Excuse Me Odisha

ଯାହା କହିବୁ ସତ କହିବୁ

ଗଜଲକ୍ଷ୍ମୀ ପୂଜାଠାରୁ ଏହି ୫ଟି ରାଶିର ବଦଳିବ ଭାଗ୍ୟ ଆଉ ତାଙ୍କ ଉପର ବର୍ଷା ହେବ ଅଜ-ସ୍ର ଧନ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ୱାଗତ ଜଣାଉଛୁ। ଗଜଲକ୍ଷ୍ମୀ ପୂଜା ଆଶ୍ୱିନ ମାସର ପୂର୍ଣ୍ଣିମା ତିଥିରେ କରାଯାଇଥାଏ। ଗଜଲଷ୍ମୀ ପୂଜାକୁ ଅନ୍ୟ କିଛି ସ୍ଥାନରେ ସରତ ପୂର୍ଣ୍ଣିମା ଭାବରେ ମଧ୍ୟ ପାଳନ କରାଯାଏ। ଏଥର ଗଜଲଷ୍ମୀ ପୂଜା ଏବଂ କୁମାର ପୂର୍ଣ୍ଣିମା ଅକ୍ଟୋବର ମାସ ୧୯ ତାରିଖ ଓ ଅନ୍ୟ କେତେକ ସ୍ଥାନରେ ଅକ୍ଟୋବର ୨୦ ତାରିଖରେ ପଡୁଛି।ଏହାସହିତ ଗଜଲଷ୍ମୀ ପୂଜା ଦିନରେ ହିଁ କୁମାର ପୂର୍ଣ୍ଣିମା ମଧ୍ୟ ପଡୁଛି।

ବନ୍ଧୁଗଣ ଧନର ଦେବୀ ମାଆ ଲକ୍ଷ୍ମୀଙ୍କର ଏହି ପୂଜା ସାଧାରଣତଃ ସଂନ୍ଧ୍ୟା ପରେ ବା ଜହ୍ନ ଆଲୁଅରେ କରାଯାଇଥାଏ। କହିବାକୁ ଗଲେ ଏହି ଗଜଲକ୍ଷ୍ମୀ ପୂଜା ସମୟରେ ୫ଟି ରାଶିର ଲୋକଙ୍କ ଉପରେ ଧନର ବର୍ଷା ହେବାକୁ ଯାଉଛି। ମାଆ ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିର ଲୋକେ ଅଧିକ ଧନବାନ ହେବା ସହିତ ଏମାନଙ୍କର ମାନସମ୍ମାନ ବୃଦ୍ଧି ହେବ।

ଏପରି କ୍ଷେତ୍ରରେ ଆପଣ ମାନଙ୍କୁ ଆମେ ସୂଚନା ଦେଉଛୁ କି ଆପଣଙ୍କର ଏହିଦିନରେ ଅଧିକ ଉପାର୍ଜନ ହେବ।ଆପଣଙ୍କର ସବୁ ଋଣ ପରି-ଶୋଧ ହୋଇଯିବ। ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରା-ପ୍ତ ହେବ। ରୋଜଗାର ନଥିବା ବା ଚାକିରି ଖୋଜୁଥିବା ଲୋକେ ଖୁବ୍ ଶୀଘ୍ର ନୂଆ ଚାକିରି ପ୍ରାପ୍ତ କରିବେ ଏବଂ ଚାକିରୀରେ ଖୁବ୍ ଶୀଘ୍ର ସଫଳତା ହାସଲ କରିବେ। ଆପଣ ମାନଙ୍କୁ ଅଚାନକ ଧନ ପ୍ରାପ୍ତି ହେବା କାରଣରୁ ପରିବାର ଉପରେ ରହିଥିବା ଆର୍ଥିକ ସ-ଙ୍କଟ ଦୂର ହୋଇଯିବ।

ଆପଣମାନେ ଯେକୌଣସି କାର୍ଯ୍ୟ ନି-ଷ୍ଠାର ସହିତ ପାଳନ କରନ୍ତୁ, ଦେଖିବେ ଆପଣ ମାନଙ୍କୁ ନିଶ୍ଚିତ ଭାବରେ ସଫଳତା ମିଳିବ। ଏହି ଗଜଲଷ୍ମୀ ପୂଜାରେ ଆପଣଙ୍କର ସମସ୍ତ ଇଛା ପୂରଣ ହେବ। ଏହିଦିନରେ ଆପଣଙ୍କୁ ଜୀବନ ସମ୍ବନ୍ଧିତ ସଫଳତା ମିଳିବା ସହିତ ଆପଣ ବ୍ୟବସାୟ କ୍ଷେତ୍ରରେ ଶ-ତ୍ରୁଙ୍କୁ ପରାସ୍ତ କରିବେ।

ଆପଣ ମାନଙ୍କୁ ଶ-ତ୍ରୁ ଦେଖିଲେ ନିଶ୍ଚିତ ଭାବେ ଭୟ କରିବେ। ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ। ତେବେ ବନ୍ଧୁଗଣ ଆମେ ଯେଉଁ ରାଶିର ଲୋକଙ୍କ ବିଷୟରେ ଆଲୋଚନା କରୁଛୁ, ସେହି ରାଶି ଗୁଡ଼ିକ ହେଉଛି – ମେଷ ରାଶି , ବୃଷ ରାଶି , ସିଂହ ରାଶି , ବିଛା ରାଶି, କୁମ୍ଭ ରାଶି।

ଏଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟକୁ ସମସ୍ତଙ୍କୁ ସେୟାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *