Excuse Me Odisha

ଯାହା କହିବୁ ସତ କହିବୁ

ଧନକୁ ଚୁମ୍ବକ ଭଳି ଟାଣି ଥାଏ ଏହି ଫୁଲ, ସୁଫଳ ପାଇବା ପାଇଁ ଏହି ଛୋଟ ଉପାୟ କରନ୍ତୁ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନେ ଅପରାଜିତା ଫୁଲ ନିଶ୍ଚୟ ଦେଖିଥିବେ, ଯାହାର ଅର୍ଥ ହେଉଛି କେବେବି ହାର ମାନିବା ନାହିଁ । ଏହି ଫୁଲର ଅନ୍ୟ ନାମ ହେଉଛି ନୀଳକଣ୍ଠ ଯାହା ଭଗବାନ ମହାଦେବଙ୍କର ଅନ୍ୟ ଏକ ନାମ ଅଟେ। ଅପରାଜିତା ଦେବୀ ଦୂର୍ଗାଙ୍କର ମଧ୍ୟ ନାମ ଅଟେ। ଏହା ଅତ୍ୟନ୍ତ ଗୁଣକାରୀ ଓ ଚମ-ତ୍କାରୀ ଫୁଲ ଅଟେ। ଏହା ଭାରତରେ ସବୁ ଋତୁରେ ଫୁଟିଥାଏ। ଏହି ଫୁଲର ପ୍ରୟୋଗ ଦ୍ଵାରା ଜୀବନରେ ଚାଲିଥିବା ସମସ୍ୟାର ନିବାରଣ ହୋଇଥାଏ।ଏହା ସହିତ ଧନ ସମ୍ବନ୍ଧୀୟ ସମସ୍ଯା ଦୂର ମଧ୍ୟ ହୁଏ। ଆଜି ଆମେ ଆପଣ ମାନଙ୍କୁ ଅପରାଜିତା ଫୁଲର ପ୍ରୟୋଗ କଲେ, କଣ ଫାଇଦା ମିଳିଥାଏ, ସେହି ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ସେହି ବିଷୟରେ ଜାଣିବା।

୧/ ଶନିବାର ଦିନ ଅପରାଜିତା ଫୁଲର ମାଳା କରି ଘରର ମୁଖ୍ୟ ଦୁଆରରେ ଟା-ଙ୍ଗି ଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ଘରେ ରହିଥିବା ନକା-ରାତ୍ମକ ଶକ୍ତିର ବିନା-ଶ ହୋଇଥାଏ ଏବଂ ଘରେ ସକା-ରାତ୍ମକ ଶକ୍ତିର ପ୍ରବେଶ ହୁଏ। ଏହି ଫୁଲ ମାଳାକୁ ଭଗବାନ ହନୁମାନଙ୍କ ଠାରେ ଅର୍ପଣ କରି ଘରର ମୁଖ୍ୟ ଦୁଆରରେ ଲଗାଇଲେ ଘରକୁ ଖରାପ ଦୃ-ଷ୍ଟି ଲାଗିଥିଲେ, ତାହା ଦୂର ହୋଇଥାଏ। ଏହା ସହିତ ଆ-ର୍ଥିକ ସମସ୍ଯା ଦୂର ହୋଇଥାଏ।

୨/ ଶନିବାର ବା ସୋମବାର ଦିନ ୫ଟି ଅପରାଜିତା ଫୁଲକୁ ନେଇ ଜଳରେ ଭସାଇ ଦିଅନ୍ତୁ। ଆପଣ ଏହି କାମ କରିବା ସମୟରେ ଯେମିତି କେହି ନ ଜାଣନ୍ତି ବା ଆପଣଙ୍କୁ କେହି ଦେଖିବେ ନାହିଁ, ଏଥିପ୍ରତି ଆପଣ ଧ୍ୟାନ ଦେବେ। ଏହି ଉପାୟ କରିବା ଦ୍ଵାରା ଆର୍ଥିକ ସମସ୍ଯା ଦୂର ହେବା ସହିତ ରୁଣରୁ ମୁ-କ୍ତି ମିଳିଥାଏ। ଏହି ଉପାୟ ଆପଣଙ୍କୁ ସପ୍ତାହରେ ୫ ଦିନ କରିବା ଉଚିତ।

୩/ ଯଦି ଆପଣ ଚାକିରି ଖୋଜୁଥାନ୍ତି, ତେବେ ଦେବୀ ଦୂର୍ଗାଙ୍କୁ ୧୧ଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ। ଯଦି ଆପଣ ସର୍ବଦା ଏହି ଉପାୟ କରି ନ ପାରିବେ, ତେବେ ନବରାତ୍ରି ସମୟରେ ବା ୨୧ଟି ମଙ୍ଗଳବାର ଦିନ କରନ୍ତୁ।

୪/ ପ୍ରତ୍ୟେକ ଶନିବାର ବା ମଙ୍ଗଳବାର ଦିନ କିଛି ଅପରାଜିତା ଫୁଲକୁ ନେଇ ଭଗବାନ ହନୁମାନଙ୍କ ଠାରେ ଅର୍ପଣ କରନ୍ତୁ ।ଆପଣ ସେହି ଫୁଲରୁ ଗୋଟିଏ ଫୁଲକୁ ଆଣି ନିଜ ପାଖରେ ରଖନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କର ଆର୍ଥିକ ସମସ୍ଯା ଖୁବ୍ ଶୀଘ୍ର ଦୂର ହୋଇ ଯିବ।

୫/ ପ୍ରତ୍ୟେକ ସୋମବାର ଦିନ ଧଳା ବ-ସ୍ତ୍ର ପରି-ଧାନ କରନ୍ତୁ ଏବଂ ଅପରାଜିତା ଫୁଲକୁ ଭଗବାନ ମହାଦେବଙ୍କ ନିକଟରେ ଅର୍ପଣ କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କୁ ବ୍ୟବସାୟରେ ଅଧିକ ଲାଭ ହେବା ସହିତ ଧନ ବୃଦ୍ଧି ହୋଇଥାଏ। ପ୍ରତି ଗୁରୁବାର ଦିନ ଧଳା ଅପରାଜିତା ଫୁଲ ମା ଲକ୍ଷ୍ମୀଙ୍କ ନିକଟରେ ଅର୍ପଣ କରନ୍ତୁ, ଏହାଦ୍ବାରା ଆପଣଙ୍କ ଉପରେ ଧନର ବର୍ଷା ହୋଇଥାଏ।

୬/ ଶନିବାର ଦିନ ଅପରାଜିତା ଗଛକୁ ଦୀପ ଧୂପ ଦେଇ ପୂଜା କରି ସେଥିରୁ କିଛି ଚେର ଆଣି ନିଜ ଅଫିସ ବା ବ୍ୟବସାୟ କ୍ଷେତ୍ରରେ ଲଗାନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ଅଧିକ ଉ-ନ୍ନତି ଆସିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ମାନଙ୍କ ସହିତ ଏହାକୁ ସେୟାର କରନ୍ତୁ ଏବଂ ଆମର ପେଜକୁ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *