Excuse Me Odisha

ଯାହା କହିବୁ ସତ କହିବୁ

କାନ୍ଦିବାର ଦିନ ହେଲା ଶେଷ,ଏହି ରାଶିର ଲୋକେ ହେବେ କୋଟିପତି !

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ୪ଟି ଭାଗ୍ୟଶାଳୀ ରାଶିର ଲୋକମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନଙ୍କ ଉପରେ ଦେବୀ ଲକ୍ଷ୍ମୀ ତାଙ୍କର ବିଶେଷ କୃପା ଦୃଷ୍ଟି ରଖିବେ। ଏହି ରାଶିର ଲୋକମାନଙ୍କୁ ହଠାତ କିଛି ଶୁଭ ଖବର ମିଳିବାର ସମ୍ଭାବନା ରହିଛି । ଦେବୀ ଲକ୍ଷ୍ମୀଙ୍କର କୃପାରୁ ଏମାନଙ୍କ ଉପରେ ଧନର ବର୍ଷା ହେବ। ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିର ଲୋକ ମାନଙ୍କ ବିଷୟରେ।

ଆଜିର ଦିନଟି ଆପଣଙ୍କ ପାଇଁ ଏକ ଉତ୍ତମ ଦିନ ସାବ୍ୟସ୍ତ ହେବ। ବ୍ୟବସାୟରେ ଅଧିକ ଲାଭବାନ ହେବେ ଏବଂ ସବୁ କ୍ଷେତ୍ରରେ ଆପଣ ସଫଳତା ସଫଳତା ହାସଲ କରିବେ। ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। କୌଣସି କାର୍ଯ୍ୟରେ ଅଧିକ ସମୟ ଦେଉଥିବାରୁ ଆପଣ ନିଜକୁ କ୍ଳାନ୍ତ ଅନୁଭବ କରି ପାରନ୍ତି ।ପରିବାରର ବାତାବରଣ ସୁଖମୟ ଏବଂ ଆପଣଙ୍କ ପାଇଁ ଅନୁକୂଳ ରହିବ। ବୈବାହିକ ଜୀବନ ହସଖୁସିରେ ଅତିବାହିତ ହେବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ନିଜକୁ ସୁସ୍ଥ ଅନୁଭବ କରିବେ। ଆପଣ ବ୍ୟବସାୟ ସମ୍ବନ୍ଧୀୟ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଆଜିର ଦିନଟି ଆପଣଙ୍କ ପାଇଁ ସୁଖମୟ ରହିବ।

ଆପଣଙ୍କୁ ବ୍ୟବସାୟ କ୍ଷେତ୍ରରେ ଛୋଟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ, କିନ୍ତୁ ଏହାର ପ୍ରୟାସ ଦ୍ଵାରା କାର୍ଯ୍ୟରେ ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ। ଅନେକ କ୍ଷେତ୍ରରେ ଆପଣଙ୍କୁ ଅଧିକ ଲାଭ ହେବାର ସମ୍ଭାବନା ରହିଛି ।ପରିବାରରେ ସୁଖଶାନ୍ତିର ବାତାବରଣ ଦେଖିବାକୁ ମିଳିବ।ଆପଣଙ୍କୁ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ, ନଚେତ କୌଣସି ବିବାଦରେ ପଡ଼ି ପାରନ୍ତି। ପରିବାରର ସବୁ ସଦସ୍ୟ ଏକାଠି ହୋଇ ପିକନିକରେ ସମୟ ଅତିବାହିତ କରିବେ। କର୍ମ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ଆଶାନୁରୂପ ସହଯୋଗ ପ୍ରାପ୍ତ ହେବ।

ଆପଣ ନିଜର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଆଜିର ଦିନଟି ଆପଣଙ୍କ ପାଇଁ ଏକ ଉତ୍ତମ ଦିନ ସାବ୍ୟସ୍ତ ହେବ।ବ୍ୟବସାୟ କ୍ଷେତ୍ରରେ ଅଧିକ ଲାଭବାନ ହେବେ।ସବୁ କାର୍ଯ୍ୟ ସହଜରେ ସଫଳ ହେବ ।ବ୍ୟବସାୟ ବିସ୍ତାର ପାଇଁ ଆପଣ ନୂଆ ଯୋଜନା ପ୍ରସ୍ତୁତ କରି ପାରିବେ। ଟଙ୍କା କାରବାରରୁ ଦୂରେଇ ରୁହନ୍ତୁ, ନଚେତ ଆପଣ ସମସ୍ୟାରେ ପଡ଼ି ପାରନ୍ତି। ସମ୍ପତ୍ତିର ବିନିଯୋଗ କରିବା ଦ୍ୱାରା ଏହା ଲାଭଦାୟକ ପ୍ରମାଣିତ ହେବ।

ପରିବାରର ବାତାବରଣ ସୁଖମୟ ରହିବ ଏବଂ ପରିବାରର ଲୋକେ ପରସ୍ପର ସହିତ ହସଖୁସିରେ ସମୟ ଅତିବାହିତ କରିବେ। କୋର୍ଟ କଚେରୀ କାର୍ଯ୍ୟରୁ ଆପଣ ଦୂରେଇ ରୁହନ୍ତୁ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ। ଗାଡି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ, ନଚେତ ଦୁର୍ଘଟଣା ଘଟିପାରେ।

ଆମେ ଯେଉଁ ରାଶିର ଲୋକ ମାନଙ୍କ ବିଷୟରେ ଆଲୋଚନା କରୁଥିଲୁ, ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛି – ମିଥୁନ ରାଶି, କନ୍ୟା ରାଶି, ସିଂହ ରାଶି ଏବଂ ମୀନ ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *