Excuse Me Odisha

ଯାହା କହିବୁ ସତ କହିବୁ

ଆଗାମୀ ମାସର ଆରମ୍ଭରୁ ବଦଳିଯିବ ଏହି ସବୁ ରାଶିର ଲୋକମାନଙ୍କ ଭାଗ୍ୟ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ୱାଗତ ଜଣାଉଛୁ। ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି ଆଗାମୀ ମାସରେ ୭ଟି ରାଶିର ଲୋକ ମାନଙ୍କ ପାଇଁ ଖୁସିର ଦିନ ପାଖେଇ ଆସୁଛି। ଏହାସହିତ ୫ଟି ରାଶିର ଲୋକ ମାନଙ୍କ ପାଇଁ ସତର୍କ ସୂଚନା ମଧ୍ୟ ରହିଛି । ଏମିତିରେ ଆସନ୍ତୁ ପ୍ରଥମେ ଜାଣିବା ସେହି ଭାଗ୍ୟଶାଳୀ ରାଶିର ଲୋକମାନଙ୍କ ବିଷୟରେ।

ତେବେ ଆପଣ ମାନଙ୍କୁ ଆମେ ଏଠାରେ କହି ରଖୁଛୁ ଯେ ବଡ଼ ବଡ଼ ଜ୍ୟୋତିଷଙ୍କ ମତରେ ଏପରି କିଛି ରାଶିର ଲୋକମାନେ ରହିଛନ୍ତି ,ଯେଉଁ ମାନେ ଅଧିକ ଭାଗ୍ୟଶାଳୀ ହେବାକୁ ଯାଉଛନ୍ତି । ଆଗାମୀ ମାସରେ ଏହି ରାଶିର ଲୋକ ମାନଙ୍କର ଗ୍ରହ ଚଳନରେ କିଛି ପରିବର୍ତ୍ତନ ହେବ, ଯାହାଦ୍ଵାରା ଏହି ଗୋଚର ଯୋଗୁଁ କିଛି ରାଶିର ଲୋକମାନଙ୍କର ଭାଗ୍ୟ ସୁଦୃଢ ହେବାରୁ କେହି ମଧ୍ୟ ରୋକି ପାରିବେ ନାହିଁ। ଏହି ରାଶିର ଲୋକ ମାନଙ୍କ ଉପରେ ସର୍ବଦା ଦେବୀ ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ରହିବ ଏବଂ ଏହି ମହାସଂଯୋଗ ୮୭ ବର୍ଷ ମଧ୍ୟରେ ଥରେ ହୋଇଥାଏ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ସୂଚନା ଦେଉଛୁ କି ଆପଣ ମାନଙ୍କର ଏହି ଦିନରେ ସଠିକ ସମୟରେ ଅଧିକ ଧନ ଉପାର୍ଜନ ହେବ। କହିବାକୁ ଗଲେ ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା କେବେବି ସହଜ ହୋଇ ନଥାଏ। କିନ୍ତୁ ଏହି ମାସରେ ଦେବୀ ଲକ୍ଷ୍ମୀ କିଛି ରାଶିର ଲୋକ ମାନଙ୍କ ଉପରେ ପ୍ରସନ୍ନ ହେଉଛନ୍ତି। ସତକଥା କହିବାକୁ ଗଲେ ଯେଉଁ ବ୍ୟକ୍ତି ଦେବୀ ଲକ୍ଷ୍ମୀଙ୍କୁ ସଠିକ ନୀତି ନିୟମ ଅନୁଯାୟୀ ପୂଜାର୍ଚ୍ଚନା କରିଥାଏ, ସେହି ବ୍ୟକ୍ତି ଉପରେ ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। କିନ୍ତୁ ଏହିଦିନରେ କିଛି ରାଶିର ଲୋକ ମାନଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିଥିବା ଯୋଗୁଁ ଏମାନଙ୍କର ସବୁ ଦୁଃଖକଷ୍ଟ ଏବଂ ଆର୍ଥିକ ସମସ୍ୟା ଦୂର ହୋଇଯିବ।

ଆପଣ ମାନେ ଏହି ସମୟରେ ରେ ନିଶ୍ଚିତ ଭାବେ ବ୍ୟବସାୟ କ୍ଷେତ୍ରରେ ଲାଭ ପ୍ରାପ୍ତ କରିବେ।ଆପଣ ନିଜର କର୍ମ କ୍ଷେତ୍ରରେ ଅଧିକ ଉତ୍ସାହିତ ରହିବେ। ଆପଣଙ୍କୁ ବରିଷ୍ଠ ଅଧିକାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।ଏହାସହିତ ଆପଣ ମାନେ ଏହିଦିନରେ କାୈଣସି କାର୍ଯ୍ୟର ଶୁଭାରମ୍ଭ କରି ପାରିବେ । ତେବେ ଆମେ ଆପଣ ମାନଙ୍କୁ ଯେଉଁ ଚାରୋଟି ରାଶିର ଲୋକ ମାନଙ୍କ ବିଷୟରେ କହିବାକୁ ଯାଉଛୁ, ସେହି ରାଶି ଗୁଡ଼ିକ ହେଉଛି – ସିଂହ ରାଶି, କୁମ୍ଭ ରାଶି, କନ୍ୟା ରାଶି, ତୁଳା ରାଶି, ମିଥୁନ ରାଶି, ବିଛା ରାଶି, ବୃଷ ରାଶି । ସେହିପରି ଆପଣ ମାନଙ୍କୁ ଆଉ ପାଞ୍ଚଟି ରାଶିର ଲୋକ ମାନଙ୍କ ବିଷୟରେ କହିବା ପାଇଁ ଚାହିଁବୁ ଯେଉଁ ମାନେ ଏହି ସମୟରେ ନିଜର କ୍ୟାରିୟରକୁ ନେଇ କିଛି ସମସ୍ୟାରେ ରହିପାରନ୍ତି।

ଏହି ରାଶିର ଲୋକମାନେ ଅଚାନକ କିଛି ବଡ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। ତେବେ ଆପଣ ମାନଙ୍କୁ ଜଣେଇବୁ କି ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲଭାବରେ ବିଚାର କରି ନିଅନ୍ତୁ। ତେବେ ଆପଣ ନିଶ୍ଚିତ ରୂପରେ ନିଜର ଜୀବନ ପରିବର୍ତ୍ତନ କରି ପାରିବେ । ଆପଣ ମାନଙ୍କୁ ଯେଉଁ ପାଞ୍ଚଟି ରାଶିର ଲୋକମାନଙ୍କ ବିଷୟରେ କହିବାକୁ ଯାଉଛୁ, ସେହି ରାଶି ଗୁଡ଼ିକ ହେଉଛି ମେଷ ରାଶି , ମକର ରାଶି , ଧନୁ ରାଶି ଏବଂ ମୀନ ରାଶି। ଏହି ସମୟରେ କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଲଭାବରେ ବିଚାର କରି ନିଅନ୍ତୁ।

ଏଭଳି ନିଜ ରାଶି ବିଷୟରେ ପ୍ରତିଦିନ ଜାଣିବା ପାଇଁ ତଳେ ଆମ ପେଜକୁ ଲାଇକ କରିବା ସହିତ ଏହାକୁ ସେୟାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *