Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ପୁରୁଷ,ମହିଳାଙ୍କ ଏହି ଗୋଟିଏ ଜିନିଷ ଦେଖିଥାନ୍ତି ତାଙ୍କର ମୃତ୍ୟୁ ଶୀଘ୍ର ହୋଇଥାଏ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳାଙ୍କ ଏହି ଗୋଟିଏ ଜିନିଷ ଦେଖିଲେ ପୁରୁଷଙ୍କ ମୃତ୍ୟୁ ଜଲଦି ହୋଇଥାଏ। ଆପଣ ଭୁଲରେ ବି ଦେଖନ୍ତୁ ନାହିଁ।

ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ଵାରା ରଚାଯାଇଥିବା ଏକ ନୀତି ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସୁଖମୟ ଓ ସଫଳତା ବନେଇବା ପାଇଁ ଅନେକ ପ୍ରକାରର କଥା ଲେଖାଯାଇଅଛି। ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜର ଜୀବନର ପ୍ରତ୍ୟକ ବ୍ୟକ୍ତିକୁ ପ୍ରାଥମିକ ଶିକ୍ଷା ଦିଆଯାଇଅଛି । ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଯିଏ ନିଜର ନୀତି ନିୟମ ବଳରେ ଚନ୍ଦ୍ରଗୁପ୍ତ ମର୍ଯ୍ୟଙ୍କୁ ରାଜାର ଆସନରେ ବସେଇ ଦେଇଥିଲେ। ଆସନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ବିଶେଷ ମହତ୍ୱପୂର୍ଣ୍ଣ ନୀତି। ଯାହା ଆପଣଙ୍କୁ ଜୀବନରେ କୌଣସି ନାଁ କୌଣସି ପରିସ୍ଥିତିରେ କାମରେ ନିଶ୍ଚୟ ଆସିବ। ବନ୍ଧୁଗଣ ଯଦି ଆପଣ ମହିଳା ମାନଙ୍କ କୁ ପ୍ରଭାବରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ମହିଳାଙ୍କ ଏହି ଗୋଟିଏ ଜିନିଷ ଦେଖନ୍ତୁ ନାହିଁ। ନହେଲେ ହୋଇଯିବ ଆପଣଙ୍କ ମୃତ୍ୟୁ

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କୁ ଭାରତର ଇତିହାସରେ ଏକ ପ୍ରମୁଖ ଏବଂ ମହାନ ଜ୍ଞାନୀ ବିଦ୍ୱାନ ମାନାଯାଇଛି। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିର ମୂଲ୍ୟ ଜୀବନରେ ବହୁତ କାମରେ ଆସିଥାଏ। ଇତିହାସ ବର୍ତ୍ତମାନ ସମୟରେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ବହୁତ ଆଦରର ଦୃଷ୍ଟିରେ ଦେଖାଯାଏ। ଆଚାର୍ଯ୍ୟ ଚାଣକ୍ୟ ରାଜନୈତିକ ସହିତ ଜୀବନ ସହିତ ଜଡିତ ସୁଖ ଦୁଃଖକି ନେଇ ଅନେକ କଥା କହିଛନ୍ତି ଯାହାକୁ ପାଳନ କରିଲେ ସଫଳତା ନିଶ୍ଚିତ ମିଳିଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେଉଁ ପୁରୁଷ ମହିଳା ମାନଙ୍କ ଏହି ଜିନିଷ ଦେଖି ଦିଅନ୍ତି ତାହେଲେ ତାଙ୍କର ମୃତ୍ୟୁ କେବେବି ହୋଇପାରେ। ଶାସ୍ତ୍ରରେ ଏମିତି ଲୋକଙ୍କୁ ମହାପାପି ମାନାଯାଏ। ଏମିତିରେ ଆମେ ଆପଣଙ୍କୁ କହିବୁକି ମହିଳାଙ୍କ କେଉଁ ଜିନିଷ ପୁରୁଷମାନେ ଦେଖିବା ଦ୍ୱାରା ତୁରନ୍ତ ମହାପାପର ଭାଗିଦାର ହୋଇଯାନ୍ତି। ଏବେ ଆସନ୍ତୁ ଜାଣିବା।

ପ୍ରଥମ କଥା। ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷ କୌଣସି ମାକୁ ନିଜ ଛୁଆର ସ୍ତନପାନ କରିବାର ଦେଖିଦିଏ ଆଉ ନିଜ ମନରେ ଖରାପ କଥା ଚିନ୍ତା କରେ ତେବେ ତାଙ୍କୁ ମହାପାପୀ ମାନାଯାଏ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ମହିଳାଙ୍କ ପ୍ରତି ଖରାପ ଚିନ୍ତାଧାରା ଖରାପ ବ୍ୟବହାର ଖରାପ ନଜର ରଖୁଥିବା ବ୍ୟକ୍ତି କେବେ ନାଁ କେବେ ସ୍ୱୟଂ ନିଜ ମୃତ୍ୟୁର କାରଣ ହୋଇଥାଏ। ଶାସ୍ତ୍ରରେ ଏମିତି ଲୋକଙ୍କୁ ଦଣ୍ଡ ଦେବା ପାଇଁ ଅଲଗା ଅଲଗା କଥା ଲେଖାଯାଇଛି।

ଦ୍ୱିତୀୟ କଥା। ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ମହିଳାମାନେ ଗାଧୋଉଥିବା ବେଳେ ଦେଖିବା ଉଚିତ ନୁହେଁ। ଏମିତି କରିବା ଘୋର ପାପ ମାନାଯାଇଥାଏ। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଲୁଚି ଲୁଚି କୌଣସି ମହିଳାଙ୍କୁ ଗାଧୋଇବା ସମୟରେ ଦେଖିବା ସବୁଠାରୁ ବଡ଼ ପାପ ମାନାଯାଏ। ଏଥିପାଇଁ ଆପଣ ଏମିତି ଭୁଲ ବିଲକୁଲ କରନ୍ତୁ ନାହିଁ। ଅନ୍ୟଥା ଆପଣଙ୍କ ମୃତ୍ୟୁର କାରଣ ଆପଣ ନିଜେ ହେବେ।

ତୃତୀୟ କଥା। ପର ସ୍ତ୍ରୀଙ୍କ ଉପରେ ଖରାପ ନଜର ରଖୁଥିବା ବ୍ୟକ୍ତି। ଯଦି କୌଣସି ପୁରୁଷ ନିଜ ସ୍ତ୍ରୀକୁ ଛାଡି ଅନ୍ୟ ମହିଳାଙ୍କ ପ୍ରତି ଖରାପ ନଜର ରଖେ ତେବେ ଆଚାର୍ଯ୍ୟ ଚାଣକ୍ୟ ନୀତି ଅନୁସାରେ ସେହି ପିରୁଷ ଚରିତ୍ରହୀନ ହୋଇଥାଏ। ସେହି ପୁରୁଷ କ୍ୟାରକ୍ଟର ଲେସ ହୋଇଥାଏ। ଶାସ୍ତ୍ରରେ ମଧ୍ୟ ଏହାକୁ ମହାପାପ ବୋଲି ମାନାଯାଇଥାଏ। ଆଜିକାଲି ଆପଣ ଦେଖୁଥିବେ ବିବାହିତ ପୁରୁଷ ହେଉ କିମ୍ଵା କୌଣସି ବ୍ୟକ୍ତି ନିଜ ସ୍ତ୍ରୀ କିମ୍ବା ଗାର୍ଲଫ୍ରେଣ୍ଡ ଥାଇ ମଧ୍ୟ ସେମାନେ ଅନ୍ୟ ମହିଳାଙ୍କ ପ୍ରତି ଆକୃଷ୍ଟ ହୋଇଥାନ୍ତି ଏହିସବୁ ଲକ୍ଷଣ ଥିଲେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ଚରିତ୍ରହୀନ କୁହାଯାଇଥାଏ। ଯଦି ଏହିପରି ଅଭ୍ୟାସ ଅଛି ତେବେ ତୁରନ୍ତ ନିଜକୁ ବଦଳାଇଦେବା ଭଲ।

ଚତୁର୍ଥ କଥା। ମହିଳା ମାନଙ୍କୁ ସମ୍ମାନ ନକରିବା। ଯେଉଁ ପୁରୁଷମାନେ ମହିଳା ମାନଙ୍କ ରେସପେକ୍ଟ କରନ୍ତି ନାହିଁ ସେମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ ତେବେ ସେହି ପୁରୁଷ ଚରିତ୍ରହୀନ ଅଟନ୍ତି। ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ମହିଳା ମାନଙ୍କୁ ସର୍ବଦା ରେସପେକ୍ଟ କରିବା ବା ଆଦର କରିବା ଉଚିତ। ସେମାନଙ୍କୁ କେବେବି ଗାଳି ଗୁଲଜ କରନ୍ତୁ ନାହିଁ। ଏମିତି କରିବା ପୁରୁଷର ପୁରୁଷତ୍ୱ ଉପରେ ପ୍ରଶ୍ନ ଉଠିଥାଏ। ଆଉ ସେହି ପୁରୁଷ ଜଣେ ଚରିତ୍ରହୀନ ହୋଇଥାଏ। ସେଥିପାଇଁ ପୁରୁଷ ମାନଙ୍କୁ ଏହି ଭୁଲ କେବେବି କରିବା ଉଚିତ ନୁହେଁ ଏବଂ ଶାସ୍ତ୍ରରେ ବି ଏହିପରି ଭୁଲକୁ ମହାପାପ ବୋଲି କୁହାଯାଏ। ଯଦି ପୁରୁଷ ମାନଙ୍କ ପାଖରେ ଏହିପରି ଅଭ୍ୟାସ ଅଛି ତେବେ ଆଜି ହିଁ ନିଜ ଭିତରେ ପରିବର୍ତ୍ତନ ଆଣିବା ଆବଶ୍ୟକ। ଯେଉଁ ପୁରୁଷ ମହିଳାଙ୍କ ସମ୍ମାନ କରନ୍ତି ସେମାନେ ସବୁବେଳେ ସୁଖ ସମୃଦ୍ଧିର ଆସନରେ ରୁହନ୍ତି। କେବେବି କିଛିବି ତାଙ୍କ ଜୀବନରେ ଅସୁବିଧା ଆସେନାହିଁ। ସେଥିପାଇଁ ସର୍ବଦା ଆପଣ ଖୁସି ରୁହନ୍ତୁ ଏବଂ ମହିଳା ମାନଙ୍କୁ ସାହାର୍ଯ୍ୟ ସହଯୋଗ ସମ୍ମାନ ଏବଂ ଆଦର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *