Excuse Me Odisha

ଯାହା କହିବୁ ସତ କହିବୁ

ଦେହର ଏହି ଜାଗାରେ କଳା ଜାଇ ଅଛି କି ? ଯଦି ଅଛି ତେବେ ଆଜି ହିଁ ଘରେ ମିଠା ବାଣ୍ଟନ୍ତୁ

ସେୟାର୍ କରନ୍ତୁ

ଦେହରେ ଏହି ଜାଗାରେ କଳାଯାଇ ଥିଲେ ବହୁତ ଭାଗ୍ୟବାନ।

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦେହରେ ଏହି ଜାଗାରେ କଳାଯାଇ ଥିଲେ ବହୁତ ଭାଗ୍ୟବାନ।

ବନ୍ଧୁଗଣ ଆଜି ଆମେ ଜାଣିବା ଶରୀରରେ ଭିନ୍ନ ଭିନ୍ନ ଅଙ୍ଗରେ ରହିଥିବା କଳାଯାଇ କଣ ସବୁ ବିଶେଷତ୍ୱ ବିଷୟରେ କହିଥାଏ। ସମୁଦ୍ର ଶାସ୍ତ୍ର ଅନୁସାରେ ଶରୀରର ଭିନ୍ନ ଭିନ୍ନ ଅଙ୍ଗରେ ଦେଖାଯାଉଥିବା ଧୂସିରିୟା ଏବଂ କଳା ରଙ୍ଗର କଳାଯାଇ ନଜିର ଭିନ୍ନ ଭିନ୍ନ ବିଶେଷତ୍ୱ ପାଇଁ ଜଣା ଯାଇଥାଏ। ଶରୀରରେ ରହିଥିବା କଳାଯାଇର ସ୍ଥିତି ଏବଂ ଉପସ୍ଥିତି ଦେଖି ଆପଣ ନିଜର ଏବଂ ଅନ୍ୟ ମାନଙ୍କର ସ୍ୱଭାବ ବ୍ୟବହାର ଗୁଣ ବହୁତ ସହଜରେ ଜାଣିପାରିବେ। ତେବେ ଆସନ୍ତୁ ଜାଣିବା। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ମୁଣ୍ଡ କପାଳରେ କଳାଯାଇ। ମୁଣ୍ଡର ଡାହାଣ କପାଳରେ କଳାଯାଇ ରହିଥିଲେ ପ୍ରତିଷ୍ଠା ଏବଂ ସଫଳତା ସହିତ ସୁଖମୟ ଜୀବନଯାପନର ପ୍ରତୀକ ଦେଇଥାଏ। ଏହି ବ୍ୟକ୍ତିମାନେ ପ୍ରବଳ ବିଶ୍ୱାସୀ ହେବା ସହିତ ବହୁ ରା-ଗି ହୋଇଥାନ୍ତି।

ଆଖିପୋତା ଉପରେ କଳାଯାଇର ଉପସ୍ଥିତି ବ୍ୟକ୍ତିଙ୍କର ସ-ଙ୍ଘର୍ଷ ଏବଂ ସଫଳତାକୁ ଦର୍ଶାଇ ଥାଏ। ଏହିପରି ବ୍ୟକ୍ତିମାନେ ନିଜର ପରିଶ୍ରମ ଦ୍ୱାରା ସଫଳତା ପାଇଥାନ୍ତି। ଏବଂ ଆଖିରପୋତା ଉପରେ କୌଣସି କକାଯାଇ ଉପସ୍ଥିତ ରହିଥିଲେ ତାହା ବ୍ୟକ୍ତିଙ୍କର ଶାନ୍ତ ସ୍ଵଭାବ ଏବଂ ଅଳସୁଆର ପ୍ର-ତୀକ ଦେଇଥାଏ

ନାକରେ କଳାଯାଇ। ନାକରେ କୌଣସି କଳାଯାଇ ଉପସ୍ଥିତ ରହିଲେ ତାହା ବ୍ୟକ୍ତିଙ୍କର ସରଳ ମନକୁ ଦର୍ଶାଇ ଥାଏ। ଏହିପରି ବ୍ୟକ୍ତିମାନେ ବହୁତ ସରଳ ଏବଂ ନି-ଷ୍କପ-ଟ ହୋଇଥାନ୍ତି। ଅନ୍ୟର ଖୁସି ପାଇଁ ନିଜର ଖୁସିକୁ ଦୂରେଇ ଦିଅନ୍ତି। କିନ୍ତୁ ନାକର ଅଗ୍ରଭାଗରେ ବା ଶୀର୍ଷରେ କଳାଯାଇ ଥିଲେ ଏହା ରା-ଗିର ପ୍ରତୀକ ହୋଇଥାଏ।

ଗାଲରେ କଳାଯାଇ। ଡାହାଣ ଗାଲରେ କୌଣସି କଳାଯାଇର ଉପସ୍ଥିତି ବୈବାହିକ ଜୀବନ ସୁଖମୟ ଏବଂ ଗୋଟିଏ ସିଧାସଳଖ ଜୀବନଯାପନ କରିବାର ପ୍ରତୀକ ହୋଇଥାଏ। କିନ୍ତୁ ବାମ ଗାଲରେ କୌଣସି କଳାଯାଇ ଥିଲେ ସେହି ବ୍ୟକ୍ତିଙ୍କର ଧନର ଅ-ଭାବ କେବେବି ହେଲେ ହୋଇନଥାଏ ଏବଂ ଏହିପରି ବ୍ୟକ୍ତିମାନେ ଦୂର ଯାତ୍ରା କରିବାର ସୌଭାଗ୍ୟ ପ୍ରାପ୍ତି କରିଥାନ୍ତି।

ଓଠ ଉପରେ କଳାଯାଇ। ଓଠ ଉପର ଭାଗରେ କୌଣସି କଳାଯାଇ ଥିଲେ ପ୍ରେମ ବିବାହ କରିବାର ପ୍ର-ତୀକ ହୋଇଥାଏ। ଏହିପରି ବ୍ୟକ୍ତିମାନେ ବହୁତ ଶାନ୍ତ ହେବା ସହିତ ଅନ୍ୟ ମାନଙ୍କର ଭଲ ସବୁବେଳେ ଚାହିଁଥାନ୍ତି କିନ୍ତୁ ଓଠରେ ତଳ ଭାଗରେ କଳାଯାଇ ଥିଲେ ଅଶୁଭ ସଂକେତ ହୋଇଥାଏ। ଏହିପରି ବ୍ୟକ୍ତିମାନଙ୍କର ବୈବାହିକ ଜୀବନ ଭଲରେ ଚାଲି ନଥାଏ। ଏବଂ ସମାଜରେ ଏହିପରି ବ୍ୟକ୍ତିମାନଙ୍କର ନିଜର ସମ୍ମାନ ହରାଇବାର ବହୁତ ଆ-ଶଙ୍କା ଥାଏ।

କାନ ଏବଂ ବେକରେ କୌଣସି କଳାଯାଇର ଉପସ୍ଥିତି ଧନଶୀଳ ଏବଂ ସମାଜରେ ଗୋଟିଏ ପ୍ରମୁଖ ସ୍ଥାନ ଅଧିକାର କରିବାର ସଂକେତ ଦେଇଥାଏ।

ଥବଣିରେ କଳାଯାଇର ଉପସ୍ଥିତି ଗୋଟିଏ ଶାନ୍ତ ବ୍ୟକ୍ତିଙ୍କର ପରିଚୟ ଦେଇଥାଏ।

ଛାତିର କଳାଯାଇର ଉପସ୍ଥିତି ଚତୁରତାର ପରିଚୟ ଦେଇଥାଏ। ଯେଉଁ ବ୍ୟକ୍ତିମାନଙ୍କର ଛାତିରେ କଳାଯାଇ ରହିଥାଏ ସେହି ବ୍ୟକ୍ତିମାନେ ଉସିଭିଳାସୀର ବ୍ୟକ୍ତି ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *