Excuse Me Odisha

ଯାହା କହିବୁ ସତ କହିବୁ

ପର୍ସରେ ଏହି ଗୋଟିଏ ଜିନିଷ ରଖନ୍ତୁ,ଦେଖିବେ ପର୍ସରେ କେବେବି ଟଙ୍କା ର ଅଭାବ ହେବ ନାହିଁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଜାଣିବା ଆମ ପର୍ସରେ କେଉଁ ଜିନିଷ ରଖିବା ଦ୍ୱାରା ଘରକୁ ଟଙ୍କା ଆସିବାରେ କେହି ଅଟକାଇ ପାରିବେ ନାହିଁ ଏବଂ ମଧ୍ୟ ନିଜ ଘରେ କେବେବି ଟଙ୍କାର ଅଭାବ ହେବ ନାହିଁ। ବନ୍ଧୁଗଣ ସମସ୍ତେ ଚାହାଁନ୍ତି ତାଙ୍କ ପର୍ସରେ କେବେବି ଟଙ୍କାର ଅଭାବ ନହେଉ ମାତ୍ର ବେଳେ ବେଳେ ଏମିତି ପରିସ୍ଥିତି ଆସିଯାଏ ଯେତେବେଳେ ଆପଣଙ୍କ ପର୍ସ ଖାଲି ହୋଇଯାଏ ସେତେବେଳେ ଆପଣଙ୍କୁ ଟଙ୍କାର ଅଭାବର ସାମ୍ନା କରିବାକୁ ପଡିଥାଏ। ବନ୍ଧୁଗଣ ନିଜ ପର୍ସରେ ରଖିଥିବା ବସ୍ତୁ ଗୁଡିକ ଟଙ୍କା ଉପରେ ପ୍ରଭାବ ପକାଇଥାଏ। ଯଦି ଆପଣମାନେ ଚାହୁଁଛନ୍ତି ଆପଣଙ୍କ ପର୍ସରେ ସବୁବେଳେ ଟଙ୍କାରେ ଭରି ରହୁ ତାହେଲେ ଆପଣଙ୍କୁ କିଛି ନିୟମର ପାଳନ କରିବାକୁ ପଡିବ। ତ ବନ୍ଧୁଗଣ ଆସନ୍ତୁ ଜାଣିବା ପର୍ସରେ କଣ ରଖିଲେ ଟଙ୍କାର ଅଭାବ ହେବନାହିଁ।

ଆପଣଙ୍କୁ ନିଜ ପର୍ସରେ ଅସ୍ତ ଗଛର ପତ୍ର ରଖିବାକୁ ପଡିବ। ଅସ୍ତ ଗଛର ପତ୍ରକୁ ପୂଜା କରି ସେଥିରେ ନାଲି ସୂତା ବାନ୍ଧିବାକୁ ପଡିବ କାରଣ ଅସ୍ତ ଗଛରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି ଏବଂ ଭଗବାନ ବିଷ୍ଣୁ ମା ଲକ୍ଷ୍ମୀଙ୍କର ସ୍ୱାମୀ ଅଟନ୍ତି। ତେଣୁ ଆପଣ ଯଦି ଅସ୍ତ ଗଛର ପତ୍ର ନିଜ ପର୍ସରେ ରଖୁଛନ୍ତି ତେବେ ଆପଣଙ୍କୁ ଭଗବାନ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳିବ ଏବଂ ଆପଣଙ୍କ ଘରେ କେବେବି ଟଙ୍କାର ଅଭାବ ହେବନାହିଁ। ବନ୍ଧୁଗଣ ଏହା ସହିତ ଆପଣ ନିଜ ପର୍ସରେ ଧଳା କଉଡ଼ି ମଧ୍ୟ ରଖିପାରିବେ। ଧଳା କଉଡ଼ି ମା ଲକ୍ଷ୍ମୀଙ୍କର ପ୍ରିୟ ଅଟେ। ତେଣୁ ଧଳା କଉଡ଼ି ନିଜ ପର୍ସରେ ରଖିଲେ ମା ଲକ୍ଷ୍ମୀ କୃପାରେ ଆପଣଙ୍କ ଘରକୁ ଧନ ଆସିବାରେ କେହି ଅଟକାଇ ପାରିବେ ନାହିଁ। ବନ୍ଧୁଗଣ ଯଦି ଆପଣ ଚାହୁଁଛନ୍ତି ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସର୍ବଦା ବନିରହୁ ତ ଆପଣଙ୍କ ପର୍ସରେ ଛୋଟ ଶ୍ରୀଯନ୍ତ୍ର ଆଣି ରଖନ୍ତୁ। ମନେରଖିବେ ଶ୍ରୀଯନ୍ତ୍ରକୁ ରଖିବା ପୂର୍ବରୁ ତାକୁ ପୂଜା କରିବାକୁ ଭୁଲିବେନି।

ତ ବନ୍ଧୁଗଣ ଏହି କେତୋଟି ଜିନିଷ ମଧ୍ୟରୁ ଯଦି ଗୋଟିଏ ବି ଜିନିଷ ନିଜ ପର୍ସରେ ରଖିବେ ତ ଆପଣଙ୍କ ପର୍ସରେ କେବେବି ଟଙ୍କା ଖାଲି ହେବନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *