Excuse Me Odisha

ଯାହା କହିବୁ ସତ କହିବୁ

ଦାନ୍ତ ମୋତି ପରି ଚମକିବ ମାତ୍ର ୨ ମିନିଟରେ,ଆପଣାନ୍ତୁ ଏହି ସରଳ ଉପାୟ

ସେୟାର୍ କରନ୍ତୁ

ବନ୍ଧୁଗଣ ଅନେକ କାରଣ ବଶତଃ ଆମର ଦାନ୍ତ ହଳଦିଆ ବା ଅପରିଷ୍କାର ହୋଇଯାଏ। କଳା ଏବଂ ବହୁତ ଖରାପ ଦେଖାଯାଏ। ଏମିତି ପରିସ୍ଥିତିରେ ଆପଣ କରିବେ କଣ? ବନ୍ଧୁଗଣ ଅନେକ ଲୋକଙ୍କର ଦନ୍ତର ରଙ୍ଗ ଖରାପ ଯୋଗୁ ସେମାନେ dentist ପାଖକୁ ଯାଇଥାନ୍ତି। ଏବଂ ସେମାନେ ମନ ଖୋଲିକି କେବେ ହେଲେ ହସି ପାରନ୍ତି ନାହିଁ କାରଣ ସେମାନଙ୍କର ଖରାପ ଦାନ୍ତ ଲୋକମାନଙ୍କ ଆଖି ଆଗକୁ ଆସିଯିବ ସେହି ଡରରେ ସେମାନେ କେବେ ମନ ଖୋଲି ହସି ପାରିନଥାନ୍ତି। ସେଥିପାଇଁ ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର ବନାଇବା ଶିଖାଇବି ଯାହା ଦ୍ୱାରା ଆପଣଙ୍କର ଦାନ୍ତ ବା ଆପଣଙ୍କର ଟିଥ ମୋତି ଭଳି ଚମକିବାକୁ ଲାଗିବ। ଏହା ବହୁ ପୁରାତନ କାଳରୁ ବ୍ୟବହୃତ ହୋଇ ଆସୁଛି ଏବଂ ଆପଣ ଏହାକୁ ନିହାତି ଥରେ ବ୍ୟବହାର କରନ୍ତୁ। ଦେଖିବେ ଆପଣଙ୍କର ଦାନ୍ତ ଧଳା ହୋଇଯିବ। ଏବଂ ଆପଣଙ୍କର ଟିଥ ଧଳା କରିବା ପାଇଁ ଏହା ଏକ ଚମତ୍କାର ଘରୋଇ ଉପଚାର ଅଟେ। ତେବେ ଆସନ୍ତୁ ଜାଣିବା

ବନ୍ଧୁଗଣ ଦାନ୍ତ ଧଳା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ବିଲାତି। ଏହି ଘରୋଇ ଉପଚାରକୁ ବନାଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ବିଲାତି। ବିଲାତି ଆପଣଙ୍କର ରୋଷେଇ ଘରୁ ଆପଣଙ୍କୁ ବହୁତ ସହଜରେ ମିଳିଯିବ। ପ୍ରଥମେ ଆପଣ ଏମିତି ଏକ ମିଡିୟମ ସାଇଜର ବିଲାତି ନିଅନ୍ତୁ କିମ୍ବା ବଡ଼ ସାଇଜର ବିଲାତି ନେଇପାରିବେ। ଏହି ବିଲାତିକୁ ଏକ ବାଡ଼ି ସାହାର୍ଯ୍ୟରେ ହାଲକା ହାଲକା ପିଟନ୍ତୁ କାରଣ ଏହି ବିଲାତିରୁ ଯେମିତି ରସ ବହୁତ ସହଜରେ ବାହାରି ପାରିବ। ଦାନ୍ତ ଧଳା କରିବା ପାଇଁ ଆମକୁ ବିଲାତି ରସର ଆବଶ୍ୟକତା ପଡିବ। ସେଥିପାଇଁ ବନ୍ଧୁଗଣ ବିଲାତିକୁ ଆଣି ତାହାକୁ ଧୀରେ ଧୀରେ ବାଡ଼ି ସାହାର୍ଯ୍ୟରେ ପିଟନ୍ତୁ। ଏହାକୁ ପିଟି ସାରିବା ପରେ ବିଲାତିକୁ ମଝିରୁ ଏହିପରି ଭାବେ କାଟି ଦିଅନ୍ତୁ। ଏବଂ ଏହା ପରେ ଏହାର ରସ ଏକ ଛଣା ସାହାର୍ଯ୍ୟ ବାହାର କରିନିଅନ୍ତୁ। ବିଲାତିର ରସ ସମ୍ପୂର୍ଣ୍ଣ ପରିଷ୍କାର ବାହାରିବ। ଏବେ ଏଥିରେ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ଲେମ୍ବୁ। ବନ୍ଧୁଗଣ ଏଥିପାଇଁ ଆପଣଙ୍କୁ ଏମିତି ଗୋଟିଏ ଲେମ୍ବୁର ଆବଶ୍ୟକତା ପଡିବ। ପ୍ରଥମେ ଆପଣ ଲେମ୍ବୁକୁ କାଟି ଦିଅନ୍ତୁ ଦୁଇ ଫାଳ କରି। ଏବେ ବନ୍ଧୁଗଣ ଏଥିରେ ପୁରା ଗୋଟେ ଲେମ୍ବୁର ରସ ଚିପୁଡି ନିଅନ୍ତୁ। ଏବଂ ଏହା ପରେ ତୃତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ କଲଗେଟ। ବନ୍ଧୁଗଣ ଆପଣ କୌଣସି ବି ଧଳା କଲଗେଟର ପ୍ରୟୋଗ ଏଥିରେ କରିପାରିବେ। ଯେତେକି ମାତ୍ରାରେ ଆପଣ କଲଗେଟ ନିଅନ୍ତି ସେତିକି ମାତ୍ରାରେ କଲଗେଟ ନିଅନ୍ତୁ ଏବଂ ଏହି ସବୁକୁ ସେହି ମିଶ୍ରଣରେ ଏକା ସାଙ୍ଗରେ ଭଲ ଭାବରେ ମିଶେଇ ଦିଅନ୍ତୁ।

ଏବେ ଆସନ୍ତୁ ଜାଣିବା ଆପଣଙ୍କ ଦାନ୍ତକୁ ଧଳା କରିବା ପାଇଁ ଆପଣଙ୍କର ଦନ୍ତର କଳା ପଣ ବା ହଳଦିଆ ପଣକୁ ଦୂର କରିବା ପାଇଁ ଏହି ଉପଚାରର ପ୍ରୟୋଗ ଆପଣଙ୍କ ଦାନ୍ତରେ ଆପଣ କେମିତି ପ୍ରକାରରେ କରିବେ। ବନ୍ଧୁଗଣ ଏହାର ପ୍ରୟୋଗ କରିବା ବହୁତ ସହଜ ଅଟେ। ଯେମିତି ଆପଣ ବ୍ରସ କରନ୍ତି ଦାନ୍ତକୁ ସଫା କରିବା ପାଇଁ ଆପଣ ଯେମିତି ଟୁଥ ବ୍ରସର ପ୍ରୟୋଗ କରନ୍ତି ଠିକ ସେହିପରି ଆପଣ ଟୁଥ ବ୍ରସ ନିଅନ୍ତୁ ଏବଂ ଏଥିରେ ଏହାକୁ ବୁଡ଼େଇ ଆପଣଙ୍କ ଦାନ୍ତକୁ ଭଲ ଭାବରେ ରଗଡ଼ନ୍ତୁ। ବନ୍ଧୁଗଣ ୨ ମିନିଟ ପର୍ଯ୍ୟନ୍ତ ଆପଣ ଏହାର ପ୍ରୟୋଗ କରନ୍ତୁ। କେବଳ ୨ ମିନିଟରେ ଆପଣଙ୍କ ଦାନ୍ତ ଧଳା ହେବାକୁ ଲାଗିବ। ବନ୍ଧୁଗଣ ଆପଣଙ୍କ ଦାନ୍ତରେ ଯଦି ବହୁତ ଦିନରୁ କଳାପଣ ବସି ରହିଥିଲା ତାହା ଦେଖିବେ ଧୀରେ ଧୀରେ ଉଠିବାକୁ ଲାଗିବ ଏବଂ ଆପଣଙ୍କ ଦାନ୍ତ ଧୀରେ ଧୀରେ ସଫା ହେବାକୁ ଲାଗିବ। ଯଦି ଆପଣଙ୍କ ଦାନ୍ତ ଅଳ୍ପ ହଳଦିଆ ବା ଅଳ୍ପ କଳା ପଡିଛି ତେବେ ଆପଣ କେବଳ ସପ୍ତାହରେ ଥରେ ଏହାର ପ୍ରୟୋଗ କରନ୍ତୁ। ଦେଖିବେ ଆପଣଙ୍କ ଦାନ୍ତ ଧୀରେ ଧୀରେ ସଫା ହେବାକୁ ଲାଗିବ। ଯଦି ଆପଣଙ୍କ ଦାନ୍ତ ବହୁତ ଅଧିକ କଳା ପଡିଯାଇଛି ଯେଉଁମାନେ ପାନ ପୁଡ଼ିଆ ଅଧିକ ସେବନ କରିଥାନ୍ତି ସେମାନଙ୍କ ଦାନ୍ତ ବହୁତ ଅଧିକ କଳା ପଡିଯାଇଥାଏ ସେମାନେ ଏହାକୁ ସପ୍ତାହରେ ୨ ଥର କରନ୍ତୁ।ବନ୍ଧୁଗଣ ଆପଣ ଏହାକୁ ଥରେ ପ୍ରୟୋଗ କରି ଦେଖନ୍ତୁ ଦେଖିବେ ଏହା ଆପଣଙ୍କ ଦାନ୍ତକୁ ନେଚୁରାଲ ଧଳା କରିବା ଆରମ୍ଭ କରିଦେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *