Excuse Me Odisha

ଯାହା କହିବୁ ସତ କହିବୁ

ଟଙ୍କାର ଅ-ଭାବ ଦୂର କରିବା ପାଇଁ ସିଂହ, କନ୍ୟା, ତୁଳା ଓ ବିଛା ରାଶିର ଲୋକମାନେ ଅପଣାନ୍ତୁ ଏହି ସହଜ ଜ୍ୟୋତିଷ ଉପାୟ

ସେୟାର୍ କରନ୍ତୁ

ଆମେ ଜନ୍ମ ହେବା ଆଗରୁ ଆମର ରାଶି ନକ୍ଷତ୍ର ସ୍ଥିର ହୋଇ ସାରିଥାଏ। ଏହି ରାଶି ନକ୍ଷତ୍ରର ଅବସ୍ଥିତି ଓ ଚଳନର ପ୍ର-ଭାବ ଦ୍ଵାରା ଆମ ଜୀବନରେ ସୁଖ, ଦୁଃ-ଖ, ଭ-ଲମ-ନ୍ଦ ଲାଗି ରହିଥାଏ।

ବେଳେ ବେଳେ କିଛି ରାଶିର ବ୍ୟକ୍ତି ନିଜ ଜୀବନରେ ସବୁ ପ୍ରୟାସ ଓ ଉପାୟ କଲା ପରେ ମଧ୍ୟ ସେମାନଙ୍କ ଜୀବନରୁ କେବେବି ଦୁଃ-ଖ ଦୂର ହୋଇ ନଥାଏ। ସେମାନେ ଯେତେ ଚେଷ୍ଟା କଲେ କିମ୍ୱା ଯେତେ ରୋଜଗାର କଲେ ମଧ୍ୟ ସେମାନଙ୍କ ପାଖରେ କେବେବି ଟଙ୍କା ରହି ନଥାଏ ଏବଂ ଆର୍ଥିକ ସ-ଙ୍କଟ ଦେଖା ଦେଇଥାଏ। ତେବେ ଏହା ସେମାନଙ୍କର ଗ୍ରହ ଦୋ-ଷ ପାଇଁ ହିଁ ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟର ଦ୍ଵିତୀୟ ଭାଗରେ ୪ଟି ରାଶିର ଲୋକଙ୍କର କିପରି ଗ୍ରହ ଦୋ-ଷ ଦୂର କରାଯାଇ ପାରିବ, ଅର୍ଥ ସଙ୍କ-ଟକୁ କିପରି ଦୂର କରାଯାଇ ପାରିବ, ସେହି ବିଷୟରେ ସୁଚନା ଦେବାକୁ ଯାଉଛୁ । ଏହାର ତୃତୀୟ ଭାଗରେ ଅନ୍ୟ ରାଶି ବିଷୟରେ ଜାଣିବା।

ତେବେ ଯଦି ଆପଣ ଏବେ ଯାଏ ପ୍ରଥମ ଭାଗ ପଢି ନାହାଁନ୍ତି , ତାହେଲେ ଆପଣ ନିଶ୍ଚିତ ଭାବରେ ପଢନ୍ତୁ। ଯେଉଁଥିରେ ଆମେ ମେଷ, ବୃଷ , ମିଥୁନ ଓ କର୍କଟ ରାଶି ବିଷୟରେ ଆଲୋଚନା କରିଛୁ। ଜ୍ୟୋତିଷଙ୍କ ମତ ଅନୁସାରେ ମେଷ , ବୃଷ , ମିଥୁନ ଓ କର୍କଟ ରାଶିର ଲୋକଙ୍କ ପାଇଁ କିଛି ଉପାୟ ଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା।

ସିଂହ ରାଶି – ସକାଳେ ଗାଧୋଇ ସାରିବା ପରେ ଭଗବାନ ସୂର୍ଯ୍ୟନାରାୟଣଙ୍କୁ ଦର୍ଶନ କରନ୍ତୁ। ଏହାପରେ ହନୁମାନଙ୍କ ପାଦରେ ଥିବା ଏକ ଲାଲ ରଙ୍ଗର ଫୁଲ ଆଣି ସ୍ପର୍ଶ କରନ୍ତୁ ଏବଂ ଏହାକୁ ନିଜ ପର୍ସରେ ରଖନ୍ତୁ | ଦେଖିବେ ଏଭଳି କରିବା ଦ୍ୱାରା ଆପଣଙ୍କର ଆର୍ଥିକ ସ-ଙ୍କଟ ଦୂର ହୋଇଯିବ।

କନ୍ୟା ରାଶି – ସକାଳେ ଭଗବାନ ଗଣେଶଙ୍କୁ ଦର୍ଶନ କରନ୍ତୁ। ଏହାପରେ ଦେବୀ ଦୁର୍ଗାଙ୍କୁ ଧଳା ଚାଉଳ ଅର୍ପଣ କରନ୍ତୁ । ଭଗବାନ ଗଣେଶଙ୍କ ପାଖରେ ଲଡୁ ବା ମୋଦକ ଭୋଗ ଲଗାନ୍ତୁ। ଦେଖିବେ କିଛି ମାତ୍ରାରେ ଆପଣଙ୍କର ଆର୍ଥିକ ସ-ଙ୍କଟ ଦୂର ହୋଇଯିବ।

ତୁଳା ରାଶି – ସକାଳେ ଗାଧୋଇ ସାରି ଭଗବାନ ବିଷ୍ଣୁଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ ।ଆପଣ ମହାବୀର ହନୁମାନଙ୍କୁ ପାଞ୍ଚଟି ବୁନ୍ଦି ଲଡୁ ଅର୍ପଣ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ବହୁତ ସମସ୍ୟା ଦୂର ହୋଇଯିବ।

ବିଛା ରାଶି – ଭଗବାନ ବିଷ୍ଣୁଙ୍କ ମନ୍ଦିରରେ ତୁଳସୀ ଅର୍ପଣ କରନ୍ତୁ।କୌଣସି ସ୍ଥାନକୁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଭଗବାନ ଶ୍ରୀରାମଙ୍କ ମ-ନ୍ତ୍ର ୭ଥର ଜପ କରନ୍ତୁ।ଆପଣଙ୍କ ଯାତ୍ରା ସୁଖମୟ ହେବା ସହିତ ଆର୍ଥିକ ରୂପରେ ଆପଣଙ୍କର ଉନ୍ନତି ଦେଖା ଦେଇପାରେ।

ବନ୍ଧୁଗଣ ଏଗୁଡ଼ିକ ଦ୍ଵିତୀୟ ଭାଗର ୪ଟି ରାଶିର ଲୋକଙ୍କ ଜୀବନରେ ଧନର ଅ-ଭାବ ଦୂର କରିବାର ପ୍ରତିକାର ଥିଲା। ଯଦି ଆପଣ ନିଜ ରାଶି ଅନୁସାରେ କିପରି ଧନ ଅଭାବ ଦୂର କରିବା ବିଷୟରେ ଜାଣିବାକୁ ଚାହୁଁଛନ୍ତି , ତାହେଲେ ନିଶ୍ଚୟ ଆମର ଏହି ପୋଷ୍ଟକୁ ଗୋଟିଏ ଲାଇକ କରିବା ସହିତ ସେୟାର ମଧ୍ୟ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *