Excuse Me Odisha

ଯାହା କହିବୁ ସତ କହିବୁ

ଅପରାଜିତା ଚେରକୁ ନେଇ କରନ୍ତୁ ଏହି କାମ,ଦେଖିବେ ସାଙ୍ଗେ ସାଙ୍ଗେ ଝିଅ ପଟିଯିବ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଅପରାଜିତା ଚେରରେ ଏହି ଗୋଟେ କାମ କରନ୍ତୁ ସବୁ ଝିଅ ପଟିବେ।

ଚମତ୍କାରୀ ବୃକ୍ଷଲତା। ଆଜି ଆମେ ବିଜ୍ଞାନୀ ମାଧ୍ୟମରେ ଜାଣୁ ଯେ ବୃକ୍ଷଲତାଙ୍କ ପାଇଁ ଜୀବନ ତିଷ୍ଠି ରହିଛି। ବୃକ୍ଷଲତା ଅନ୍ୟ ସମସ୍ତ ପ୍ରାଣୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରେ କାରଣ ବୃକ୍ଷଲତା ମାନେ ହିଁ କେବଳ ଶର୍କରା ପ୍ରସ୍ତୁତ କରିପାରନ୍ତି। ବୃକ୍ଷଲତା ମାନେ ବାୟୁମଣ୍ଡଳର ଅଙ୍ଗାରକାମ୍ଳ ଅମ୍ଳଜାନ ପରିମାଣକୁ ସନ୍ତୁଳିତ ରଖନ୍ତି। ବୃକ୍ଷଲତାମାନେ ହିଁ ଭୂମି ଖେଳକୁ ରୋକିବା ସହ ଭୁଗର୍ଭ ଜଳକୁ ସନ୍ତୁଳିତ ରଖିବାରେ ସାହାର୍ଯ୍ୟ କରନ୍ତି। ବୃକ୍ଷଲତାମାନଙ୍କୁ ଆମେ ବହୁ କାମରେ ଲଗାଇଥାଉ। ତେବେ କେତେ ବୃକ୍ଷ ଆମକୁ ରୋଗ ବୈରାଗରୁ ରକ୍ଷା କରୁଥିବା ବେଳେ ଆଉ କେତେ ବୃକ୍ଷଲତା ଏନାର୍ଜୀ ଭଳି ରୋଗ ସୃଷ୍ଟି କରିଥାନ୍ତି। ଆୟୁର୍ବେଦ ମାଧ୍ୟମରେ ଆମେ ବୃକ୍ଷଲତାକୁ ଔଷଧ ଭାବରେ ବ୍ୟବହାର କରିଥାଉ। ତେବେ ଏସବୁ ବାଦ ଦେଲେ ବୃକ୍ଷଲତାଙ୍କର କେତେକ ଚମତ୍କାରୀ ଗୁଣ ରହିଛି ଯାହାକୁ ଆର୍ଯ୍ୟ ମୁନି ଋଷି ମାନେ କରିଥିଲେ। ଚମତ୍କାରି ଗୁଣ ଗୁଡିକୁ ଆଜି ପର୍ଯ୍ୟନ୍ତବି ବିଜ୍ଞାନ ପ୍ରମାଣ କରିପାରିନାହିଁ। ଭବିଷ୍ୟତରେ କରିପାରେ। ସେଗୁଡିକୁ ମଧ୍ୟରୁ କେତେକ ଏହି ପୋଷ୍ଟରେ କହିବୁ।

ତେବେ ଯେଉଁ ବୃକ୍ଷଲତାର ଚେର ମୂଳ କାଣ୍ଡ ପତ୍ର ଫୁଲ ଫଳ ଆଦି ସଂଗ୍ରହ କରିବାକୁ ହେବ। ସଂଗ୍ରହ କରିବାର ପୂର୍ବ ଦିନ ସେହି ଗଛଲତା ମୂଳରେ ଗୋଟିଏ ଗୋଟା ଗୁଆ କିଛି ଅରୁଆ ଚାଉଳ କଞ୍ଚା କ୍ଷୀର ଦେଇ ଆମନ୍ତ୍ରଣ କରି ଆସିବେ। ଅପରାଜିତା ଫୁଲ ଗଛର ଚମତ୍କାରୀ ଗୁଣ ବିଷୟରେ ଆଜି ଜାଣିବା। ଚନ୍ଦ୍ର ଗ୍ରହଣ ସମୟରେ ଶ୍ୱେତ ଅପରାଜିତା ଚେର ସଂଗ୍ରହ କରି ସାଙ୍ଗରେ ନେଇ ଗଲେ କିମ୍ବା ପାଣିରେ ଘୋରି ଚିତା ପିନ୍ଧିଲେ ସମସ୍ତ ବିପଦ ଦୂର ହୋଇ ସୁଫଳ ମିଳିଥାଏ। ପୁଷ୍ୟା ନକ୍ଷତ୍ରରେ ଶ୍ୱେତ ଅପରାଜିତା ମୂଳ ସଂଗ୍ରହ କରି ସେହି ଦିନ ଯେଉଁ ଲୋକ ଉପରେ ଗୁପ୍ତରେ ପକାଇବେ ସେହି ଲୋକ ସବୁଦିନ ପାଇଁ ବଶୀଭୂତ ହୋଇଯିବ। ଚାରି ପାଞ୍ଚ ଆଙ୍ଗୁଳିର ଅପରାଜିତା ମୂଳକୁ ଆଣି ପ୍ରସବ ଯନ୍ତ୍ରଣା ପାଉଥିବା ନାରୀ ଅଣ୍ଟାରେ ବାନ୍ଧିଲେ କିମ୍ବା ଜନୀରେ ପ୍ରବେଶ କରିଲେ ସହଜରେ ପ୍ରସବ ହୁଏ। ଶ୍ୱେତ ଅପରାଜିତା ଚେର ସଂଗ୍ରହ କରି ଅଧ କପ ପାଣିରେ ଯେଉଁ ପଟ ମୁଣ୍ଡ ବିନ୍ଧା ହେଉଥାଏ ସେହି ପଟ କାନରେ ସାତ ଖିଅ ନାଲି ସୁତାରେ ବାନ୍ଧିଲେ ମୁଣ୍ଡ ବ୍ୟଥା ଭଲ ହୋଇଥାଏ। ଅପରାଜିତା ଚେର ସଂଗ୍ରହ କରି ସାପ ଗାତରେ ରଖିଲେ ସାପ ପଳାଇ ଯାଏ। ସୁର୍ଯ୍ୟ ପରାଗ କିମ୍ବା ଚନ୍ଦ୍ର ଗ୍ରହଣ ସମୟରେ ଶ୍ୱେତ ଅପରାଜିତା ଚେର ସଂଗ୍ରହ କରି ଦେହରେ ଧାରଣ କଲେ ସବୁ ସ୍ଥାନରେ ଯଶ ମିଳିବ। ପୁଷ୍ୟା ନକ୍ଷତ୍ରରେ ଶ୍ୱେତ ଅପରାଜିତା ଚେର ସଂଗ୍ରହ କରି ଓଃ ଓଃ ଓଃ ସୁହାଃ ମନ୍ତ୍ର ସାତ ଥର ପଢି ସେହି ଚେରକୁ ଅଳ୍ପ ପାନ ସହ ଯାହାକୁ ଖାଇବାକୁ ଦେବେ ସିଏ ବଶୀଭୂତ ହୋଇଥାଏ।

ଜାଣିଲେ ଅପରାଜିତାର ଚମତ୍କାରୀ ଗୁଣ ବିଷୟରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *