Excuse Me Odisha

ଯାହା କହିବୁ ସତ କହିବୁ

ସକାଳ ୮ଟା ପର୍ଯ୍ୟନ୍ତ ଶୋଉଥିବା ଲୋକମାନେ ନିଶ୍ଚିତ ଏହାକୁ ଥରେ ପଢନ୍ତୁ,ନହେଲେ ପରେ …

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣମାନଙ୍କୁ ଜଣେଇବୁ ସକାଳୁ ଲେଟରେ ଉଠୁଥିବା ବ୍ୟକ୍ତିଙ୍କର କଣ ହୋଇଥାଏ।

ବନ୍ଧୁଗଣ ହେଲଦୀ ରହିବା ପାଇଁ ଠିକସେ ଶୋଇବା ବହୁତ ଜରୁରୀ। ଆମ ସମସ୍ତଙ୍କୁ ୭ ରୁ ୮ ଘଣ୍ଟା ଶୋଇବା ଦରକାର। ଶୋଇବାର ଠିକ ସମୟ ରହିବା ଦରକାର କମ ଶୋଇବା କିମ୍ବା ଅଧିକ ଶୋଇବା ହେଲ୍ଥ ଉପରେ ପ୍ର-ଭାବ ପକାଇ ଥାଏ। ଲେଟ ପର୍ଯ୍ୟନ୍ତ ଶୋଇବା ଅଳସୁଆକୁ ବଢାଇଥାଏ। କିନ୍ତୁ ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କୁ ଜଣା ହିଁ ନାହିଁ କି ଅଧିକ ଶୋଇବା ଦ୍ୱାରା କଣ କଣ ସବୁ କ୍ଷ-ତି ହୋଇଥାଏ। ତ ବନ୍ଧୁଗଣ ଆସନ୍ତୁ ଆଜି ଜାଣିନେବା ଲେଟ ପର୍ଯ୍ୟନ୍ତ ଶୋଉଥିବା ଲୋକଙ୍କୁ କଣ କଣ କ୍ଷ-ତି ହୋଇପାରେ।

ଡିପ୍ରେସନରେ ରହିବା। ଆଜ୍ଞା ହଁ ବନ୍ଧୁଗଣ ଲେଟ ପର୍ଯ୍ୟନ୍ତ ଶୋଉଥିବା ବ୍ୟକ୍ତି ଟେନ-ସନ ଏବଂ ଡିପ୍ରେ-ସନର ଶି-କାର ସହଜରେ ହୋଇଯାନ୍ତି। ୯ ଘଣ୍ଟାରୁ ଅଧିକ ଶୋଉଥିବା ବ୍ୟକ୍ତିଙ୍କର ମସ୍ତିଷ୍କର କ୍ଷ-ମତା କମି ଥାଏ। ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କର ମେଣ୍ଟାଲ ହେଲ୍ଥ ଠିକ ରହୁ ତାହେଲେ ବିନା କାରଣରେ ଶୁଅନ୍ତୁ ନାହିଁ ଆଉ ଅଳସୁଆ ଛାଡିଦିଅନ୍ତୁ। ସେଠି ଯଦି ମହିଳାମାନେ ଅଧିକ ଶୋଇବେ ତ ସେମାନଙ୍କ ପରିଜନାଲ କ୍ଷ-ମତା କମିବାରେ ଲାଗିଥାଏ। ଆଜ୍ଞା ହଁ ବନ୍ଧୁଗଣ ଏହା ସତ ଅଟେ। ଅନିୟମିତତା ନିଦ ପ୍ରିୟଡ଼ ସାଇକଲକୁ ବି ବିଗାଡି ଥାଏ। ସେଥିପାଇଁ ମହିଳା ମାନଙ୍କୁ ସମୟରେ ଶୋଇବା ଦରକାର ଆଉ ୮ ଘଣ୍ଟାର ନିଦ ନିଶ୍ଚୟ ନେବା ଦରକାର। ଅଧିକ ଶୋଇବା ଆପଣଙ୍କୁ ମୋଟା ବି ବନେଇଥାଏ। ଲେଟ ପର୍ଯ୍ୟନ୍ତ ଶୋଇବା ଦ୍ୱାରା ଆପଣଙ୍କ ଓଜନ ବଢ଼ିବାରେ ଲାଗିଥାଏ। ଶୋଇବା ସମୟରେ ମେଟାବଲିଯମ ସ୍ଲୋ ରହିଥାଏ। ଶରୀର ବହୁତ କମ ଏନର୍ଜୀ ଖର୍ଚ୍ଚ କରିଥାଏ। ଜାହାର କାରଣରୁ କ୍ୟାଲରି ବ-ନ୍ଦ ହୁଏନାହିଁ ଆଉ ଶରୀରରେ ଚର୍ବି ଜମା ହେବାରେ ଲାଗିଥାଏ। ଅଧିକ ଶୋଇବା ଦ୍ୱାରା ବାଇଲୋଜିକାଲ କ୍ଲୋକ ଇନବାଲାନ୍ସ ହୋଇଯାଏ ଯେଉଁଥି ପାଇଁ ଶରୀରରେ ଆଳ-ସ୍ୟ ବଢିଥାଏ। ଦିନସାରା ବୋର ଲାଗିଥାଏ, ମୋଡ଼ ଖରାପ ରହିଥାଏ,ମୁଣ୍ଡ ବ୍ୟଥା, ଏକାଗ୍ରତାର କମି,ପିଠି ପେନ ଆଉ ଶରୀର ପେନ ହେବା ସହିତ ଆପଣଙ୍କୁ ଦୁ-ର୍ବଳ ବି ମଧ୍ୟ ଲାଗିଥାଏ। ଏହା ବ୍ୟତୀତ ଲେଟ ପର୍ଯ୍ୟନ୍ତ ଶୋଇବା ଦ୍ୱାରା ଆପଣଙ୍କୁ ହାର୍ଟ ପ୍ର-ବ୍ଲେମ ବି ହୋଇପାରେ। ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା ଦ୍ୱାରା ହାର୍ଟ ରୋଗ ହେବାର ସମ୍ଭାବନା ରହିଥାଏ। ସବୁବେଳେ ୯ ଘଣ୍ଟାରୁ କମ ଶୁଅନ୍ତୁ। ଶୋଇବା ସମୟରେ ବାମ ସାଇଟରେ ଶୁଅନ୍ତୁ। ଏଥି ଦ୍ୱାରା ହାର୍ଟ ଫୋନକ୍ସନ ଲୋଡ଼ ପଡେ ନାହିଁ। ଆଉ ବ୍ଲଡ଼ ସାର୍କଲେସନ ଭଲ ହୋଇଥାଏ। ଅଧିକ ଶୋଇବା ଡାଇବେଟିସକୁ ବି ଉତ୍ପନ କରିଥାଏ ସେଥିପାଇଁ ଶରୀରକୁ ଏକ୍ଟିଭ ଏବଂ ଫିଟ ରଖନ୍ତୁ ଯେଉଁ ଦ୍ୱାରା ଆପଣ ସବୁ ବିମା-ରୀରୁ ମଧ୍ୟ ବଞ୍ଚି ରହିବେ। ତ ବନ୍ଧୁଗଣ ହେଲଦୀ ରହିବା ପାଇଁ ଅଧିକ ଶୁଅନ୍ତୁ ନାହିଁ କି କମ ଶୁଅନ୍ତୁ ନାହିଁ। କିନ୍ତୁ ଆଜିକାଲି ବିଜି ଲାଇଫ ଯୋଗୁ ସମସ୍ତଙ୍କ ନିଦ ଯେମିତି ଉଡି ହିଁ ଯାଇଛି। ଆୟୁର୍ବେଦରେ କୁହାଯାଇଛି ଭଲ ନିଦ ପାଇଁ ସମୟରେ ଭୋଜନ କରନ୍ତୁ ଏକ୍ସାସାଇଜ କରନ୍ତୁ। ଶୋଇବାର ୨ ଘଣ୍ଟା ପୂର୍ବରୁ ଭୋଜନ କରନ୍ତୁ। ଭୋଜନରେ ଅଧିକ ତେଲ ମସଲା ଖାଆନ୍ତୁ ନାହିଁ। ତ ବନ୍ଧୁଗଣ ଏହା ଥିଲା ଅଧିକ ଶୋଇବା ଦ୍ୱାରା ଆମ ଶରୀରକୁ କଣ କଣ ସବୁ କ୍ଷ-ତି ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *