Excuse Me Odisha

ଯାହା କହିବୁ ସତ କହିବୁ

ମହିଳାଙ୍କର ଏହି ଗୋଟିଏ ଜିନିଷ କେବେ ବି ଦେଖନ୍ତୁ ନାହିଁ, ନଚେତ ହୋଇଥାଏ ବିନାଶ

ସେୟାର୍ କରନ୍ତୁ

ଭାରତର ଇତିହାସରେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣେ ମହାଜ୍ଞାନୀ ଓ ବିଦ୍ଵାନ ବ୍ୟକ୍ତି ମାନାଯାଏ। ଇତିହାସ ଏବଂ ବର୍ତ୍ତମାନ ମଧ୍ୟରେ ତାଙ୍କ ଦ୍ଵାରା ଲିଖିତ ନୀତି ଗୁଡିକ ମନୁଷ୍ୟ ଜୀବନକୁ ସରଳ ଓ ସୁନ୍ଦର କରିବାରେ ଖୁବ ସାହାଯ୍ୟ କରିଥାଏ । ରାଜନୀତି ସହ ଦୈନନ୍ଦିନ ଜୀବନକୁ ନେଇ ଚାଣକ୍ୟ ତାଙ୍କ ନୀତିରେ ଅନେକ ଉପଦେଶ ଦେଇଛନ୍ତି। ଯାହାର ପାଳନ କରିବା ଦ୍ଵାରା ଲୋକଙ୍କୁ ସଫଳତା ନିଶ୍ଚିତ ଭାବରେ ମିଳିଥାଏ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି, ଯେଉଁ ପୁରୁଷ ସ୍ତ୍ରୀର ଏହି ବିଷୟ ଦେଖି ନେଇଥାଏ, ସେହି ପୁରୁଷର ମୃ-ତ୍ୟୁ ଅବଶ୍ୟ ହୋଇଥାଏ। ତେବେ ଚାଲନ୍ତୁ ଏହି ବିଷୟକୁ ବିସ୍ତାର ରୂପରେ ଜାଣିବା।

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଗୁଡିକ ଆମ ଜୀବନରେ ବହୁତ କାର୍ଯ୍ୟକାରୀ ସାବ୍ୟସ୍ତ ହୋଇଥାଏ। ପୁରାତନ ଯୁଗରୁ ତାଙ୍କୁ ଖୁବ ଆଦର ଓ ସମ୍ମାନ ଦୃଷ୍ଟିରେ ଦେଖାଯାଏ। ମାନବ ସମାଜକୁ ଜୀବନରେ ଛୋଟ ବଡ ସମସ୍ତ ବ୍ୟବହାରିକ ଶିକ୍ଷା ଦେବା ହିଁ ଚାଣକ୍ୟଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଆଚାର୍ଯ୍ୟ ଚାଣକ୍ୟ ଏତେ ବିଦ୍ଵାନ ଥିଲେ ଯେ, ସେ ନିଜ ନୀତି ବଦଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜଗାଦିରେ ବସାଇ ଦେଇଥିଲେ ।କହିବାକୁ ଗଲେ ଚାଣକ୍ୟଙ୍କ ନୀତି ଆପଣଙ୍କ ଜୀବନରେ ଯେକୌଣସି ମୁହୂର୍ତ୍ତରେ ନିଶ୍ଚୟ କାମରେ ଆସିଥାଏ।

ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷ କୌଣସି ମାଆକୁ ତାର ଛୁଆକୁ ସ୍ତନ୍ୟପାନ କରାଉଥିବାର ଦେଖିନିଏ ଓ ନିଜ ମନରେ ମନ୍ଦ ଭାବନା ଆଣିଥାଏ, ତାକୁ ମହାପାପୀ ବୋଲି ମାନା ଯାଇଥାଏ । ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ମହିଳାଙ୍କ ଉପରେ ଭୁଲ ଭାବନା ରଖୁଥିବା ବ୍ୟକ୍ତି କେବେ ନା କେବେ ନିଜ ମୃତ୍ୟୁର କାରଣ ବନିଥାଏ। ଏଭଳି ଲୋକଙ୍କୁ ଦଣ୍ଡ ଦେବା ପାଇଁ ଶାସ୍ତ୍ରରେ ଭିନ୍ନ ଭିନ୍ନ ଦଣ୍ଡ ବ୍ୟବସ୍ଥା ରହିଛି। କୌଣସି ବ୍ୟକ୍ତି ଗୁପ୍ତ ଭାବରେ ଲୁଚି ଅନ୍ୟ କୌଣସି ମହିଳାଙ୍କୁ ସ୍ନାନ କରୁଥିବା ଅବସ୍ଥାରେ ଦେଖିବା ଉଚିତ ନୁହେଁ, ଏହା ଘୋର ପାପ ଅଟେ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଉପଦେଶ ଅନୁସାରେ, ଲୁଚି କରି କୌଣସି ମହିଳାଙ୍କୁ ସ୍ନାନ କରୁଥିବାର ଦେଖିବା ଘୋର ପାପ ବୋଲି ମାନାଯାଏ। ସେଥିପାଇଁ ଏପରି ଭୁଲ କେବେବି କରନ୍ତୁ ନାହିଁ। ନଚେତ ଆପଣ ନିଜେ ନିଜର ମୃତ୍ୟୁର କାରଣ ବନି ପାରନ୍ତି। ଚାଣକ୍ୟ ନୀତି ଅନୁସାରେ କୌଣସି ପୁରୁଷ ମଧ୍ୟ ଅନ୍ୟ ମହିଳାଙ୍କ ସ୍ତନ ଦେଖିବା ଘୋର ପାପ ଅଟେ। କାରଣ ଏଥିରୁ ହିଁ ପୁରୁଷର ପାଳନ ପୋଷଣ ହୋଇଥାଏ। ତେଣୁ ଏଭଳି ଭୁଲ କୁ ଘୋର ପାପ ବୋଲି ମାନା ଯାଇଥାଏ।

ଶାସ୍ତ୍ର ଅନୁସାରେ ଏଭଳି ପାପ କରୁଥିବା ବ୍ୟକ୍ତି ପୁନର୍ବାର ମନୁଷ୍ୟ ଜନ୍ମ ନେଇପାରେ ନାହିଁ । ଏହି ପାପରୁ ବଞ୍ଚିତ ରହିବା ପାଇଁ ଆପଣଙ୍କୁ ଏହିସବୁ ଭୁଲରୁ ନିବୃତ ରହିବା ଆବଶ୍ୟକ। ଆମ ପୋଷ୍ଟ ଆପଣଙ୍କୁ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଏବଂ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *