Excuse Me Odisha

ଯାହା କହିବୁ ସତ କହିବୁ

ଏହି ୨ଟି ରାଶିର ଲୋକ ହେଉଛନ୍ତି ଦୁନିଆର ସବୁଠାରୁ ଶକ୍ତିଶାଳୀ ଲୋକ,ଏମାନେ ଭଗବାନ ଶିବଙ୍କର ଅଂଶ

ସେୟାର୍ କରନ୍ତୁ

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ବ୍ୟକ୍ତି ଜନ୍ମ ହେବା ସମୟରେ ନିଜର ଭାଗ୍ୟକୁ ସାଙ୍ଗରେ ନେଇକି ଆସିଥାଏ। ଯାହା ତାଙ୍କର ପୂର୍ବ ଜନ୍ମର କର୍ମ ଦ୍ୱାରା ନିର୍ଧାରିତ ହୋଇଥାଏ। ସେଥିପାଇଁ ତ କିଛି ବ୍ୟକ୍ତି ଜନ୍ମ ପରେ ରାଜସୁଖ ଭୋଗ କରୁଥିବା ବେଳେ ଆଉ କିଛି ବ୍ୟକ୍ତି ଦରିଦ୍ରତା ଭୋଗ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶିର ବ୍ୟକ୍ତିଙ୍କର ସ୍ଵଭାବ ତାଙ୍କର ବ୍ୟକ୍ତିତ୍ୱ ଅଲଗା ଅଲଗା ହୋଇଥାଏ। ଯାହା ସେମାନଙ୍କର ଭବିଷ୍ୟତରେ ହେବାକୁ ଯାଉଥିବା କିଛି ସଂକେତ ଦର୍ଶାଇଥାଏ କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି ୨ଟି ଭାଗ୍ୟଶାଳୀ ରାଶି ବିଷୟରେ ଜଣେଇବୁ ଯେଉଁମାନେ ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଶି ହୋଇଥାନ୍ତି। ତାହା ସହିତ ଏମାନଙ୍କର ଉପରେ ସ୍ୱୟଂ ଭଗବାନ ଶିବଙ୍କର କୃପା ମଧ୍ୟ ରହିଥାଏ। ତେବେ ଆସନ୍ତୁ ଜାଣିବା ସେହି ୨ ଗୋଟି ଶକ୍ତିଶାଳୀ ରାଶି ବିଷୟରେ।

ବନ୍ଧୁଗଣ ଏହା ତ ଆମେ ସମସ୍ତେ ଜାଣିଛୁ ଦେବଙ୍କ ଦେବ ମହାଦେବ ଦେବତା ମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି ଏବଂ ଭକ୍ତ ପ୍ରେମୀ ହୋଇଥାନ୍ତି। ତାଙ୍କର କୃପା ଦ୍ୱାରା ପ୍ରତ୍ୟକ ବ୍ୟକ୍ତିର ଇଛା ଏବଂ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ସେଥିପାଇଁ ତ ମହାଦେବଙ୍କୁ ମନସ୍କାମନା ପୂର୍ଣ୍ଣର ଭଗବାନ ବୋଲି ନାମ ଦିଆଯାଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ମାନଙ୍କ ମଧ୍ୟରୁ ଏହି ୨ ଗୋଟି ରାଶି ଭଗବାନ ଶିବଙ୍କର ଆରାଧ୍ୟ ଅଟନ୍ତି। ଯାହାଙ୍କ ଉପରେ ଭଗବାନ ଭୋଳାନାଥଙ୍କର ଅସୀମ କୃପା ରହିଥାଏ। ଏହି କାରଣରୁ ଏହି ୨ ଟି ରାଶିର ବ୍ୟକ୍ତିଙ୍କର ଜୀବନ ଦୁର୍ଭାଗ୍ୟରୁ ସୌଭାଗ୍ୟକୁ ପରିଣତ ହୋଇଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ୨ ଟି ରାଶିର ବ୍ୟକ୍ତିଙ୍କ ବିଷୟରେ। ଯେଉଁମାନଙ୍କ ଉପରେ ସ୍ୱୟଂ ଭଗବାନ ଶିବଙ୍କର କୃପାଦୃଷ୍ଟି ସର୍ବଦା ରହିଥାଏ।

ମେଷ ରାଶି: ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ସ୍ୱୟଂ ଭଗବାନ ଭୋଳାନାଥଙ୍କର ବିଶେଷ କୃପା ରହିଥାଏ। ତାହା ସହିତ ଏହି ରାଶିର ବ୍ୟକ୍ତିମାନେ ଭଗବାନ ଶିବଙ୍କର ଆରାଧ୍ୟ ମଧ୍ୟ ଅଟନ୍ତି। ଏହି କାରଣ ପାଇଁ ମେଷ ରାଶିର ପ୍ରତ୍ୟକ ବ୍ୟକ୍ତିଙ୍କ ସମସ୍ୟା ସବୁ ଅଧିକ ଦିନ ପର୍ଯ୍ୟନ୍ତ ରହିନଥାଏ। କୌଣସି ନାଁ କୌଣସି ଉପାୟରେ ଏମାନଙ୍କର ସମସ୍ୟାର ସମାଧାନ ହୋଇଯାଏ। ତା ସହିତ ଏମାନେ କର୍ମରେ ପ୍ରଭାବଶାଳୀ ହେବା କାରଣରୁ ଏମାନଙ୍କୁ କାର୍ଯ୍ୟରେ ଶୀଘ୍ର ସଫଳତା ମଧ୍ୟ ମିଳିଥାଏ। ଯାହା ଏମାନଙ୍କ ଜୀବନରେ ସର୍ବଦା ହସଖୁସି ଭରି ଦେଇଥାଏ।

ଧନୁ ରାଶି: ଏହି ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ବୃହସ୍ପତି। ଯିଏକି ଗ୍ରହ ମାନଙ୍କର ରାଜା ଅଟନ୍ତି। ଏହି କାରଣରୁ ଅନେକ ଗ୍ରହ ମାନଙ୍କର ଖରାପ ପ୍ରଭାବ ଏହି ରାଶି ଉପରେ ପଡିନଥାଏ। ଯାହା ଦ୍ୱାରା ସର୍ବଦା ଏହି ରାଶିର ଜୀବନରେ ସୁଖ ସମୃଦ୍ଧି ଆସିଥାଏ। ଏହା ସହିତ ଧନୁ ରାଶିର ବ୍ୟକ୍ତିମାନେ ଖୁବ ପ୍ରଭାବଶାଳି ହେବା ସହିତ ଧନ ଏବଂ ଯଶ ମଧ୍ୟ ଏମାନଙ୍କର ଉଚ୍ଚ କଟିର ହୋଇଥାଏ। ଏମାନେ ଭଗବାନ ଭୋଳାନାଥଙ୍କର ଅନୁସରଣଗାମୀ ହେବା କାରଣରୁ ସ୍ୱୟଂ ଭଗବାନ ଭୋଳାନାଥ ମଧ୍ୟ ଏମାନଙ୍କ ଉପରେ କୃପାଦୃଷ୍ଟି ବନାଇ ରଖିଥାନ୍ତି। ଯାହା ଏହି ରାଶିକୁ ଆହୁରି ଅଧିକ ଭାଗ୍ୟଶାଳୀ କରିଦେଇଥାଏ। ତା ସହିତ ଏମାନେ ହସ ଖୁସିରେ ମଧ୍ୟ ଜୀବନ ବିତେଇଥାଆନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *