Excuse Me Odisha

ଯାହା କହିବୁ ସତ କହିବୁ

ଖରାପ ଦିନ ହେଲା ଶେଷ, ବୁଧବାର ରାତି 4.29 ପରେ ଏହି ରାଶିର ଖୋଲିବ ଭାଗ୍ୟ

ସେୟାର୍ କରନ୍ତୁ

ଆପଣମାନେ ଜାଣିଥିବେ କି ଏହି ସମୟ ଗଲାପରେ ଆଗାମୀ ଦିନରେ ଘଟିବାକୁ ଯାଉଥିବା ଘଟଣା କିପରି ହେବ, ତାହା ଜାଣିବା ପାଇଁ ଆମେ ଆଜି ଆପଣଙ୍କୁ ସବୁ ରାଶିର ଲୋକଙ୍କ ପାଇଁ ଆଗାମୀ ସମୟ କିପରି ଅତିବାହିତ ହେବ, ସେହି ବିଷୟରେ ଜଣାଇବୁ।

ମେଷ ରାଶି –

ଆପଣ ଏହି ସମୟରେ ସୁଖ ସମୃଦ୍ଧି ଭୋଗ କରିବେ। ଆପଣ ନିଜ ପିଲାମାନଙ୍କ ସହିତ ସମୟ ଅତିବାହିତ କରିବେ। ଯେଉଁମାନେ ଆଜି ପର୍ଯ୍ୟନ୍ତ ସନ୍ତାନ ସୁଖ ଭୋଗ କରି ନାହାନ୍ତି, ସେମାନଙ୍କର ଖୁବ୍ ଶୀଘ୍ର ମନସ୍କାମନା ପୂରଣ ହେବାକୁ ଯାଉଛି।ଆପଣଙ୍କୁ ବ୍ୟାପାର ବ୍ୟବସାୟରେ ଅଧିକ ଲାଭ ମିଳିବାକୁ

ବୃଷ ରାଶି –

ଏହି ରାଶିର ଲୋକମାନଙ୍କର ଆୟରେ ବୃଦ୍ଧି ହୋଇପାରେ। ଆପଣଙ୍କ ମାଆ ଆପଣଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବେ। ଏହି ସମୟରେ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ।

ମିଥୁନ ରାଶି –

ଆପଣଙ୍କର ଆର୍ଥିକ ସଙ୍କଟ ଦୂର ହୋଇଯିବ। ସରକାରୀ କ୍ଷେତ୍ରରେ ଆପଣ କାର୍ଯ୍ୟରତ ହୋଇ ପାରନ୍ତି। ଯେଉଁମାନେ ନିଜ କାର୍ଯ୍ୟରେ କିଛି ନୂଆ ପରିବର୍ତ୍ତନ ଆଣିବା ପାଇଁ ଚାହୁଁଛନ୍ତି, ସେମାନଙ୍କୁ ଖୁବ୍ ଶୀଘ୍ର ସଫଳତା ମିଳିବ।

କର୍କଟ ରାଶି –

ଏହି ରାଶିର ଲୋକମାନଙ୍କୁ ଏବେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଆପଣଙ୍କ ପାଇଁ ଏହି ସମୟ ଖୁବ୍ ଭଲ ସାବ୍ୟସ୍ତ ହେବା ପାଇଁ ଯାଉଛି। କିନ୍ତୁ ଆପଣଙ୍କୁ ନିଜ ମୁଣ୍ଡ ସ୍ଥିର କରି ସବୁ କାର୍ଯ୍ୟ କରିବା ଆବଶ୍ୟକ। ଏଭଳି କଲେ, ଆପଣଙ୍କୁ ସୁନିଶ୍ଚିତ ଉତ୍ତମ ପ୍ରାପ୍ତ ହେବ।

ସିଂହ ରାଶି –

ଆପଣଙ୍କୁ ନିଜ ବ୍ୟବସାୟରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ଉତ୍ତମ ରହିଛି ଏବଂ ସେମାନେ ବିଭିନ୍ନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନିଜର ଯୋଗ୍ୟତା ହାସଲ କରିବେ।

କନ୍ୟା ରାଶି –

ଏହି ରାଶିର ଲୋକମାନେ ବିଦେଶ ଯାତ୍ରା କରି ପାରନ୍ତି । ଯେଉଁମାନେ ଆପଣଙ୍କୁ କିଛି ଦେବା ପାଇଁ ଇଛା କରୁଛନ୍ତି, ସେମାନଙ୍କ ପାଖରୁ ଗ୍ରହଣ କରନ୍ତୁ।

ତୁଳା ରାଶି –

ଏହି ସମୟ ଆପଣଙ୍କ ପାଇଁ ଉତ୍ତମ ସାବ୍ୟସ୍ତ ହେବ। କିନ୍ତୁ ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ଜଗିରଖି କାର୍ଯ୍ୟ କରିବା ଉଚିତ। ଯେଉଁମାନେ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଖୁବ୍ ଶୀଘ୍ର କାମ ମିଳିପାରେ।

ବିଛା ରାଶି –

ଆପଣଙ୍କୁ ଅନ୍ୟମାନଙ୍କ କଥା ଉପରେ ଧ୍ୟାନ ଦେବା ଉଚିତ ନୁହେଁ।ଏପରି କଲେ, ଦେଖିବେ ଆପଣ ନିଶ୍ଚିତ ଭାବରେ କିଛି ନୂଆ ପରିବର୍ତ୍ତନ ଅନୁଭବ କରିବେ। ଆପଣ କାହା ସହିତ ସମ୍ପର୍କ ଖରାପ କରନ୍ତୁ ନାହିଁ, ନଚେତ ଆପଣ କିଛି ଅସୁବିଧାରେ ପଡ଼ି ପାରନ୍ତି।

ଧନୁ ରାଶି –

ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆପଣ ସଠିକ ଜାଗାରେ ଧନ ନିବେଶ କରିବା ଉଚିତ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲଭାବରେ ବିଚାର କରିବା ଆବଶ୍ୟକ, ଏହାଦ୍ବାରା ଆପଣ ଯେଉଁ କାମ କରିବେ ସେଥିରେ ନିଶ୍ଚିତ ଭାବରେ ସଫଳତା ପାଇବେ।

ମକର ରାଶି –

ଏହି ରାଶିର ଲୋକମାନେ ସମୟର ସଠିକ ସଦୁପଯୋଗ କରିବେ। ଯେଉଁମାନଙ୍କର କିଛି ପୁରୁଣା କାର୍ଯ୍ୟ ଅଟକି ରହିଛି, ସେମାନେ ଏବେ ଏହି କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଆଗ୍ରହୀ ହେବେ।

କୁମ୍ଭ ରାଶି –

ଏହି ରାଶିର ଲୋକମନେ ଏବେ ନୂଆ କାର୍ଯ୍ୟ କରିବା ପାଇଁ ଆଗେଇ ଆସିବେ। ପରିବାର ଲୋକଙ୍କ ସହିତ ଆପଣ ଅଧିକରୁ ଅଧିକ ସମୟ ଅତିବାହିତ କରିବା ପାଇଁ ଇଛା ରଖିବେ। ପାଇବାକୁ ଥିବା ଟଙ୍କା ସଠିକ ସମୟରେ ଫେରସ୍ତ ପାଇବେ। ଆପଣଙ୍କର ଆୟୁଷ ବୃଦ୍ଧି ପାଇବ।

ମୀନ ରାଶି –

ଆପଣଙ୍କ ପାଇଁ ଏହି ସମୟ ଉତ୍ତମ ସାବ୍ୟସ୍ତ ହେବ। ଆପଣଙ୍କୁ ସବୁ କାର୍ଯ୍ୟରେ ଲାଭ ପ୍ରାପ୍ତ ହେବ। ଚାକିରି ବା ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର କଠିନ ପରିଶ୍ରମ ଯୋଗୁଁ ଆପଣଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *