Excuse Me Odisha

ଯାହା କହିବୁ ସତ କହିବୁ

ଏହି ରାଶିମାନଙ୍କ ସହ ନଭେମ୍ବର ମାସରେ ହେବାକୁ ମହାସଂଯୋଗ,ଚାକିରୀ ମିଳିବାର ସମ୍ଭାବନା

ସେୟାର୍ କରନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ୱାଗତ ଜଣାଉଛୁ। ବନ୍ଧୁଗଣ ଦୁଃଖର ଦିନ ଶେଷ ହେଲା, କାରଣ ନଭେମ୍ୱର ମାସ ଆରମ୍ଭରୁ ଏହି ରାଶିର ଲୋକମାନଙ୍କର ସବୁ କଷ୍ଟ ଦୂର କରିବେ ଭଗବାନ ଶିବ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ସୃଷ୍ଟିର ଅଧିପତି ମାନା ଯାଇଥାଏ। ଭଗବାନ ଶିବ ହିଁ ସୃଷ୍ଟିର ପାଳନ କର୍ତ୍ତା ବୋଲି କୁହାଯାଇ ଥାଏ।

ବନ୍ଧୁଗଣ ଭଗବାନ ଶିବ ଯେତେବେଳେ କୈଣସି ଲୋକ ଉପରେ ପ୍ରସନ୍ନ ହୋଇ ଯାଇଥାନ୍ତି, ତାହେଲେ ସେ ସର୍ବଦା ନିଜର ଅପାର କୃପା ଦୃଷ୍ଟି ସେମାନଙ୍କ ଉପରେ ରଖିଥାନ୍ତି। ଭଗବାନ ଭଳାନାଥଙ୍କୁ ପ୍ରସନ୍ନ କରିବା ଖୁବ୍ ସହଜ ହୋଇଥାଏ।

ଆପଣଙ୍କୁ ଏହା କହି ରଖୁଛୁ ଯେ ଭଗବାନ ଶିବ କିଛି ରାଶିର ଲୋକଙ୍କ ଉପରେ ପ୍ରସନ୍ନ ହୋଇଛନ୍ତି। ଯାହା ଫଳରେ ଆଗାମୀ ମାସ ଠାରୁ ଏହି ରାଶିର ଲୋକେ ଧନବାନ ହେବାକୁ ଯାଉଛନ୍ତି। ଭଗବାନ ଭୋଳାନାଥଙ୍କ କୃପାରୁ ଆପଣଙ୍କର ଦୁଃଖର ଦିନ ଏବେ ଶେଷ ହୋଇ ସୁଖର ଦିନ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଆପଣଙ୍କୁ କୌଣସି ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିବ ନାହିଁ। ଭଗବାନ ଭଳାନାଥଙ୍କ କୃପାରୁ ଆପଣଙ୍କର ସବୁ ଅଟକି ରହିଯାଇଥିବା କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପନ୍ନ ହେବ ଏବଂ ଆପଣଙ୍କ ଜୀବନରେ ଆଗକୁ ଆସୁଥିବା ସବୁ ବାଧାବିଘ୍ନ ଦୂର ହୋଇଯିବ।

ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ଏବେ ସଫଳତା ମିଳିବାର ଯୋଗ ରହିଛି। ଆପଣଙ୍କର ଶତ୍ରୁ ଆପଣଙ୍କ ଠାରୁ ଏବେ ଦୂରେଇ ରହିବେ। ସମାଜରେ ଆପଣ ନିଜର ଏକ ପରିଚୟ ସୃଷ୍ଟି କରିବେ ଏବଂ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଅଧିକରୁ ଅଧିକ ଲାଭବାନ ହେବେ। ଯେଉଁ ଲୋକମାନଙ୍କର ଚାକିରି ନାହିଁ ବା ଖୋଜୁଛନ୍ତି, ସେମାନଙ୍କୁ ଖୁବ୍ ଶୀଘ୍ର ଚାକିରି ମିଳିବାର ସମ୍ଭାବନା ରହିଛି। ଭଗବାନ ଭଳାନାଥଙ୍କ କୃପାରୁ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ବଡ ସଫଳତା ମିଳିବାର ସମ୍ଭାବନା ରହିଛି।

ଆପଣଙ୍କ ପରିବାରରେ ଖର୍ଚ୍ଚ କମିପାରେ ଏବଂ ଦିନକୁ ଦିନ ରୋଜଗାର ମଧ୍ୟ ବଢିବାକୁ ଲାଗିବ। ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ମନରେ ଦୃଢ ଆତ୍ମବିଶ୍ବାସ ବଢିଯିବ। ଆପଣଙ୍କ ପ୍ରେମ ସମ୍ବନ୍ଧ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହେବ। ସମାଜରେ ଆପଣଙ୍କୁ ଶୁଭ କାର୍ଯ୍ୟ କରିବା ପାଇଁ ଉତ୍ତମ ଅବସର ପ୍ରାପ୍ତ ହୋଇପାରେ।

ତେବେ ଭଗବାନ ଶିବଙ୍କ କୃପାରୁ ଯେଉଁ ରାଶିର ଲୋକେ ଏବେ ଭାଗ୍ୟବାନ ହେବା ସହିତ ସେମାନଙ୍କର ଆଗାମୀ ସମୟ ଅତ୍ୟନ୍ତ ସୁଖମୟ ହେବାକୁ ଯାଉଛି, ସେହି ରାଶି ଗୁଡ଼ିକ ହେଉଛି – କୁମ୍ଭ ରାଶି , ମିଥୁନ ରାଶି , କର୍କଟ ରାଶି , ସିଂହ ରାଶି , ବୃଷ ରାଶି ଏବଂ ତୁଳା ରାଶି।

ଏଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟକୁ ସମସ୍ତଙ୍କୁ ସେୟାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *