Excuse Me Odisha

ଯାହା କହିବୁ ସତ କହିବୁ

କାଲି ଠାରୁ ରାଜା ଭଳି ଜୀବନ କାଟିବେ ଏହି ୫ ଟି ରାଶିର ଲୋକମାନେ,ହେବ ଧନ ବର୍ଷା

ସେୟାର୍ କରନ୍ତୁ

ଭଗବାନ ହେଉଛନ୍ତି ସୃଷ୍ଟି କର୍ତ୍ତା, ସେ ସମସ୍ତଙ୍କ କାର୍ଯ୍ୟର ହିସାବ ରଖିଥାନ୍ତି । ଆପଣଙ୍କୁ କହି ରଖୁଛୁ କି ଆଜି ରାତିରୁ କିଛି ଗ୍ରହ ମାନଙ୍କ ସ୍ଥିତି ଭଲ ହେବା ପାଇଁ ଯାଉଛି। ଏହି ଗ୍ରହ ମାନଙ୍କ ଚଳନ ପାଇଁ କିଛି ରାଶିର ଲୋକ ମାନଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ହେବା ପାଇଁ ଯାଉଛି। କହିବାକୁ ଗଲେ ଏହି ରାଶିର ଲୋକମାନେ ଏବେ ଖୁବ୍ ଉତ୍ତମ ଦିନ ଅତିବାହିତ କରିବେ। ଭଗବାନ ହନୁମାନଙ୍କ କୃପା ଦୃଷ୍ଟି ଏହି ରାଶିର ଲୋକମାନଙ୍କ ଉପରେ ପଡ଼ିବ, ଯାହାଦ୍ଵାରା ସେମାନେ ଏବେ ଭାଗ୍ଯବାନ ହେବାକୁ ଯାଉଛନ୍ତି।ଚାକିରି ଖୋଜୁ ଥିବା ଲୋକଙ୍କୁ ଖୁବ୍ ଶୀଘ୍ର ଚାକିରି ମିଳିଯିବ । ଯେଉଁ ଲୋକେ ଚାକିରି କରୁଛନ୍ତି, ସେମାନଙ୍କୁ ନିଶ୍ଚିତ ଭାବରେ ଖୁସିର ଖବର ମିଳିବ।

ଆପଣ ମାନଙ୍କ ମଧ୍ୟରୁ ଯେଉଁ ଲୋକମାନେ ଚାକିରି କରିଛନ୍ତି, ସେମାନଙ୍କୁ ବରିଷ୍ଠ ଅଧିକାରୀଙ୍କ ଠାରୁ ସୁଖଦ ଖବର ମିଳିପାରେ। ଯେଉଁ ମାନେ ନିଜ ଦୃଢ ଇଛା ଶକ୍ତି ବଳରେ ସବୁ କାର୍ଯ୍ୟ କରିବା ପାଇଁ ଆଗ୍ରହୀ ଅଛନ୍ତି, ସେମାନଙ୍କୁ ଏଭଳି ଦିନରେ କିଛି ନୂତନ ଅବସର ମିଳିବା ପାଇଁ ଯାଉଛି। କହିବାକୁ ଗଲେ ଆପଣ ପୁରୁଣା ସ୍ଥାନରୁ ନିଜର ଚାକିରି ଛାଡ଼ିବା ପୂର୍ବରୁ ପ୍ରଥମେ ନୂଆ ଜାଗାରେ କରିବାକୁ ଯାଉଥିବା ଚାକିରୀକୁ ଭଲଭାବରେ ପରଖି ନିଅନ୍ତୁ। ଯେଉଁ ଲୋକମାନେ ନିଜ ସନ୍ତାନ ମାନଙ୍କ ପାଠପଢାକୁ ନେଇ ଚିନ୍ତାରେ ରହୁଛନ୍ତି, ସେମାନଙ୍କୁ ଏବେ ଏହି ଚିନ୍ତା ଛାଡି ଦେବା ଉଚିତ।

କହି ରଖୁଛୁ ଯେ ଯେଉଁ ମାନେ ବିବାହ କରିବା ପାଇଁ ଯାଉଛନ୍ତି, ସେମାନେ ନିଜ ପାଇଁ ଏହି ସମୟରେ ଜଣେ ଉତ୍ତମ ଜୀବନସାଥୀ ପାଇବେ। ଯେଉଁ ମାନେ ବିବାହ କରି ସାରିଛନ୍ତି, ସେମାନେ ଏହି ସମୟରେ ନିଜ ସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। କିଛି ଲୋକଙ୍କ ପରିବାରରେ କିଛି ନୂଆ ପରିବର୍ତ୍ତନ ହେବା ପାଇଁ ଯାଉଛି, ସେମାନେ ଏଭଳି ଚିନ୍ତା ମଧ୍ୟ କରି ନଥିବେ । ଯେଉଁ ମାନଙ୍କ ପରିବାରରେ ସବୁବେଳେ ଅଶାନ୍ତି ପରିବେଶ ସୃଷ୍ଟି ହେଉଛି, ସେମାନଙ୍କ ପରିବାରର ବାତାବରଣ ଏବେ ସୁଖଶାନ୍ତିରେ ଭରି ରହିବ।

ଯେଉଁମାନଙ୍କ ଘରେ ଆର୍ଥିକ ସଙ୍କଟ ଦେଖା ଦେଉଛି, ସେମାନେ ଏବେ ନିଶ୍ଚିତ ଭାବରେ ଏହି ସମସ୍ୟାରୁ ମୁକ୍ତି ପାଇଯିବେ। ଯେଉଁମାନେ ବ୍ୟାପାର ବ୍ୟବସାୟ କରୁଛନ୍ତି, ସେମାନେ ଖୁବ ଶୀଘ୍ର ଉତ୍ତମ ପରିଣାମ ପାଇବା ପାଇଁ ଯାଉଛନ୍ତି। ବ୍ୟବସାୟ କରୁଥିବା ଲୋକେ ନିଜ ବ୍ୟାପାରକୁ ଆଗକୁ ବଢ଼ାଇବା ପାଇଁ ନୂଆ ଉପାୟ ମାନ ମଧ୍ୟ କରି ପାରନ୍ତି। ମହାବୀର ହନୁମାନଙ୍କ କୃପା ଦୃଷ୍ଟି ରହିବା ଯୋଗୁଁ ଏମାନେ ସବୁ କାର୍ଯ୍ୟରେ ସଫଳତା ଅର୍ଜନ କରିବେ । ଯେଉଁମାନଙ୍କର କିଛି କାର୍ଯ୍ୟ ଅଟକି ରହିଛି, ତାହା ଖୁବ୍ ଶୀଘ୍ର ସମ୍ପନ୍ନ ହୋଇଯିବ। ତେବେ ଜାଣିବା କଣ ସେହି ରାଶି ଗୁଡ଼ିକ।ସେହି ରାଶି ଗୁଡ଼ିକ ହେଉଛି – ସିଂହ ରାଶି, ମେଷ ରାଶି, କୁମ୍ଭ ରାଶି, ବୃଷ ରାଶି, ବିଛା ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *