Excuse Me Odisha

ଯାହା କହିବୁ ସତ କହିବୁ

ବୃଷ, ସିଂହ, ତୁଳା ଓ ମିଥୁନ ରାଶିର ଲୋକମାନେ ହୋଇଯାଆନ୍ତୁ ସାବଧାନ,ଅକ୍ଟୋବର 16 ଦଶହରା ପୁର୍ବରୁ ବିପତ୍ତରେ ପଡିବେ । ଜାଣନ୍ତୁ କେମିତି ପାଇବେ ମୁକ୍ତି !

ସେୟାର୍ କରନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ ହିନ୍ଦୁଧର୍ମରେ ନବରାତ୍ରି ପର୍ବର କେତେ ମହତ୍ୱ ରହିଛି। ଏହି ପର୍ବକୁ ସାରା ଦେଶରେ ବହୁତ ଆଡ଼ମ୍ବରରେ ପାଳନ କରାଯାଏ। ଏଥର ନବରାତ୍ରି ପର୍ବରେ ସମୁଦାୟ ଶହେ ବର୍ଷ ପରେ ଏକ ସଂଯୋଗ ବନିବାକୁ ଯାଉଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ୬ଟି ରାଶିର ଲୋକଙ୍କ ଉପରେ ଦେବୀ ଦୁର୍ଗାଙ୍କର ଅସୀମ କୃପା ଦୃଷ୍ଟି ରହିବ।ଏହାସହିତ ୪ଟି ରାଶି ଉପରେ ମାଡି ଆସିପାରେ ବିପତ୍ତି। ଆସନ୍ତୁ ଜାଣିବା ଏହି ରାଶିର ଲୋକମାନେ ବିପତ୍ତିରୁ କିପରି ମୁକ୍ତି ପାଇବେ।

ବୃଷ, ସିଂହ, ତୁଳା, ମିଥୁନ ରାଶିର ଲୋକେ ରୁହନ୍ତୁ ସାବଧାନ।

ବୃଷ ରାଶି – ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଆପଣଙ୍କର ସାମାଜିକ ପ୍ରତିଷ୍ଠା ଦୁର୍ବଳ ହୋଇପାରେ। ସରକାରୀ କର୍ମଚାରୀ ମାନେ ଉତ୍ତମ କାର୍ଯ୍ୟ କଲେ ମଧ୍ୟ ପଦୋନ୍ନତୀ ଓ ପ୍ରଶଂସା ପାଇବେ ନାହିଁ। ବ୍ୟବସାୟରେ ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ ନାହିଁ। ଆର୍ଥିକ କ୍ଷେତ୍ରରେ ଅସୁବିଧା ଉତ୍ପନ୍ନ ହୋଇପାରେ। କଳା ଓ ସାହିତ୍ୟ କ୍ଷେତ୍ରରେ ଆପଣଙ୍କର ସମସ୍ୟା ସମାଧାନ ହୋଇଯିବ। ପାରିବାରିକ ଜୀବନ ସୁଖଶାନ୍ତି ରହି ନପାରେ। ପ୍ରେମିକ ଓ ପ୍ରେମିକା ମାନଙ୍କର ପ୍ରେମ ମାମଲା ସଫଳ ରହିବ।

ସିଂହ ରାଶି – ଆପଣଙ୍କର ସାମାଜିକ ପ୍ରତିଷ୍ଠା ଏବଂ ମାନସମ୍ମାନ ହ୍ରାସ ହୋଇପାରେ। କାର୍ଯ୍ୟ କ୍ଷେତ୍ରରେ ଧର୍ଯ୍ୟ ସହକାରେ ମୁକାବିଲା କଲେ ସଫଳତା ପ୍ରାପ୍ତ କରି ପାରିବେ। ନିଜ ବନ୍ଧୁବାନ୍ଧବ ବା ଆତ୍ମୀୟ ମାନଙ୍କ ବିରୁଦ୍ଧରେ କିଛି ଭୁଲ କଥା କହି ପାରନ୍ତି। ସ୍ବାର୍ଥ ହାସଲ ନ ହୋଇ ପାରିବା କାରଣରୁ ସେମାନେ ଆପଣଙ୍କର ସମାଲୋଚନା କରି ପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କୌଣସି ଗୁରୁଜନଙ୍କ ପରାମର୍ଶରେ କୌଣସି କାର୍ଯ୍ୟ କଲେ ଆପଣଙ୍କୁ ନିଶ୍ଚିତ ଭାବରେ ସଫଳତା ମିଳିବ। ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟର ଚାପ ବଢିବ।ଧର୍ଯ୍ୟ ନ ହରାଇ ସବୁ କାର୍ଯ୍ୟ କରନ୍ତୁ।

ତୁଳା ରାଶି – ସବୁ ପରିସ୍ଥିତି ଏବଂ ପରିଣାମକୁ ଦେଖି ଆଗକୁ ବଢ଼ିଲେ ଆପଣଙ୍କୁ ନିଶ୍ଚିତ ସଫଳତା ମିଳିବ। କୌଣସି ସୁଯୋଗ ନ ମିଳିବା ଯୋଗୁଁ ଆପଣଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡ଼ିଥାଏ। ବ୍ୟବସାୟ, ପରିବହନ କାର୍ଯ୍ୟ ଅଟକି ଯାଇପାରେ। ଅଫିସ କାର୍ଯ୍ୟରେ ସିନିୟରଙ୍କ ସହଯୋଗ ଦ୍ଵାରା ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ବିବାଦୀୟ ପରିସ୍ଥିତିରେ ଆପଣଙ୍କୁ ନିଜର ବୁଦ୍ଧି ଖଟାଇ ପରିସ୍ଥିତି ସମ୍ଭାଳିବା ଉଚିତ। ଜମି ଦଲାଲ କରୁଥିବା ଲୋକଙ୍କୁ କ୍ଷତି ସହିବାକୁ ପଡ଼ିଥାଏ। ସାହିତ୍ୟ, ସଙ୍ଗୀତ କ୍ଷେତ୍ର ପ୍ରତି ଆପଣଙ୍କର ରୁଚି ବଢିବ।

ମିଥୁନ ରାଶି – ଚାକିରି କ୍ଷେତ୍ରରେ ଆପଣଙ୍କର ପଦୋନ୍ନତୀ ହେବାର ସମ୍ଭାବନା ରହିଛି। ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ରହିଛି। ଆପଣ ନିଜର ଭବିଷ୍ୟତ ଯୋଜନାକୁ ନେଇ ଚିନ୍ତା କରି ପାରନ୍ତି। ଏହି ବର୍ଷ ଆପଣଙ୍କ ଜୀବନରେ ସମସ୍ତ ପ୍ରକାର ସମସ୍ୟା ଲାଗି ରହିବ।

ଏହିସବୁ ବିପତ୍ତିରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ ଆପଣ ଏହି ନବରାତ୍ରିରେ ଅଷ୍ଟମୀ ଦିନ ମା ଦୁର୍ଗାଙ୍କୁ ସ୍ମରଣ କରି ଆମର ପୋଷ୍ଟକୁ ଲାଇକ କରନ୍ତୁ, ଦେଖିବେ ଆପଣଙ୍କର ସମସ୍ୟା ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *