Excuse Me Odisha

ଯାହା କହିବୁ ସତ କହିବୁ

ଦଶହରା ପର୍ବରେ (15 October ) ମାଆ ଦୁର୍ଗାଙ୍କ କୃପାରୁ ୮ଟି ରାଶିର ଭାଗ୍ୟ ଚମକିବ

ସେୟାର୍ କରନ୍ତୁ

ବନ୍ଧୁଗଣ ଚଳିତବର୍ଷ ୧୫ ଅକ୍ଟୋବରରେ ପଡ଼ିବାକୁ ଯାଉଛି ପବିତ୍ର ଦୁର୍ଗାପୂଜା ବା ଦଶହରା ପର୍ବ। ଏହି ଦଶହରା ପର୍ବ ପର ଠାରୁ ବଦଳିଯିବ ଏହି ୮ ଗୋଟି ରାଶିଙ୍କ ଭାଗ୍ୟ। ଏମାନଙ୍କର ଭାଗ୍ୟ ଚମକିବାକୁ ଲାଗିବ। ଏହା ତ ସମସ୍ତଙ୍କୁ ଜଣାଥିବ ଯେ ହିନ୍ଦୁ ଧର୍ମରେ ଦୁର୍ଗା ପୂଜାର କେତେ ମହତ୍ୱ ରହିଥାଏ। ତ ଏହାହିଁ କାରଣ ଅଟେ କି ଏହି ପର୍ବଟି ସାରା ଦେଶରେ ବହୁତ ହିଁ ଧୁମଧାମରେ ପାଳନ କରାଯାଇଥାଏ। ଏହିଥର ଦୁର୍ଗା ପୂଜା ପର୍ବରେ ସମ୍ପୂର୍ଣ୍ଣ ୧୦୦ ବର୍ଷ ପରେ ଏକ ଶୁଭ ସଂଯୋଗ ବନୁଅଛି। ଆପଣଙ୍କୁ ଜାଣି କରି ଖୁଶି ଲାଗିବ କି ଏହିଥର ମାତାରାଣୀ ୮ ଗୋଟି ରାଶିର ଲୋକଙ୍କ ଉପରେ ନିଜର ଅସୀମ କୃପାର ବର୍ଷା କରିବାର ଅଛନ୍ତି। ହୋଇପାରେ ଏମାନଙ୍କର ମଧ୍ୟରୁ ଆପଣଙ୍କର ସେହି ଭାଗ୍ୟଶାଳୀ ରାଶି ହୋଇପାରେ।

ତେବେ ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ଏହି ୮ ଟି ଭାଗ୍ୟଶାଳୀ ରାଶିଙ୍କ ବ୍ୟକ୍ତି ବିଶେଷଙ୍କ ବିଷୟରେ କଣ ସବୁ ପ୍ରଭାବ ପଡ଼ିବାକୁ ଯାଉଅଛି। ଏମାନଙ୍କର ବ୍ୟାପାର ବାଣିଜ୍ୟରେ ଭଲ ଲାଭ ହେବ। କାରବାର ଦିନକୁ ଦିନ ବୃଦ୍ଧି ହେବାକୁ ଲାଗିବ। କାରବାରରେ କୌଣସି ଜିନିଷର ଅଭାବ ରହିବ ନାହିଁ। ଆୟରେ ବୃଦ୍ଧି ହେବ। ପୁରୁଣା ବୁଡିଯାଇଥିବା ଟଙ୍କା ପଇସା ପୁଣି ଫେରି ଆସିବାର ସମ୍ଭାବନା ରହିଛି। ଚାକିରୀରେ ପଦନ୍ନତି ହୋଇପାରେ। ଯଦି ଭଲ ଜୀବନସାଥୀଙ୍କର ସନ୍ଧାନରେ ଅଛନ୍ତି ତେବେ ତାହା ଆପଣଙ୍କର ପୁରା ହେବା ସହିତ ଆପଣଙ୍କୁ ଆପଣଙ୍କର ମନପସନ୍ଦର ଜୀବନସାଥୀଟିଏ ନିଶ୍ଚୟ ପ୍ରାପ୍ତ ହେବ। ଜୀବନସାଥୀଙ୍କ ସହିତ ପ୍ରେମ ସମ୍ବଦ୍ଧ ଅଧିକ ମଧୁର ରହିବ। ଏବେ ଆପଣଙ୍କର ଆୟ ବୃଦ୍ଧି ହେବା ସହିତ ଖର୍ଚ୍ଚରେ ମଧ୍ୟ ବୃଦ୍ଧି ହେବ। ଅଯଥା ଜିନିଷରେ ପଇସା ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ତେଣୁ ଏଥିପ୍ରତି ସାବଧାନ ରହିବା ଆବଶ୍ୟକ। ଆପଣଙ୍କର ପରିବାର ପାଇଁ ଆପଣଙ୍କର କର୍ତ୍ତବ୍ୟ ଭଲ ରହିବ। ସମସ୍ତେ ଆପଣଙ୍କ ଠାରେ ଖୁସିରେ ରହିବେ। ଏବଂ ଧନ ସମ୍ପତ୍ତି ଭରପୁର ରହିବ। ଘରେ ଏବଂ ପରିବାରରେ ସମସ୍ତେ ହସ ଖୁସିରେ ବେଶୀ ଭାବୁକ ସ୍ୱଭାବରେ ହୁଅନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କର ହୃଦୟକୁ ଆଘାତ ଲାଗିପାରେ ଏବଂ ଆପଣ ଏଥିପାଇଁ ଦୁଃଖୀ ମଧ୍ୟ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଏମାନଙ୍କର କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ। ଯଦି ଆପଣ କୌଣସି କାର୍ଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଠିକ ସମୟ ଅଟେ। ଯେଉଁମାନେ ପ୍ରେମ ଜୀବନଯାପନ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି ସମୟ ବହୁତ ଭଲ ଅଟେ। ଆପଣଙ୍କର ଘରେ ଖୁସିର ବାତାବରଣ ରହିବ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ନୂତନ ବନ୍ଧୁ ମଧ୍ୟ ଆପଣ ବନାଇବେ ଏବଂ ସେହି ବନ୍ଧୁମାନେ ଆପଣଙ୍କୁ ସବୁପ୍ରକାରର ସହଯୋଗ କରିବେ। ଧନ ପ୍ରାପ୍ତିର ମଧ୍ୟ ଯୋଗ ବନୁଅଛି। ନିଜର ପୁରୁଣା ପଇସା ଫେରସ୍ତ ପାଇବେ। ଆପଣ ଯଦି କାହାକୁ ଶୁଦ୍ଧ କିମ୍ବା ପାଇସା ଉଧାର ଦେଇଥିବେ ତାହା ଆଉ ଫେରସ୍ତ ପାଇ ପାରୁନାହାନ୍ତି ତେବେ ଏହି ସମୟରେ ପାଇପାରିବେ। ଯେଉଁମାନଙ୍କର ବିବାହରେ କୌଣସି ପ୍ରକାରର ବିଳମ୍ବ ହେଉଛି ତେବେ ସେମାନଙ୍କର ବିବାହ ଯୋଗ ମଧ୍ୟ ବନୁଅଛି। ଏହି ୮ ଟି ରାଶିର ଯେଉଁ ବିଦ୍ୟାର୍ଥୀମାନେ ଯଦି କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାନ୍ତି ତ ସେମାନେ ସେଥିରେ ସଫଳ ହେବେ। ଆପଣ କୌଣସି ନୂତନ ଯାନ କିଣିବାକୁ ମନ ବଳାଇ ପାରନ୍ତି। ଘରେ କୌଣସି ଖୁସି ଖବର ଶୁଣି ଆନନ୍ଦର ବାତାବରଣ ସୃଷ୍ଟି ହେବ। ଅର୍ଥ ସ୍ଥିତି ସୁଦୃଢ଼ ହେବ। ବ୍ୟବସାୟରେ ଲାଭ ପାଇବେ। ଚାକିରୀରେ ପଦନ୍ନତି ହେବ। ସହଯୋଗୀଙ୍କ ସହଯୋଗ ମିଳିବ। ବ୍ୟବସାୟ ବା ଚାକିରୀରେ ବହୁତ କିଛି ନୂଆ ଜିନିଷ କରିବାକୁ ଚେଷ୍ଟା କରିବେ ଏବଂ ସଫଳ ମଧ୍ୟ ହେବେ। ଆପଣ ନିଜ ସ୍ୱାସ୍ଥ୍ୟ ଏବଂ ବ୍ୟବସାୟ ବା କାର୍ଯ୍ୟକୁ ନେଇ ସାବଧାନ ରହିବେ। ଟିକେ ଅସାବଧାନତା ଆପଣଙ୍କ ପାଇଁ ଖରାପ ହୋଇପାରେ। ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ। ଆପଣ ଏବଂ ଆପଣଙ୍କର ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ନିଜ ପରିବାର ସହିତ ସୁଖର ସମୟ ବିତାଇବେ। ଟିକେ ପରିଶ୍ରମ ଦ୍ୱାରା ଆପଣ ବଡ଼ ସଫଳତା ପାଇପାରିବେ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ଅଟେ। ତେବେ ବନ୍ଧୁଗଣ ଆମେ ଯେଉଁ ୮ ଗୋଟି ରାଶିଙ୍କ ବିଷୟରେ ଆଲୋଚନା କରୁଛେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ମେଷ ରାଶି, ବୃଷ ରାଶି, ସିଂହ ରାଶି, କନ୍ୟା ରାଶି, ତୁଳା ରାଶି, ମକର ରାଶି, କୁମ୍ଭ ରାଶି ଏବଂ ମୀନ ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *