Excuse Me Odisha

ଯାହା କହିବୁ ସତ କହିବୁ

ଦଶହରାରେ ବଦଳିବ ଏହି ଆଠଟି ରାଶିର ଭାଗ୍ୟ,ମାଆ ଦୁର୍ଗା ନିଜେ ଲେଖିବେ ଏମାନଙ୍କର ଭାଗ୍ୟ

ସେୟାର୍ କରନ୍ତୁ

ଆଉ କିଛି ଦିନ ପରେ ଆସିବାକୁ ଯାଉଛି ପାର୍ବଣୀୟ ପବିତ୍ର ଦୁର୍ଗାପୂଜା।ଏହା ସହିତ ଏହି ସମୟରେ ଗ୍ରହ ଓ ନକ୍ଷତ୍ର ମାନଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି।ଯାହା ଫଳରେ ବର୍ତ୍ତମାନ ସମସ୍ତ ରାଶିର ଲୋକମାନଙ୍କ ଉପରେ ଏହି ପରିବର୍ତ୍ତନର ପ୍ରଭାବ ପଡ଼ିବାକୁ ଯାଉଛି।ତେବେ ସୂଚନା ଅନୁସାରେ ବର୍ତ୍ତମାନ ଆଠଟି ରାଶିର ଲୋକମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି।ଏହା ସହିତ ସେମାନଙ୍କୁ ଜୀବନରେ ଆଗାମୀ ସମୟରେ ଅନେକ ଶୁଭ ଫଳ ମିଳିବାକୁ ଯାଉଛି।

ସେହି ରାଶିର ଲୋକମାନେ ସମସ୍ତ କାର୍ଯ୍ୟରେ ସଫଳ ହେବେ ଓ ପ୍ରଶଂସିତ ହେବେ।ଏହା ସହିତ ସେମାନଙ୍କ ଜୀବନରେ ଆଗାମୀ ଦଶହରା ପର ଠାରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି।ଏହି ସମୟରେ ଆପଣ ନିଜ ଜୀବନରେ ଅନେକ ଶୁଭ ଖବର ପାଇବେ।ବ୍ୟବସାୟରେ ଆପଣ ଅନେକ ଲାଭବାନ ହେବେ। ଏହା ସହିତ ଯଦି ଆପଣଙ୍କର କୌଣସି ଟଙ୍କା ବୁଡି ଯାଇଛି, ତେବେ ଆପଣ ଆଗାମୀ ସମୟରେ ନିଶ୍ଚିତ ଭାବରେ ସେହି ସମସ୍ତ ଟଙ୍କା ଫେରି ପାଇବେ।

ଏହା ସହିତ ଆପଣ ଅନ୍ୟମାନଙ୍କ କଥାରେ ଦଖଲ ଦିଅନ୍ତୁ ନାହିଁ , ନଚେତ ଏହା ଆପଣଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଯିବ।ତେବେ ଏହି ଆଠଟି ରାଶିର ଲୋକମାନେ ଆଗାମୀ ସମୟରେ ମାତା ଦୁର୍ଗାଙ୍କ କୃପାରୁ ଅନେକ ଶୁଭ ଫଳ ପାଇବାକୁ ଯାଉଛନ୍ତି।ଏହା ସହିତ ସେମାନଙ୍କ ଜୀବନରେ ଆଗାମୀ ସମୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ଏହାସହିତ ସେମାନଙ୍କ ଆୟରେ ବୃଦ୍ଧି ହେବ ଏବଂ ବ୍ୟୟ ମଧ୍ୟ ବଢିବାର ଅନେକ ସମ୍ଭାବନା ରହିଛି।

ଏହି ସମସ୍ତ ରାଶିର ଲୋକମାନେ ଅଯଥା ଟଙ୍କା ଖର୍ଚ୍ଚ କରିବାର ଅନେକ ସମ୍ଭାବନା ରହିଛି, ସେହି କାରଣରୁ ସତର୍କ ହୋଇ ଆବଶ୍ୟକତା ଅନୁସାରେ ଟଙ୍କା ଖର୍ଚ୍ଚ କରନ୍ତୁ।ଏହା ସହିତ ଆପଣଙ୍କର ବୈବାହିକ ଜୀବନ ସୁଖମୟ ହେବାକୁ ଯାଉଛି। ଏହି ସମସ୍ତ ରାଶିର ଲୋକମାନେ ଆଗାମୀ ସମୟରେ ଅର୍ଥ ଉପାର୍ଜନ କରିବାର ଅନେକ ଉପାୟ ପାଇବେ।

ଆଗାମୀ ସମୟରେ ଏହି ସମସ୍ତ ରାଶିର ଲୋକମାନେ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ।ଏହା ସହିତ ଏହି ରାଶିର ଲୋକମାନେ ନିଜର ପରିବାର ଲୋକଙ୍କ ତରଫରୁ ପୁରା ସମର୍ଥନ ପାଇବେ। ସେମାନଙ୍କ ପରିବାର ଲୋକେ ସେମାନଙ୍କୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହିତ କରି ପାରନ୍ତି।

ଏହା ସହିତ ଏହି ରାଶିର ଲୋକେ ନିଜର ପରିବାର ପ୍ରତି ଥିବା କର୍ତ୍ତବ୍ୟକୁ ସଠିକ ରୂପରେ ନିର୍ବାହ କରିବେ। ସେମାନେ ନିଜର ଜୀବନସାଥୀଙ୍କ ସହିତ ଅନେକ ଉତ୍ତମ ସମୟ ଅତିବାହିତ କରିବେ। ଏହି ସମସ୍ତ ରାଶିର ଲୋକମାନେ ଆଗାମୀ ସମୟରେ ଅନେକ ଧନ ଲାଭ କରି ଲାଭବାନ ହେବାକୁ ଯାଉଛନ୍ତି।

ବିଦ୍ୟାର୍ଥୀ ମାନେ ପାଠପଢ଼ା ପ୍ରତି ଅଧିକ ଧ୍ୟାନ ଦେବେ।ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡ଼ିକ।ରାଶି ଗୁଡ଼ିକ ହେଉଛି – ଧନୁ ରାଶି,ବୃଷ ରାଶି,କନ୍ୟା ରାଶି,ତୁଳା ରାଶି,ସିଂହ ରାଶି,ମେଷ ରାଶି, ମୀନ ରାଶି,କୁମ୍ଭ ରାଶି।ଏହା ସହିତ ଏହି ସମସ୍ତ ରାଶିର ଲୋକମାନଙ୍କ ଉପରେ ମାତା ଦୁର୍ଗାଙ୍କ ବିଶେଷ କୃପା ଦୃଷ୍ଟି ରହିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *