Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ଶୋଇବା ସମୟରେ ସ୍ତ୍ରୀ ନିଶ୍ଚୟ ଦବାନ୍ତୁ ସ୍ୱାମୀର ଏହି ଖାସ ଅଙ୍ଗ। ଘରେ ହେବ ଧନର ବର୍ଷା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ରଚିତ ଏକ ଧର୍ମଗ୍ରନ୍ଥ ଅଟେ। ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚାଯାଇଥିବା ଏକ ନୀତି ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସୁଖମୟ ଓ ସଫଳତା ବନେଇବା ପାଇଁ ଅନେକ ପ୍ରକାରର କଥା ଲେଖାଯାଇଅଛି। ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜର ଜୀବନର ପ୍ରତ୍ୟକ ବ୍ୟକ୍ତିକୁ ପ୍ରାଥମିକ ଶିକ୍ଷା ଦିଆଯାଇଅଛି । ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଯିଏ ନିଜର ନୀତି ନିୟମ ବଳରେ ଚନ୍ଦ୍ରଗୁପ୍ତ ମର୍ଯ୍ୟଙ୍କୁ ରାଜାର ଆସନରେ ବସେଇ ଦେଇଥିଲେ। ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ବିଶେଷ ମହତ୍ୱପୂର୍ଣ୍ଣ ନୀତି। ଯାହା ଆପଣଙ୍କୁ ଜୀବନରେ କୌଣସି ନାଁ କୌଣସି ପରିସ୍ଥିତିରେ କାମରେ ନିଶ୍ଚୟ ଆସିବ। ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣାଇବୁ ରାତିରେ ଶୋଇବା ସମୟରେ ସ୍ତ୍ରୀ ନିଶ୍ଚୟ ଦବାନ୍ତୁ ସ୍ୱାମୀଙ୍କର ଏହି ଖାସ ଅଙ୍ଗ। ଘରେ ଧନର ବର୍ଷା ହେବ ଓ ପୁରା ପୁରି ଆପଣ ମାଲାମାଲ ହୋଇଯିବେ। କେଉଁ ପ୍ରକାରର ଆସନ୍ତୁ ଜାଣିବା। ତା ପୂର୍ବରୁ ଆସନ୍ତୁ ଜାଣିନେବା ଯଦି ସ୍ତ୍ରୀମାନଙ୍କ ଅଙ୍ଗରୁ ମିଳୁଛି ଏହି ଶୁଭ ସଂକେତ ତାହେଲେ ବୁଝିଯିବେ ଯେ ପୁରା ପୁରି ହେବାକୁ ଯାଉଛନ୍ତି କୋରୋଡ଼ପତି। ଏବଂ ପୁରା ଘରେ ମା ଲକ୍ଷ୍ମୀଙ୍କର ବାସ ହେବ। ବନ୍ଧୁଗଣ ଚାଣକ୍ୟଙ୍କ ନୀତି ଦ୍ୱାରା ଆମକୁ କେତେ ଜିନିଷର ତଥ୍ୟ ମିଳିଥାଏ। ଯାହା ଆମ ପାଇଁ ବହୁତ ରୁଚକ ଏବଂ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଆପଣଙ୍କୁ ଜଣେଇଦେଉଛୁ ଚାଣକ୍ୟଙ୍କ ନୀତି ଅନୁସାରେ କୌଣସି ବି ବ୍ୟକ୍ତିଙ୍କର ଶରୀରର ବିଭିନ୍ନ ଅଙ୍ଗକୁ ଦେଖି ତାଙ୍କ ବିଷୟରେ ବହୁତ କିଛି କଥା ଜାଣିହେବ। କୌଣସି ବ୍ୟକ୍ତିଙ୍କ ଅଙ୍ଗକୁ ଦେଖି ଆମେ ଏହା ଜାଣିପାରିବା ଯେ ଭାଗ୍ୟଶାଳୀ ହୋଇଥିବେ କିମ୍ବା ନହୋଇଥିବେ। ବନ୍ଧୁଗଣ କୁହାଯାଏ ଯେ କୌଣସି ପରିବାରର ଆରମ୍ଭ ଗୋଟେ ସ୍ତ୍ରୀ ବିନା ହୋଇପାରିବ ନାହିଁ। ଏଣୁ ଗୋଟିଏ ସ୍ତ୍ରୀକୁ ମା ଲକ୍ଷ୍ମୀଙ୍କ ରୂପ ସ୍ୱରୂପ ବୋଲି ମନାଯାଇଅଛି। ଯେତେବେଳେ ମଧ୍ୟ କୌଣସି ସ୍ତ୍ରୀର ବିବାହ କୌଣସି ପୁରୁଷ ସହିତ ହୋଇଥାଏ ତାହେଲେ ସମସ୍ତଙ୍କର ଇଛା ହୋଇଥାଏ ଯେଉଁ ଝିଅ ମଧ୍ୟ ତାଙ୍କ ଘରକୁ ବହୁ ହୋଇ ଆସିବ ସେ ତା ସ୍ବାମୀ ଏବଂ ପରିବାର ବର୍ଗଙ୍କ ପାଇଁ ସୌଭାଗ୍ୟ ନେଇ ଆସିବ। ଆଜି ଆମେ ଆପଣଙ୍କୁ ସ୍ତ୍ରୀ ମାନଙ୍କ ଅଙ୍ଗର ଯୋଡି ହୋଇଥିବା କିଛି ଏମିତି ଶୁଭ ସଂକେତ ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣିଲା ପରେ ଆପଣ ସହଜରେ ବୁଝି ପାରିବେ କି ସ୍ତ୍ରୀ ତାର ସ୍ୱାମୀ ପାଇଁ କେତେ ଭାଗ୍ୟବାନ।

ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ମାନଙ୍କର ପାଦ ଚିକଣ ତଳ ପାଦ ଗୋଟିଏ ସମାନ ନଖର ରଙ୍ଗ ଗୋଲାପୀ ଆଙ୍ଗୁଠି ସୁନ୍ଦର ଦେଖାଯାଏ ତାଙ୍କ ସ୍ୱାମୀଙ୍କୁ ଭାଗ୍ୟର ସାଥ ମିଳିଥାଏ ଏବଂ ସେ ସମସ୍ତ ସୁଖ ସୁବିଧା ପ୍ରାପ୍ତ କରିଥାଏ।

ଯେଉଁ ସ୍ତ୍ରୀରର ଗୋଡ଼ର ତଳ ଭାଗରେ ଝାଳ ହୋଇନଥାଏ ତଳ ପାଦ ବହୁତ କୋମଳ ହୋଇଥାଏ ସେ କୌଣସି ରାଜ ସମାନ ସୁଖ ପ୍ରାପ୍ତ କରିଥାଏ ଏମିତି ସ୍ତ୍ରୀ ତାଙ୍କ ସ୍ୱାମୀଙ୍କ ଜୀବନରେ ସୌଭାଗ୍ୟ ଆଣିଥାଏ।

ଯେଉଁ ସ୍ତ୍ରୀର ଦାନ୍ତ ଗୋଟିଏ ସମାନ ଓ ସୁନ୍ଦର ଦେଖାଯାଏ ଯାହାର କଥା କୋଇଲି ସମାନ ହୋଇଥାଏ ତାହାକୁ ଭାଗ୍ୟଶାଳୀ ମାନାଯାଏ।

ଯେଉଁ ସ୍ତ୍ରୀ ମାନଙ୍କର ଚୁଟି ଚିକଣ ମୋଡ଼ି ମୋଡ଼ି ସୁନ୍ଦର ଚମକଦାର ଏବଂ ସୁନ୍ଦର ଦେଖାଯାଏ ସେ ସବୁବେଳେ ଭାଗ୍ୟର ସାଥ ପ୍ରାପ୍ତ କରିଥାଏ।

ଯେଉଁ ସ୍ତ୍ରୀର ହାତ ପାଖରେ ମଣିଵଂଦ୍ଧ ସୁନ୍ଦର ଏବଂ ଭରପୁର ଦେଖାଯାଏ ସେ ଭାଗ୍ୟବାନ ହୋଇଥାଏ।

ସ୍ତ୍ରୀମାନଙ୍କ ହାତରେ ମଧ୍ୟ କେତେକ ରହସ୍ୟ ଲୁଚି ରହିଛି। ଯେମିତିକି କୌଣସି ସ୍ତ୍ରୀ ମାନଙ୍କ ହାତର ମଣିବଂଦ୍ଧରୁ ବାହାରି ରେଖାମାନ ମିଡ଼ିଲ ଫିଙ୍ଗର ପାଖକୁ ଯାଇଥାଏ ତେବେ ଏହା ମଧ୍ୟ ଶୁଭ ସଂକେତ ଏବଂ ଏମିତି ସ୍ତ୍ରୀ ମାନଙ୍କ ଜୀବନରେ କେବେ ମଧ୍ୟ ଧନର ଅଭାବର କମି ହୋଇନଥାଏ ଓ ସେମାନଙ୍କ ସ୍ୱାମୀଙ୍କ ଜୀବନରେ ମଧ୍ୟ ଯଦି କୌଣସି ପୁରୁଷଙ୍କ ସ୍ତ୍ରୀଙ୍କ ହାତ କୋମଳ ପରି ଥାଏ କୋମଳ ହାତରେ ଶୁଭ ରେଖା ଥାଏ ସେ ଭାଗ୍ୟରୁ ଧନୀ ହୋଇଥାଏ ଏବଂ ସେ ନିଜର ଘର ପରିବାରର ଜୀବନ ଖୁସିରେ ଭରି ଦେଇଥାଏ।

ଏବେ ଆସନ୍ତୁ ଜାଣିବା ସ୍ତ୍ରୀଙ୍କୁ ସ୍ୱାମୀର କେଉଁ ଅଙ୍ଗଙ୍କୁ ନିଶ୍ଚୟ ଦବେଇବା ଦରକାର।

ଆପଣ ନିଶ୍ଚିତ ଜାଣିଥିବେ ଯେ ପୂର୍ବ କାଳରୁ ଆମ ପୂର୍ବଜ ମାନଙ୍କ ମଧ୍ୟରେ ଅପାର ପ୍ରେମ ଦେଖିବାକୁ ମିଳୁଥିଲା।ଉଭୟ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ସମ୍ମାନ କରୁଥିଲେ। ପୂର୍ବ କାଳରେ ଗୃହିଣୀଙ୍କୁ ମା ଲକ୍ଷ୍ମୀଙ୍କ ପ୍ରତିମା ମାନି ତାଙ୍କୁ ସମ୍ମାନ ଦିଆଯାଉଥିଲା। ସେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଇଶ୍ଵର ମାନି ସେବା କରୁଥିଲେ। ଆଜିଠୁ କିଛି ବର୍ଷ ପୂର୍ବେ ଆମ ମାନଙ୍କ ଘରେ ସ୍ତ୍ରୀ ଅର୍ଥାତ ଗୃହିଣୀଙ୍କୁ ମା ଲକ୍ଷ୍ମୀଙ୍କ ରୂପ ମାନାଯାଉଥିଲା ଏବଂ ଆମ ମାନଙ୍କ ଦ୍ୱାରା ସେମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନି ସେହି ସମ୍ମାନ ମଧ୍ୟ୍ୟ ଦିଆଯାଉଥିଲା। କିନ୍ତୁ ମାତ୍ର ଆଧୁନିକ ଯୁଗରେ ଆପଣ ମାନଙ୍କ ମଧ୍ୟରେ ପରସ୍ପର ପ୍ରତି ସମ୍ମାନ କମ ହେବାରେ ଲାଗିଛି। ଗୁରୁଜନ ମାନେ କହିଛନ୍ତି ଯେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିବା ନିଶ୍ଚୟ ଆବଶ୍ୟକ। ପରସ୍ପର ସହିତ ବିଶ୍ୱାସ ପୂର୍ବକ ସେବା ଭାବନା ରହିବା ଆବଶ୍ୟକ। କାରଣ ବର୍ତ୍ତମାନ ଯାହା ଆପଣଙ୍କ ପିଲାମାନେ ଦେଖିବେ ତାହା ଭବିଷ୍ୟତରେ ଶିଖିବେ। ଶାସ୍ତ୍ରରେ ଏହି କଥାକୁ ଆପଣ ମାନେ ଜାଣିଥିବେ ଯେ ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ସହିତ ଶ୍ରୀ ସାଗରରେ ଶେଷ ନାଗଙ୍କ ଶଯ୍ୟା ଉପରେ ବିରାଜମାନ ରହିଥାନ୍ତି। ଏହା ବ୍ୟତୀତ ଶ୍ରୀ ସାଗରରେ ଭଗବାନ ବିଷ୍ଣୁଙ୍କ ଚରଣ କମଳକୁ ମା ଲକ୍ଷ୍ମୀ ସ୍ପର୍ଶ କରୁଥିବାର ଦର୍ଶାଯାଏ। ଏଥିପାଇଁ ମହିଳା ମାନଙ୍କୁ ଦେବୀ ବୋଲି କୁହାଯାଉଅଛି। ଗୋଟିଏ ମାନ୍ୟତା ଅନୁଯାୟୀ ସ୍ତ୍ରୀ ସ୍ୱାମୀଙ୍କ ପାଦ ଦବାଇ ଥାଏ ସେହି ଘରେ ସର୍ବଦା ମା ଲକ୍ଷ୍ମୀ ବିରାଜମାନ ହୋଇଥାନ୍ତି। ଏହି ବିଷୟରେ ଗ୍ରହ ମାନଙ୍କ ସମ୍ବଦ୍ଧରେ ମଧ୍ୟ ଗୋଟିଏ ବିଶେଷ କଥା କୁହାଯାଇଛି। କୁହାଯାଇଅଛି ଯେ ପୁରୁଷ ମାନଙ୍କ ପାଦ ଠାରୁ ଆରମ୍ଭ କରି ଆଣ୍ଠୁ ପର୍ଯ୍ୟନ୍ତ ଯେଉଁ ଭାଗ ରହିଅଛି ସେହି ଭାଗ ଭଗବାନ ଶନିଦେବଙ୍କର ଅଟେ। ସ୍ତ୍ରୀଙ୍କ ହାତରୁ ଆରମ୍ଭ କରି ଆଙ୍ଗୁଠି ପର୍ଯ୍ୟନ୍ତ ରହିଥିବା ଭାଗ ଶୁକ୍ରଦେବ ଅଟନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁଯାୟୀ ଯେତେବେଳେ ସ୍ୱାମୀଙ୍କ ଉପରେ ଶୁକ୍ରଙ୍କ ପ୍ରଭାବ ପଡିଥାଏ ସେତେବେଳେ ଧନର ପ୍ରାପ୍ତି ଅବଶ୍ୟ ହୋଇଥାଏ। ଏଥିପାଇଁ ସ୍ତ୍ରୀ ନିଜ ସ୍ୱାମୀଙ୍କ ପାଦ ଦବାଇଲେ ଧନର ବର୍ଷା ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *