Excuse Me Odisha

ଯାହା କହିବୁ ସତ କହିବୁ

ଏହି ୫ଟି ସ୍ବପ୍ନ ଅତ୍ୟନ୍ତ ଶୁଭ ହୋଇଥାଏ,ଭୁଲରେ ମଧ୍ୟ ଏ ବିଷୟରେ କେବେ କାହାକୁ କୁହନ୍ତୁ ନାହିଁ

ସେୟାର୍ କରନ୍ତୁ

ବନ୍ଧୁଗଣ ଶୋଇବା ସମୟରେ ଦେଖିଥିବା ଏହି ୫ ଟି ସ୍ୱପ୍ନ ବିଷୟରେ କାହାକୁବି କୁହନ୍ତୁ ନାହିଁ। ନହେଲେ ଆପଣ ବହୁତ ବଡ଼ ସମସ୍ୟାରେ ସମୁଖୀନ ହୋଇପାରନ୍ତି। ଆଜିର ଏହି ପୋଷ୍ଟରେ ଆମେ ଜାଣିବା ଏମିତି କିଛି ୫ ଟି ସ୍ୱପ୍ନ ବିଷୟରେ ଯାହାକୁ ଆପଣ କେବେ ନାଁ କେବେ ନିଶ୍ଚୟ ଦେଖିଥିବେ। ଏବଂ ଆପଣ ଏହି ସ୍ୱପ୍ନକୁ ଦେଖିବା ପରେ ହୁଏତ ଆପଣ କାହାକୁ ମଧ୍ୟ କହିଦିଅନ୍ତି। ଏହା ବହୁତ ବଡ଼ ଭୁଲ ହୋଇଥାଏ। ତେଣୁ ବନ୍ଧୁଗଣ ଆପଣଙ୍କୁ କହିଦେଉଛୁ ଯେ କେବେବି ଏହି ୫ ଟି ସ୍ୱପ୍ନକୁ କାହା ଆଗରେ ବି ସେୟାର କରିବେ ନାହିଁ। ଏହି ସ୍ୱପ୍ନକୁ ଆପଣଙ୍କୁ ଆପଣଙ୍କ ପରିବାର ସହିତ ବି ମଧ୍ୟ ସେୟାର କରନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା ସେହି ୫ ଟି ସ୍ୱପ୍ନ ବିଷୟରେ।

ଶୋଇବା ସମୟରେ ପ୍ରାୟ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି। ସ୍ୱପ୍ନ ଦେଖିବା ଏକ ସାମାନ୍ୟ ପ୍ରକ୍ରିୟା ଅଟେ। କିନ୍ତୁ କିଛି ସ୍ୱପ୍ନ ବି ଏମିତି ଥାଏ ଯାହା ନିଦ ଭାଙ୍ଗିବା ପରେ ମଧ୍ୟ ମନେ ପଡିନଥାଏ। ସେମିତି କିଛି ଏପରି ସ୍ୱପ୍ନ ଆସିଥାଏ ଯେ ଯାହାକି ଶୋଇବା କି ଉଠିବା ପରେ ମଧ୍ୟ ଆମର ସବୁକିଛି ମନେ ଥାଏ। ଆପଣ କେତେ ଥର ବହୁତ ଲୋକଙ୍କ ମୁହଁରୁ ଶୁଣିଥିବେ କି ଆପଣ ନିଜେ ହିଁ କହିଥିବେ କି ଜାଣିଛ ମୁଁ ଆଜି ଏପରି ସ୍ୱପ୍ନ ଦେଖିଲି। ଏମିତିରେ ଆମେ ବାହାର ଲୋକଙ୍କ ଆଗରେ ଆମର ସ୍ଵପ୍ନକୁ ସେୟାର କରିଦେଇଦେଥାଉ। କିନ୍ତୁ ଏହି କଥା ବହୁତ କମ ଲୋକ ଜାଣିଛନ୍ତି ଯେ କିଛି ସ୍ୱପ୍ନ ଏପରି ହୋଇଥାଏ ଯାହାକୁ କାହା ସହିତ ବି ସେୟାର କରିବା କଥା ନୁହେଁ। ଶାସ୍ତ୍ର ଅନୁସାରେ ଏପରି କରିବା ବହୁତ ବଡ଼ ଭୁଲ ହୋଇଥାଏ। ଏହା ଦ୍ୱାରା ଭବିଷ୍ୟତରେ ମିଳିବାକୁ ଥିବା ଫଳ ଆଉ ମିଳିପାରି ନଥାଏ। ତେବେ ଆସନ୍ତୁ ଜାଣିବା ସେହି ୫ ଟି ସ୍ଵପ୍ନ ବିଷୟରେ ଯାହାକୁ କାହା ସହିତ ବି ସେୟାର କରିବା କଥା ନୁହେଁ।

ପ୍ରକୃତି ସହିତ ଜଡିତ ସ୍ୱପ୍ନ। ବନ୍ଧୁଗଣ ଯଦି ଆପଣ ଏହିପରି କିଛି ସ୍ୱପ୍ନ ଦେଖୁଛନ୍ତି ଯେଉଁଥିରେ ଆପଣ ପ୍ରକୃତିର ବହୁତ ପାଖରେ ମାନେ ସ୍ୱପ୍ନରେ ସମୁଦ୍ର, ବୃକ୍ଷ ଲତା,ପାହାଡ଼, ନଦୀ ଯଦି ଏପରି ଜିନିଷ ଦେଖୁଛନ୍ତି ତ ଆପଣ ଏହି ଜିନିଷକୁ ଦେଖିବା ମାନେ ହେଉଛି ବହୁତ ଜଲଦି ଆପଣଙ୍କ ଜୀବନରେ ବଡ଼ ଖୁସି ଖବର ଆସିବାକୁ ଯାଉଛି। ଯେମିତି ପ୍ରକୃତିର ପାଖକୁ ଗଲେ ଆମର ମନ ପ୍ରସନ୍ନ ହୋଇ ଯାଇଥାଏ ଠିକ ସେହିପରି ଏହି ସ୍ଵପ୍ନର ଅର୍ଥ ତାହା ହିଁ ହୋଇଥାଏ କିନ୍ତୁ ଯଦି ଆପଣ ଏହି ସ୍ୱପ୍ନ ବିଷୟରେ କାହାକୁ ବି କହି ଦେଉଛନ୍ତି ତ ହୋଇପାରେ ଆପଣ ଏହି ସ୍ୱପ୍ନର ଫଳରୁ ବଞ୍ଚିତ ହୋଇପାରନ୍ତି।

ମୃ-ତ୍ୟୁ ସମ୍ବଦ୍ଧିତ ସ୍ଵପ୍ନ। ବନ୍ଧୁଗଣ ବେଳେବେଳେ ଆମେ ଏପରି କିଛି ସ୍ୱପ୍ନ ଦେଖିଥାଉ ଯେଉଁଥିରେ ଆମେ ନିଜର କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କର ମୃ-ତ୍ୟୁ ଦେଖିଥାଉ,ଏହିପରି ସ୍ୱପ୍ନ ଦେଖିବା ପରେ ଆମେ କେବେ କେବେ ଡରି ଯାଇଥାଉ। କେବେ କେବେ ଆମର ମନ ବିଚଳିତ ହୋଇଯାଇଥାଏ। ତ ଆମେ ଆପଣଙ୍କୁ କହି ଦେଉଛୁ ଯେ ଯଦି ଆପଣଙ୍କୁ ଏପରି ସ୍ୱପ୍ନ ଦେଖାଦିଏ ତ ଆପଣଙ୍କୁ ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ମୃ-ତ୍ୟୁର ସ୍ୱପ୍ନ ଆପଣଙ୍କର ସମସ୍ୟାର ଅନ୍ତ ହେବାର ଦର୍ଶାଇ ଥାଏ। ଯଦି ଆପଣ ଏହି ସ୍ୱପ୍ନକୁ କାହା ସହିତ ବି ସେୟାର କରୁଛନ୍ତି ତ ଏହି ସ୍ୱପ୍ନର ଫଳ ବେକାର ହୋଇଯାଇଥାଏ।

ସ୍ୱର୍ପ ଦଂଶନ ସମ୍ବଦ୍ଧିତ ସ୍ୱପ୍ନ। ଯେତେବେଳେ ଆପଣ ସ୍ୱପ୍ନରେ ସାପ ଦେଖିଥାନ୍ତି ତ ଆପଣ ଡରିଯାଇଥାନ୍ତି କିନ୍ତୁ ଯଦି ଆପଣଙ୍କୁ ସ୍ୱପ୍ନରେ ସାପ ଦେଖାଦିଏ ତ ଆପଣଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ। କାରଣ ସ୍ୱର୍ପରେ ସାପ ଦେଖିବା ଦ୍ୱାରା ଆଗକୁ ଆସୁଥିବା ସମୟରେ ଆପଣଙ୍କ ବ୍ୟାପାରରେ ଉନ୍ନତି କିମ୍ବା କାର୍ଯ୍ୟରେ ସଫଳତାର ସଂକେତ ଦେଇଥାଏ। କହିବାକୁ ଗଲେ ସ୍ୱପ୍ନରେ ସାପ ଦେଖାଦେଲେ ଆପଣଙ୍କୁ ଧନ ଲାଭର ସମ୍ଭାବନା ଥାଏ। ସେଥିପାଇଁ ଆପଣ ଏହି ସ୍ୱପ୍ନ ବିଷୟରେ କାହାକୁବି କହିବେ ନାହିଁ। କାରଣ ଶାସ୍ତ୍ର ଅନୁସାରେ ଏପରି କଲେ ଆପଣଙ୍କୁ ଏହାର ଫଳ ମିଳିନଥାଏ।

ଭଗବାନଙ୍କ ଦର୍ଶନ। ଯଦି ଆପଣଙ୍କୁ ସ୍ୱପ୍ନରେ କୌଣସି ବି ଭଗବାନଙ୍କର ଦର୍ଶନ ମିଳିଥାଏ ତ ଏହାର ଅର୍ଥ ଏହା ଅଟେ କି ଜଲଦି ହିଁ ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି। ସ୍ୱପ୍ନରେ ଭଗବାନଙ୍କର ଦର୍ଶନର ଅର୍ଥ କିଛି ବଡ଼ ସଫଳତାର ସୂଚନା ଅଟେ। ଆଗକୁ ଆସୁଥିବା ସମୟରେ ଆପଣଙ୍କୁ କୌଣସି ନାଁ କୌଣସି ଖୁସି ଖବର ନିଶ୍ଚିତ ମିଳିବାକୁ ଯାଉଛି। ସେଥିପାଇଁ ଆପଣ ମାନେ ସ୍ୱପ୍ନକୁ କେବେବି କାହା ଆଗରେ ସେୟାର କରନ୍ତୁ ନାହିଁ।

ମାଛ ସମ୍ବଦ୍ଧିତ ସ୍ଵପ୍ନ। ଯଦି ଆପଣ ସ୍ୱପ୍ନରେ କୌଣସି ବି ପ୍ରକାରର ମାଛ ଫହଁରୁ ଥିବାର ଦେଖନ୍ତି କିମ୍ବା ଆପଣ କିମ୍ବା ଅନ୍ୟ କୌଣସି ଲୋକ ମାଛ ଧରୁ ଥିବାର କିମ୍ବା ଖାଉଥିବାର ଦେଖନ୍ତି ତ ଏହାର ବହୁତ ଶୁଭ ମାନାଯାଏ। କାରଣ ସ୍ୱପ୍ନରେ ମାଛ ଦେଖିବାର ଅର୍ଥ ଏହା ହୋଇଥାଏ କି ଅଚାନକ ଧନଲାଭ ହେବା। ଏହି ସ୍ୱପ୍ନର ଫଳ ଆପଣଙ୍କୁ ଆଗକୁ ଆସୁଥିବା ୧ ମାସ ମଧ୍ୟରେ ହିଁ ମିଳିଯାଇଥାଏ। ସେଥିପାଇଁ ଏହି ସ୍ୱପ୍ନକୁ କାହା ସହିତ ବି ସେୟାର କରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *