Excuse Me Odisha

ଯାହା କହିବୁ ସତ କହିବୁ

ପୁରୁଷମାନେ ଏହି ୪ଟି କାମ କରିବାବେଳେ କେବେବି ଲା-ଜ କରନ୍ତୁ ନାହିଁ

ସେୟାର୍ କରନ୍ତୁ

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚାଯାଇଥିବା ଏକ ନୀତି ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସୁଖମୟ ଓ ସଫଳତା ବନେଇବା ପାଇଁ ଅନେକ ପ୍ରକାରର କଥା ଲେଖାଯାଇଅଛି। ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜର ଜୀବନର ପ୍ରତ୍ୟକ ବ୍ୟକ୍ତିକୁ ପ୍ରାଥମିକ ଶିକ୍ଷା ଦିଆଯାଇଅଛି । ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଯିଏ ନିଜର ନୀତି ନି-ୟମ ବଳରେ ଚନ୍ଦ୍ରଗୁ-ପ୍ତ ମର୍ଯ୍ୟଙ୍କୁ ରାଜାର ଆସନରେ ବସେଇ ଦେଇଥିଲେ। ଆଉ ଯିଏକି ଗରିବକୁ ଧନୀ କରିବାର ସକ୍ଷମ ରଖିଛନ୍ତି ଆସନ୍ତୁ ଜାଣିବା ସେହି ଆଚାର୍ଯ୍ୟ ଚାଣକ୍ୟଙ୍କ ବିଶେଷ ମହତ୍ୱପୂର୍ଣ୍ଣ ନୀତିମାନ। ଯାହା ଆପଣଙ୍କୁ ଜୀବନରେ କୌଣସି ନାଁ କୌଣସି ପରିସ୍ଥିତିରେ କାମରେ ନିଶ୍ଚୟ ଆସିବ। ବନ୍ଧୁଗଣ ଆଜିର ଏହି ବିଷୟରେ ରହିଛି ଆଚାର୍ଯ୍ୟ ଚାଣକ୍ୟଙ୍କର ସେହି ଅମୂଲ୍ୟ ନୀତି ଯେ କେଉଁ ଜିନିଷ ମାଗିବା ଏବଂ ଜବ-ରଦସ୍ତି କରିବାରେ କେବେବି ଲ-ଜିତ କରନ୍ତୁ ନାହିଁ। ଯଦି ଆପଣ ଏହି ଜିନିଷ ମା-ଗିବା ପାଇଁ ଲ-ଜ୍ୟା କରୁଛନ୍ତି ତେବେ ଏହା ଦ୍ବାରା ଆପଣଙ୍କର ଅନେକ କ୍ଷ-ତି ମଧ୍ୟ ହୋଇପାରେ। ବନ୍ଧୁଗଣ ଏହି କଥାଟି ବିରାଟ ସତ୍ୟ ଅଟେ। ପୌରାଣିକ ଶା-ସ୍ତ୍ର ଅନୁସାରେ ମଧ୍ୟ ଯେଉଁ ମଣିଷ ଏହି ଜିନିଷ ମାଗି-ବାରେ ଲ-ଜ୍ୟା କରିଥାଏ ତ ସେ କେବେବି ଜୀବନରେ ଉନ୍ନତି କରିପାରେ ନାହିଁ। ବନ୍ଧୁଗଣ କହି ରଖୁଛୁ ଯେ ଆପଣମାନେ ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ ନିଶ୍ଚୟ ଶୁଣିଥିବେ। ଆଚାର୍ଯ୍ୟ ଚାଣକ୍ୟଙ୍କ ତାଙ୍କର ଚାଣକ୍ୟ ନୀତିରେ ଏହିପରି ଅନେକ ନୀତି ଲେଖି ଯାଇଛନ୍ତି। ଯାହାକୁ କି କୌଣସି ମଣିଷ ତାଙ୍କର ଜୀବନରେ ଏହାକୁ ମାନିଥାଏ ତେବେ ସେ ତାଙ୍କ ଜୀବନରେ ଉନ୍ନତି ପାଇବାକୁ କେହି ରୋକି ପାରିବେ ନାହିଁ। ବନ୍ଧୁଗଣ ଆସନ୍ତୁ ଜାଣିନେବା ସେହି ଜିନିଷ କଣ ହୋଇଥାଏ ଯାହାକୁ କି ମାଗିବା ପାଇଁ ଏବଂ ଜବ-ରଦସ୍ତି କରିବା ପାଇଁ କେବେବି ଲ-ଜ୍ୟା କରିବା ଉଚିତ ନୁହେଁ ଖାସ କରି ପୁରୁଷ ମାନଙ୍କୁ।

ସ୍ୱାମୀ ସ୍ତ୍ରୀର ମଧୁର ସମ୍ପର୍କ। ସ୍ୱାମୀ ସ୍ତ୍ରୀର ପ୍ରେମ ପାଇବା ପାଇଁ ଅବା ଶାରୀ-ରିକ ସମ୍ପର୍କ ପାଇଁ କେବେବି ଲ-ଜ୍ୟା କରିବା ଉଚିତ ନୁହେଁ। ସ୍ତ୍ରୀ ମାନେ ସାଧାରଣତଃ ଲ-ଜ୍ୟାଶୀ-ଳ ହୋଇଥାନ୍ତି ଯଦି ଏହି କ୍ଷେତ୍ରରେ ପୁରୁଷ ମଧ୍ୟ ଲ-ଜ୍ୟା କରିଥାଏ ତେବେ ଜୀବନ ଦୁଃ-ଖ ଏବଂ ନୈ-ରାଶ୍ୟ ଭରା ହୋଇଯାଇଥାଏ। ସେମାନଙ୍କର ବୈବାହିକ ସମ୍ପର୍କରେ ବହୁତ ବଡ଼ ଫା-ଟ ସୃ-ଷ୍ଟି ହୋଇଥାଏ। ଏପରିକି ତାଙ୍କ ଜୀବନରେ କେହି ତୃତୀୟ ବ୍ୟକ୍ତି ନାରୀ ଅବା ପୁରୁଷ ପ୍ରବେଶ କରି ନିଜର କବଳକୁ ନେଇଯାଇଥାଏ। ଏଥିପାଇଁ ସ୍ୱାମୀ ସ୍ତ୍ରୀର ସମ୍ପର୍କରେ କେବେବି ଲ-ଜ୍ୟା କରିବା ଉଚିତ ନୁହେଁ। ବିନା ସଂକ-ଚରେ ସ୍ୱାମୀ ସ୍ତ୍ରୀଙ୍କ ସ-ମ୍ପର୍କ ଆଗକୁ ବଢ଼ାଇବା ଉଚିତ ହୋଇଥାଏ। ଏହା ଦ୍ୱାରା ଆପଣଙ୍କର ହିଁ ଭଲ ହୋଇଥାଏ।

ଭୋଜନ କରିବା ସମୟରେ କେବେବି ଲ-ଜ୍ୟା କରିବା ଉଚିତ ନୁହେଁ। ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ କଥା ଅନୁସାରେ ଭୋଜନ କରିବା ସମୟରେ କୌଣସି ବ୍ୟକ୍ତି ଲ-ଜ୍ୟା କରିବା ଉଚିତ ନୁହେଁ। ବନ୍ଧୁଗଣ ଯେଉଁ ବ୍ୟକ୍ତି ଭୋଜନ କରିବା ସମୟରେ ଲ-ଜ୍ୟା କରିଥାଏ ସେହି ବ୍ୟକ୍ତି ଭୋକରେ ହିଁ ରହିଥାଏ। ଏହା ଅତ୍ୟନ୍ତ କ-ଷ୍ଟଦାୟକ କଥା ଅଟେ ଏବଂ ଭୋଜନ କରିବା ସମୟରେ ଲ-ଜ୍ୟା କରିବା ମଧ୍ୟ ଭୋଜନର ଅବ-ମାନନା ହୋଇଥାଏ।

ଗୁରୁଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ସମୟରେ ଅବା କାହାରି ଠାରୁ କିଛି ଜାଣିବା ସମୟରେ କେବେବି ଲ-ଜ୍ୟା କରିବା ଉଚିତ ନୁହେଁ। ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ମତ ଅନୁସାରେ ନିଜ ଗୁରୁଙ୍କ ଠାରୁ ଜ୍ଞାନ ନେବା ସମୟରେ କେବେବି ଲ-ଜ୍ୟା କରିବା ଉଚିତ ନୁହେଁ କାହିଁକିନା ଯେଉଁ ବ୍ୟକ୍ତି ଜ୍ଞାନ ନେବା ସମୟରେ ଲ-ଜ୍ୟା କରିଥାଏ ସେମାନଙ୍କର ଜ୍ଞାନ ସର୍ବଦା ଅଧା ହିଁ ରହିଥାଏ ଏବଂ ଏହିପରି ବ୍ୟକ୍ତି ଜୀବନରେ କେବେବି ସଫଳ ହୋଇପାରନ୍ତି ନାହିଁ। ଏଥିପାଇଁ କୁହାଯାଏ କି ଅଧା ଜ୍ଞାନ ପରାଜୟର କାରଣ ହୋଇଥାଏ।

ବାକି ବା ଉଧାର ପଇସା। ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ କଥା ଅନୁସାରେ କୌଣସି ବାକି ପଇସା ବା ଉଧାର ନେଇଥିବା ପଇସା ନି-ହାତି ମାଗିବା ଉଚିତ ଏବଂ ଯେଉଁ ବ୍ୟକ୍ତି ନିଜର ପଇସା ମାଗିବା ପାଇଁ ଲ-ଜ୍ୟା କରିଥାଏ ସେ କେବେବି ଧନୀ ହୋଇପାରେ ନାହିଁ। ଏହା ଦ୍ୱାରା ଆପଣ ସମ୍ପୂର୍ଣ ବ-ର୍ବାଦ ହୋଇପାରନ୍ତି। ଏଥିପାଇଁ ବାକି ପଇସା ବା ଉଧାର ପଇସା ମା-ଗିବା ପାଇଁ କେବେବି ଲ-ଜ୍ୟା କରନ୍ତୁ ନାହିଁ। କାରଣ ତାହା ଆପଣଙ୍କର ହିଁ ପଇସା ଅଟେ। ଏଥିପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ କୁହନ୍ତି ଏହିପରି ଭୁଲ ମାନ କେବେବି କରନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *