ଯଦି ଆପଣ ନିଜ ସ୍ୱାମୀଙ୍କ ସହ ଏକାଠି ଭୋଜନ କରୁଛନ୍ତି ତାହେଲେ ଭିଡିଓ ଆର୍ଟିକିଲଟି ପଢନ୍ତୁ…ଡ-ରିଯିବେ
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯଦି ଆପଣ ନିଜ ସ୍ୱାମୀଙ୍କ ସହ ଭୋଜନ କରୁଛନ୍ତି ତାହେଲେ ନିଶ୍ଚୟ ପଢ଼ନ୍ତୁ।
ବନ୍ଧୁଗଣ ମହାଭାରତ ଗ୍ରନ୍ଥରେ ମନୁଷ୍ୟକୁ ଭୋଜନ କରିବା ସମୟରେ କିଛି ବହୁତ ଜରୁରୀ ନିୟମ ବିଷୟରେ କୁହାଯାଇଛି। ଯଦି କୌଣସି ମନୁଷ୍ୟ ନୀତି ନିୟ-ମର ପାଳନ କରି ଭୋଜନ କରିବ ତ ସେ ଆରୋଗ୍ୟ ହେବା ସହିତ ସୁଖ ସମୃଦ୍ଧି ବୈଭବର ପ୍ରାପ୍ତି ହୋଇଥାଏ। ଶାସ୍ତ୍ରରେ କୁହାଯାଇଥିବା ଏହି ନି-ୟମ ବୈଜ୍ଞାନିକ ଦୃ-ଷ୍ଟିକୋଣରୁ ମଧ୍ୟ ପଡିବ। ଏହିପ୍ରକାରର ଭୋଜନ କରିବା ଦ୍ୱାରା ମନୁଷ୍ୟ ସବୁ ଦେବୀ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ କରିଥାଏ। ଆପଣ ମାନେ ବି ଭୋଜନ କରିବା ସମୟରେ ଏହି ନୀତି ନି-ୟମକୁ ଅବଶ୍ୟ ପାଳନ କରନ୍ତୁ। ତେବେ ଆସନ୍ତୁ ଜାଣିବା ସେହି ନୀତି ନି-ୟମ ବିଷୟରେ।
ପ୍ରଥମ କଥା। ଭୋଜନ କରିବା ଆଗରୁ ପାଦ ହାତ ମୁଖକୁ ଭଲ ଭାବରେ ଧୋଇକି ଭୋଜନ କରିବା ଉଚିତ। ଭୋଜନ ଆଗରୁ ଅନ୍ନ ଦେବତା ଏବଂ ଅନ୍ନପୂର୍ଣ୍ଣା ମାଙ୍କ ସ୍ତୁତି ବୋଲି ତାଙ୍କୁ ଧନ୍ୟବାଦ ଦେଇ ସବୁ ଭୋକିଲା ପ୍ରାଣୀଙ୍କୁ ଭୋଜନ ପ୍ରାପ୍ତ ହେଉ ବୋଲି ଈଶ୍ୱରଙ୍କୁ ପ୍ରାର୍ଥନା କରି ଭୋଜନ ଆରମ୍ଭ କରିବା ଉଚିତ। ଭୋଜନ ବନାଉଥିବା ମହିଳାଙ୍କୁ ସ୍ନାନ କରି ଶୁଦ୍ଧ ମନରେ ମ-ନ୍ତ୍ର ଜପ କରି ରୋଷେଇ ଘରେ ଭୋଜନ ତିଆରି କରିବା ଉଚିତ। ସର୍ବପ୍ରଥମେ ୩ ଟି ରୁଟି ଗୋଟିଏ ଗାଈ ପାଇଁ ଗୋଟିଏ କୁକୁର ପାଇଁ ଆଉ ଗୋଟିଏ କାଉ ପାଇଁ ଅଲଗା ତିଆରି କରିସାରି ଅ-ଗ୍ନି ଦେବଙ୍କୁ ଭୋଗ ଲଗାଇ ସାରି ଘର ଲୋକଙ୍କୁ ଖାଇବାକୁ ଦେବା ଉଚିତ। ଭୋଜନ ରୋଷେଇ ଘରେ ବସି ସମସ୍ତଙ୍କ ସହ କରନ୍ତୁ। ଚେଷ୍ଟା କରନ୍ତୁ ପରିବାରର ସବୁ ସଦସ୍ୟଙ୍କ ସହିତ ମିଶି ବସିକି ଭୋଜନ କରିବା ପାଇଁ। ନି-ୟମ ଅନୁସାରେ ଅଲଗା ଅଲଗା ଭୋଜନ କରିବା ଦ୍ୱାରା ପରିବାରର ସଦସ୍ୟଙ୍କ ଭିତରେ ପ୍ରେମ ଏକତା ରହେନାହିଁ।
ଦ୍ୱିତୀୟ କଥା। ଭୋଜନ ସମୟ ସକାଳ ଏବଂ ସନ୍ଧ୍ୟା ସମୟ ଅଟେ। କାରଣ ପାଚନକ୍ରିୟାର ଜ-ଟିଳ ଅ-ଗ୍ନି ସୁର୍ଯ୍ୟ ଦେବଙ୍କ ଉଦୟର ୨ ଘଣ୍ଟା ପରେ ଏବଂ ସୁର୍ଯ୍ୟ ଅସ୍ତ ହେବାର ଅଧଘଣ୍ଟା ଆଗରୁ ରହିଥାଏ। ଯେଉଁ ବ୍ୟକ୍ତି ଗୋଟିଏ ଥର ଭୋଜନ କରିଥାଏ ସେ ଯୋଗୀ ଏବଂ ଯେଉଁ ବ୍ୟକ୍ତି ଦିନରେ ଦୁଇ ଥର ଭୋଜନ କରିଥାଏ ତାକୁ ଭୋଗି ବୋଲି କୁହାଯାଏ।
ତୃତୀୟ କଥା। ଭୋଜନ କରିବାର ଦିଗ। ଭୋଜନ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖ କରି କରିବା ଉଚିତ। ଦକ୍ଷିଣ ଦିଗକୁ ମୁଖ କରି ଭୋଜନ କରିବା ଦ୍ୱାରା ଏହା ପ୍ରେତ ପ୍ରାପ୍ତ କରିଥାଏ। ପଶ୍ଚିମ ଦିଗକୁ ମୁଖ କରି ଭୋଜନ କରିବା ଦ୍ୱାରା ରୋଗ ସୃଷ୍ଟି ହୋଇଥାଏ।
ଚତୁର୍ଥ କଥା। ଏହିପରି ଅବସ୍ଥାରେ ଭୋଜନ କରନ୍ତୁ ନାହିଁ। ଖଟ ଉପରେ ବସି ଅର୍ଥାତ ଶଯ୍ୟା ଉପରେ ବସି କିମ୍ବା ହାତରେ ଧରି କିମ୍ବା ଭା-ଙ୍ଗି ଯାଇଥିବା ବାସନରେ ଭୋଜନ ନକରିବା ଉଚିତ। କ-ଳହ ଏବଂ ଦୁଃ-ଖ ଜାଗାରେ ମଧ୍ୟ ଭୋଜନ କରିବା ଅନୁଚିତ ମାନାଯାଏ। ବର ଗଛ ଏବଂ ଅଶ୍ୱତ୍ଥ ଗଛ ମୂଳରେ ବସି ଭୋଜନ କରିବା ଉଚିତ ନୁହେଁ। ପରସା ଯାଇଥିବା ଭୋଜନର ନି-ନ୍ଦା କେବେବି କରନ୍ତୁ ନାହିଁ। ଠିଆ ହୋଇ ଭୋଜନ କରିବା ବି ଅନୁଚିତ। ଜୋତା ପିନ୍ଧିକି ଭୋଜନ କରିବା ମଧ୍ୟ ଅନୁଚିତ ଅଟେ।
ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ଭୋଜନ କେମିତି କରିବା ଦରକାର।
ବହୁତ ରା-ଗ କିମ୍ବା ବହୁତ ମିଠା ଭୋଜନ କରିବା ଉଚିତ ନୁହେଁ। କାହା ଦ୍ୱାରା ଛଡା ଯାଇଥିବା ଭୋଜନ ବି କରିବା ଉଚିତ ନୁହେଁ। ଅଧା ଖାଇଥିବା ଫଳ ମିଠା ଖାଇବା ଉଚିତ ନୁହେଁ। ଖାଦ୍ୟ ଛାଡିକି ଉଠିବା ପରେ ଦ୍ଵିତୀୟରେ ଭୋଜନ କରିବା ଉଚିତ ନୁହେଁ। ଯେକୌଣସି ବି ଲୋକ ପାଟି କରି ଖାଇବାକୁ ଦେଉଥିଲେ ସେଠାକୁ ଯାଇ କେବେବି ଭୋଜନ କରନ୍ତୁ ନାହିଁ। ପଶୁ କିମ୍ବା କୁକୁର ଛୁଇଁ ଥିବା ଭୋଜନକୁ କେବେବି ଗ୍ରହଣ କରନ୍ତୁ ନାହିଁ। ରଜଶଳା ସ୍ତ୍ରୀ ଦ୍ୱାରା ପରସା ଯାଇଥିବା ଭୋଜନ ମଧ୍ୟ କରନ୍ତୁ ନାହିଁ। ଶ୍ରାଦ୍ଧ ଘରେ ବଳ-କା ରହିଥିବା ବାସୀ ଖାଦ୍ୟ ଭୋଜନ କରିବା ଅନୁଚିତ। ବାଳ ପଡିଥିବା ଖାଦ୍ୟରେ ମଧ୍ୟ ଭୋଜନ କରନ୍ତୁ ନାହିଁ। ଅନାଦର ଯୁକ୍ତ ପରସା ଯାଇଥିବା ଭୋଜନ କେବେ ମଧ୍ୟ କରନ୍ତୁ ନାହିଁ। କଞ୍ଜୁସ ଦ୍ୱାରା କିମ୍ବା ବେ-ଶ୍ୟା ଧ-ନ୍ଦା କରୁଥିବା ବ୍ୟକ୍ତି ଘରେ କେବେବି ଭୋଜନ କରନ୍ତୁ ନାହିଁ।
ଷଷ୍ଠ କଥା। ଭୋଜନ କରିବା ସମୟରେ ମୌନ ରୁହନ୍ତୁ। ରାତ୍ରି ସମୟରେ ପେଟ ଭରା ଖାଦ୍ୟ ଖାନ୍ତୁ ନାହିଁ। ଭୋଜନ କରିବା ସମୟରେ ବୋଲିବା ଆବଶ୍ୟକ କିନ୍ତୁ ସକା-ରାତ୍ମକ କଥା କୁହନ୍ତୁ। ଭୋଜନ କରିବା ସମୟରେ କୌଣସି ପ୍ରକାରର ସମସ୍ୟା ବିଷୟରେ ଚର୍ଚ୍ଚା କରନ୍ତୁ ନାହିଁ। ଭୋଜନକୁ ଚୋବେଇକି ଖାଆନ୍ତୁ। ସର୍ବପ୍ରଥମେ ମିଠା ଘରେ ନମକିନ ଏବଂ ଅନ୍ତରେ କଡ଼ବା ଖାଆନ୍ତୁ। କମ ଭୋଜନ କରୁଥିବା ଲୋକଙ୍କୁ ଆରୋଗ୍ୟ ଆୟୁ ବଳ ସୁଖ ସୁନ୍ଦର ସନ୍ତାନ ସୌ-ନ୍ଦର୍ଯ୍ୟ ପ୍ରାପ୍ତ ହୋଇଥାଏ।
ସପ୍ତମ କଥା। ଭୋଜନ ପରେ କଣ କରିବା ଅନୁଚିତ। ଭୋଜନ ପରେ ତୁରନ୍ତ ପାଣି କିମ୍ବା ଚା ପିଇବା ଅନୁଚିତ। ଭୋଜନ ପରେ ଦୌଡ଼ିବା ବସିବା କିମ୍ବା ଭାବିବା ପ୍ରକାରର କାର୍ଯ୍ୟ କରନ୍ତୁ ନାହିଁ। ଭୋଜନ ପରେ କଣ କରିବେ। ଦିନରେ ଭୋଜନ କରିବା ପରେ ଚାଲିବା ଉଚିତ। ରାତ୍ରିରେ ବସିବା ଦ୍ୱାରା ଭୋଜନର ପାଚନ କ୍ରିୟା ଭଲ ହୋଇଥାଏ। ଭୋଜନର ୧ ଘଣ୍ଟା ପରେ କ୍ଷୀର ଫଳ ଖାଇବା ଦ୍ୱାରା ପାଚନ କ୍ରିୟା ଭଲ ଭାବରେ ହୋଇଥାଏ।
ଭୀଷ୍ମ ପିତାମହ ଅର୍ଜୁନଙ୍କୁ ଦେଇଥିବା ମହତ୍ୱପୂର୍ଣ୍ଣ ସନ୍ଦେଶରେ କୁହାଯାଇଥିଲା କି ଯେଉଁ ଥାଳିକୁ କାହାର ଯଦି ପାଦ ବାଜିଯାଏ ତ ସେହି ଥାଳିକୁ ତ୍ୟା-ଗ କରିବା ଉଚିତ। ଏହିପରି ଥାଳି ବି-ଷ ସମାନ ହୋଇଥାଏ। ଭୀଷ୍ମ ପିତାମହ କୁହନ୍ତି କି ବାଳ ବାହାରିବା ଥାଳିକୁ ଛାଡି ଦେବା ଉଚିତ। ବାଳ ବାହାରିବା ପରେ ମଧ୍ୟ ଭୋଜନ କଲେ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡେ। ଭୋଜନ କରିଥିବା ଥାଳିକୁ ଯଦି କେହି ଡେଇଁକିଯାଏ ତ ତାକୁ ମଧ୍ୟ ଛାଡ଼ିଦେବା ଉଚିତ। ଭୀଷ୍ମ ପିତାମହ ଅର୍ଜୁନଙ୍କୁ କହିଥିଲେ କି ଗୋଟିଏ ଥାଳିରେ ଯଦି ଭାଇ ଭାଇ ଭୋଜନ କରନ୍ତି ତାହା ଅମୃତ ସମାନ ହୋଇଯାଏ। ଏହିପରି ଭୋଜନରେ ଧନ ସ୍ୱାସ୍ଥ୍ୟ ଲକ୍ଷ୍ମୀ ପ୍ରାପ୍ତି ହୋଇଥାଏ। ଭୀଷ୍ମ ପିତାମହଙ୍କ ଅନୁସାରେ ପତି ପତ୍ନୀଙ୍କୁ ଗୋଟିଏ ଥାଳିରେ ଭୋଜନ କରିବା ନି-ଷେଧ ଅଟେ। ଭୀଷ୍ମ ପିତାମହଙ୍କ ଅନୁସାରେ ଗୋଟିଏ ଥାଳିରେ ପତି ପତ୍ନୀ ଭୋଜନ କରନ୍ତି ତ ଏହା ମା-ଦକ ପଦାର୍ଥରେ ଭରିଯାଏ। ପତ୍ନୀକୁ ପତି ଭୋଜନ କରିବା ପରେ ହିଁ ଭୋଜନ କରିବା ଉଚିତ। ଏହିପରି ଘରେ ସୁଖ ସମୃଦ୍ଧି ବନିରହିଥାଏ।