Excuse Me Odisha

ଯାହା କହିବୁ ସତ କହିବୁ

ଅକ୍ଟୋବର ମାସରେ ଏହି ୫ଟି ରାଶିର ଲୋକଙ୍କର ଲାଗିବ ଲଟେରୀ,ଦେଖନ୍ତୁ ଏଥିରେ ଆପଣଙ୍କ ରାଶି ଅଛି ନା ନାହିଁ

ସେୟାର୍ କରନ୍ତୁ

ବନ୍ଧୁଗଣ, ଆଗକୁ ଆସୁଛି ପାର୍ବଣର ବଡ଼ ପୂଜା ଦୁର୍ଗା ପୂଜା । ତେବେ ଏହି ପାର୍ବଣରେ କିଛି ରାଶିର ଲୋକଙ୍କ ଜୀବନରେ ହେବାକୁ ଯାଉଛି କିଛି ପରିବର୍ତ୍ତନ । କାରଣ ମନୁଷ୍ୟ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । କେତେବେଳେ ମନୁଷ୍ୟ ଜୀବନ ରେ ଦୁଃଖ ଆସିଥାଏ ତ କେତେବେଳେ ସୁଖ ଆସିଥାଏ । କହିବାକୁ ଗଲେ ଜୀବନରେ ଦୁଃଖ ନଥିଲେ କେବେ ସୁଖର ଅନୁଭବ ହୋଇନଥାଏ । ଏହିସବୁ ପରିବର୍ତ୍ତନ ଗ୍ରହ ମାନଙ୍କର ଚଳନର ଯୋଗୁଁ ହୋଇଥାଏ

କୌଣସି ବ୍ୟକ୍ତିର ଜୀବନରେ ଘଟୁଥିବା ଘଟଣା ପଛରେ ଗ୍ରହ ମାନଙ୍କ ଚଳନ ହିଁ ଦାୟୀ ହୋଇଥାଏ । ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଗ୍ରହର ଚଳନ ଯୋଗୁଁ କିଛି ପରିବର୍ତ୍ତନ ଦେଖା ଦେଇଥାଏ ଏବଂ ସେହି ପରିବର୍ତ୍ତନର ପ୍ରଭାବରେ ହିଁ ବ୍ୟକ୍ତି ଜୀବନରେ ଦୁଃଖ ବା ସୁଖକୁ ଭୋଗ କରିଥାଏ।

ତେବେ ଏହି ଅକ୍ଟୋବର ମାସରେ ରାଶିଚକ୍ରର ଏଭଳି ୫ଟି ରାଶିର ଲୋକେ ରହିଛନ୍ତି, ଯେଉଁ ମାନଙ୍କର ଗ୍ରହ ଚଳନରେ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଏହା ସହିତ ସେମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ମଧ୍ୟ ରହିବ । ମାତାଲକ୍ଷ୍ମୀଙ୍କ କୃପାରେ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ସୁଖ ସମୃଦ୍ଧି ସ୍ଥାପନ ହେବାକୁ ଯାଉଛି ଏବଂ ଏମାନଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହେବାର ଯୋଗ ରହିଛି। ବହୁତ ବର୍ଷ ପରେ ଏହି ରାଶି ଉପରେ ରାଜଯୋଗ ପଡ଼ିବାର ସମ୍ଭାବନା ରହିଛି । ଏହି ରାଶିର ଲୋକ ମାନଙ୍କ ଜୀବନରେ କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି, ଆସନ୍ତୁ ସେହି ବିଷୟରେ ଜାଣିବା।

୧. ବନ୍ଧୁଗଣ ଏହି ଭାଗ୍ୟଶାଳୀ ରାଶି ମାନଙ୍କର ଜୀବନରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିବ। ଦେବୀ ଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ରହିଥିବା ଯୋଗୁଁ ସେମାନଙ୍କ ଉପରେ ଧନର ବର୍ଷା ହେବାକୁ ଯାଉଛି ଏବଂ ସେହି ରାଶିର ଲୋକ ମାନଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।ଏହା ସହିତ ଏମାନେ ନୂଆ କାର୍ଯ୍ୟ ଆରମ୍ଭ କରିବେ ଏବଂ ସେଥିରେ ନିଶ୍ଚିତ ଭାବରେ ସଫଳତା ଅର୍ଜନ କରିବେ।ଯେଉଁ ଲୋକ ମାନେ ଚାକିରୀ କରିଛନ୍ତି, ସେମାନଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।ବ୍ୟବସାୟ କରୁଥିବା ଲୋକ ମାନଙ୍କୁ ବ୍ୟବସାୟ ରେ ବହୁତ ଲାଭ ପ୍ରାପ୍ତ ହେବାକୁ ଯାଉଛି ।

୨. ଏହି ରାଶିର ଲୋକ ମାନଙ୍କ ପାରିବାରିକ ଜୀବନ ସୁଖମୟ ରହିବ ଏବଂ ଏହି ରାଶିର ଲୋକେ ନିଜ ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ ଏବଂ ସେମାନଙ୍କ ଦାମ୍ପତ୍ୟ ଜୀବନ ହସଖୁସିରେ ଅତିବାହିତ ହେବ। ଏହା ସହିତ ଏହି ରାଶିର ଲୋକେ ସମାଜରେ ନିଜର ସାମାଜିକ ପ୍ରତିଷ୍ଠା ସ୍ଥାପନ କରିବେ ଏବଂ ମାନ ସମ୍ମାନ ପ୍ରାପ୍ତ କରିବେ। ଏହି ରାଶିର ଲୋକ ମାନଙ୍କୁ ନିଜ ମାତାପିତାଙ୍କ ଠାରୁ ପୂର୍ଣ ସହଯୋଗ ପ୍ରାପ୍ତି ହେବ।

୩. ଏହି ରାଶିର ଲୋକ ମାନେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନିଶ୍ଚିତ ଭାବରେ ଭାବିଚିନ୍ତି ବିଚାର କରି ନିଷ୍ପତ୍ତି ନିଅନ୍ତୁ । ଅନ୍ୟ କୌଣସି ବ୍ୟକ୍ତିର କଥାରେ ଆଦୋୖ ଫସନ୍ତୁ ନାହିଁ ଓ ସେମାନଙ୍କ କଥାକୁ ଧ୍ୟାନ ଦିଅନ୍ତୁ ନାହିଁ। ଆପଣ ନିଜେ ବୁଦ୍ଧି ବିବେକ ପ୍ରୟୋଗ କରି ନିଜ କାର୍ଯ୍ୟର ଆରମ୍ଭ କରନ୍ତୁ ।

୪. ଏହି ରାଶିର ଲୋକ ମାନଙ୍କ ଜୀବନ ରେ ଅଧିକ ଉପାର୍ଜନ କରିବା ପାଇଁ ବିଭିନ୍ନ ପ୍ରକାରର ସୁଯୋଗ ପ୍ରାପ୍ତ ହେବ ଏବଂ ଏଥିପାଇଁ ଏହି ରାଶିର ଲୋକ ମାନଙ୍କୁ ନିଶ୍ଚିତ ଭାବରେ ନିଜ ବନ୍ଧୁଙ୍କ ତରଫରୁ ପୂର୍ଣ ସହଯୋଗ ପ୍ରାପ୍ତ ହେବ ।

୫. ଏହି ରାଶିର ଲୋକ ମାନଙ୍କ ଜୀବନରେ କୌଣସି ବାଧା ବିଘ୍ନ ସୃଷ୍ଟି ହେବ ନାହିଁ ଏବଂ ଏହି ରାଶିର ଲୋକ ମାନଙ୍କ ଉପରେ ଦେବୀ ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ରହିଥିବା ଯୋଗୁଁ , ଏମାନଙ୍କୁ ପ୍ରଚୁର ଧନ ଲାଭ ହେବାର ସମ୍ଭାବନା ରହିଛି।

୬. ଏହି ରାଶିର ଲୋକ ମାନଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ରହିବ । ଯାହାଫଳରେ ଏମାନେ ଭୂମି, ଗୃହ କ୍ରୟ କରିବାର ସମ୍ଭାବନା ରହିଛି । ଏହା ସହିତ ଆପଣଙ୍କ ଜୀବନରେ ସବୁ ସମସ୍ୟା ଦୂର ହୋଇଯିବ । ଆପଣଙ୍କୁ ଅଚାନକ କୌଣସି ଗୁପ୍ତ ଧନ ଲାଭ ହେବାର ସମ୍ଭାବନା ରହିଛି ।ସଂକ୍ଷିପ୍ତରେ କହିବାକୁ ଗଲେ, ଏହି ରାଶିର ଲୋକ ମାନଙ୍କ ଉପରେ ଧନର ଦେବୀ ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ସର୍ବଦା ରହିବ।

ତେବେ ବନ୍ଧୁଗଣ ରାଶିଚକ୍ରର ସେହି ୫ଟି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛି, ବୃଷ ରାଶି, ଧନୁ ରାଶି, ମେଷ ରାଶି, କର୍କଟ ରାଶି, ସିଂହ ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *