Excuse Me Odisha

ଯାହା କହିବୁ ସତ କହିବୁ

ଲାଜ ନକରି ବାସ ଗୋଟିଏ ଥର ସ୍ବାମୀ ସହ କରନ୍ତୁ ଏହି କାମ,ଦେଖିବେ ମାଆ ଲକ୍ଷ୍ମୀ ଟଙ୍କା ପଇସାରେ ଆପଣଙ୍କ ଘର ଭର୍ତି କରିଦେବେ

ସେୟାର୍ କରନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ନୀତି ଅନୁସାରେ ଆପଣ ଏକ ଭୁଲ କାମ କରି ମଧ୍ୟ ଆପଣ ସେଥିରେ ସଫଳତା ହାସଲ କରିପାରିବେ। ଆପଣ ସେହି କର୍ମ ପୁରା ଲାଜ ଛାଡି କରିବା ଫଳରେ ସେଥିରେ ନିଶ୍ଚୟ ସଫଳତା ହାସଲ କରିବେ ଓ ଆପଣ ବହୁତ ଶୀଘ୍ର କୋଟିପତି ବନିଯିବେ। ଆପଣ ଗୋଟିଏ ଜିନିଷ ମାଗିବାରେ କେବେହେଲେ ଲାଜ କରନ୍ତୁ ନାହିଁ। କାରଣ ଯଦି ଆପଣ ଏହା କରୁଛନ୍ତି ତେବେ ସେଥିରେ ଆପଣଙ୍କୁ ସଫଳତା ମିଳିବନାହିଁ। ଏହା ଶାସ୍ତ୍ରରେ ମଧ୍ୟ ଲେଖା ଯାଇଛି ଯେ ଯଦି ଆପଣ ଏହି ଜିନିଷ ମାଗିବାରେ ଲାଜ କରିବେ ତେବେ କେବେହେଲେ ସଫଳତା ମିଳିବ ନାହିଁ ଓ ସନ୍ତୁଷ୍ଟ ମଧ୍ୟ ମିଳିବ ନାହିଁ। ମହର୍ଷି ଆଚାର୍ଯ୍ୟ ଚାଣକ୍ୟ ମାନବ ସମାଜ ପାଇଁ ଯେଉଁ ସବୁ କଥା ଲେଖିଛନ୍ତି ଏହାକୁ ଯେଉଁ ବ୍ୟକ୍ତି ପାଳନ କରିବେ ତେବେ ସେ ଜୀବନରେ କେବେହେଲେ ଅସଫଳ ହେବେ ନାହିଁ। ସେ ଯେଉଁ କାର୍ଯ୍ୟ କରିବେ ସେଥିରେ ତାଙ୍କୁ କେହି ହରେଇ ପାରିବେ ନାହିଁ ଓ ବହୁ ଶୀଘ୍ର ସଫଳତା ହାସଲ କରିବେ। ଆଜି ଆମେ ଆପଣଙ୍କୁ ଜଣେଇବୁ କେଉଁ ଜିନିଷ ମାଗିବାରେ କେବେହେଲେ ଲାଜ କରିବେ ନାହିଁ ଓ ଖାସ କରି ପୁରୁଷ ବ୍ୟକ୍ତିମାନେ।

ଭୋଜନ କରିବା ସମୟରେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ କେବେହେଲେ ଲାଜ କରିବା କଥା ନୁହେଁ। ଯେଉଁ ଲୋକମାନଙ୍କୁ ଖାଇବାରେ ଲାଜ ଲାଗିଥାଏ ସେମାନେ ସବୁବେଳେ ଖାଲି ପେଟରେ ଶୋଇଥାନ୍ତି ଓ ଏହା ତାଙ୍କ ପାଇଁ ବହୁତ ବଡ଼ ଅସୁବିଧାରେ ଅଟେ। କାରଣ ଭୋକିଲା ଥିବା ବ୍ୟକ୍ତି ସବୁବେଳେ ରାଗିଥାଏ। ଯଦି ଆପଣ ଭୋଜନରେ ଲାଜ କରୁଛନ୍ତି ତେବେ ଏହା ବହୁତ ବଡ଼ ଭୁଲ ଅଟେ ଏବଂ ଏଥିରେ ଭୋଜନର ଅପମାନ ହୋଇଥାଏ।

ସ୍ୱାମୀ ସ୍ତ୍ରୀଙ୍କ ଝଗଡା ସମୟରେ କେବେହେଲେ ଏହିପରି କାମ କରନ୍ତୁ ନାହିଁ ଯାହା ଫଳରେ ବଡ଼ ଅସୁବିଧାରେ ପଡିବେ। ପ୍ରେମ ସମ୍ବଦ୍ଧ ଭଲ ରଖିବାକୁ ହେଲେ ନିଜ ଭିତରେ ଭଲ ବୁଝାମଣା ରହିବା ଦରକାର। ଯେଉଁମାନେ ସମ୍ବଦ୍ଧ ବନେଇବା ସମୟରେ ଲାଜ କରିଥାନ୍ତି ଓ ନିଜେ ନିଜ ଭିତରେ ବହୁତ ଭାବିଥାନ୍ତି ତାଙ୍କ ମଝିରେ ତୃତୀୟ ଲୋକ ପସିଯାଏ। ଅର୍ଥାତ ପୁରୁଷ ସହିତ କେହି ଅନ୍ୟ ଜଣେ ନାରୀ ଆଉ ନାରୀ ସହିତ ଆଉ ଅନ୍ୟ ଜଣେ ପୁରୁଷ। ସେଥିପାଇଁ ସମ୍ବଦ୍ଧ ସମୟରେ କେବେହେଲେ ଲାଜ କରନ୍ତୁ ନାହିଁ। ନିଜ ଭିତରେ ଭଲ ବୁଝାମଣା ରଖନ୍ତୁ। ଏଥିରେ ଦୁଇଜଣଙ୍କର ହିଁ ଭଲ ହେବ ନଚେତ ବଡ଼ ଅସୁବିଧା ହୋଇପାରେ।

କୌଣସି ବଡ଼ ବ୍ୟକ୍ତିଙ୍କ ଠାରୁ ଜ୍ଞାନ ନେବା ସମୟରେ କେବେହେଲେ ଲାଜ କରିବେ ନାହିଁ। ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁଯାୟୀ ଜ୍ଞାନ ନେବା ସମୟରେ କେବେବି ଲାଜ କରିବେ ନାହିଁ। କାରଣ ଯେଉଁ ବ୍ୟକ୍ତି ଜ୍ଞାନ ନେବା ସମୟରେ ଲାଜ କରିଥାଏ ତାର ଜ୍ଞାନ ଅଧା ରହିଯାଏ ଓ ଏହି ବ୍ୟକ୍ତି ତାଙ୍କ ଜୀବନରେ କେବେହେଲେ ସଫଳତା ପାଇନଥାନ୍ତି। ଏହି ଅଧା ଥିବା ଜ୍ଞାନ ନିଜର ସବୁଠୁ ବଡ଼ ହାରିବା ବୋଲି ମାନାଯାଏ ଓ ଏହା ସବୁଠୁ ବଡ଼ ପଞ୍ଚଲି ମଧ୍ୟ ମାନାଯାଏ

ଯେକୌଣସି ବ୍ୟକ୍ତି ହେଉଥାଉନା କାହିଁକି ସେ ତାର ଦେଇଥିବା ଧନ ନିଶ୍ଚିତ ଭାବରେ ମାଗିବା ଉଚିତ। କାରଣ ଯେଉଁମାନେ ନିଜ ଟଙ୍କା ମାଗିବାରେ ଲାଜ କରିଥାନ୍ତି ସେ କେବେହେଲେ ଧନୀ ହୋଇନଥାନ୍ତି ଏଥିରେ ସେମାନେ ପୁରା ଗରିବ ହୋଇଯାନ୍ତି। ସେଥିପାଇଁ ଏପରି କେବେହେଲେ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *