Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ଟି ଅଭ୍ୟାସ ଆପଣଙ୍କର ଅଛି କି ? ତା ହେଲେ କେବେ ଆପଣ ଧନୀ ହୋଇପାରିବେ ନାହିଁ

ସେୟାର୍ କରନ୍ତୁ

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ଏହି ୫ ଟି କାମ ପାଇଁ ମନୁଷ୍ୟ ଜୀବନରେ ଆସିଥାଏ ଦରି-ଦ୍ରତା। ଗୀତାରେ ଉପଦେଶ ଦେଲା ବେଳେ ଭଗବାନ ଶ୍ରୀକୃଷ୍ଣ କହିଥିଲେ ମନୁଷ୍ୟରେ ଜୀବନରେ ଆସୁଥିବା ସୁଖ ଦୁଃ-ଖ ଗରିବ ଧନୀ ପାଇଁ ସେ ନିଜେ ହିଁ ଦାୟୀ। ମନୁଷ୍ୟ ଦ୍ୱାରା ହେଉଥିବା କର୍ମ ହିଁ ତାଙ୍କର ଗରିବ ହେବାର ମୁଖ୍ୟ କାରଣ ହୋଇଥାଏ। ଯଦି ସେ ଖ-ରାପ କାମ କରେ ତେବେ ତାକୁ ସେହିପରି ଖରାପ ଫଳ ହିଁ ମିଳିବ ଆଉ ଯିଏ ଭଲ କର୍ମ କରେ ତାକୁ ଭଲ ଫଳ ମିଳିଥାଏ। ମନୁଷ୍ୟକୁ ଏହା ଛାଡ଼ ଅଟେ କି ସେସବୁ ପ୍ରକାରର କର୍ମ କରି ଧନ ଅର୍ଜନ କରିପାରିବ ଏବଂ ତାର ଉପଭୋଗ ସେ ନିଜେ କରିପାରିବ। କିନ୍ତୁ ମନୁଷ୍ୟ ଧନ ରୋଜଗାର କରିବା ଲୋଭରେ ଅଧର୍ମର ମାର୍ଗକୁ ଚାଲିଯାନ୍ତି। ପ୍ରତିଦିନ ଏମିତି କାମ କରନ୍ତି ଯାହା ଦ୍ୱାରା ଜୀବନ ନକ-ରାତ୍ମ-କରେ ଭରି ହୋଇଯାଏ। ମନୁଷ୍ୟର ଭାଗ୍ୟରେଖା କେତେବି ଭୁଲ ହେଉ କିମ୍ବା ଭାଗ୍ୟରେଖା କେତେବି ଲମ୍ବା ହେଉ ଯଦି ୫ ଟି କାମ କରିବ ତେବେ ସେ ଗରିବ ହୋଇଯିବ। ତାର ସବୁଠାରୁ ବଡ଼ ଉଦାହରଣ ଭଗବାନ ଶ୍ରୀକୃଷ୍ଣଙ୍କ ମିତ୍ର ସୁଦାମା ଅଟନ୍ତି। ଯାହାକୁ ନିଜ ଭୁଲ ଯୋଗୁ ଗରିବ ଜୀବନର ସାମ୍ନା କରିବାକୁ ପଡିଥିଲା। ଯଦି ଆମେ ଭୁଲ କୁ ସୁଧାରି ନେବା ଏବଂ ଛୋଟ ଭୁଲ କରିବା ଠାରୁ ବଞ୍ଚିବା ତାହେଲେ ଆମେ ଆମ ଜୀବନରେ ଦୁଃ-ଖ ଦରି-ଦ୍ର ଏବଂ ନିରା-ସାକୁ ସମାପ୍ତ କରିପାରିବା। ତେବେ ଆସନ୍ତୁ ଜାଣିନେବା ଭଗବାନ ଶ୍ରୀକୃଷ୍ଣ ଏମିତି କେଉଁ କାମ ବିଷୟରେ କହିଛନ୍ତି।

ଯେଉଁ ଘରେ ଭଗବାନଙ୍କୁ ଭୋଗ ନଲଗେଇ ଅନ୍ନ ଗ୍ରହଣ କରନ୍ତି ସେହି ଘରେ ଦରିଦ୍ରତା ସର୍ବଦା ନିବା-ସ କରେ। କାରଣ ଯେଉଁ ବିଧାତା ମନୁଷ୍ୟକୁ ଅନ୍ନ ପ୍ରଦାନ କରିଥାନ୍ତି ଯଦି ମନୁଷ୍ୟ ତାଙ୍କୁ ହିଁ ଭୁଲିଯିବ ତାହାଲେ ଏହା ନିରଦାର ଅଟେ। ମନୁଷ୍ୟକୁ କେବେବି ଅନ୍ୟର ଭୋଜନ ଖାଇବା ଉଚିତ ନୁହେଁ। ଘରେ ବନାଯାଇଥିବା ଭୋଜନରେ ପଶୁ ମାନଙ୍କର ଅଧିକାର କୁହାଯାଇଛି। ସର୍ବପ୍ରଥମେ ଇଶ୍ୱରଙ୍କ ପ୍ରସାଦ ତା ପରେ ଗୋମାତା ଏବଂ ତାପରେ କୁକୁରର ବି ଭାଗ ରହିଥାଏ କାରଣ ଗୋମାତାଙ୍କ ଠାରେ ସମସ୍ତ ପ୍ରକାରର ଦେବୀ ଦେବତା ମାନଙ୍କ ନିବାସ ହୋଇଥାଏ। ତା ସହିତ ସେମାନେ ସମସ୍ତ ମଣିଷଙ୍କୁ କ୍ଷୀର ପ୍ରଦାନ କରିଥାନ୍ତି। ଗୋମାତାଙ୍କୁ ରୁଟି ଖୁଆଇବା ସବୁଠାରୁ ପୁଣ୍ୟର କାମ ହୋଇଥାଏ। ଯେଉଁ ଘରର ଲୋକେ ଠାକୁରଙ୍କୁ ଭୋଗ ଲଗାନ୍ତି ନାହିଁ ପଶୁ ମାନଙ୍କ ସେବା କରନ୍ତି ନାହିଁ ଏମତି ଘରେ ନିଶ୍ଚିତ ରୂପେ ଦାରିଦ୍ର୍ୟତା ନିରା-ଶ ଏବଂ ଦୁଃ-ଖ ବଢ଼ିବାରେ ଲାଗିଥାଏ।

ଦାନ ନକରିବା। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ଘରର ଲୋକେ ନିଜର ସାମର୍ଥ୍ୟ ଅନୁସାରେ ଦାନ ଧର୍ମ କରନ୍ତି ନାହିଁ ତାଙ୍କ ଠାରୁ ମା ଲକ୍ଷ୍ମୀ ଦୂରେଇ ଯାଆନ୍ତି। ଧନର ସଦୁପଯୋଗ ଦାନରୁ ହିଁ ହୋଇଥାଏ। ଦାନ କରିବା ଦ୍ୱାରା ଧନର ବୃଦ୍ଧି ହୋଇଥାଏ। ଯଦି ଧନର ଦାନ ନକରିଲେ ତାହେଲେ ଏମିତି ଧନ କ-ଷ୍ଟକା-ରକ ହୋଇଥାଏ। ସେହି ଧନ ସୁଖ ଶାନ୍ତି ପ୍ରଦାନ କରିନଥାଏ। ଏଥିପାଇଁ ମନୁଷ୍ୟକୁ ସମୟ ସମୟରେ ଦାନ ଧର୍ମ କରିବା ଉଚିତ। ଘରର ଦ୍ୱାର ମୁହଁକୁ ଆସୁଥିବା ଭିକ୍ଷାରିକୁ କେବେବି ଘଉଡ଼ାଇ ଦେବା ଉଚିତ ହୋଇନଥାଏ। ସେଥିପାଇଁ ଗରିବ ଲୋକ ଯଦି ଆପଣଙ୍କୁ କେଉଁଠି ମିଳନ୍ତି ତାକୁ ସାହାର୍ଯ୍ୟ କରନ୍ତୁ।

ମହିଳା ମାନଙ୍କ ଅପମାନ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ମହିଳାମାନେ ମା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି। ମହିଳା ମାନଙ୍କ ସହ ହିଂ-ସା କରିବା ବାଡେଇବା ପା-ପ ହୋଇଥାଏ ଏଥିରେ ମା ଲକ୍ଷ୍ମୀ ରା-ଗିକି ଚାଲିଯାନ୍ତି। ଯେଉଁ ଘରେ ସ୍ତ୍ରୀ ସବୁବେଳେ ଆନନ୍ଦରେ ରହିଥାଏ ଏମିତି ଘରେ ମା ଲକ୍ଷ୍ମୀଙ୍କ ସ୍ୱଦେବ ନିବାସ ହୋଇଥାଏ। ଯେଉଁ ଘରର ସ୍ତ୍ରୀମାନେ ସବୁବେଳେ କାନ୍ଦ-ନ୍ତି ଦୁଃ-ଖରେ ରୁହନ୍ତି ଏବଂ ତାଙ୍କର ଅସମ୍ମାନ ସର୍ବଦା ହୋଇଥାଏ ଏମିତି ଘରୁ ମା କକ୍ଷ୍ମୀ ଚାଲିଯାନ୍ତି। ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଆଜିର ଦିନରେ କିଛି ଲୋକେ ଏବେବି ନିଜ ସ୍ତ୍ରୀଙ୍କୁ ସମ୍ମାନ କରନ୍ତି ନାହିଁ। ସ୍ତ୍ରୀକୁ ଚାକରାଣୀ ହିସାବରେ ରଖନ୍ତି ସେହି ସ୍ତ୍ରୀ ମୁହଁ ଖୋଲିଲେ ସେହି ସ୍ତ୍ରୀକୁ ବାଡେଇ ଧମ-କେଇ ରଖିଥାନ୍ତି ମା ଲକ୍ଷ୍ମୀ ଏମିତି ପୁରୁଷ ମାନଙ୍କୁ ଦ-ଣ୍ଡ ନିଶ୍ଚୟ ଦେଇଥାନ୍ତି।

ମ-ଦ ପିଇବା ଏବଂ ଜୁ-ଆ ଖେଳିବା। ଯେଉଁ ଘରର ସଦସ୍ୟ ମଦି-ରାର ସେ-ବନ କରନ୍ତି ଜୁ-ଆ ଖେଳନ୍ତି ତାଙ୍କର ସବୁ ପୁଣ୍ୟ କର୍ମ ନ-ଷ୍ଟ ହୋଇଯାଇଥାଏ। ଜୁ-ଆ ଖେଳିଲେ ଧନର ଦୁବ୍ୟବହାର ହୋଇଥାଏ। ଏମିତି ଲୋକଙ୍କ ଉପରେ ମା ଲକ୍ଷ୍ମୀ ରା-ଗିଯାନ୍ତି। ସେଥିପାଇଁ ମନୁଷ୍ୟକୁ ଧନର ସଦୁପଯୋଗ କରିବା ଉଚିତ। ତେବେ ସେହି ମନୁଷ୍ୟ ଉପରେ ଧନର ବୃଦ୍ଧି ହୋଇଥାଏ।

ପର ସ୍ତ୍ରୀଙ୍କ ଉପରେ ନଜର ରଖିବା। ପର ସ୍ତ୍ରୀ ଗମନକୁ ପା-ପ ବୋଲି ମାନାଯାଏ। ବାଲି ଠୁ ନେଇ ରା-ବଣ ପର୍ଯ୍ୟନ୍ତ ରାମାୟଣ ଠୁ ନେଇ ମହାଭାରତ ଏହାର ଅନେକ ଉଦାହରଣ ମିଳିଥାଏ। ପର ସ୍ତ୍ରୀର ନି-ଶା ମନୁଷ୍ୟର ଅନ୍ତ ଦିନେ ନାଁ ଦିନେ ହୋଇଥାଏ। ଏଥିପାଇଁ ନିଜ ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ସ୍ତ୍ରୀଙ୍କ ଉପରେ କେବେବି ଖରାପ ନଜର ପକାନ୍ତୁ ନାହିଁ। ଏହା ପା-ପ ଅଟେ। ଏଥିରେ ମା ଲକ୍ଷ୍ମୀ ରା-ଗି ଯାଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *