Excuse Me Odisha

ଯାହା କହିବୁ ସତ କହିବୁ

୫୭ ବର୍ଷ ପରେ ପ୍ରଥମଥର ପାଇଁ କ୍ରୋଧିତ ହେଲେ ଭଗବାନ ଶିବ,ହୋଇଯାଆନ୍ତୁ ସାବଧାନ,ଏହି ଗୋଟିଏ ରାଶିର ଲୋକଙ୍କର କାନ୍ଦି କାନ୍ଦି କଟିବ ଦିନ।

ସେୟାର୍ କରନ୍ତୁ

ବନ୍ଧୁଗଣ ଏବେ କିଛି ରାଶିର ଲୋକଙ୍କ ଭାଗ୍ୟରେ ପରିବର୍ତ୍ତନ ହେବା ପାଇଁ ଯାଉଛି। କାରଣ ଆସନ୍ତା ଶିବରାତ୍ରି ପରେ ଅନେକ ଲୋକେ ଭାଗ୍ଯବାନ ହେବା ପାଇଁ ଯାଉଛନ୍ତି। ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ କି ଏହିଦିନ ଭଗବାନ ଶନି ନିଜ ରାଶି ମକରରେ ଚଳନ କରୁଛନ୍ତି ।ଏହାଦ୍ବାରା କିଛି ରାଶିର ଲୋକ ମାନଙ୍କ ପାଇଁ ସମୟ ଶୁଭ ରହିଛି। ଅନ୍ୟ କିଛି ରାଶିର ଲୋକମାନଙ୍କ ଉପରେ ଖରାପ ପ୍ରଭାବ ମଧ୍ୟ ପଡିପାରେ। ଏବେ କୁମ୍ଭ ରାଶିରେ ବୁଧ ଗ୍ରହ ଓ ସୂର୍ଯ୍ୟ ଗ୍ରହ ଅବସ୍ଥାନ କରିବେ, ଏଥିପାଇଁ ବୁଦ୍ଧାଦିତ୍ୟ ଯୋଗ ସୃଷ୍ଟି ହେବାପାଇଁ ଯାଉଛି।

ଏହିସବୁ ଗ୍ରହ ଗୋଚର ସ୍ଥିତିରେ ରହିବା ମଧ୍ୟରେ କିଛି ରାଶିର ଲୋକଙ୍କୁ ସାବଧାନ ରହିବାର ଆବଶ୍ୟକତା ରହିଛି। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକ ମାନେ ଶୁଭ ବା ଅଶୁଭ ପରିଣାମ ପାଇବେ। ଏହି ରାଶିର ଲୋକେ କୌଣସି ସ୍ଥାନରେ ଧନ ନିବେଶ କରିବା ପୂର୍ବରୁ ଭଲ ଭାବରେ ବିଚାର କରିବା ଆବଶ୍ୟକ। ଅଚାନକ ଧନଲାଭ ହେବାର ଯୋଗ ରହିଛି। ଆପଣ ଅଯଥା ବିବାଦରୁ ଦୁରେଇ ରୁହନ୍ତୁ। ଆପଣ ଏହି ସମୟରେ ଅଧିକ ଅସ୍ଥିର ରହି ପାରନ୍ତି। ଆପଣ ଏହିଦିନରେ ନିଜର ଧନ ନିବେଶ କରିବା ଠାରୁ ନିଜକୁ ଦୂରେଇ ରୁହନ୍ତୁ।

ଆପଣ ଯଦି କିଛି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଘରର ଗୁରୁଜନଙ୍କ ସହିତ ଭଲଭାବରେ ବିଚାର ବିମର୍ଷ କରନ୍ତୁ। ଯଦି ଆପଣ ବ୍ୟାପାର ବ୍ୟବସାୟ କରୁଛନ୍ତି, ତେବେ ନିଜ ବ୍ୟାପାରକୁ ଆଗକୁ ବଢ଼ାଇବା ପାଇଁ ସଠିକ ପଦକ୍ଷେପ ନିଅନ୍ତୁ। ନିଜର ପ୍ରେମ ଜୀବନକୁ ଉଚିତ ସମୟ ଦିଅନ୍ତୁ, ଏହାଦ୍ବାରା ଆପଣ ସୁଖୀ ଜୀବନ ଅତିବାହିତ କରିବେ। ଅଧିକ କାର୍ଯ୍ୟଭାର ବଢିବା ଦ୍ଵାରା ଆପଣଙ୍କର ମାନସିକ ଓ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ। ଏହି ସମୟରେ ଆପଣ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଯଦି ଆପଣ କିଛି ନୂଆ କାର୍ଯ୍ୟ କରିବା ପାଇଁ ଆଗ୍ରହୀ ଅଛନ୍ତି, ତେବେ ଆପଣ ନିଶ୍ଚିତ ଭଲଭାବରେ ବିଚାର କରି ବ୍ୟବସ୍ଥା କରନ୍ତୁ । ଏହି ଶିବରାତ୍ରିରେ ସବୁ ରାଶି ଗୁଡ଼ିକ ରାହୁ ଓ କେତୁ ମଧ୍ୟରେ ଅବସ୍ଥାନ କରିବା ପାଇଁ ଯାଉଛନ୍ତି। ଏହାଦ୍ବାରା ସର୍ବଯୋଗ ହେବା ପାଇଁ ଯାଉଛି। ଧନୁ ରାଶିରେ ମଙ୍ଗଳ ଓ ଗୁରୁ ଅବସ୍ଥାନ କରିବା ପାଇଁ ଯାଉଛନ୍ତି। ଏବେ ଶୁକ୍ର ଗ୍ରହ ମୀନ ରାଶିରେ ଅବସ୍ଥାନ କରିବେ। ଏହାଦ୍ଵାରା ଯେଉଁ ରାଶିରେ ରାହୁ ଓ କେତୁ ରହିବେ, ସେହି ରାଶିର ଲୋକଙ୍କୁ ସାବଧାନ ରହିବା ଆବଶ୍ୟକ। ଆପଣମାନେ ଜାଣି ରଖନ୍ତୁ କି ମିଥୁନ ରାଶିରେ ରାହୁ ଓ ଧନୁ ରାଶିରେ କେତୁ ଅବସ୍ଥାନ କରିବା ପାଇଁ ଯାଉଛନ୍ତି ।ତେଣୁ ଏହି ଦୁଇଟି ରାଶିର ଲୋକେ ଅଧିକ ସାବଧାନ ହେବା ଆବଶ୍ୟକ ଅଟେ। ମିଥୁନ ଏବଂ ଧନୁ ରାଶିର ଲୋକେ କୌଣସି କାର୍ଯ୍ୟ ଭଲଭାବରେ ବିଚାର କରି କରିବା ଆବଶ୍ୟକ। ଆପଣମାନଙ୍କୁ ସର୍ବଦା ଭଗବାନ ଶିବଙ୍କୁ ପ୍ରାର୍ଥନା କରିବା ଆବଶ୍ୟକ, ଏହାଦ୍ବାରା ଆପଣଙ୍କର ସବୁ ଦୁଃଖକଷ୍ଟ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *