Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁଠାରେ ଏହି ଫଳ ଦେଖୁଛନ୍ତି ତୁରନ୍ତ ତାକୁ ତୋଳି ଆଣନ୍ତୁ,ଦେଖିବେ ସାତ ଜନ୍ମ ପର୍ଯ୍ୟନ୍ତ ସରିବନି ଧନ ଆଉ ଆପଣଙ୍କ ଇସାରାରେ ନାଚିବ ଦୁନିଆ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଇଛା ପୂର୍ତ୍ତି ଫଳ ଯେଉଁଠି ଦେଖିବେ ତୋଳି ଆଣିବେ। ସାରା ଦୁନିଆ ଆପଣଙ୍କ ଇଶାରାରେ ନାଚିବ।

ପ୍ରତ୍ୟକ ବ୍ୟକ୍ତି ଏହା ଚାହିଁଥାଏ କି ତାର ଯେତେବି ଧନ ସମସ୍ୟା ରହିଛି କରଜ ରହିଛି ତାହା ଶୀଘ୍ର ହିଁ ସମାପ୍ତ ହୋଇଯାଉ ଏବଂ ଏଥିପାଇଁ ସେ କଠିନ ପରିଶ୍ରମ ବି କରିଥାଏ କିନ୍ତୁ କେତେଥର ଭାଗ୍ୟର ସାହାର୍ଯ୍ୟ ନଥିବାରୁ କିଛି ବି ସମ୍ଭବ ହୋଇପାରି ନଥାଏ। ହେଲେ ବନ୍ଧୁଗଣ ଆପଣଙ୍କୁ ଜଣେଇ ଦେଉଛୁ କି ଏହାର ବହୁତ ସାରା କାରଣ ହୋଇପାରେ। ଯେମିତିକି ଗୃହ ଦୋଷ ପିତୃ ଦୋଷ ଗ୍ରହ ଆଦି ହୋଇପାରିଥାଏ କିନ୍ତୁ ଶାସ୍ତ୍ରରେ କିଛି ଏମିତି ଖାସ ଜିନିଷ କୁହାଯାଇଛି ଯାହାକୁ ପ୍ରାପ୍ତ କଲେ ଯାହାକୁ ପାଖରେ ରଖିଲେ ତାହା ଆପଣଙ୍କ ଲକୀ ଚାନ୍ସ ଭଳି କାମ କରିଥାଏ। ଅର୍ଥାତ ଏହା ଦ୍ୱାରା ଭାଗ୍ୟ ବହୁତ ଜଲଦି ବଦଳି ଯାଏ। ଏମିତି କିଛି ଜିନିଷ ଥାଏ ଯେଉଁଥିରେ କି ତାର ନିଜର ପ୍ରାକୃତିକ ଶକ୍ତି ଥାଏ ଏବଂ ଯଦି ସେହି ପ୍ରାକୃତିକ ଶକ୍ତିକୁ ଆପଣ ପ୍ରାପ୍ତ କରି ନିଅନ୍ତି ତେବେ ଜୀବନରେ ଜୀବନ ବଦଳିବାରେ ବିଲକୁଲ ବି ଡେରି ଲାଗିନଥାଏ। ଆଜିର ଏହି ପୋଷ୍ଟରେ କିଛି ଖାସ ଜିନିଷ ବିଷୟରେ ଜଣେଇବୁ।

ଡିମ୍ବିରି ଗଛ ଯେଉଁ ଥାଏ ତାହାକୁ ଭଗବାନ ନରସିଂହଙ୍କ ବରଦାନ ପ୍ରାପ୍ତ ଅଛି। କାରଣ ଯେଉଁ ସମୟରେ ପ୍ରହ୍ଲାଦକୁ ବଞ୍ଚାଇବା ପାଇଁ ଭଗବାନ ବିଷ୍ଣୁ ନରସିଂହ ଅବତାର ନେଇଥିଲେ ଏବଂ ହୀରଣ୍ୟକଶ୍ୟପର ବଧ କରିଥିଲେ ତାପରେ ଭଗବାନ ନରସିଂହଙ୍କ ନଖକୁ କୁଣ୍ଡେଇ ହେବାକୁ ଲାଗିଥିଲା ନଖର କୁଣ୍ଡେଇ ହେବାକୁ ଶାନ୍ତ କରିବା ପାଇଁ ଭଗବାନ ନରସିଂହ ନିଜ ନଖକୁ ଡିମ୍ବିରି ଗଛରେ ଖୋପି ଦେଲେ ଏବଂ ତାଙ୍କର ପୀଡା ଶାନ୍ତ ହୋଇଗଲା। କିନ୍ତୁ ଡିମ୍ବିରି ଗଛକୁ ପୀଡା ହେଉଥିଲା। ଡିମ୍ବିରି ଗଛ ଭଗବାନଙ୍କୁ କହିଲା କି ଆପଣ ତ ନିଜ ପୀଡା ଶାନ୍ତ କରିଦେଲେ ଦୟା କରି ମତେ କିଛି ବରଦାନ ଦିଅନ୍ତୁ ଏଥିରେ ଭଗବାନ ନରସିଂହ ବୃକ୍ଷକୁ ବରଦାନ ଦେଲେ କି ମୁଁ ସ୍ୱୟଂ ମା ଲକ୍ଷ୍ମୀଙ୍କ ସହ ତ ଗଛରେ ବିରାଜମାନ ରହିବି। ତେଣୁ ଡିମ୍ବିରି ଗଛ ଧନ ସମ୍ବଦ୍ଧିୟ ସମସ୍ୟା ଦୂର କରିବା ପାଇଁ କି ଏକ ରାମବାଣ ଅଟେ। ତେବେ ଆଜି ଏକ ପ୍ରୟୋଗ ବିଷୟରେ ଜାଣିବା ଯାହା ଦ୍ୱାରା କି ଧନ ସମ୍ବଦ୍ଧିୟ ସମସ୍ୟା କରଜ ଚାକିରୀ ସମ୍ବଦ୍ଧିୟ ସମସ୍ୟାବି ଦୂର ହେବ। କୌଣସି ଗୁରୁବାର ଦିନ ଡିମ୍ବିରି ଗଛର ଚେରକୁ ଆପଣ ଆଣିବେ ଏବଂ ଏହାକୁ ଧୋଇକି ଭଲ ଭାବରେ ହଲଦୀରେ ବଳିକି ହଳଦିଆ କପଡ଼ାରେ ବାନ୍ଧି ଦେଇ ଭଗବାନ ବିଷ୍ଣୁଙ୍କର ପାଦ ତଳେ ରଖିଦେବେ ଏବଂ ଓଁ ନମଃ ଭଗବତେ ବାସୁଦେବାୟ ନମଃ ଜପ କରିବେ। ପ୍ରତିଦିନ ୧୧ ମାଳା ୧୫ ଦିନ ପର୍ଯ୍ୟନ୍ତ କରିବେ। ଏହାପରେ ଏହି ଚେରକୁ ଏପରି ସ୍ଥାନରେ ରଖିବେ ଯେଉଁଠାରେ କି ଧନ ରଖୁଥିବେ। ଏପରି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ ସହ ଭଗବାନ ନରସିଂହ ବାସ କରିଥାନ୍ତି। ଏହା ସହିତ ଧନ ସମ୍ବଦ୍ଧିୟ ସମସ୍ୟା ଦୂର ହେବା ସହ ଶତ୍ରୁ ବାଧା ବି ଦୂର ହୋଇଥାଏ। ଏହି ଚେରକୁ ଆଣିବାର ଗୋଟେ ଦିନ ପୂର୍ବରୁ ଆପଣ ନିମନ୍ତ୍ରଣ ନିଶ୍ଚୟ କରିବେ। ତେବେ ଏହି ଉପାୟ ନିଶ୍ଚୟ କରିନେବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *