Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ପା-ପ କର୍ମ କଲେ କେଉଁ ଜନ୍ମ ପାଇବେ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ଆ-ତ୍ମାକୁ ଅଜର ଏବଂ ଆମର ମାନାଯାଇଛି। ଆମ ହିନ୍ଦୁ ଧର୍ମରେ ପୁନର୍ଜ-ନ୍ମର ମଧ୍ୟ ବିଶ୍ୱାସ ରହିଛି। ଅର୍ଥାତ ମନୁଷ୍ୟର ମୃ-ତ୍ୟୁ ପରେ ମଧ୍ୟ ଆ-ତ୍ମା ଜୀ-ବିତ ରହିଥାଏ। ଧର୍ମ ଗ୍ରନ୍ଥରେ କୁହାଯାଇଛି କି ମନୁଷ୍ୟ ମ-ରିବା ପରେ ଆ-ତ୍ମା ଶରୀ-ରକୁ ତ୍ୟା-ଗ କରି ନୂଆ ଶରୀରରେ ପ୍ରବେଶ କରିଥାଏ। ଯେଉଁ ପ୍ରକାରେ ପୁରୁଣା ବସ୍ତ୍ର ଖୋଲି ନୂଆ ବସ୍ତ୍ର ଧାରଣ କରିଥାଉ ଠିକ ସେହିପରି ଆ-ତ୍ମା ମଧ୍ୟ ପୁ-ରୁଣା ଶ-ରୀର ତ୍ୟା-ଗ କରି ନୂତନ ଶରୀର ଧାରଣ କରିଥାଏ। ବନ୍ଧୁଗଣ ଆ-ତ୍ମାକୁ ନୂଆ ଶରୀର ପୃଥିବୀରେ ବିରାଜିତ ୮୪ ଲକ୍ଷ୍ୟ ଜନିରୁ ଯେକୌଣସି ଜନୀରେ ମଧ୍ୟ ମିଳିପାରେ। ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି କି ପର ଜନ୍ମରେ କେଉଁ ଜନୀରେ ଜନ୍ମ ହେବେ ତାହେଲେ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ବନ୍ଧୁଗଣ ଏହି ଯେଉଁ ଯିବ ଏହି ମୃ-ତ୍ୟୁ ଲୋକରେ ଜନ୍ମ ନିଏ ତାହାର ମୃ-ତ୍ୟୁ ପରେ ପୁନ-ର୍ଜନ୍ମ ହେବା ସୁନିଶ୍ଚିତ। କୁହାଯାଏ ଯେ ମନୁଷ୍ୟର ଜନ୍ମ ତାର କର୍ମ ଅନୁସାରେ ହୋଇଥାଏ ଏବଂ ମୃ-ତ୍ୟୁ ମଧ୍ୟ ତାର କର୍ମ ଭୋଗୀବା ପାଇଁ ହିଁ ହୋଇଥାଏ। ବର୍ତ୍ତମାନ କରାଯାଇଥିବା କର୍ମର ଆଧାରରେ ହିଁ ବ୍ୟକ୍ତିର ପରଜନ୍ମ ୮୪ ଲକ୍ଷ୍ୟ ଜନୀ ମଧ୍ୟରୁ ଯେକୌଣସି ଏକ ଜନୀରେ ହୋଇଥାଏ। ଗରୁଡ଼ ପୁରାଣ ଅନୁସାରେ ଯେବେ ଅଜନ୍ମା ଶିଶୁ ମାଙ୍କ ଗର୍ଭରେ ୯ ମାସ ପର୍ଯ୍ୟନ୍ତ ରହେ ସେ ପ୍ରତ୍ୟକ ସମୟରେ ଭଗବାନଙ୍କୁ ପ୍ରାର୍ଥନା କରିଥାଏ କି ମତେ ଏଠାରୁ ଉଧାର କରନ୍ତୁ। ମୁଁ ସାରାଜୀବନ ଆପଣଙ୍କ ନାମର ଗୁଣଗାନ କରିବି କିନ୍ତୁ ସେ ଜନ୍ମ ହେଲା ପରେ ସବୁକିଛି ଭୁଲିଯାଇଥାଏ ଏବଂ ନିଜ ଭୌତିକ କର୍ମରେ ଲାଗିରହିଥାଏ। ବନ୍ଧୁଗଣ ମନୁଷ୍ୟ ସଂସାରର ମୋହ ମାୟାରେ ଏମିତି ଫ-ସିଯାଏ ଯେ ପରମ ପିତା ପ୍ରମେଶ୍ୱରଙ୍କ ପାଇଁ ତା ପାଖରେ ସମୟ ହିଁ ନଥାଏ। ଗରୁଡ଼ ପୁରାଣରେ କେତେ ପ୍ରକାରର ପା-ପ ଏବଂ ପାପ ସମ୍ବଦ୍ଧିତ ଦ-ଣ୍ଡ ବିଷୟରେ କୁହାଯାଇଛି ବନ୍ଧୁଗଣ ଏପରି ମାନାଯାଏ ଯେ ମୃ-ତ୍ୟୁ ପରେ ନ-ର୍କ ଯ-ନ୍ତ୍ରଣା ଭୋଗ କଲା ପରେ ପୁଣି ଆ-ତ୍ମାର ଜନ୍ମ କୌଣସି ନାଁ କୌଣସି ଜନୀରେ ହିଁ ହୋଇଥାଏ। ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି କି ଯେଉଁ ପୁରୁଷ ପର ସ୍ତ୍ରୀ ସହିତ ସ-ମ୍ବଦ୍ଧ ରଖିଥାଏ ତାକୁ ନ-ର୍କ ଭୋଗିବାକୁ ପଡିଥାଏ ଏବଂ ସେଠାରେ ତାକୁ ଅନେକ ଦ-ଣ୍ଡ ଭୋଗିବାକୁ ପଡିଥାଏ ତଥା ସମସ୍ତ ଦ-ଣ୍ଡ ଭୋଗି ସାରିବା ପରେ ତାକୁ ଗୋଟିଏ ପରେ ଗୋଟିଏ ଜନୀରେ ଜନ୍ମ ମିଳିଥାଏ। ବନ୍ଧୁଗଣ ତାକୁ ପ୍ରଥମେ ଗଧିଆ ଜନୀରେ ଜନ୍ମ ନେବାକୁ ପଡିଥାଏ ଏହା ପରେ କୁକୁର ରୂପରେ ଏବଂ ଏହାପରେ ବିଲୁଆ ସ୍ୱ-ର୍ପ ଏବଂ କୁଆ ହୋଇଥାଏ। ଏସବୁ ଜନ୍ମ ଭୋଗ କଲା ପରେ ସେ ବଗ ପକ୍ଷୀର ଜନ୍ମ ପ୍ରାପ୍ତ କରିଥାଏ ଯାହାକୁ ସମାପ୍ତ କଲା ପରେ ତାକୁ ମନୁଷ୍ୟ ଜନୀ ପୁ-ନଃ ପ୍ରାପ୍ତି ହୋଇଥାଏ। ସେହିପରି ଯେଉଁ ବ୍ୟକ୍ତି କୌଣସି ମହିଳାଙ୍କ ସହିତ ଜୋ-ର ଜବ-ରଦ-ସ୍ତି ସ-ମ୍ବଦ୍ଧ ରଖିଥାଏ ବା ତାଙ୍କୁ ବଳ-ତ୍କାର କରିଥାଏ ତାକୁ ମଧ୍ୟ ନ-ର୍କ ଯ-ନ୍ତ୍ରଣା ଭୋଗ କରିବାକୁ ପଡିଥାଏ ଏବଂ କେତେ ପ୍ରକାରର ଜନୀରେ ଜନ୍ମ ନେଲା ପରେ ମନୁଷ୍ୟ ଜନୀରେ ତାର ଜନ୍ମ କି-ନ୍ନର ରୂପରେ ହୋଇଥାଏ। ଏହା ବ୍ୟତୀତ ଗରୁଡ଼ ପୁରାଣରେ ବ-ର୍ଣ୍ଣନା କରାଯାଇଛି କି ଯେଉଁ ବ୍ୟକ୍ତି ନିଜ ବଡ଼ ଭାଇଙ୍କ ଅପ-ମାନ କରିଥାଏ ସମାଜରେ ତାଙ୍କୁ ନି-ଚା ଦେଖାଇଥାନ୍ତି ପର ଜନ୍ମରେ ସେହି ବ୍ୟକ୍ତି କୌଞ୍ଚ ନାମକ ପକ୍ଷୀ ରୂପରେ ଜନ୍ମ ହୋଇଥାନ୍ତି। ତଥା ଏହି ବର୍ଷକୁ ମନୁଷ୍ୟ ୧୦ ବର୍ଷ ପର୍ଯ୍ୟନ୍ତ ଭୋଗ କରିଥାଏ ଏବଂ ଏହାପରେ ପୁନଃ ମନୁଷ୍ୟ ଜନୀ ପ୍ରାପ୍ତ ହୋଇଥାଏ। ଗରୁଡ଼ ପୁରାଣ ଅନୁସାରେ ସୁନା ଗହଣା ଟଙ୍କା ଚୋ-ରି କରିଥିବା ବ୍ୟକ୍ତିକୁ କୀଟ ରୂପରେ ଜନ୍ମ ମିଳିଥାଏ। ଯେଉଁ ବ୍ୟକ୍ତି ରୁପା ସାମଗ୍ରୀ ଚୋ-ରି କରିଥାଏ ତାକୁ ପାରା ଜନ୍ମ ମିଳିଥାଏ ଏହା ବ୍ୟତୀତ ଯେଉଁ ବ୍ୟକ୍ତି କାହାର ବସ୍ତ୍ର ଚୋ-ରି କରିଥାଏ ତାକୁ ପରଜନ୍ମରେ ସୁଆ ଜନୀ ପ୍ରାପ୍ତ ହୋଇଥାଏ। ବନ୍ଧୁଗଣ ସୁଗ-ନ୍ଧିତ ପଦାର୍ଥ ଚୋ-ରି କରିଥିବା ବ୍ୟକ୍ତିଙ୍କୁ ଚୁଚୁନ୍ଦ୍ରା ରୂପରେ ଜନ୍ମ ନେବାକୁ ପଡିଥାଏ କିନ୍ତୁ ଯଦି ଅପ-ରାଧ ଚୋ-ରିରୁ ବଡ଼ ହୋଇଥାଏ ତାହେଲେ ଜନୀ ମଧ୍ୟ ଆହୁରି ଭ-ୟଙ୍କର ପ୍ରାପ୍ତ ହୋଇଥାଏ। ସେହିପରି ଯେଉଁ ବ୍ୟକ୍ତି କୌଣସି ହତୀ-ୟାରରେ କାହାର ଜୀବନ ନେଇଥାଏ ତାହେଲେ ତାକୁ ଗଧ ଜନୀରେ ଜନ୍ମ ନେବାକୁ ପଡିଥାଏ ଏବଂ ସେ ଏହା ପରେ ହରିଣ ଜନୀରେ ଜନ୍ମ ନେଇଥାଏ ପୁଣି ତାପରେ ମାଛ କୁକୁର ବାଘ ଏବଂ ତାପରେ ମନୁଷ୍ୟ ଜନୀ ପ୍ରାପ୍ତ ହୋଇଥାଏ। ବନ୍ଧୁଗଣ ଦେବତା ଏବଂ ପିତୃ ଲୋକଙ୍କୁ ସନ୍ତୁ-ଷ୍ଟ ନକରି ମ-ରିଥିବା ବ୍ୟକ୍ତିଙ୍କୁ ୧୦୦ ବର୍ଷ ପର୍ଯ୍ୟନ୍ତ କୁଆ ଜନୀରେ ରହିବାକୁ ପଡିଥାଏ। ସେଥିପାଇଁ କୁହାଯାଏ ଯେ ଶ୍ରା-ଦ୍ଧ କରିବା ସମୟରେ କୁଆକୁ ଭୋଜନ ଅବଶ୍ୟ କରାନ୍ତୁ। କାହିଁକିନା ପିତୃଗଣ ସନ୍ତୁ-ଷ୍ଟ ହୋଇଥାନ୍ତି କିନ୍ତୁ ଏହିପରି ନକରିବା ଦ୍ୱାରା କୁଆ ଜନୀ ପ୍ରାପ୍ତ ହୋଇଥାଏ ଏହା ପରେ କୁକୁଡ଼ା ଏବଂ ସାପ ଜନୀରେ ରହିବା ପରେ ବ୍ୟକ୍ତିର ପା-ପ ଅନ୍ତ ହୋଇଥାଏ ଏବଂ ପୁନଃ ମନୁଷ୍ୟ ଜନୀ ପ୍ରା-ପ୍ତ କରିଥାଏ। ଏହା ବ୍ୟତୀତ ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି କି ମନୁଷ୍ୟର ପର ଜନ୍ମ ତାର ସ୍ଵଭାବ ପ୍ରକୃତି ଏବଂ ଇଚ୍ଛାକୁ ନେଇ ମଧ୍ୟ ନିଶ୍ଚିତ ହୋଇଥାଏ। ସେଥିପାଇଁ ଯଦି ଆପଣ ପୁନଃ ମନୁଷ୍ୟ ଜନ୍ମ ନେବାକୁ ଚାହାଁନ୍ତି ବା ଜୀବନ ମୃ-ତ୍ୟୁର ଚ-କ୍ରରୁ ମୁ-କ୍ତ ହେବାକୁ ଚାହୁଁଛନ୍ତି ତାହେଲେ ଉତ୍ତମ କର୍ମ କରନ୍ତୁ ଏବଂ ଧାର୍ମିକ ଅଭ୍ୟାସ ଆପଣାନ୍ତୁ ଦେଖିବେ ଭଗବାନଙ୍କ ସାନିଧ୍ୟ ପ୍ରା-ପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *