Excuse Me Odisha

ଯାହା କହିବୁ ସତ କହିବୁ

ଚାହା ପିଉଥିବା ଯୋଗୁ ହେଉଛି ଏହି ୧୨ଟି ବଡ କ୍ଷ-ତି ଓ ଜାଣନ୍ତୁ ଏଥିରୁ ବଞ୍ଚିବାର ଉପାୟ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ଦୁନିଆରେ ହୋଇପାରେ କେଉଁଠି କି ବି ଚାଲି ଯାଆନ୍ତୁ ନାଁ କାହିଁକି କୌଣସି ଜିନିଷ ମିଳୁ କିମ୍ବା ନମିଳୁ କିନ୍ତୁ ଆପଣଙ୍କୁ ଚା ନିଶ୍ଚୟ ମିଳିଯିବ ଏବଂ ଆମର ଭାରତରେ ତ ସମସ୍ତଙ୍କ ଘରେ ଆପଣଙ୍କର ସ୍ୱାଗତ ଚାରୁ କରାଯାଇଥାଏ। କିଛି ଲୋକ ଏମିତି ଅଛନ୍ତି ଯେଉଁମାନଙ୍କର ଚା ବିନା ଦିନର ଆରମ୍ଭ ହୋଇ ହିଁ ନଥାଏ ଏବଂ ଆମକୁ ପୁରା ବିଶ୍ୱାସ ଅଛି ଯେ ଆପଣ ଏମିତି ଲୋକ ତ ନିଶ୍ଚୟ ଦେଖିଥିବେ ଯାହାଙ୍କୁ ଚାର ଗୋଟେ ଅଜବ ନିଶା ଥାଏ। ତ ବନ୍ଧୁଗଣ ନିଶା ପଛେ ମଦ୍ୟପାନର ହେଉ କିମ୍ବା ଚାର ନିଶା ତ ନିଶା ଅଟେ ଏବଂ ହେଉ ପଛେ ଚା ପିଇଲେ ଷ୍ଟ୍ରେସଲେବୁଲ କମ ହୋଇଥାଏ କିନ୍ତୁ ଏହାର ଲାଭ ଠାରୁ ଅଧିକ ଏଥିରେ କ୍ଷତି ହୋଇଥାଏ। ଯାହା ବିଷୟରେ ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଜଣେଇବୁ।

ପ୍ରଥମ କଥା। ଅନେକ ଲୋକଙ୍କ ମନରେ ତ ଅନେକ ପ୍ରଶ୍ନ ଆସୁଥିବ ଯେ ଚା ପିଇବା ଭଲ ହୋଇଥାଏ ନା ଖରାପ। ତ ବନ୍ଧୁଗଣ ଏହା ବହୁତ କଠିନ ପ୍ରଶ୍ନ ଅଟେ ଯେଉଁ ପ୍ରଶ୍ନରେ ଆମେ କେବଳ ଏତିକି କହିବୁ କି ଅତିରୁ ଇତି ହେଲେ ସବୁ ଜିନିଷ ପାଇଁ ଖରାପ ଅଟେ ଏବଂ ଚା ସହିତ ବି ମଧ୍ୟ ଏମିତି ହୋଇଥାଏ। ଯଦି ଆପଣ ଦିନରେ ଗୋଟେ କପ କିମ୍ଵା ଦୁଇ କପ ଚା ପିଉଛନ୍ତି ତ କିଛି ହେବ ନାହିଁ କିନ୍ତୁ ଯଦି ଆପଣ ପ୍ରତି ୪ ଘଣ୍ଟାରେ ଚା ପିଇବା ପସନ୍ଦ କରନ୍ତି ତ ଏହା କ୍ଷତିକାରକ ପ୍ରମାଣିତ ହୋଇପାରେ। ଏମିତି ସ୍ଥିତିରେ ଆପଣ ଚାର କ୍ଷତି ବିଷୟରେ ପ୍ରଥମେ ଜାଣି ନିଅନ୍ତୁ। ଯେବେ ଆପଣ କ୍ଷତି ବିଷୟରେ ଜାଣିବେ ତ ଆମେ ଆପଣଙ୍କୁ ସେହି ସମସ୍ୟାରୁ ବଞ୍ଚିବାର ଉପାୟ ମଧ୍ୟ ଜଣେଇଦେବୁ।

ଆୟୁର୍ବେଦିକ ହିସାବରେ ଚା ଭାରତୀୟ ମାନଙ୍କ ପାଇଁ ବନି ହିଁ ନାହିଁ। କାରଣ ଏଠାରେ ଅଧିକତ୍ୱ ପରିବେଶ ଗରମ ରହିଥାଏ ଏବଂ ଚା ଆମର ଭିତରେ ଗରମକୁ ଆହୁରି ଅଧିକ ବନେଇ ଦେଇଥାଏ। ଆହୁରି ମଧ୍ୟ ଆମ ଦେଶରେ ଲୋକଙ୍କୁ ଏସିଡିଟିର ସମସ୍ୟା ପ୍ରଥମରୁ ହିଁ ଅଛି। ଚା ପିଇଲେ ସମସ୍ୟା ଆହୁରି ଅଧିକ ବଢିଯାଇଥାଏ ଏବଂ ଯେବେ ବଡିରେ ଏସିଡି ମାତ୍ରା ବଢିଥାଏ ବଡ଼ିରେ ଅନେକ ଜାଗାରେ କ୍ଷତି ହୋଇଥାଏ। ସର୍ବପ୍ରଥମ ସମସ୍ୟା ଏହା ଅଟେକି ବଡ଼ିରେ ଏଲ୍କାଲାଇନ ଏବଂ ଏସିଡିଟି ବଢିଯାଇଥାଏ ଏବଂ ବଡ଼ିରେ ଡାଇଜେସନ ପ୍ରକ୍ରିୟା ବହୁତ ଧୀର ହୋଇଯାଏ ଯେଉଁ କାରଣରୁ ଖାଦ୍ୟ ଭଲ ଭାବରେ ପଚି ପାରେ ନାହିଁ। ଯଦି ଆମେ ଦ୍ୱିତୀୟ କ୍ଷତି ବିଷୟରେ କଥା ହେବା ତ ଚା ଭୋଜନ ପୂର୍ବରୁ ମିଳିବାକୁ ଥିବା ହୁଆଇଟ ମେନ ଏବଂ ମିନିରାଲକୁ ବଡ଼ିରେ ଠିକ ଭାବରେ ଅବଜର୍ଭ ବି କରିବାକୁ ଦିଏନାହିଁ ଯେଉଁ କାରଣରୁ ଶରୀର କମଜୋର ଏବଂ ଦୁର୍ବଳ ଦୁର୍ବଳ ରହିଥାଏ। ଯଦି ଆମେ ତୃତୀୟ ସମସ୍ୟା ବିଷୟରେ କଥା ହେବା ତ ଚା ପିଇଲେ ହାଡ଼ କମଜୋର ହୋଇଥାଏ ଯେଉଁ କାରଣରୁ ଗଣ୍ଠି ବ୍ୟଥା କମର ବ୍ୟଥା କାନ୍ଦ ବ୍ୟଥା ଭଳି ସମସ୍ୟା ଲୋକଙ୍କୁ ହଇରାଣ କରିଥାଏ ଏବଂ ବନ୍ଧୁଗଣ ଚା ଆମ ହାର୍ଟ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକାଇ ଥାଏ। ହାଇ BP ଷ୍ଟକ ହାର୍ଟଆଟାକ ଭଳି ଅନେକ ସମସ୍ୟାକୁ ଆହୁରି ଅଧିକ ବଢ଼ାଇ ଦେଇଥାଏ। ଏଥିପାଇଁ ଯଦି ଆପଣଙ୍କୁ ଏମିତି ସମସ୍ୟା ଅଛି ତ ଯେତେ ଚା ପାଖରୁ ଦୁରେଇ ରହିବେ ତ ଆପଣଙ୍କ ପାଇଁ ସେତେ ଭଲ ହେବ। ବନ୍ଧୁଗଣ ଚା ପିଇଲେ ଭୋକ ବି ମରିଯାଇଥାଏ। ସେଥିପାଇଁ ଆପଣ ଦେଖିଥିବେ ଲୋକେ ଓଜନ କମ କରିବା ପାଇଁ ଚାର ସାହାରା ନେଇଥାନ୍ତି ଯେମିତିକି ତାଙ୍କୁ ଭୋକ ନଲାଗିବ କିନ୍ତୁ ତାଙ୍କର ଏହି ଉପାୟ ତାଙ୍କ ଉପରେ ଭାରି ପଡିଯାଏ କାରଣ ଏସିଡିଟି ଏବଂ ଗ୍ୟାସ ଯୋଗୁ ତାଙ୍କର ଦେହ ଆହୁରି ଅଧିକ ଖରାପ ହୋଇଯାଏ। ଅନ୍ୟ ସମସ୍ୟା ହେଉଛି ଚାର ଅଧିକ ସେବନ ଆମ ନିଦ ପାଇଁ ବାଧା ସୃଷ୍ଟି କରିଥାଏ। ଆମେ ସବୁବେଳେ କାମ କରୁଥିବା ସମୟରେ ଏକଟିଭ ଅନୁଭବ କରିବା ପାଇଁ ବାରମ୍ବାର ଚା ପିଇଥାଉ ଯେମିତିକି ଆମକୁ ନିଦ ନଆସୁ କିନ୍ତୁ ଏମିତି କରିବା ଦ୍ୱାରା ଧୀରେ ଧୀରେ ମାନସିକ ରୋଗ ଆଡ଼କୁ ବଢିଥାଏ। ଡିପ୍ରେସନ ଏବଂ ରାଗ ଆମ ଉପରେ ପ୍ରାଧାନ୍ୟ ବିସ୍ତାର କରିଥାଏ। ନିଦ ନାସିବା ରୋଗ ଆମକୁ ହଇରାଣ କରିଥାଏ। ସେଥିପାଇଁ ଯଦି ଆପଣଙ୍କ ସହିତ ବି କିଛି ଏମିତି ହେଉଛି ତ ଆପଣ ଚା ପାଖରୁ ଦୂରତା ବନେଇ କରି ରଖନ୍ତୁ। ଏବେ ଆମେ ଆପଣଙ୍କୁ ଯାହା କହିବା ପାଇଁ ଯାଉଛୁ ଯାହାକୁ ଜାଣିଲା ପରେ ହୋଇପାରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। କିନ୍ତୁ ଚା ପିଇବା ଦ୍ୱାରା ଆମର ମନେ ରଖିବା ଶକ୍ତି କମ ହୋଇଥାଏ। ଯଦି ଆମେ ଚା ପିଉଛେ ତ ଏହା ଦ୍ୱାରା କିଡ୍ନୀର ଷ୍ଟନ ହେବାର ସମସ୍ୟା ବଢିଯାଇଥାଏ। ଏବେ ଆମେ ଯେଉଁ ସମସ୍ୟା ଜଣେଇବାକୁ ଯାଉଛୁ ଯାହା ବହୁତ ଅଧିକ ଗମ୍ଭୀର ଅଟେ। ଚା ପିଇବା ଦ୍ୱାରା ଅଧିକ ପରିଶ୍ରା ଲାଗିଥାଏ ଯେଉଁ କାରଣରୁ ବ୍ଲେଡ଼ର ଉପରେ ପ୍ରେସର ପଡିଥାଏ ଏବଂ ଏହି କାରଣରୁ କିଡ୍ନୀ ଖରାପ ହେବାର ସମ୍ଭାବନା ବଢି ଯାଇଥାଏ। ବନ୍ଧୁଗଣ ଅଧିକ ଚା ପିଇବା ଦ୍ୱାରା ବଡି ଡିଆଇଡେଡ଼ ହୋଇଯାଇଥାଏ ଅର୍ଥାତ ବଡ଼ିରେ ପାଣି କମି ହୋଇ ଯାଇଥାଏ ଏବଂ ଯେଉଁ ଲୋକଙ୍କୁ ରକ୍ତର କମି ହୋଇଥାଏ ଯାହା ଅଧିକ ଲୋକଙ୍କ ସହିତ ହୋଇଥାଏ ତ ସ୍ପେସିୟଲୀ ତ ମହିଳାଙ୍କୁ ଚା ପାଖରୁ ଦୁରେଇ ରହିବା ଉଚିତ କାରଣ ପୁରୁଷ ମାନଙ୍କର ବଡ଼ିରେ ଆଇରନ କମଜୋର ହେବାକୁ ଦିଏନାହିଁ ଏବେ ଆପଣ ବୁଝି ଯାଇଥିବେ କି ଚା ଆମ ପାଇଁ କେତେ ଅଧିକ କ୍ଷତିକାରକ ହୋଇଥାଏ। କିନ୍ତୁ ଚିନ୍ତା କରନ୍ତୁ ନାହିଁ। ଚାକୁ ଛାଡିବା ବି ମୁସ୍କିଲ କାମ ନୁହେଁ। ଯଦି ଆପଣ ଚିନ୍ତା କରିବେ ତ ଚା ଛାଡି ପାରିବେ ନାହିଁ ତ ଛାଡି ପାରିବେ ନାହିଁ ଯଦି ଆପଣ ଜିଦ ଧରିବେ ଯେ ଆପଣ ଚାକୁ ଛାଡିବେ ତ ଆପଣ ସହଜରେ ଚାକୁ ଛାଡି ହିଁ ଦେବେ କିନ୍ତୁ ଯଦି ଆପଣ ଚାକୁ ଛାଡିବାକୁ ହିଁ ଚାହୁଁ ନାହାନ୍ତି ତ ଆମର ଏହି କଥା ଉପରେ ଧ୍ୟାନ ଦେବା ବହୁତ ଆବଶ୍ୟକ ଅଟେ। ଆପଣ ଦିନରେ ମାତ୍ର ଦୁଇ କପ ଚା ପିଅନ୍ତୁ ଏହା ଠାରୁ ଅଧିକ ଚା ପିଅନ୍ତୁ ନାହିଁ। ଚା ପତିକୁ ପାଣିରେ ଫୁଟାନ୍ତୁ ନାହିଁ କାରଣ ପାଣିରେ ଏକ ଫୁଟା ଆସିଲେ ତ ଗ୍ୟାସ ବନ୍ଦ କରି ସେଥିରେ ଚା ପତି ପକେଇ ୫ ମିନିଟ ପର୍ଯ୍ୟନ୍ତ ଢାଙ୍କି ରଖିଦିଅନ୍ତୁ। ଏହା ଦ୍ବାରା ଚା ଆପଣଙ୍କୁ ବହୁତ ଲାଭ ଦେବ କିନ୍ତୁ ଯଦି ଆପଣ ଏଥିରେ କ୍ଷୀର ଦେବେ ତ ବନ୍ଧୁଗଣ ଚା ଠାରୁ ମିଳିବାକୁ ଥିବା ଏଣ୍ଟିଆକ୍ସିଡେଣ୍ଟ ନଷ୍ଟ ହୋଇଯାଇଥାଏ। ଅର୍ଥାତ ଯେଉଁ ଚା ପ୍ରଥମେ ଆମର ୟୁମିନିଟି ସିଷ୍ଟମକୁ ମଜବୁତ କରିଥାଏ ତ ତାହା କ୍ଷୀର ଏବଂ ଚିନି ସହିତ ମିଶିଲା ପରେ କେବଳ ସ୍ୱାଦ ବଢାଇଥାଏ ଆଉ ଅଳ୍ପ ସମୟ ପାଇଁ ଷ୍ଟ୍ରେସ କମ କରିଦେଇଥାଏ ଏହା ବ୍ୟତୀତ ଚାର ଅନ୍ୟ କିଛି କାମ ନଥାଏ। ଏହାର ଅନେକ କ୍ଷତି ହୋଇଥାଏ ଯାହା ଆମେ ପ୍ରଥମରୁ ଜଣେଇ ଦେଇଛୁ। ଏହି କଥାର ଧ୍ୟାନ ରଖିବା ମଧ୍ୟ ଜରୁରୀ ହୋଇଥାଏ କି ବହୁତ ଅଧିକ ଗରମ ଚା କେବେବି ପିଅନ୍ତୁ ନାହିଁ କାରଣ ଏହା ମୁହଁ ଏବଂ ଗଳାରେ କ୍ୟାନ୍ସର ହେବାର ଆଶଙ୍କା ରହିଥାଏ। ଚା ସବୁବେଳେ ଟିକେ ଥଣ୍ଡା କରିକି ପିଅନ୍ତୁ। ଚା ବନେଇ ପାଇଁ ସବୁବେଳେ ସଫା ବାସନର ବ୍ୟବହାର କରନ୍ତୁ। ଅର୍ଥାତ ଯେଉଁ ବାସନରେ ପ୍ରଥମେ ଚା ପ୍ରସ୍ତୁତ କରିଥିବେ ସେହି ବାସନରେ ଦ୍ୱିତୀୟ ଥର ଚା ବନାନ୍ତୁ ନାହିଁ। ସେହି ବାସନକୁ ଭଲ ଭାବରେ ଧୋଇ ଚା ପ୍ରସ୍ତୁତ କରନ୍ତୁ। ଆଉ ବନ୍ଧୁଗଣ ସଡ଼କ ପାଖରେ ରେଲୱେ ଷ୍ଟେସନରେ ବିକ୍ରି କରୁଥିବା ଚା ଅଧିକ ପିଅନ୍ତୁ ନାହିଁ। କିନ୍ତୁ ସ୍ଵାଦରେ ତ ଏହା ବହୁତ ଭଲ ହୋଇଥାଏ କିନ୍ତୁ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ। କାରଣ ସେ ଲୋକମାନେ ବାସନକୁ ଧୁଅନ୍ତି ନାହିଁ। ବାରମ୍ବାର ସେହି ବାସନରେ ଚା ବନାଇଥାନ୍ତି। ଯେଉଁ କାରଣରୁ ଚା ଭିତରେ ବିଷାକ୍ତ ଜିନିଷ ଆସିଯାଇଥାଏ ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଆପଣ ଏବେ ବୁଝି ଯାଇଥିବେ କି କେଉଁ ପ୍ରକାରରେ ଚା ପିଇବା ଉଚିତ ଏବଂ କେଉଁ ପ୍ରକାରରେ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *