Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ମହିଳା ତକିଆ ତଳେ ଏହି ଗୋଟିଏ ଜିନିଷ ରଖିକି ଶୋଇଥାଏ,ସେ ଘର ଧନ ସମ୍ପତ୍ତିରେ ଭରିଯାଏ

ସେୟାର୍ କରନ୍ତୁ

ବନ୍ଧୁଗଣ ଏକ ସୁଖୀ ଏବଂ ସମୃଦ୍ଧିର ଜୀବନର କାମନା ପ୍ରତ୍ୟକ ବ୍ୟକ୍ତି କରିଥାନ୍ତି। କିନ୍ତୁ କେବେ କେବେ ଆମର ସମୟ ଏମିତି ହୋଇଯାଇଥାଏ କି ସଫଳତା ପ୍ରାପ୍ତ କରିବା ପାଇଁ ବହୁତ ଚେଷ୍ଟା କରିବା ପରେ ବି ଆମ ଜୀବନର ସବୁ କ୍ଷେତ୍ରରେ ବାରମ୍ବାର ଅସଫଳ ହୋଇଯାଇଥାନ୍ତି। ଏବଂ ଦୁଃଖୀ ହୋଇକରି ସବୁ ସୁଖରୁ ବଞ୍ଚିତ ହୋଇଯାଇଥାନ୍ତି। ବନ୍ଧୁଗଣ ଆମର ପ୍ରତ୍ୟକ ସଫଳତା ଏବଂ ଅସଫଳତାର କାରଣ ଆମର କୁଣ୍ଡଳୀରେ ଗ୍ରହର ସ୍ଥିତି ହୋଇଥାଏ। ଯେମିତିକି ଆମେ ସମସ୍ତେ ଜାଣିଛୁ କି ଆମର କୁଣ୍ଡଳୀରେ ଆମର ଜନ୍ମ ସମୟରୁ ହିଁ କୌଣସି ଗୋଟିଏ ଗ୍ରହର ପ୍ରଭାବ ସବୁଠୁ ଅଧିକ ହୋଇଥାଏ। ଯାହା ଅନ୍ୟ ଗ୍ରହ ସହିତ ଭିର୍ତି କରିକି ଆମକୁ କେବେ ଶୁଭ ବା କେବେ ଅଶୁଭ ଫଳ ଦେଇଥାଏ। ଏଥିପାଇଁ ଆମେ ଆମର ଦୈନନ୍ଦିନ ଜୀବନରେ ଯେଉଁ ବି କାର୍ଯ୍ୟ କରିଥାନ୍ତି ତାହା ସବୁ ଗ୍ରହ ମାନଙ୍କର ପ୍ରଭାବରୁ ହିଁ କରିଥାନ୍ତି। ଏଥିପାଇଁ ଆମର ଅସଫଳତାର କାରଣ ବି ଆମର କୁଣ୍ଡଳୀରେ ସ୍ଥିତ ଗ୍ରହ ମାନଙ୍କର ପ୍ରଭାବ ଏବଂ ଗ୍ରହର ସ୍ଥିତି ହିଁ ହୋଇଥାଏ। ବନ୍ଧୁଗଣ କୁହାଯାଏ ଯେଉଁଠି ସମସ୍ୟା ଅଛି ସେଠାରେ ସମାଧାନ ବି ଅଛି। ଆମର ଜ୍ୟୋତିଷ ଶାସ୍ତ୍ରବି ଏହା କହିଥାଏ। ଆମର କୁଣ୍ଡଳୀରେ କୌଣସି ଗ୍ରହର ସ୍ଥିତି ଯଦି ଖରାପ ଥାଏ ତ ଜ୍ୟୋତିଷ ଶାସ୍ତ୍ରରେ ତାହାର କିଛି ସରଳ ଉପାୟ ବି କୁହାଯାଇଅଛି। ଯାହାକୁ ଆପଣେଇକି ଆମେ ସେହି ଗ୍ରହର କୁପ୍ରଭାବକୁ ନିଶ୍ଚିତ ରୂପେ କମ କରିପାରିବା। ଜ୍ୟୋତିଷ ଶାସ୍ତ୍ରରେ କିଛି ଏମିତି ଚମତ୍କାର ଉପାୟ କୁହାଯାଇଛି ଯାହାକୁ ଆପଣେଇକି ଆମେ ରାତାରାତି ଆମର ଭାଗ୍ୟକୁ ଚମକାଇ ପାରିବା। ଆଜି ଆମେ ସେହି ଉପାୟ ଗୁଡିକ ମଧ୍ୟରୁ ଗୋଟିଏ ଉପାୟ ବିଷୟରେ ଜାଣିବା। ଯାହାକୁ ଆପଣେଇକି ଆପଣ ଆପଣଙ୍କର ଭାଗ୍ୟକୁ ଚମକାଇ ପାରିବେ। ଆଜି ଆମେ ଯେଉଁ ଉପାୟ ବିଷୟରେ କଥା ହେଉଛେ ତାହା ଏମିତି ବସ୍ତୁ ସହିତ ସମ୍ବଦ୍ଧିତ ଅଟେ ଯାହାର ପ୍ରୟୋଗ ଆମେ ପ୍ରତିଦିନ କରିଥାଉ। ନିଶ୍ଚିତ ରୂପେ ଆପଣ ବି ଏବେ ପର୍ଯ୍ୟନ୍ତ ସେହି ବସ୍ତୁକୁ ସାମାନ୍ୟ ଭାବୁଥିବେ। କିନ୍ତୁ ସେହି ବସ୍ତୁର ସଦପଯୋଗରୁ ହେବାକୁ ଥିବା ଚମତ୍କାର ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସେହି ବସ୍ତୁ ହେଉଛି ଆପଣଙ୍କର ତକିଆ। ଆଜ୍ଞା ହଁ କେବଳ ସାମାନ୍ୟ ଦେଖାଯାଉଥିବା ତକିଆ ଆପଣଙ୍କର ଭାଗ୍ୟକୁ ଚମକାଇ ପାରିବ। ତକିଆ ଏକ ଏମିତି ବସ୍ତୁ ହୋଇଥାଏ ଯାହାର ତଳେ କିଛି ଏମିତି ବସ୍ତୁ ରଖିକରି ଶୋଇବା ଦ୍ୱାରା ଚମତ୍କାରୀ ଲାଭ ମିଳିଥାଏ। ଯାହା ରାତାରାତି ଆପଣ ଗରିବରୁ ଧନୀ ହୋଇପାରନ୍ତି ଏବଂ ଆମର ଜୀବନରେ ଚାଲୁଥିବା ସବୁ ଧନ ସମ୍ପତ୍ତି ସମସ୍ୟା ସବୁ ପ୍ରକାରର ବିମାରିରୁ ଆମକୁ ମୁକ୍ତି ଦେଇଥାଏ। ତ ଆସନ୍ତୁ ଜାଣିବା ତକିଆ ତଳେ କେଉଁ ଜିନିଷ ରଖିବା ଶୁଭ ହୋଇଥାଏ।

ପ୍ରଥମ। ବନ୍ଧୁଗଣ ତୁଳସୀର ଗଛକୁ ହିନ୍ଦୁ ଧର୍ମରେ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଏବଂ ପବିତ୍ର ମାନାଯାଇଅଛି। ତୁଳସୀ ଆଧ୍ୟାତ୍ମିକ ଧାର୍ମିକ ଏବଂ ବୈଜ୍ଞାନିକ ଗୁଣରେ ଭରପୁର ହୋଇଥାଏ। ତୁଳସୀର ପତ୍ରରୁ ବାହାରୁଥିବା ସକାରାତ୍ମକ ଉର୍ଜା ଆମର ଅନେକ ସଂକଟକୁ ଦୂତ କରିପାରେ। ତୁଳସୀର ପତ୍ରରେବି ଏକ ଚମତ୍କାରୀ ଶକ୍ତି ରହିଥାଏ। ଏଥିପାଇଁ ଏହି ପତ୍ରକୁ ଆପଣ ତକିଆ ତଳେ ରଖିକି ଶୋଇବା ଦ୍ୱାରା ଶାନ୍ତ ଏବଂ ଭଲ ନିଦ ଆସିଥାଏ। ଖରାପ ସ୍ୱପ୍ନ ଆସିନଥାଏ। ଖରାପ ଚିନ୍ତା ଆସିନଥାଏ ଏବଂ କୌଣସି ବି ପ୍ରକାରର ଡର ଲାଗିନଥାଏ। ଏହି ଉପାୟ ଲଗାତାର ୨୧ ଦିନ କରିବା ଦ୍ୱାରା ଆମର ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ବିନା କୌଣସି ବାଧାବିଘ୍ନରେ ସମ୍ପର୍ଣ୍ଣ ହୋଇଯାଇଥାଏ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିଥାଏ ଏବଂ ଆମର ଦୁର୍ଭାଗ୍ୟ ସୌଭାଗ୍ୟରେ ବଦଳିଯାଇଥାଏ।

ଦ୍ୱିତୀୟ। ବନ୍ଧୁଗଣ ଯଦି ଆପଣଙ୍କୁ କିଛି ଏମିତି ଲାଗୁଥାଏ କି ଆପଣଙ୍କର ଭାଗ୍ୟ ଆପଣଙ୍କୁ ଧକା ଦେଉଛି ଏବଂ ଆପଣ ମହତ୍ତ୍ୱପୂର୍ଣ୍ଣ କାମରେ ଅସଫଳ ମନେ କରୁଛନ୍ତି ତ ଏହି ଉପାୟ ଆପଣ ଅବଶ୍ୟ କରିକି ଦେଖନ୍ତୁ। ଆପଣ ପ୍ରତିଦିନ ରାତିରେ ଆପଣଙ୍କର ତକିଆ ତଳେ ମୟୁରପଙ୍ଖ ଅବଶ୍ୟ ରଖନ୍ତୁ ଏବଂ ସକାଳୁ ଉଠି କରି ସବୁଠୁ ପ୍ରଥମେ ସେହି ମୟୁରପଙ୍ଖର ଦର୍ଶନ କରନ୍ତୁ। ଏମିତି କିଛି ଦିନ ପର୍ଯ୍ୟନ୍ତ କରିବା ଦ୍ୱାରା ଆପଣଙ୍କର କୁଣ୍ଡଳୀରେ ଯାହାବି ଦୋଷ ଥିବ ତାହା ସବୁ ଧୀରେ ଧୀରେ କମ ହେବାରେ ଲାଗିବ ଏବଂ ଆପଣଙ୍କର ସମସ୍ତ ବିଗିଡି ଯାଇଥିବା କାମ ବନିବାକୁ ଲାଗିବ।

ତୃତୀୟ। ବନ୍ଧୁଗଣ ଯଦି ଆପଣ କୌଣସି କରଜକୁ ସୁଝିପାରୁନାହାନ୍ତି ଆପଣଙ୍କର ଆର୍ଥିକ ସମସ୍ୟା ଲାଗି ରହୁଥାଏ ଆପଣଙ୍କର ପାଖରେ ପଇସା ରହୁନାହିଁ କିମ୍ବା ଆପଣ ଯେତେ କମଉଛନ୍ତି ତାହା ଆପଣଙ୍କୁ ଅଣ୍ଟୁନାହିଁ। ତ ଆପଣ ଏହି ଉପାୟ କରିକି ଦେଖନ୍ତୁ। ଆପଣଙ୍କର ଆଖପାଖରେ ଯଦି ଆପଣ ଦେଖନ୍ତି ତ ଆପଣଙ୍କୁ ଏମତି ବସ୍ତୁ ଦେଖାଦେବ ଯେଉଁଥିରେ ସକାରାତ୍ମକତା ଭରି ହୋଇରହିଥାଏ। ଯେମିତିକି ଆପଣଙ୍କର ଆରାଧ୍ୟ ଦେବୀ ଦେବତାଙ୍କର ଫୋଟ କୌଣସି ବି ପବିତ୍ର ଧାର୍ମିକ ପୁସ୍ତକ ପୂଜାର ଚାଉଳ କୁମକୁମ,ହଳଦୀ, ଗୁଡ଼ ଆହୁରି ଅନେକ କିଛି ଏହି ସବୁ ବସ୍ତୁ ମଧ୍ୟରୁ ନିରନ୍ତର ସକାରାତ୍ମକ ଉର୍ଜା ବାହାରିଥାଏ। ଆପଣ ଏହି ବସ୍ତୁ ମାନଙ୍କ ମଧ୍ୟରୁ କିଛି ବସ୍ତୁ ଲାଲ କପଡ଼ାରେ ବାନ୍ଧି କରି ଇଶ୍ଵରଙ୍କ ସାମ୍ନାରେ ଅଭିମନ୍ତ୍ରିତ କରି ଆପଣଙ୍କର ତକିଆ ତଳେ ରଖିକି ଶୁଅନ୍ତୁ। କିଛି ଦିନରେ ଆପଣଙ୍କୁ ଆପଣଙ୍କ ସମସ୍ୟାରୁ ମୁକ୍ତି ମିଳିଯିବ ଏବଂ ଆର୍ଥିକ ସ୍ଥିତିବି ମଜବୁତ ହୋଇଯିବ।

ଚତୁର୍ଥ। ବନ୍ଧୁଗଣ ସୁନା ଏବଂ ଚାନ୍ଦି ଦୁଇଟି ଧାତୁର ସମ୍ବଦ୍ଧ ଆମର ଗ୍ରହ ମାନଙ୍କ ସହିତ ରହିଛି। ଏଥିପାଇଁ ତକିଆ ତଳେ ସୁନା ଏବଂ ଚାନ୍ଦିର ପଇସା କିମ୍ବା କୌଣସି ଅନ୍ୟ ବସ୍ତୁ ରଖିକି ଶୋଇବା ଦ୍ୱାରା ଏହାର ଲାଭ ଆମର ଆର୍ଥିକ ଏବଂ ପାରିବାରିକ ଜୀବନରେ ହୋଇଥାଏ। ଏବଂ ବ୍ୟାପାରରେ ଉନ୍ନତି ମଧ୍ୟ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *