Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୪ ଅକ୍ଟୋବର ୨୦୨୧ ଗୁରୁବାର : ନବରାତ୍ରୀର ନବମୀ ଦିନରେ, ଏହି ୫ ରାଶିଙ୍କ ଉପରେ ମାତା ଦୁର୍ଗାଙ୍କ କୃପା ରହିବ

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଗୁରୁବାର ୧୪ ଅକ୍ଟୋବର ରାଶିଫଳ କହିବାକୁ ଯାଉଛୁ। ରାଶିଫଳର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘ-ଟ-ଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୧୪ ଅକ୍ଟୋବର ୨୦୨୧|

ମେଷ ରାଶି:

ଆପଣଙ୍କର ଲୋକପ୍ରିୟତା ଦ୍ୱାରା ଶତ୍ରୁମାନେ ପରାସ୍ତ ହେବେ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। ମାନ ସମ୍ମାନ ଏବଂ ଲାଭର ପରିମାଣ ଶକ୍ତିଶାଳୀ ହେବ। ଗାଡି କିଣିବା ପାଇଁ ସମୟ ଉପଯୁକ୍ତ ଅଟେ। ସମ୍ପତ୍ତି ବିବାଦ ସମାପ୍ତ ହେବ।

ବୃଷ ରାଶି:

ଆପଣଙ୍କର ଆହାର ବ୍ୟବହାରରେ ଏକ ସନ୍ତୁଳନ ବଜାୟ ରଖନ୍ତୁ। ଆର୍ଥିକ ପ୍ରସଙ୍ଗରେ ସାବଧାନ ରୁହନ୍ତୁ। ଉପକୃତ ହେବେ। ପରିବାରରେ ଶାନ୍ତି ରହିବ। ପେଟ ରୋଗରେ ପୀଡିତ ହେବେ। ଦିନଟି ମଧ୍ୟମ ଅଟେ।

ମିଥୁନ ରାଶି:

ସମୟର ଅନୁକୂଳତା ଅନୁଭବ ହେବ। ଦୀର୍ଘ ଦିନ ଧରି ଅଟକି ରହିଥିବା ମାମଲା ଗୁଡ଼ିକରେ ଆଜି ଗତି ହେବ। ବ୍ୟବସାୟରେ ଯୋଗଦାନ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟ ନରମ ରହିବ। ଖର୍ଚ୍ଚ ବୃଦ୍ଧି ପାଇବ। ଭ୍ରମଣ ଯୋଗରୁ ଦୂରେଇ ରୁହନ୍ତୁ।

କର୍କଟ ରାଶି:

ଆଜି ମହିଳା ପକ୍ଷରୁ ଲାଭ ହେବାର ସମ୍ଭାବନା ରହିଛି। ସନ୍ତାନର ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଚିନ୍ତା କରୁଥିବା ଅନୁଯାୟୀ କାମ ଗୁଡିକ ଘଟୁଛି। କ୍ଷତି ଅନୁପାତରେ ଲାଭ କମ ହେବମ ସ୍ୱାସ୍ଥ୍ୟ ଭଲ ରହିବ। କ୍ୟାରିୟର ବଦଳିଯିବ।

ସିଂହ ରାଶି:

ଆଜି କୌଣସି ଏକ ଦୂର ବନ୍ଧୁଙ୍କ ସହିତ ସାକ୍ଷତ ହୋଇପାରେ। ନୂତନ ଚୁକ୍ତିନାମା ଲାଭଦାୟକ ପ୍ରମାଣିତ ହେବ। ଆଜି ଧନଲାଭ ହେବ। ଶତ୍ରୁ ଶ୍ରେଣୀ ସକ୍ରିୟ ରହିବେ। କାର୍ଯ୍ୟର ଅଧିକତା ରହିବ।

କନ୍ୟା ରାଶି:

ସମୟର ଅନୁକୂଳତା ଅନୁଭବ ହେବ। ବ୍ୟବସାୟ ପରିବର୍ତ୍ତନ କରିବାକୁ ତତ୍ପର ହୁଅନ୍ତୁ ନାହିଁ। ଖର୍ଚ୍ଚ ବଦଳରେ ଲାଭ ହେବ। ନିରାଶା କମ ହେବ। ସ୍ୱାସ୍ଥ୍ୟ ଭଲ ହେବାର ସମ୍ଭାବନା ଅଛି।

ତୁଳା ରାଶି:

ଭାବନ୍ତି କିଛି ହୋଇଥାଏ ଆଉ କିଛି। ଜୀବନସାଥୀଙ୍କ ଅସାବଧାନତା ବଡ କ୍ଷତି ଘଟାଇପାରେ। ଯୋଜନା ବିନା ଲାଭ ପାଇଁ ସୁଯୋଗ ହାତରୁ ଚାଲିଯିବ। ଖର୍ଚ୍ଚ ବୃଦ୍ଧି ପାଇବ।

ବିଛା ରାଶି:

ଆପଣଙ୍କର କଠିନ ପରିଶ୍ରମ ଏବଂ କୌଶଳରେ ଯଶ ତଥା ଲାଭର ବୃଦ୍ଧି ହେବ। ଆପଣଙ୍କର ପ୍ରଭାବ ଦ୍ୱାରା ଶତ୍ରୁମାନେ ଶାନ୍ତ ରହିବେ। ପାରିବାରିକ ଶାନ୍ତି, ସୁଖ ଏବଂ ଆରାମ ରହିବ। ବ୍ୟକ୍ତିଗତ ସଂପର୍କରେ ମଧୁରତା ରହିବ।

ଧନୁ ରାଶି:

ଦୀର୍ଘ ସମୟ ଧରି ଚାଲି ଆସୁଥିବା ଚିନ୍ତା ଦୂର ହେବ। ସଫଳତା ଖ୍ୟାତି ବୃଦ୍ଧି କରିବ। ବିଦେଶ ଯିବାର ଯୋଗ ପ୍ରସ୍ତୁତ ହେବ। ଭୟ ବନି ରହିବ। ଆପଣ ସନ୍ତାନର ବ୍ୟବହାରରେ ଅସନ୍ତୁଷ୍ଟ ରହିବେ।

ମକର ରାଶି:

ଚିନ୍ତା କରିବାର କ୍ଷମତା ହ୍ରାସ ପାଇବ। ପିତାମାତାଙ୍କ ସହିତ ସମୟ ଅତିବାହିତ ହେବ। ଲାଭ ପାଇଁ ଶୁଭ ସୁଯୋଗ ମିଳିବ। ବିବାଦରେ ହ୍ରାସ ଘଟିବ। ବିରୋଧୀମାନେ କାର୍ଯ୍ୟକୁ ଖରାପ କରିପାରନ୍ତି।

କୁମ୍ଭ ରାଶି:

ପରିବାରର ବୟସ୍କମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବ। ଆପଣଙ୍କ କର୍ମକ୍ଷେତ୍ରରେ ବିବାଦ ବୃଦ୍ଧି ପାଇବ। ଧର୍ଯ୍ୟର ସହିତ କାମ କରନ୍ତୁ। ଆଜି ନୀରବତା ଲାଭଦାୟକ ହେବ।

ମୀନ ରାଶି:

ସମୟର ଉତ୍ଥାନ ପତନ ଦ୍ୱାରା ଆପଣ ନିରାଶ ହେବେ। ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ ଆଜି ପୁରୁଣା ରୋଗ ହେବାର ସମ୍ଭାବନା ଅଛି। ନିୟମିତ ଦିନଚର୍ଯ୍ୟ ବଜାୟ ରଖିବା ଦ୍ୱାରା ଲାଭ ହେବ। ଧର୍ଯ୍ୟ ଆବଶ୍ୟକ ଅଟେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *