Excuse Me Odisha

ଯାହା କହିବୁ ସତ କହିବୁ

ନିଜ ସ୍ତ୍ରୀଙ୍କୁ ରାଣୀ ଭଳି ରଖନ୍ତି ଏହି ଲୋକମାନେ,ଏମାନେ ଜୀବନସାଥୀଙ୍କୁ ସଚ୍ଚୋଟ ପ୍ରେମ କରନ୍ତି

ସେୟାର୍ କରନ୍ତୁ

ଆଜିକାଲି ଦୁନିଆରେ ଗୋଟେ ଭଲ ଜୀବନସାଥୀ ପାଇବା ବହୁତ କଷ୍ଟ ହୋଇଥାଏ। କାରଣ ଆଜିକାଲି ଦୁନିଆରେ ଏପରି ହୋଇଥାଏ କି ବାହାରୁ ଦେଖା ଯାଉଥିବା ବ୍ୟକ୍ତି ହୃଦୟରୁ ଖରାପ ହୋଇଥାନ୍ତି। କିନ୍ତୁ କିଛି ଏପରି ରାଶିର ଲୋକ ମାନେ ଅଛନ୍ତି ଯେଉଁମାନେ ନିଜର ପତ୍ନୀ ମାନଙ୍କୁ ରାଣୀ ଭଳି ରଖନ୍ତି।ଏହାସହିତ ଏମାନେ ନିଜର ତାଙ୍କର ପତ୍ନୀଙ୍କର ଭଲ ଭାବରେ ଯତ୍ନ ନେବା ସହିତ ତାଙ୍କର ସମସ୍ତ ଇଛା ପୂରଣ କରିଥାନ୍ତି। ଏହି ରାଶିର ଲୋକେ ନିଜର ପତ୍ନୀଙ୍କୁ ଉପଯୁକ୍ତ ସମ୍ମାନ ଦେଇଥାନ୍ତି ଏବଂ ତାଙ୍କର ସମସ୍ତ ଆବଶ୍ୟକତାକୁ ମଧ୍ୟ ପୂରଣ କରିଥାନ୍ତି। ଏହି ରାଶିର ପୁଅମାନେ ନିଜର ପତ୍ନୀଙ୍କୁ ଅଧିକ ପ୍ରେମ କରିଥାନ୍ତି।

ତୁଳା ରାଶି –

ଏହି ରାଶିର ଲୋକମାନେ ନିଜର ପତ୍ନୀଙ୍କୁ ଉପଯୁକ୍ତ ସମ୍ମାନ ଦେବା ସହିତ ତାଙ୍କର ସମସ୍ତ ଆବଶ୍ୟକତା ପୂରଣ କରିବା ପାଇଁ ଚେଷ୍ଟା କରିଥାନ୍ତି। ଏହି ରାଶିର ଲୋକେ କାହାର ବିଶ୍ୱାସ ଭାଙ୍ଗିବାକୁ ଦିଅନ୍ତି ନାହିଁ। ଏମାନେ କାହାକୁ କୌଣସି ଅସୁବିଧାରେ ଛାଡ଼ି ଯାଆନ୍ତି ନାହିଁ।ଏମାନଙ୍କ ମଧ୍ୟରେ ପରୋପକାର ଗୁଣ ରହିଛି।

କନ୍ୟା ରାଶି –

ଏହି ରାଶିର ଲୋକେ ନିଜର ଜୀବନସାଥୀଙ୍କ ପ୍ରତି ଅଧିକ ଯତ୍ନଶୀଳ ହୋଇଥାନ୍ତି। ଏମାନେ ସର୍ବଦା ନିଜ ଜୀବନସାଥୀଙ୍କର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରୟାସ କରିଥାନ୍ତି। ଏମାନେ ସର୍ବଦା ଭଗବାନଙ୍କ ଉପରେ ବିଶ୍ୱାସ ରଖିଥାନ୍ତି। ଏମାନେ ସର୍ବଦା ନିଜ ସାଥୀଙ୍କର ଅଭିଯୋଗକୁ ପୂରଣ କରିବା ପାଇଁ ପ୍ରୟାସ କରିଥାନ୍ତି।

ବୃଷ ରାଶି –

ଏହି ରାଶିର ଲୋକମାନେ ଅତ୍ୟନ୍ତ ନିଷ୍ଠାପର ହୋଇଥାନ୍ତି।ଏହି ରାଶିର ଲୋକମାନେ ନିଜର ଜୀବନସାଥୀଙ୍କୁ ଅଧିକ ପ୍ରେମ କରିଥାନ୍ତି । ଏମାନେ ନିଜ ସାଥୀଙ୍କ ପ୍ରତି ଅଧିକ ଯତ୍ନଶୀଳ ହୋଇଥାନ୍ତି। କହିବାକୁ ଗଲେ ଏମାନେ କେବେବି ନିଜ ଜୀବନସାଥୀଙ୍କ ଇଛା ବିରୁଦ୍ଧରେ କୌଣସି କାର୍ଯ୍ୟ କରନ୍ତି ନାହିଁ। ଏମାନେ ଜୀବନରେ କେବେବି ନିଜ ଜୀବନସାଥୀଙ୍କୁ ଅବିଶ୍ବାସ ବା ସନ୍ଦେହ କରନ୍ତି ନାହିଁ।

ସିଂହ ରାଶି –

ଏହି ରାଶିର ଲୋକେ ସର୍ବଦା ନିଜର ପତ୍ନୀଙ୍କୁ ମୂଲ୍ୟବାନ ଉପହାର ଦେଇଥାନ୍ତି। ଏମାନେ କେବେବି ନିଜର ପତ୍ନୀ ମାନଙ୍କୁ ନିଜ ଠାରୁ ଦୂରେଇ ଦୂରେଇ ଦିଅନ୍ତି ନାହିଁ। ଏହି ରାଶିର ପୁଅମାନେ ସର୍ବଦା ନିଜ ପତ୍ନୀଙ୍କୁ ବିଶ୍ୱାସ କରିଥାନ୍ତି। ଏହାସହିତ ଏମାନେ ନିଜ ପତ୍ନୀଙ୍କ ସହିତ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିଥାନ୍ତି ଏବଂ ଅଧିକ ଭଲପାଇବା ଦେଇଥାନ୍ତି।

କୁମ୍ଭ ରାଶି –

ଏହି ରାଶିର ଲୋକମାନେ ସର୍ବଦା ନିଜ ସ୍ତ୍ରୀଙ୍କ ଉପରେ ପ୍ରଚୁର ବିଶ୍ୱାସ ରଖିଥାନ୍ତି।ଏହାସହିତ ଏମାନେ କେବେବି ନିଜର ପତ୍ନୀଙ୍କୁ ଏକଲା ଛାଡନ୍ତି ନାହିଁ।ଏମାନେ ସର୍ବଦା ନିଜ ପତ୍ନୀଙ୍କ ସହିତ ସମୟ ଅତିବାହିତ କରିବାକୁ ପସନ୍ଦ କରିଥାନ୍ତି। ଏହାସହିତ ଏହି ରାଶିର ଲୋକମାନେ ନିଜର ଜୀବନସାଥୀଙ୍କ ସହିତ ଅଧିକରୁ ଅଧିକ ସମୟ ଅତିବାହିତ କରିବାକୁ ଇଛା ରଖିଥାନ୍ତି। ଏମାନେ ସ୍ୱଭାବରେ ଅଧିକ ନିଷ୍ଠାପର ଏବଂ ସଚ୍ଚୋଟ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *