Excuse Me Odisha

ଯାହା କହିବୁ ସତ କହିବୁ

ବୈବାହିକ ଜୀବନରେ ସବୁବେଳେ ଦୁଃଖ ପାଇଥାନ୍ତି ଏହି ୨ ଟି ନାମର ଝିଅମାନେ,ଜାଣନ୍ତୁ ସେମାନେ କିଏ କିଏ ?

ସେୟାର୍ କରନ୍ତୁ

ବିବାହ ହେଉଛି ଏପରି ଏକ ପବିତ୍ର ବନ୍ଧନ, ଏଥିରେ ପୁଅ ଏବଂ ଝିଅ ସାତ ଜନ୍ମର ସାଥୀ ହୋଇ ଯାଇଥାନ୍ତି। କିଛି ଦାମ୍ପତ୍ୟ ଜୀବନରେ ଅନେକ ସମୟରେ କଳି ଝଗଡ଼ା ଦେଖା ଯାଇଥାଏ। ସ୍ଵାମୀ ଓ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ବିଶ୍ଵାସ ଓ ପ୍ରେମ ରହିବା ନିହାତି ଜରୁରୀ ଅଟେ। କିନ୍ତୁ କିଛି ଦାମ୍ପତ୍ୟ ଜୀବନରେ ଏସବୁ ଦୁର୍ବଳ ହୋଇଯାଏ ବା କମିବାକୁ ଲାଗିଥାଏ। କିଛି ପୁରୁଷ ମାନେ ନିଜ ସ୍ତ୍ରୀଙ୍କର ସପକ୍ଷରେ ରହି ନଥାନ୍ତି ଏବଂ କିଛି ସ୍ତ୍ରୀମାନେ ମଧ୍ୟ ପୁରୁଷ ମାନଙ୍କ ସପକ୍ଷରେ ରହନ୍ତି ନାହିଁ। ଆଜିକାଲି ଏହିପରି ଭାବରେ ଅନେକ ପରିବାର ମଧ୍ୟ ଉଜୁଡ଼ି ଯିବାର ଦେଖା ଯାଉଛି।

ବହୁତ ସ୍ତ୍ରୀ ମାନେ ଅଛନ୍ତି, ଯେଉଁମାନେ ନିଜ ସ୍ବାମୀଙ୍କ କଥା ମାନନ୍ତି ନାହିଁ।ନିଜ ସ୍ଵାମୀଙ୍କ ସହିତ ବିନା କାରଣରେ ଝଗଡା କରିବା ସହିତ ତାଙ୍କ ଉପରେ ସବୁବେଳେ ଚିଡି ଚିଡି ହୋଇଥାନ୍ତି। ଯାହାଦ୍ଵାରା ସେମାନଙ୍କର ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଆଜି ଆମେ ଆପଣ ମାନଙ୍କୁ ଏମିତି ଦୁଇଟି ଅକ୍ଷର ଥିବା ଝିଅଙ୍କ ନାମ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନେ ନିଜର ସ୍ବାମୀଙ୍କୁ କେବେ ସମର୍ଥନ କରି ନଥାନ୍ତି। ଯେଉଁଥିପାଇଁ ସେହି ନାରୀ ମାନେ ସାରା ଜୀବନ ଦୁଃଖକଷ୍ଟ ଭୋଗ କରିଥାନ୍ତି।

ପ୍ରଥମେ ହେଉଛି କେ(K) ନାମର ଝିଅ ମାନେ, କେ ନାମରୁ ଆରମ୍ଭ ହେଉଥିବା ଝିଅମାନଙ୍କର କ୍ରୋଧ ସ୍ଵଭାବ ଅଧିକ ରହିଥାଏ ଏବଂ ଏମାନଙ୍କ ସ୍ଵାମୀ ଯଦି କୌଣସି କାର୍ଯ୍ୟ ତାଙ୍କୁ ନ ଜଣାଇ କରିଥାନ୍ତି, ସେହି ସମୟରେ ଏମାନେ ଅଧିକ ରାଗି ଯାଇଥାନ୍ତି। ଏହି ସ୍ଵଭାବ ପାଇଁ ଏମାନେ ନିଜ ସ୍ଵାମୀ ଉପରେ ସବୁବେଳେ ବିରକ୍ତ ହୋଇଥାନ୍ତି। ଯେଉଁଥିପାଇଁ ଏମାନଙ୍କ ଦାମ୍ପତ୍ୟ ଜୀବନରେ ସବୁବେଳେ କଳହ ଓ ଝଗଡ଼ା ଲାଗି ରହିଥାଏ।

ଦ୍ୱିତୀୟ ରେ ହେଉଛି ପି(P) ନାମର ଝିଅ ମାନେ, ପି ନାମର ଝିଅ ମାନଙ୍କର ଜୀବନରେ ନିଶ୍ଵାସ ନେବା ଯେପରି ଅଧିକ ଜରୁରୀ ହୋଇଥାଏ, ସେହିପରି ପ୍ରେମ କରିବା ଜରୁରୀ ମଧ୍ୟ ହୋଇଥାଏ। ପି ନାମର ଝିଅ ମାନେ କୌଣସି କଥା ଉପରେ ଅଧିକ ଗୁରୁତ୍ଵ ବା ଧ୍ୟାନ ଦେଇ ନଥାନ୍ତି। ଏହି ସ୍ଵଭାବ ଯୋଗୁଁ ଏମାନଙ୍କର ଦାମ୍ପତ୍ୟ ଜୀବନରେ ଏମାନେ ନିଜର ସ୍ଵାମୀଙ୍କ ସୁଖ ସଠିକ ଭାବରେ ପାଇ ପାରନ୍ତି ନାହିଁ। ଯେଉଁଥିପାଇଁ ପାଇଁ ଏମାନଙ୍କର ଦାମ୍ପତ୍ୟ ଜୀବନରେ ସର୍ବଦା କଳି ଝଗଡ଼ା ଲାଗି ରହିଥାଏ। ଏମାନେ ଛୋଟ ଛୋଟ କଥାରେ ନିଜ ସ୍ଵାମୀଙ୍କ ସହିତ ଝଗଡା କରିଥାନ୍ତି, ଯେଉଁଥିପାଇଁ ଏମାନେ ସବୁବେଳେ ମନଦୁଃଖରେ ରହିଥାନ୍ତି

ଏଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟକୁ ସେୟାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *