Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ଶୋଇବା ପୂର୍ବରୁ ଖାଇ ଦିଅନ୍ତୁ କେବଳ ୨ଟି ଗୁଜୁରାତି,ଆଉ ତା ପରେ ଫାଇଦା ଦେଖନ୍ତୁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗୁଜୁରାତିର ଚମ-ତ୍କାରୀ ଫାଇଦା ବିଷୟରେ। ଗୁଜୁରାତିକୁ ଲୋକମାନେ ଖାଦ୍ୟର ସୁଗ-ଦ୍ଧ ଆଣିବା ପାଇଁ ବ୍ୟବହାର କରିଥାନ୍ତି କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ସାଧାରଣ ଦେଖାଯାଉଥିବା ଗୁଜୁରାତିରେ କଣ ସବୁ ଔଷଧୀୟ ଗୁଣ ରହିଛି। ତେବେ ଆଜି ଆମେ ଜାଣିବା ଗୁଜୁରାତିର ବା ଅଳେଇଚର ଉପକାରୀତା ବିଷୟରେ। ଗୁଜୁରାତିକୁ ରାତିରେ ପାଣି କିମ୍ବା କ୍ଷୀର ସହିତ ସେବନ କଲେ ଏହା ଚମ-ତ୍କାର ଫାଇଦା ଦେଇଥାଏ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ପ୍ରଥମଟି ହେଲା। ଅସ୍ତିଫେସନ ବା କଷ୍ଟକାଠିନ୍ୟ ଦୂର କରିଥାଏ। ଯଦି ଆପଣଙ୍କୁ କ-ଷ୍ଟକା-ଠିନ୍ୟ ସମସ୍ୟା ରହିଛି ତେବେ ଠିକସେ ପେଟ ସଫା ହୋଇପାରୁନାହିଁ କିମ୍ବା ହଜମ କ୍ରିୟାରେ ସମସ୍ୟା ଅଛି ପେଟ ଗ୍ୟାସ ଏବଂ ଏସିଡିଟି କିମ୍ବା ଖଟା ହାକୁଟି ହେବାର ସମସ୍ୟା ଥାଏ ତେବେ ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଗୋଟେ ଗ୍ଲାସ ଉଷୁମ ପାଣିରେ ୨ ଟି ଗୁଜୁରାତିକୁ ଚୁନା କରି ଏହାର ପାଉଡର ମିଶାଇ ଏହି ପାଣିର ସେ-ବନ କରନ୍ତୁ। ଏହା ଆପଣଙ୍କର ହଜମ କ୍ରିୟା ସହିତ ସମସ୍ତ ସମସ୍ୟା ଦୂର କରିଦେଇଥାଏ। ପୁରୁଣା କ-ଷ୍ଟିପେଶନ ମଧ୍ୟ ଦୂର କରିଥାଏ।

ଦ୍ୱିତୀୟ ଟି ହେଉଛି। ପେଟର ଚର୍ବି ହ୍ରା-ସ କରିଥାଏ। ଯଦି ଆପଣ ବଢୁଥିବା ପେଟ ଏବଂ ମୋ-ଟାପ-ଣ ଜନିତ ସମସ୍ୟାରୁ ଚିନ୍ତିତ ଅଛନ୍ତି ଏବଂ ଓଜନ ହ୍ରା-ସ କରିବା ପାଇଁ ଚାହୁଁଛନ୍ତି ତେବେ ଗୁଜୁରାତି ଆପଣଙ୍କର ଏହି କାମକୁ ସହଜ କରିଦେଇଥାଏ କାରଣ ଗୁଜୁରାତିରେ ପୋଟାସୀୟମ ମ୍ୟାଗ୍ନେସିୟମ ଏବଂ ଭିଟାମିନ-E1 ଏବଂ ଭିରାମିନ-E6 ଏବଂ ଭିଟାମିନ-C ରହିଥାଏ ଯାହା ଆପଣଙ୍କର ଓଜନ ହ୍ରା-ସ କରିବାରେ ସାହାର୍ଯ୍ୟ କରିଥାଏ। ଓଜନ ହ୍ରା-ସ କିମ୍ବା ଚର୍ବି କମ କରିବା ପାଇଁ ଚାହୁଁଥିଲେ ରାତିରେ ଶୋଇବା ପୂର୍ବରୁ ୨ ଟି ଗୁଜୁରାତିର ସେ-ବନ କରି ଗୋଟିଏ ଗ୍ଲାସ ଉଷୁମ ପାଣିର ସେ-ବନ କରନ୍ତୁ। ଏମିତି ୧ ମାସ କରିବା ପରେ ଆପଣ ନିଜ ଓଜନରେ ହଠାତ ଅନୁଭବ କରିପାରିବେ।

ତୃତୀୟ ଟି ହେଉଛି। କେଶ ଝ-ଡ଼ିବା ବ-ନ୍ଦ କରିଥାଏ। ଆଜିକାଲି ପରିବର୍ତ୍ତୀତ ଜୀବନଶୈଳୀ ଏବଂ ଫାଷ୍ଟ ଫୁଡ଼ର ସେ-ବନ ଯୋଗୁ କେଶ ଝ-ଡ଼ିବା ସମସ୍ୟା ବଢି ଚାଲିଛି। କେଶ ଉପରେ ଯେତେ ତେଲ ଏବଂ ସାମ୍ପୁର ବ୍ୟବହାର କଲେ ମଧ୍ୟ ଏହା ଠିକ ହୋଇନଥାଏ। ଯଦି ଆପଣ ମଧ୍ୟ ଏହି ସମସ୍ୟା ଅନୁଭବ କରୁଛନ୍ତି ତେବେ କେଶକୁ ପ୍ରାକୃତିକ ଉପାୟରେ ମଜବୁତ ଏବଂ କଳା କରିବା ପାଇଁ ଗୁଜୁରାତିର ସେ-ବନ କରନ୍ତୁ। ପ୍ରତିଦିନ ରାତିରେ ଗୋଟେ ଗ୍ଲାସ କ୍ଷୀର ଏବଂ ଉଷୁମ ପାଣିରେ ୨ ଟି ଗୁଜୁରାତିର ପାଉଡର ପକାଇ ଏହାକୁ ୬ ମାସ ଯାଏଁ ସେ-ବନ କରନ୍ତୁ ଏହା କେଶକୁ ଭିତରୁ ମଜବୁତ କରିଥାଏ। ତେଣୁ କେଶ ଷ୍ଟ୍ର-ଙ୍ଗ ହୋଇଥାଏ ଏବଂ କେଶ ଝ-ଡ଼ିବା ବ-ନ୍ଦ ହୋଇଯାଇଥାଏ। ଏହା ରୂପୀ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।

ଚତୁର୍ଥ କଥା। ରକ୍ତ ସଂଚାଳନ ଭଲ କରିଥାଏ। ସୁସ୍ଥ ଜୀବନ ପାଇଁ ରକ୍ତ ସଂଚାଳନ ମଧ୍ୟ ଭଲ ହେବା ଜରୁରୀ ହୋଇଥାଏ। କାରଣ ର-କ୍ତ ମାଧ୍ୟମରେ ବିଭିନ୍ନ ପଶୋକତତ୍ତ୍ୱ ଆମର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ପାଖରେ ପହଂଚି ଥାଏ। ତେଣୁ ଯଦି ଶରୀରରେ ର-କ୍ତ ସଂଚା-ଳନ ଠିକ ନଥାଏ ତେବେ ଶରୀରରେ ପଶକତତ୍ୱର ଅଭାବ ହୋଇଯାଇଥାଏ। ଯଦି ଆପଣ ପ୍ରତିଦିନ ରାତିରେ କ୍ଷୀର କିମ୍ବା ଉଷୁମ ପାଣି ସହିତ ୨ ଟି ଗୁଜୁରାତି ଗୁଣ୍ଡର ସେ-ବନ କରିବେ ତେବେ ଏହା ର-କ୍ତକୁ ସଫା କରିବା ସହିତ ର-କ୍ତ ସଂଚା-ଳନ ଭଲ କରିଥାଏ। ର-କ୍ତ ସଫା ହେବା ଯୋଗୁ ତ୍ୱଚାରେ ଗ୍ଲୋ ଆସିଥାଏ।

ଶୁ-କ୍ରାଣୁ ସଂଖ୍ୟା ବୃଦ୍ଧି କରିଥାଏ। ଗୁଜୁରାତି ପୁରୁଷ ଲୋକଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ। ପୁରୁଷଙ୍କ ଠାରେ ଶୁକ୍ରାଣୁ ସଂଖ୍ୟା ହ୍ରା-ସ ହେବା ଯୋଗୁ ନପୁଂ-ସକ ସମସ୍ୟା ଦେଖା ଦେଇଥାଏ। ସନ୍ତାନ ପ୍ରାପ୍ତିରେ ଅସୁବିଧା ଆସିଥାଏ। ଯଦି ଆପଣ ଗୁଜୁରାତିର ସେବନ କରୁଛନ୍ତି ତେବେ ଏହା ଶୁ-କ୍ରାଣୁ ସଂଖ୍ୟାର ବୃଦ୍ଧି କରିଥାଏ। ତେଣୁ ପ୍ରତିଦିନ ରାତିରେ କ୍ଷୀରରେ ଗୁଜୁରାତି ଗୁଣ୍ଡ ପକାଇ ଏହାର ସେ-ବନ କରିବା ଉଚିତ।

ଅନିଦ୍ରା ଦୂର କରିଥାଏ। ବର୍ତ୍ତମାନ ଡିଜିଟାଲ ଯୁଗରେ ଅନିଦ୍ରା ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଅଧିକାଂଶ ଲୋକ ରାତିରେ ମୋବାଇଲ ଏବଂ ଲାପଟପର ବ୍ୟବହାର କରିବା ଯୋଗୁ ମସ୍ତିଷ୍କ ଶାନ୍ତ ହୋଇପାରିନଥାଏ। ତେଣୁ ରାତିରେ ବେଡ଼ରେ ଶୋଇ ରହିଲେ ମଧ୍ୟ ଘଣ୍ଟା ଘଣ୍ଟା ଧରି ନିଦ ହୋଇନଥାଏ। ଏହି ଅନିଦ୍ରା ଯୋଗୁ ଅନ୍ୟ ରୋଗ ମଧ୍ୟ ଲୋକଙ୍କୁ ଧରିଥାଏ। ଯଦି ଆପଣ ମଧ୍ୟ ଇନ୍ସୁମୁନିଆ ଏବଂ ଅନିଦ୍ରା ସମସ୍ୟା ଯୋଗୁ ଚିନ୍ତିତ ଅଛନ୍ତି ତେବେ ଆଜିଠାରୁ ପ୍ରତିଦିନ ଶୋଇବା ସମୟରେ ଗୋଟେ ଗ୍ଲାସ କ୍ଷୀରରେ ଅଧ ଚାମଚ ଗୁଜୁରାତି ପାଉଡର ପକାଇ ଏହାର ସେ-ବନ କରନ୍ତୁ। ଏହା ମସ୍ତିଷ୍କକୁ ଶାନ୍ତ ରଖିବାରେ ସାହାର୍ଯ୍ୟ କରିଥାଏ। ତେଣୁ ଉତ୍ତମ ନି-ଦ୍ରା ହୋଇଥାଏ।

ସପ୍ତମ ଟି ହେଉଛି। ଶ୍ୱାସ ସମ୍ବଦ୍ଧିୟ ରୋଗ ଦୂର କରିଥାଏ। ଯେଉଁ ଲୋକମାନଙ୍କୁ ଶ୍ୱାସ ସମ୍ବଦ୍ଧିୟ ରୋଗର ସମସ୍ୟା ଥାଏ ନିଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଥାଏ ବା ଆଜ୍ମା ଥାଏ ସେମାନେ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଗୁଜୁରାତି ପକାଇ ଏହାର ସେବନ କଲେ ରାତିସାରା ଶ୍ୱାସରେ ସମସ୍ୟା ହୋଇନଥାଏ ଏବଂ କ-ଷ୍ଟ ଆସିନଥାଏ।

ଅଷ୍ଟମ ଟି ହେଉଛି। ପରିଶ୍ରା ସମସ୍ୟା ଦୂର କରିଥାଏ। ଯେଉଁମାନଙ୍କୁ ରହି ରହି ପରିଶ୍ରା ହେଉଥାଏ କିମ୍ବା ବାରମ୍ବାର ପରିଶ୍ରା ହେଉଥାଏ କିମ୍ବା ପରିଶ୍ରା ହେଲେ ପୋଡି ଥାଏ ତେବେ ଏହି ସମସ୍ତ ସମସ୍ୟା ଗୁଜୁରାତିର ସେବନ ଦ୍ୱାରା ଠିକ ହୋଇଯାଇଥାଏ।

ନବମଟି ହେଉଛି। ଅସ୍ତିକୁ ମଜବୁତ କରେ। ଗୁଜୁରାତିର ସେବନ କଲେ ଏହା ଅସ୍ତିକୁ ଶକ୍ତ କରିଥାଏ। ଯେଉଁ ଲୋକମାନେ ରେଗୁଲାର ଗୁଜୁରାତିର ସେବନ କରନ୍ତି ତାଙ୍କୁ ବୃଦ୍ଧା ଅବସ୍ଥାରେ ଆର୍ଥେରେଟିକ୍ସ ଭଳି ରୋଗ ହୋଇନଥାଏ। ତେଣୁ ପ୍ରତିଦିନ ଗୁଜୁରାତିକୁ ନିଜ ଖାଦ୍ୟରେ ସାମିଲ କଲେ ଏହା ଆପଣଙ୍କୁ ସୁସ୍ଥ ରଖିବା ସହିତ ଆପଣଙ୍କୁ ଅନେକ ସମସ୍ୟାରୁ ଦୂରେଇ ରଖିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *