Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଗୋଟିଏ ଥର ଜୋତାରେ ରଖି ଦିଅନ୍ତୁ ଏହି ଜିନିଷ,ଦେଖିବେ ସବୁ ଶତ୍ରୁ ପାଲଟି ଯିବେ ମିତ୍ର

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କେବଳ ଥରେ ଜୋତାରେ ରଖି ଦିଅନ୍ତୁ ଏହି ଜିନିଷ ସବୁ ଶତ୍ରୁ ମିତ୍ର ପାଲଟି ଯିବେ।

ବନ୍ଧୁଗଣ ଶତ୍ରୁର ମାନେ କି ଯିଏ ଆପଣଙ୍କ ଉନ୍ନତିରେ ଜଳିବେ। ଯିଏକି ଅଯଥାରେ ଆପଣଙ୍କୁ ହଇରାଣ କରିବେ। ଏପରି ଲୋକେ ଯିଏ ଆପଣଙ୍କର ସବୁ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବେ। ଶତ୍ରୁଙ୍କ ଠାରୁ ବଞ୍ଚିବା ପାଇଁ କିଏବା ନଚାହିଁବ। ଆମେ ଆପଣଙ୍କୁ ଏପରି ପ୍ରୟୋଗ ଜଣେଇବୁ ଯାହା ଆପଣଙ୍କ ଶତ୍ରୁ ବିରୋଧୀଙ୍କୁ ଶାନ୍ତ କରିଦେବ। କେବେ କେବେ ଶତ୍ରୁ ଜୀବନରେ ଏମିତି ହଇରାଣ କରିଥାନ୍ତି ଯେ ଲାଗିଥାଏ ସବୁକିଛି ବର୍ବାଦ ହେବାକୁ ଅଛି। ଶତ୍ରୁ ଏମିତି ଯିଏ କି ବାହାର ଲୋକ କିମ୍ବା ଘର ଲୋକ ବି ହୋଇପାରନ୍ତି ଲାଗେ ଯେମିତି ପୂର୍ବ ଜନ୍ମର ବଦଲା ନେଉଛନ୍ତି। ଆଜି ଗୋଟେ ଛୋଟ ପ୍ରୟୋଗ ଜାଣିବା। ଏଥିପାଇଁ ଲାଗିବ ଆପଣଙ୍କର ଜୋତା ବା ଚପଲ ଯାହାବି ଆପଣ ସବୁଦିନ ପିନ୍ଧନ୍ତି। ସବୁଠାରୁ ପ୍ରଥମେ ଦରକାର ଗୋଟେ ଧଳା କାଗଜ ଏବଂ ଗୋଟେ ମାର୍କର। ସେହି ଧଳା କାଗଜରେ ନିଜର ଶତ୍ରୁ ନାମ ଲେଖିବେ ଏହା ପରେ ଏହାକୁ ଚାରି ଥର ମୋଡ଼ିବେ ଏବଂ ଡାହାଣ ଚପଲର ତଳେ ରଖିଦେବେ। ନହେଲେ ଚପଲର ତଳେ ମାର୍କରରେ ଶତ୍ରୁର ନାମ ଲେଖିଦେବେ। ଏହାପରେ ଭଗବାନଙ୍କୁ ପ୍ରାର୍ଥନା କରିବେ ଆପଣଙ୍କର ଶତ୍ରୁ ନାଶ ହେବା ପାଇଁ କି। ଏହିପରି କରନ୍ତୁ ଆପଣଙ୍କର ଶତ୍ରୁ ଆଉ ରହିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *