା ଏକ ଭାଗରେ ୭, ୮, ୬ ଲେଖି ଦିଅନ୍ତୁ। ଏହାପରେ ଏହି ମନ୍ତ୍ରକୁ ୧୧ ଥର ଜପ କରନ୍ତୁ। ସେହି ମନ୍ତ୍ର ହେଉଛି – “ଓଁ ହନୁମନ୍ତେ ରୁଦ୍ରାତ୍ମାକାୟ ହମ ଫଟ ସ୍ଵାହା”। ଏହି ଉପାୟ କୁ ଆପଣ ମଙ୍ଗଳବାର ଦିନ ସନ୍ଧ୍ୟାବେଳେ କରିବା ଆବଶ୍ୟକ। ଏହି କାଗଜକୁ ଆପଣ ନିଜ ଘରର ମନ୍ଦିରରେ ରଖି ଦିଅନ୍ତୁ ଅଥବା କୌଣସି ମନ୍ଦିରରେ ଯାଇ ରଖି ଦିଅନ୍ତୁ ।

କିନ୍ତୁ ଆପଣ ଏହି ଉପାୟ କରିବା ସମୟରେ ଆପଣଙ୍କୁ ଯେପରି ଅନ୍ୟମାନେ କେହି ନ ଦେଖନ୍ତୁ । ଏହି ଉପାୟ କରିବା ପରେ ଆପଣ ଭଗବାନ ହନୁମାନଙ୍କୁ ହାତ ଯୋଡି ନିଜ ମନର ଇଛା ସମ୍ବନ୍ଧରେ କୁହନ୍ତୁ। ଏହି କାଗଜକୁ ପରଦିନ ଆପଣ ଜଳରେ ଭସାଇ ଦିଅନ୍ତୁ। ଏହି ଉପାୟ କୁ କରିବା ମାତ୍ରେ ଆପଣଙ୍କର ସବୁ ଇଛା ନିଶ୍ଚିତ ଭାବରେ ପୂରଣ ହେବ।

ଆପଣ ଯଦି ନିଜର ସ୍ୱଚ୍ଛ ମନରେ ଏହି ଉପାୟକୁ କରିବେ, ତାହେଲେ ଆପଣଙ୍କୁ ଖୁବ୍ ଶୀଘ୍ର ଶୁଭଫଳ ପ୍ରାପ୍ତ। ଏହା ସହିତ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ। ବନ୍ଧୁଗଣ ଆପଣ ମାନେ ମଙ୍ଗଳବାର ଦିନ ସନ୍ଧ୍ୟାରେ ଏହି ଉପାୟକୁ ନିଶ୍ଚିତ ଭାବରେ କରନ୍ତୁ। ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ଫେସବୁକ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *