Excuse Me Odisha

ଯାହା କହିବୁ ସତ କହିବୁ

ପସନ୍ଦ କରନ୍ତୁ ଗୋଟିଏ ରଙ୍ଗ,ଆଉ ଜାଣନ୍ତୁ ନିଜର ଆଗାମୀ ଭବି-ଷ୍ୟତ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପସନ୍ଦ କରନ୍ତୁ ଗୋଟିଏ ରଙ୍ଗ ଜାଣନ୍ତୁ ନିଜର ଆଗାମୀ ଭବି-ଷ୍ୟତ ବିଷୟରେ।

ବନ୍ଧୁଗଣ ଆଜିର ବିଷୟଟି ରହିଛି ଏହି ୩ ଟି ରଙ୍ଗରୁ ବାଛନ୍ତୁ କୌଣସି ଗୋଟିଏ ରଙ୍ଗ ଆଉ ଜାଣନ୍ତୁ ଆପଣଙ୍କର ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ ବିଷୟରେ। ଯେଉଁ ପ୍ରକାରରେ ଏହି ଦୁନିଆରେ ପ୍ରତ୍ୟକ ବ୍ୟକ୍ତିଙ୍କର ମୁହଁ ଏବଂ ବ୍ୟବହାର ଅଲଗା ଅଲଗା ହୋଇଥାଏ ଠିକ ସେହିପରି ପ୍ରତ୍ୟକ ବ୍ୟକ୍ତିଙ୍କର ପସନ୍ଦ ବି ଅଲଗା ଅଲଗା ପ୍ରକାରର ହୋଇଥାଏ। ଯେପରିକି କୌଣସି ବ୍ୟକ୍ତିକୁ ଶାନ୍ତି ପସନ୍ଦ ହୋଇଥାଏ ତ କୌଣସି ବ୍ୟକ୍ତିକୁ ବହୁତ ଗହଳି ମଧ୍ୟରେ ରହିବାକୁ ଅଧିକ ପସନ୍ଦ ହୋଇଥାଏ। ସେହି ପ୍ରକାରରେ ରଙ୍ଗ ବିଷୟରେ ସମସ୍ତଙ୍କର ପସନ୍ଦ ଅଲଗା ଅଲଗା ପ୍ରକାରର ହୋଇଥାଏ। ଯେପରି କି କାହାକୁ ନାଲି ରଙ୍ଗ ପସନ୍ଦ ହୋଇଥାଏ ତ କାହାକୁ ଧଳା ରଙ୍ଗ ପସନ୍ଦ ହୋଇଥାଏ। ଏହା ସତ ଯେ ରଙ୍ଗର ଅଭାବରୁ ବ୍ୟକ୍ତିଙ୍କ ଜୀବନ ଫିକା ହୋଇଯାଏ। ଆପଣ ଜାଣିକି ଆ-ଶ୍ଚର୍ଯ୍ୟ ହେବେକି ଆପଣ ଏହି ରଙ୍ଗ ଦ୍ୱାରା ଆପଣ କୌଣସି ବ୍ୟକ୍ତିଙ୍କର ବିଷୟରେ ବହୁତ କିଛି ଜାଣିପାରିବେ। ଆଜି ଆମେ ଆପଣଙ୍କୁ ୩ଟି ରଙ୍ଗ ଦେଖାଇବୁ ଏବଂ ଆପଣଙ୍କୁ ଏହି ରଙ୍ଗ ମଧ୍ୟରୁ କୌଣସି ଗୋଟିଏ ରଙ୍ଗ ବାଛିବାର ଅଛି। ତ ରଙ୍ଗର ଆଧାରରେ ଏହି କଥାର ଉତ୍ତର ମିଳିଯିବ କି ଆପଣ ବାସ୍ତବରେ କିପରି ବ୍ୟକ୍ତି ଅଟନ୍ତି। ତ ଆସନ୍ତୁ ଏହି ବିଷୟରେ ଜାଣିବା। ତ ପ୍ରଥମେ ଆପଣ ଗୋଟିଏ ରଙ୍ଗ ବାଛନ୍ତୁ। ଗୋଟିଏ ରଙ୍ଗ ହିଁ ବାଛିବେ। ଆପଣ ରଙ୍ଗ ବାଛିବା ପରେ ଆପଣ ଯେଉଁବି ରଙ୍ଗ ବାଛିଛନ୍ତି ତାହା କଣ କହିଥାଏ ଆପଣଙ୍କ ବିଷୟରେ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ନୀଳ ରଙ୍ଗ। ଯେପରି ଆପଣ ଜାଣିଥିବେ କି ଏହି ରଙ୍ଗଟି ଅଧିକ ସୁନ୍ଦର ଦେଖାଯାଉଛି। ଏଥିପାଇଁ ଯଦି ଆପଣ ଏହି ରଙ୍ଗଟିକୁ ବାଛିଛନ୍ତି ତ ଏହାର ଅର୍ଥ ଏହା ଅଟେ କି ଆପଣ ଏକ ଆଶାବାଦୀ ଏବଂ ସର୍ବଦା ଖୁସିରେ ରହିବା ଭଳି ବ୍ୟକ୍ତି ଅଟନ୍ତି। ଆପଣ ଏକ ସ୍ୱଭାମାନି ବ୍ୟକ୍ତି ଅଟନ୍ତି କିନ୍ତୁ ହୋଇପାରେ କି ଆପଣ କିଛି ସ୍ୱା-ର୍ଥୀ ମଧ୍ୟ ହୋଇପାରନ୍ତି। କାହାର ବି ସାହାର୍ଯ୍ୟ ନେବା ଆପଣଙ୍କୁ ପସନ୍ଦ ଲାଗିନଥାଏ। ଏହା ସହିତ ଆପଣ ଆପଣଙ୍କର ପା-ର୍ଟନ-ରଙ୍କ ପ୍ରତି ସର୍ବଦା ବିଶ୍ୱାସୀ ରହିଥାନ୍ତି। ଆପଣ ସଚୋଟ ଏବଂ ଅଳ୍ପ ଜି-ଦି ସ୍ୱାଭବର ହୋଇଥାନ୍ତି। ଆପଣଙ୍କୁ କେବଳ ନିଜର କାମ ଉପରେ ଧ୍ୟାନ ଦେବା ହିଁ ପସନ୍ଦ ହୋଇଥାଏ। ଅନ୍ୟର କଥାରେ ମୁଣ୍ଡ ଖେଳାଇବାକୁ ପସନ୍ଦ କରନ୍ତି ନାହିଁ। ଆପଣ ନିଜ ପାଖରେ ଥିବା ଧନକୁ କେବେବି ଅଯଥା ଖର୍ଚ୍ଚ କରନ୍ତି ନାହିଁ ଯେଉଁଥିପାଇଁ ଲୋକମାନେ ଆପଣଙ୍କୁ କିଛି ପରିମାଣର ଲୋଭି ପ୍ରକୃତିର ମଧ୍ୟ ଭାବି ପାରନ୍ତି। କିନ୍ତୁ ଆପଣ ହୃଦୟରୁ ଖୁବ ଭଲ ହୋଇଥାନ୍ତି।

ନାଲି ରଙ୍ଗ। ନାଲି ରଙ୍ଗକୁ ପ୍ରାୟତଃ ଭଲପାଇବାର ପ୍ରତୀକ ବୋଲି ବି-ଚାର କରାଯାଇଥାଏ। ତ ଯଦି ଆପଣ ଏହି ରଙ୍ଗକୁ ବାଛିଛନ୍ତି ତେବେ ଏହାର ଅର୍ଥ ଏହା ଅଟେ କି ଆପଣ ମେଳାପୀ ବ୍ୟକ୍ତି ଅଟନ୍ତି, କାହା ସହିତ ବି ଅତି ସହଜରେ ମିଶି ଯାଇଥାନ୍ତି। କିନ୍ତୁ ଆପଣ ଅଳ୍ପ ବୃ-ଦ୍ଧି ପ୍ରକୃତିର ମଧ୍ୟ ହୋଇପାରନ୍ତି। ଆପଣ ଆପଣଙ୍କର ଜୀବନସାଥୀଙ୍କ ଠାରୁ ସର୍ବଦା ସଚୋ-ଟତାର ଆଶା ରଖିଥାନ୍ତି। ମି-ଛ ଆପଣଙ୍କୁ ପସନ୍ଦ ହୋଇନଥାଏ। ଆପଣଙ୍କର ସ୍ଵ-ଭାବ କୋମଳ ହୃଦୟର ହୋଇଥାଏ ଯାହା ଫଳରେ ଟିକେ ଟିକେ କଥାରେ ଆପଣ ଭା-ବୁକ ହୋଇବସନ୍ତି। ପ୍ରାୟତଃ ଏପରି ବ୍ୟକ୍ତି ରୋମାଣ୍ଟିକ ଟାଇପର ହୋଇଥାନ୍ତି। ଏମାନଙ୍କର ମ୍ୟାରେଡ଼ ଲାଇଫ ବହୁତ ଭଲରେ କ-ଟିଥାଏ। ଏମାନେ ପ୍ରାୟତଃ ସୌ-ଖିନ ସ୍ୱଭାବର ହୋଇଥାନ୍ତି। ସର୍ବଦା ଭଲ ଖାଇବା ଏବଂ ଭଲ ପିନ୍ଧିବା ପ୍ରତି ଅଧିକ ଧ୍ୟାନ ରଖିଥାନ୍ତି।

ହଳଦିଆ ରଙ୍ଗ। ଯଦି ଆପଣ ହଳଦିଆ ରଙ୍ଗ ବାଛିଛନ୍ତି ତ ହଳଦିଆ ରଙ୍ଗକୁ ଫ୍ରେଣ୍ଡସିପର ପ୍ରତୀକ ବୋଲି ମାନିଥାନ୍ତି। ଯଦି ଆପଣ ଏହି ରଙ୍ଗକୁ ବାଛିଛନ୍ତି ତ ଏହାର ଅର୍ଥ ଏହା ଅଟେକି ଆପଣ ନିଜେବି ସର୍ବଦା ଖୁସିରେ ରହୁଛନ୍ତି ଏବଂ ଅନ୍ୟକୁ ବି ଖୁସିରେ ରଖିଥାନ୍ତି। ଏହା ବ୍ୟତୀତ ଅନ୍ୟକୁ ଗାଇଡ଼ କରିବାରେ ଏବଂ ତାଙ୍କର ସାହାର୍ଯ୍ୟ କରିବାରେ ଆନନ୍ଦ ଅନୁଭବ କରିଥାନ୍ତି। ଏପରି ହୋଇପାରେ କି କାହାକୁ ସାହାର୍ଯ୍ୟ କରିବା ସମୟରେ ଏହା ଭୁଲି ଯାଆନ୍ତି କି ସେମାନେ ଆପଣଙ୍କର ମିତ୍ର ନାଁ ଶ-ତ୍ରୁ। କୌଣସି ବି ବ୍ୟକ୍ତିକୁ ସାହାର୍ଯ୍ୟ କରିବାରେ ଆପଣ ସର୍ବଦା ଆପଣ ଆଗରେ ହିଁ ରହିଥାନ୍ତି। ଏପରି ବ୍ୟକ୍ତି କାହା ସାଥିରେ ବି ଅତି ସହଜରେ ମିତ୍ରତା କରିପାରନ୍ତି। ପ୍ରାୟତଃ ଏହି ବ୍ୟକ୍ତି ଧାର୍ମିକ ସ୍ୱାଭବର ହୋଇଥାନ୍ତି। କାହା ବିଷୟରେ ବି ଖରାପ ଚିନ୍ତା କରିବା ଏମାନଙ୍କୁ ପସନ୍ଦ ହୋଇନଥାଏ। ଏପରି ବ୍ୟକ୍ତି ସମାଜରେ ଯେଉଁ ପ୍ରକାରରେ ଥାନ୍ତୁ ନାଁ କାହିଁକି ସେ ପ୍ରତ୍ୟକ କ୍ଷେତ୍ରରେ ଉଚ୍ଚ ସ୍ତରରେ ରହି ମାନ ସମ୍ମାନ ପ୍ରାପ୍ତ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *